Malvika Devi (@malvikadevibjp) 's Twitter Profile
Malvika Devi

@malvikadevibjp

Member Of Parliment ,Kalahandi Loksabha( Odisha)

ID: 1788839612418342912

calendar_today10-05-2024 07:53:59

202 Tweet

473 Followers

14 Following

Malvika Devi (@malvikadevibjp) 's Twitter Profile Photo

ଆଜି ଭବାନୀପାଟଣା ସ୍ଥିତ ଆମ ବାସ ଭବନ ରେ ପୂର୍ବତନ ସାଂସଦ କୁମାର ସାହେବ ଶ୍ରୀ Arka Keshari Deo ଜୀ ଙ୍କ ସହିତ ଲୋକ ଙ୍କ ସମସ୍ୟା ଶୁଣି ତାର ସମାଧାନ କଲୁ । Public Grievance at our Resistance

ଆଜି ଭବାନୀପାଟଣା ସ୍ଥିତ ଆମ ବାସ ଭବନ ରେ ପୂର୍ବତନ ସାଂସଦ କୁମାର ସାହେବ ଶ୍ରୀ Arka Keshari Deo ଜୀ ଙ୍କ ସହିତ ଲୋକ ଙ୍କ ସମସ୍ୟା ଶୁଣି ତାର ସମାଧାନ କଲୁ ।

Public Grievance at our Resistance
Malvika Devi (@malvikadevibjp) 's Twitter Profile Photo

ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ମହାରାଜ ଶ୍ରୀ Kanak Vardhan Singh Deo ଜୀ ଦାଦା ଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

ଆଜି ଲୋକ ଙ୍କ ସମସ୍ୟା ର ସମାଧାନ କୁ ପ୍ରାଥମିକତା ଦେଇ ଭବାନୀପାଟଣା ସ୍ଥିତ ଆମ ବାସଭବନ ଠାରେ ଥିବା କାର୍ଯ୍ୟାଳୟ ରେ ଜନ ସମସ୍ୟା ଶୁଣାଣି ଶିବିର। Public Grievance At My Residence Keshari Nahar Bhawanipatna

ଆଜି ଲୋକ ଙ୍କ ସମସ୍ୟା ର ସମାଧାନ କୁ ପ୍ରାଥମିକତା ଦେଇ ଭବାନୀପାଟଣା ସ୍ଥିତ ଆମ ବାସଭବନ ଠାରେ ଥିବା କାର୍ଯ୍ୟାଳୟ ରେ ଜନ ସମସ୍ୟା ଶୁଣାଣି ଶିବିର।

Public Grievance At My Residence Keshari Nahar Bhawanipatna
Malvika Devi (@malvikadevibjp) 's Twitter Profile Photo

#ଓଁ_ଶାନ୍ତି 🙏 ମୋ ମାମୁଁ ଶ୍ୱଶୁର ତଥା କୁମାର ସାହେବ ଶ୍ରୀ Arka Keshari Deo ଜୀ ଙ୍କ ସାନ ମାମୁଁ ପୁରୀର ଥାଟରାଜା ରଣାର୍ଣ୍ଣବ ଦେବ ଜୀ ଙ୍କ ଦେହାନ୍ତ ବିଷୟରେ ଶୁଣି ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ଦିବଂଗତ ଆତ୍ମା ର ଶାନ୍ତି ଓ ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଅଛି। ଓଁ ଶାନ୍ତି!

#ଓଁ_ଶାନ୍ତି 🙏
ମୋ ମାମୁଁ ଶ୍ୱଶୁର ତଥା କୁମାର ସାହେବ ଶ୍ରୀ Arka Keshari Deo ଜୀ ଙ୍କ ସାନ ମାମୁଁ ପୁରୀର ଥାଟରାଜା ରଣାର୍ଣ୍ଣବ ଦେବ ଜୀ ଙ୍କ ଦେହାନ୍ତ ବିଷୟରେ ଶୁଣି ଗଭୀର ଭାବେ ଦୁଃଖିତ ଏବଂ ମର୍ମାହତ। ଦିବଂଗତ ଆତ୍ମା ର ଶାନ୍ତି ଓ ସଦଗତି ପାଇଁ ମହାପ୍ରଭୁଙ୍କ ନିକଟରେ  ପ୍ରାର୍ଥନା କରୁଅଛି।
ଓଁ ଶାନ୍ତି!
Malvika Devi (@malvikadevibjp) 's Twitter Profile Photo

From a remote village in Odisha to Rashtrapati Bhavan — Mahamahim Hon’ble President Smt. Droupadi Murmu Ji’s life. Warm birthday greetings to Madam President. May she be blessed with strength, good health, and many more years of inspiring leadership.

From a remote village in Odisha to Rashtrapati Bhavan — Mahamahim Hon’ble President Smt. Droupadi Murmu Ji’s life.
Warm birthday greetings to Madam President. May she be blessed with strength, good health, and many more years of inspiring leadership.
Malvika Devi (@malvikadevibjp) 's Twitter Profile Photo

ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଯୋଗ ଏକ ଶକ୍ତିଶାଳୀ ମାଧ୍ୟମ । ଆସନ୍ତୁ, ଯୋଗକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏହାର ସୁଫଳକୁ ଆହୁରି ସୁଦୂର ପ୍ରସାରୀ କରିବା ।#InternationalDayofYoga

ଆସନ୍ତା ଜୁନ ୨୯, ୨୦୨୫ରେ ହେବାକୁ ଥିବା ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପୂର୍ବରୁ ଆପଣଙ୍କର ସୁଚିନ୍ତିତ ମତାମତ ଓ ପରାମର୍ଶ ଶେୟାର କରନ୍ତୁ । ଡାଏଲ କରନ୍ତୁ- ୧୮୦୦-୧୧-୭୮୦୦ ଜୁନ ୨୭, ୨୦୨୫ ପର୍ଯ୍ୟନ୍ତ ଫୋନ ଲାଇନ ଖୋଲା ରହିବ । #MannKiBaat

ଆସନ୍ତା ଜୁନ ୨୯, ୨୦୨୫ରେ ହେବାକୁ ଥିବା ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ପୂର୍ବରୁ ଆପଣଙ୍କର ସୁଚିନ୍ତିତ ମତାମତ ଓ ପରାମର୍ଶ ଶେୟାର କରନ୍ତୁ ।
ଡାଏଲ କରନ୍ତୁ- ୧୮୦୦-୧୧-୭୮୦୦ 
ଜୁନ ୨୭, ୨୦୨୫ ପର୍ଯ୍ୟନ୍ତ ଫୋନ ଲାଇନ ଖୋଲା ରହିବ ।

#MannKiBaat
Malvika Devi (@malvikadevibjp) 's Twitter Profile Photo

#BalidanDiwas My tributes to Dr. Shyama Prasad Mukherjee ji, a visionary nationalist and the founding leader of Bharatiya Jana Sangh, on his birth anniversary. His tireless efforts and unwavering commitment to India's unity and strength continue to inspire us.

Malvika Devi (@malvikadevibjp) 's Twitter Profile Photo

ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ନବକୃଷ୍ଣ ଚୌଧୁରୀଙ୍କ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।

ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ନବକୃଷ୍ଣ ଚୌଧୁରୀଙ୍କ ତିରୋଧାନ ଦିବସ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି ।
Malvika Devi (@malvikadevibjp) 's Twitter Profile Photo

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଓଡିଶା ବିକାଶ ପୁରୁଷ, ଓଡ଼ିଶାର ରତ୍ନ, ମାନ୍ୟବର ଶ୍ରୀଯୁକ୍ତ Dharmendra Pradhan ଜୀ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ। ମା ସମଲେଇ ତାଙ୍କର ଚଲାପଥ କୁସୁମିତ କରିବା ସହ ତାଙ୍କୁ ଦୀର୍ଘାୟୁ କରନ୍ତୁ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଓଡିଶା ବିକାଶ ପୁରୁଷ, ଓଡ଼ିଶାର ରତ୍ନ, ମାନ୍ୟବର ଶ୍ରୀଯୁକ୍ତ Dharmendra Pradhan ଜୀ ଙ୍କୁ ଜନ୍ମଦିନର  ଶୁଭେଚ୍ଛା ଓ ଅଭିନନ୍ଦନ। 

ମା ସମଲେଇ ତାଙ୍କର ଚଲାପଥ କୁସୁମିତ କରିବା ସହ ତାଙ୍କୁ ଦୀର୍ଘାୟୁ କରନ୍ତୁ ।
Malvika Devi (@malvikadevibjp) 's Twitter Profile Photo

ପବିତ୍ର #ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #RathaJatra2025 #RathYatra

ଆଜି ସମୟ ଅଭାବ ରୁ ଯାତ୍ରା ସମୟ ରେ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଲି। #ManKiBaat

ଆଜି ସମୟ ଅଭାବ ରୁ ଯାତ୍ରା ସମୟ ରେ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ <a href="/narendramodi/">Narendra Modi</a> ଜୀ ଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଲି।
#ManKiBaat
Malvika Devi (@malvikadevibjp) 's Twitter Profile Photo

ଭଦ୍ରକ ଲୋକସଭା ର ଲୋକପ୍ରିୟ ସାଂସଦ ଶ୍ରୀ Avimanyu Sethi ଜୀ ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ମା ଭଦ୍ରକାଳୀ ଆପଣଙ୍କୁ ସୁସ୍ଥ ଓ ଦୀର୍ଘାୟୁ କରିବା ସହିତ ଭଦ୍ରକର ସେବା କରିବା ପାଇଁ ଅସୀମ ଶକ୍ତି ପ୍ରଦାନ କରନ୍ତୁ ।

ପବିତ୍ର ହେରା ପଞ୍ଚମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।

ପବିତ୍ର ହେରା ପଞ୍ଚମୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
Malvika Devi (@malvikadevibjp) 's Twitter Profile Photo

Today I attended the meeting of Parliamentary Standing Committee on Consumer affairs ,Food & Public distribution At New Delhi along with all the members & Officials. Narendra Modi BJP Odisha Bharatiya Janata Party (BJP)

Today I attended the meeting of  Parliamentary Standing Committee on Consumer affairs ,Food &amp; Public distribution At New Delhi along with all the members &amp; Officials.
Narendra Modi BJP Odisha Bharatiya Janata Party (BJP)
Malvika Devi (@malvikadevibjp) 's Twitter Profile Photo

A Proud Moment for India! Hon'ble PM Shri Narendra Modi Ji has been honoured with Ghana’s highest civilian award — the Officer of the Order of the Star of Ghana.

A Proud Moment for India!

Hon'ble PM Shri Narendra Modi Ji has been honoured with Ghana’s highest civilian award — the Officer of the Order of the Star of Ghana.
Malvika Devi (@malvikadevibjp) 's Twitter Profile Photo

Thank you So much Honorable Prime Minister Sri Narendra Modi ji and Railway Minister Sri Ashwini Vaishnaw ji for expediting the work on Loco POH facility at Narla. Happy and excited to see the progress on the big economy boost for my people of Narla, kalahandi.

Malvika Devi (@malvikadevibjp) 's Twitter Profile Photo

ସମସ୍ତଙ୍କୁ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଆପଣ ଓ ଆପଣଙ୍କ ପ୍ରିୟଜନମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ଏତିକି କାମନା । ଜୟ ଜଗନ୍ନାଥ 🙏🙏 #BahudaJatra #ବାହୁଡ଼ାଯାତ୍ରା

ସମସ୍ତଙ୍କୁ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ଆପଣ ଓ ଆପଣଙ୍କ ପ୍ରିୟଜନମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ଏତିକି କାମନା ।
ଜୟ ଜଗନ୍ନାଥ 🙏🙏
#BahudaJatra
#ବାହୁଡ଼ାଯାତ୍ରା
Malvika Devi (@malvikadevibjp) 's Twitter Profile Photo

ଆଜି ଭବାନୀପାଟଣା ସ୍ଥିତ ଆମ ବାସ ଭବନ ରେ ଥିବା କାର୍ଯ୍ୟାଳୟ ରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଲୋକ ଙ୍କ ସମସ୍ୟା ବୁଝି ତାର ସମାଧାନ କଲି । Public Grievance at my Residence

ଆଜି ଭବାନୀପାଟଣା ସ୍ଥିତ ଆମ ବାସ ଭବନ ରେ ଥିବା କାର୍ଯ୍ୟାଳୟ ରେ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ଲୋକ ଙ୍କ ସମସ୍ୟା ବୁଝି ତାର ସମାଧାନ କଲି ।

Public Grievance at my Residence