LAccMI (@laccmi_odisha) 's Twitter Profile
LAccMI

@laccmi_odisha

Location Accessible Multi-modal Initiative (LAccMI): Elevating ODISHA's transit with tech, innovation & sustainability. Connecting today for a brighter tomorrow

ID: 1709121436881760257

linkhttps://linktr.ee/laxmi_odisha calendar_today03-10-2023 08:21:36

812 Tweet

6,6K Followers

78 Following

LAccMI (@laccmi_odisha) 's Twitter Profile Photo

Travel in comfort, arrive in bliss! Enjoy a smooth journey with our premium features on #JagannathExpress. Book your ticket in advance for a hassle-free ride.

Travel in comfort, arrive in bliss! Enjoy a smooth journey with our premium features on #JagannathExpress. Book your ticket in advance for a hassle-free ride.
LAccMI (@laccmi_odisha) 's Twitter Profile Photo

ମାତ୍ର ୫ ଟଙ୍କାରେ ମିଳୁଛି ଗମନାଗମନ ସୁବିଧା ବିଶ୍ୱସନୀୟତା ଏବଂ ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତା ସହିତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ପରିବହନ ସେବା ଯୋଗାଇବାରେ ଶ୍ରେଷ୍ଠତା ପ୍ରତିପାଦନ କରୁଛି ଏହି ବସ୍ ସେବା ।

ମାତ୍ର ୫ ଟଙ୍କାରେ ମିଳୁଛି ଗମନାଗମନ ସୁବିଧା

ବିଶ୍ୱସନୀୟତା ଏବଂ ସୁରକ୍ଷା ପ୍ରତି ଦୃଢ଼ ପ୍ରତିବଦ୍ଧତା ସହିତ ଛାତ୍ରଛାତ୍ରୀଙ୍କୁ ଉନ୍ନତ ପରିବହନ ସେବା ଯୋଗାଇବାରେ ଶ୍ରେଷ୍ଠତା ପ୍ରତିପାଦନ କରୁଛି ଏହି ବସ୍ ସେବା ।
LAccMI (@laccmi_odisha) 's Twitter Profile Photo

Safety first! It's highly advisable to board and exit the bus only when it has safely stopped. Safety is everyone's responsibility, let's own it! Your life is precious, and we want to ensure you reach your destination safely!

Safety first!

It's highly advisable to board and exit the bus only when it has safely stopped. Safety is everyone's responsibility, let's own it! Your life is precious, and we want to ensure you reach your destination safely!
LAccMI (@laccmi_odisha) 's Twitter Profile Photo

Safety, comfort and smiles! Our trained driver are committed to ensure commuters with a smooth and secure travel experience.

Safety, comfort and smiles! 

Our trained driver are committed to ensure commuters with a smooth and secure travel experience.
LAccMI (@laccmi_odisha) 's Twitter Profile Photo

Your satisfaction means the world to us! 🤩 Appreciate your feedback! 😇 We're glad to be making a difference in your daily commute.

Your satisfaction means the world to us! 🤩
Appreciate your feedback! 😇

We're glad to be making a difference in your daily commute.
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

ସମ୍ବଲପୁରୀ ଦିନ୍ ଉଧେ ସମସ୍ତଙ୍କୁ ଗୁର୍ଦୁଟେ ଶୁଭେଚ୍ଛା ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିର୍ ପେହେଚାନ୍ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କର୍ ଜନମ୍ ଦିନ୍ '୧ ଅଗଷ୍ଟ-ସମ୍ବଲପୁରୀ ଦିନ୍' ଉଧେଁ ଓଏସ୍ଆରଟିସି ତରଫରୁ ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି । #sambalpuridin #ସମ୍ବଲପୁରୀଦିନ୍

ସମ୍ବଲପୁରୀ ଦିନ୍ ଉଧେ ସମସ୍ତଙ୍କୁ ଗୁର୍ଦୁଟେ ଶୁଭେଚ୍ଛା

ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିର୍ ପେହେଚାନ୍ ବିଶିଷ୍ଟ ସାହିତ୍ୟିକ୍ ଗୁରୁ ସତ୍ୟନାରାୟଣ ବହିଦାରଙ୍କର୍ ଜନମ୍ ଦିନ୍ '୧ ଅଗଷ୍ଟ-ସମ୍ବଲପୁରୀ ଦିନ୍' ଉଧେଁ ଓଏସ୍ଆରଟିସି ତରଫରୁ ସମ୍ମାନ୍ ଆଉ ଶ୍ରଦ୍ଧାଞ୍ଜଳି ।

#sambalpuridin #ସମ୍ବଲପୁରୀଦିନ୍
LAccMI (@laccmi_odisha) 's Twitter Profile Photo

ଲାକମୀ ବସ୍ ସେବା ପକ୍ଷରୁ ବନ୍ଧୁତ୍ୱ ଦିବସର ଅଭିନନ୍ଦନ ଆପଣଙ୍କର ପ୍ରତ୍ୟେକ ଯାତ୍ରା ଆନନ୍ଦ ଏବଂ ଅବିସ୍ମରଣୀୟ ସ୍ମୃତିରେ ପରିପୂର୍ଣ୍ଣ ହେଉ। ଲାକମୀ ବସ୍ ସେବାକୁ ନିଜର ଯାତ୍ରା ସାଥି ଭାବରେ ଚୟନ କରିଥିବାରୁ ଧନ୍ୟବାଦ।

ଲାକମୀ ବସ୍ ସେବା ପକ୍ଷରୁ ବନ୍ଧୁତ୍ୱ ଦିବସର ଅଭିନନ୍ଦନ 

ଆପଣଙ୍କର ପ୍ରତ୍ୟେକ ଯାତ୍ରା ଆନନ୍ଦ ଏବଂ ଅବିସ୍ମରଣୀୟ ସ୍ମୃତିରେ ପରିପୂର୍ଣ୍ଣ ହେଉ। ଲାକମୀ ବସ୍ ସେବାକୁ ନିଜର ଯାତ୍ରା ସାଥି ଭାବରେ ଚୟନ କରିଥିବାରୁ ଧନ୍ୟବାଦ।
LAccMI (@laccmi_odisha) 's Twitter Profile Photo

ଟ୍ରାଫିକର କମ୍ ଟେନସନ୍, ସୁଲଭ ମୂଲ୍ୟରେ ଯାତ୍ରା, ପ୍ରଦୂଷଣମୁକ୍ତ ପୃଥିବୀ ପାଇଁ ସାର୍ବଜନୀନ ପରିବହନକୁ ବାଛନ୍ତୁ ଏବଂ ଆରାମଦାୟକ ଯାତ୍ରା ଉପଭୋଗ କରନ୍ତୁ। ସମାଧାନ ପାଇଁ ହାତ ମିଳାନ୍ତୁ। Skip the traffic, save your cash, save the planet and enjoy your comfortable ride in Public Transport. Public transport

ଟ୍ରାଫିକର କମ୍ ଟେନସନ୍, ସୁଲଭ ମୂଲ୍ୟରେ ଯାତ୍ରା, ପ୍ରଦୂଷଣମୁକ୍ତ ପୃଥିବୀ ପାଇଁ ସାର୍ବଜନୀନ ପରିବହନକୁ ବାଛନ୍ତୁ ଏବଂ ଆରାମଦାୟକ ଯାତ୍ରା ଉପଭୋଗ କରନ୍ତୁ।

ସମାଧାନ ପାଇଁ ହାତ ମିଳାନ୍ତୁ।

Skip the traffic, save your cash, save the planet and enjoy your comfortable ride in Public Transport. 

Public transport
LAccMI (@laccmi_odisha) 's Twitter Profile Photo

ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଅଧିନରେ ୩ଟି ନୂତନ ମାର୍ଗରେ ବସ୍ ସେବା ଆରମ୍ଭ ହୋଇଛି। ରାଇରଙ୍ଗପୁର, ବଡ଼ବିଲ ଏବଂ ଚନ୍ଦନେଶ୍ୱରରୁ ପୁରୀକୁ ସଂଯୋଗ କରୁଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବାର ନୂତନ ମାର୍ଗ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି। ଯାତ୍ରା କରିବା ପାଇଁ ଓଏସ୍ଆରଟିସି ଆପ୍ (play.google.com/store/apps/det…), ୱେବସାଇଟ୍ ରୁ

ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଅଧିନରେ ୩ଟି ନୂତନ ମାର୍ଗରେ ବସ୍ ସେବା ଆରମ୍ଭ ହୋଇଛି।

ରାଇରଙ୍ଗପୁର, ବଡ଼ବିଲ ଏବଂ ଚନ୍ଦନେଶ୍ୱରରୁ ପୁରୀକୁ ସଂଯୋଗ କରୁଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍ ବସ୍ ସେବାର ନୂତନ ମାର୍ଗ ବିବରଣୀ ନିମ୍ନରେ ପ୍ରଦାନ କରାଯାଇଛି।

ଯାତ୍ରା କରିବା ପାଇଁ ଓଏସ୍ଆରଟିସି ଆପ୍ (play.google.com/store/apps/det…), ୱେବସାଇଟ୍ ରୁ
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC ଏବଂ LAccMI ବସ୍ ସେବା ଗର୍ବର ସହ ହସ୍ତତନ୍ତ ଶିଳ୍ପର ସମୃଦ୍ଧ ଐତିହ୍ଯ ଏବଂ କାରିଗରୀକୁ ପାଳନ କରୁଛି। #NationalHandloomDay #OdishaHandloom #MyHandloomMyPride

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା

ଜାତୀୟ ହସ୍ତତନ୍ତ ଦିବସରେ <a href="/OSRTC_Odisha/">ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC</a> ଏବଂ <a href="/LAccMI_Odisha/">LAccMI</a> ବସ୍ ସେବା ଗର୍ବର ସହ ହସ୍ତତନ୍ତ ଶିଳ୍ପର ସମୃଦ୍ଧ ଐତିହ୍ଯ ଏବଂ କାରିଗରୀକୁ ପାଳନ କରୁଛି। 

#NationalHandloomDay
#OdishaHandloom
#MyHandloomMyPride
Arabinda  Saha (@aro_da_) 's Twitter Profile Photo

ସ୍ୱାଧୀନତା ଦିବସର🇮🇳ଶୁଭେଚ୍ଛା ଆସନ୍ତୁ ଆମ ଦେଶ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିବା |

ସ୍ୱାଧୀନତା ଦିବସର🇮🇳ଶୁଭେଚ୍ଛା 
ଆସନ୍ତୁ ଆମ ଦେଶ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିବା |
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

ଆଜି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କାର୍ଯ୍ୟାଳୟରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTCର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବିଶିକେଶନ ଦେହୁରୀ ପତାକା ଉତ୍ତୋଳନ କରିଥିଲେ। #IndianIndependenceDay #15August #ସ୍ୱାଧୀନତାଦିବସ

ଆଜି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କାର୍ଯ୍ୟାଳୟରେ ୭୮ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ <a href="/OSRTC_Odisha/">ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC</a>ର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବିଶିକେଶନ ଦେହୁରୀ ପତାକା ଉତ୍ତୋଳନ କରିଥିଲେ।

#IndianIndependenceDay #15August #ସ୍ୱାଧୀନତାଦିବସ
LAccMI (@laccmi_odisha) 's Twitter Profile Photo

ଆପଣମାନଙ୍କ ସୁବିଧା ପାଇଁ ପ୍ରଭାବଶାଳୀ ଯୋଗାଯୋଗ ବୃଦ୍ଧି ଏବଂ ସୂଚନା ପ୍ରସାରକୁ ସୁବ୍ଯବସ୍ଥିତ କରିବା ଉଦ୍ଦେଶ୍ଯରେ, ଏହି ସୋସିଆଲ ମିଡିଆ ପେଜ୍ କୁ OSRTC ସହିତ ସମନ୍ୱିତ କରାଯାଉଛି। ଅଧିକ ବିବରଣୀ ପାଇଁ OSRTC ର ସୋସିଆଲ ମିଡିଆ ପେଜ୍ କୁ ଫଲୋ କରନ୍ତୁ।

ଆପଣମାନଙ୍କ ସୁବିଧା ପାଇଁ ପ୍ରଭାବଶାଳୀ ଯୋଗାଯୋଗ ବୃଦ୍ଧି ଏବଂ ସୂଚନା ପ୍ରସାରକୁ ସୁବ୍ଯବସ୍ଥିତ କରିବା ଉଦ୍ଦେଶ୍ଯରେ, ଏହି ସୋସିଆଲ ମିଡିଆ ପେଜ୍ କୁ OSRTC ସହିତ ସମନ୍ୱିତ କରାଯାଉଛି।

ଅଧିକ ବିବରଣୀ ପାଇଁ OSRTC ର ସୋସିଆଲ ମିଡିଆ ପେଜ୍ କୁ ଫଲୋ କରନ୍ତୁ।