Shree Jagannatha (@jagannathadham) 's Twitter Profile
Shree Jagannatha

@jagannathadham

ଈଶ୍ୱର କ୍ରୀଡା ଏ ଜଗତ । ପ୍ରାଣୀଏ ଈଶ୍ୱର ଆୟତ୍ତ ।। ଯାହାକୁ ରଖିବେ ଅନନ୍ତ । କି କରିପାରେ ବଳବନ୍ତ।।

ID: 979289014208380928

calendar_today29-03-2018 09:27:50

2,2K Tweet

8,8K Followers

101 Following

Shree Jagannatha (@jagannathadham) 's Twitter Profile Photo

୧୯୩୫ ମସିହାରେ ତାଳଧ୍ଵଜ ରଥରେ ବିରାଜମାନ କରିଛନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର Badathkaura Shree Balabhadra on Taladhwaja Ratha during 1935 Ratha Jatra

୧୯୩୫ ମସିହାରେ ତାଳଧ୍ଵଜ ରଥରେ ବିରାଜମାନ କରିଛନ୍ତି ବଡ଼ଠାକୁର ଶ୍ରୀ ବଳଭଦ୍ର

Badathkaura Shree Balabhadra on Taladhwaja Ratha during 1935 Ratha Jatra
Shree Jagannatha (@jagannathadham) 's Twitter Profile Photo

ଶ୍ରୀକ୍ଷେତ୍ର ଧାମ ରେ ଶ୍ରୀ କୃଷ୍ଣ ଲୀଳା ର ଦ୍ୱତୀୟ ରଜନୀ ରେ ବକାଅସୁର ବଦ୍ଧ ନୀତି ବାଲି ସାହି ଦ୍ୱାରା ସମ୍ପୂର୍ଣ... 👹🙇🏻‍♂️🚩

ଶ୍ରୀକ୍ଷେତ୍ର ଧାମ ରେ ଶ୍ରୀ କୃଷ୍ଣ ଲୀଳା ର ଦ୍ୱତୀୟ ରଜନୀ ରେ ବକାଅସୁର ବଦ୍ଧ ନୀତି ବାଲି ସାହି ଦ୍ୱାରା ସମ୍ପୂର୍ଣ... 👹🙇🏻‍♂️🚩
Shree Jagannatha (@jagannathadham) 's Twitter Profile Photo

ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ମା' ସମଲେଶ୍ୱରୀଙ୍କର୍ ପାଖେ ଗୁହାରି, ସମସ୍ତଙ୍କୁ ତାର୍ ପଣତ୍ କାନି ତଲେ ସୁଖେ ରଖିଥାଉନ୍, ଏତକି ପ୍ରାର୍ଥନା l ନୂଆଁଖାଇ ଜୁହାର 🙏🏻 ଜୟ ମା ସମଲେଇ | ଜୟ ଶ୍ରୀ ଜଗନ୍ନାଥ

ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ମା' ସମଲେଶ୍ୱରୀଙ୍କର୍ ପାଖେ ଗୁହାରି, ସମସ୍ତଙ୍କୁ ତାର୍ ପଣତ୍ କାନି ତଲେ ସୁଖେ ରଖିଥାଉନ୍, ଏତକି ପ୍ରାର୍ଥନା l
ନୂଆଁଖାଇ ଜୁହାର 🙏🏻

ଜୟ ମା ସମଲେଇ | ଜୟ ଶ୍ରୀ ଜଗନ୍ନାଥ
Shree Jagannatha (@jagannathadham) 's Twitter Profile Photo

ଶ୍ରୀ ସିଦ୍ଧମହାବୀର ଙ୍କ ନାଗା ବେଶ ଦର୍ଶନ Naga Besha darshan of Shri Sidha Mahavir

ଶ୍ରୀ ସିଦ୍ଧମହାବୀର ଙ୍କ ନାଗା ବେଶ ଦର୍ଶନ

Naga Besha darshan of Shri Sidha Mahavir
Shree Jagannatha (@jagannathadham) 's Twitter Profile Photo

ଓଡ଼ିଆ ଜାତିର ଗଣ ପର୍ବ ପବିତ୍ର ମାଣବସା ଗୁରୁବାର ର ପ୍ରଥମ ପାଳି ର ଶୁଭେଚ୍ଛା ଓ ଶୁଭକାମନା। ମା ମହାଲକ୍ଷ୍ମୀ ସଭିଙ୍କ ମଙ୍ଗଳ କରନ୍ତୁ । ଜୟ ମା ମହାଲକ୍ଷ୍ମୀ

ଓଡ଼ିଆ ଜାତିର ଗଣ ପର୍ବ ପବିତ୍ର ମାଣବସା ଗୁରୁବାର ର ପ୍ରଥମ ପାଳି ର ଶୁଭେଚ୍ଛା ଓ ଶୁଭକାମନା।
ମା ମହାଲକ୍ଷ୍ମୀ ସଭିଙ୍କ ମଙ୍ଗଳ କରନ୍ତୁ ।
ଜୟ ମା ମହାଲକ୍ଷ୍ମୀ
Shree Jagannatha (@jagannathadham) 's Twitter Profile Photo

On the occasion of Deva Deepavali , starting from 30th Nov 2024 ( Margasir Krishna Chaturdashi ) till 2nd Dec 2024 ( Margasir Sukla Pratipada) , all devotees are cordially invited to attend this divine celebration at Shree Jagannatha Temple , Puri . Jay Shree Jagannatha

On the occasion of Deva Deepavali , starting from 30th Nov 2024 ( Margasir Krishna Chaturdashi ) till 2nd Dec 2024 ( Margasir Sukla Pratipada) , all devotees are cordially invited to attend this divine celebration at Shree Jagannatha Temple , Puri .

Jay Shree Jagannatha
Shree Jagannatha (@jagannathadham) 's Twitter Profile Photo

ଦେବ ଦୀପାବଳୀ ର ତୃତୀୟ ଦିବସରେ ଶ୍ରୀମନ୍ଦିର ଚୁଡ଼ାରେ ମହାଦୀପ ଦର୍ଶନ

ଦେବ ଦୀପାବଳୀ ର ତୃତୀୟ ଦିବସରେ ଶ୍ରୀମନ୍ଦିର ଚୁଡ଼ାରେ ମହାଦୀପ ଦର୍ଶନ
Shree Jagannatha (@jagannathadham) 's Twitter Profile Photo

A rare click of Baitāḷa deuḷa or Vaitāḷa deuḷa in the year 1850 . This temple is an architectural marvel built during the 8th-century in the typical Khakara style of the Kalinga architecture dedicated to Goddess Chamunda located in Bhubaneswar,

A rare click of Baitāḷa deuḷa or Vaitāḷa deuḷa in the year 1850 .

This temple is an architectural marvel built during the 8th-century in the typical Khakara style of the Kalinga architecture dedicated to Goddess Chamunda located in Bhubaneswar,
Shree Jagannatha (@jagannathadham) 's Twitter Profile Photo

ଶ୍ରୀ ରଙ୍ଗନାୟକଙ୍କ ଅପେକ୍ଷା ରେ ଦୋଳବେଦୀ ..... ସଜେଇ ହେଉଛି ଦୋଳବେଦୀ । ଆସନ୍ତା କାଲି ଶ୍ରୀଦେବୀ ଭୂଦେବୀ ଘେନି ଦୋଳବେଦୀରେ ବିଜେ କରିବେ ଶ୍ରୀ ଦୋଳଗୋବିନ୍ଦ ..... #DolaJatra #Dolabedi #Holi #DolaJatraofShreeJagannathaDham

ଶ୍ରୀ ରଙ୍ଗନାୟକଙ୍କ ଅପେକ୍ଷା ରେ ଦୋଳବେଦୀ .....

ସଜେଇ ହେଉଛି ଦୋଳବେଦୀ । ଆସନ୍ତା କାଲି ଶ୍ରୀଦେବୀ ଭୂଦେବୀ ଘେନି ଦୋଳବେଦୀରେ ବିଜେ କରିବେ ଶ୍ରୀ ଦୋଳଗୋବିନ୍ଦ .....

#DolaJatra #Dolabedi #Holi #DolaJatraofShreeJagannathaDham
Shree Jagannatha (@jagannathadham) 's Twitter Profile Photo

ଆଷାଢ଼ ଶୁକ୍ଳ ଦ୍ୱିତୀୟା , ଭକ୍ତଙ୍କ ସମାଗମ ରେ ପରିପୂର୍ଣ୍ଣ ହେବ ବଡ଼ଦାଣ୍ଡ ଶ୍ରୀମନ୍ଦିରର ରାଜରସିକତା କୁ ଛାଡ଼ି ,ପତିତ ଉଦ୍ଧାର ନିମନ୍ତେ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିବେ କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ୩ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେବେ ସବୁ ଭକ୍ତ #ରଥଯାତ୍ରା୨୦୨୫ ଆଉ ମାତ୍ର ୯୦ ଦିନର ଅପେକ୍ଷା

ଆଷାଢ଼ ଶୁକ୍ଳ ଦ୍ୱିତୀୟା , ଭକ୍ତଙ୍କ ସମାଗମ ରେ ପରିପୂର୍ଣ୍ଣ ହେବ ବଡ଼ଦାଣ୍ଡ
ଶ୍ରୀମନ୍ଦିରର ରାଜରସିକତା କୁ ଛାଡ଼ି ,ପତିତ ଉଦ୍ଧାର ନିମନ୍ତେ ବଡ଼ ଦାଣ୍ଡକୁ ଓହ୍ଲାଇ ଆସିବେ କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥ।
୩ ରଥରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେବେ ସବୁ ଭକ୍ତ
#ରଥଯାତ୍ରା୨୦୨୫ ଆଉ ମାତ୍ର ୯୦ ଦିନର ଅପେକ୍ଷା
Shree Jagannatha (@jagannathadham) 's Twitter Profile Photo

ପ୍ରତୀକ୍ଷା ର ଅନ୍ତ ଘଟିଛି। ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସାହିଯାତ । ପୁରୀ ବାସୀ ଙ୍କ ସମରକାଳ ର ପ୍ରତୀକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଙ୍ଗ ହେଉଛି ସାହିଯାତ। Sambit Patra ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Suryabanshi Suraj #purisahijata2025 #puritradition #purisamarkala

ପ୍ରତୀକ୍ଷା ର ଅନ୍ତ ଘଟିଛି। ପବିତ୍ର ଶ୍ରୀ ରାମ ନବମୀ ଅବସରରେ ଆଜିଠାରୁ  ଆରମ୍ଭ  ହେବାକୁ ଯାଉଛି ସାହିଯାତ । ପୁରୀ ବାସୀ ଙ୍କ ସମରକାଳ ର ପ୍ରତୀକ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଙ୍ଗ ହେଉଛି  ସାହିଯାତ।

Sambit Patra ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ Suryabanshi Suraj
#purisahijata2025 #puritradition #purisamarkala
Shree Jagannatha (@jagannathadham) 's Twitter Profile Photo

In the year 1905 , Vaisakha Krishna Navami ( last day of Sahijata) Mahaprabhu Shri Jagannatha was adorned as Shri Raghunatha . It's been 120 years , devotees are waiting to have darshan of this divine besha of Mahaprabhu at Shrimandir . Hope Sambit Patra CMO Odisha take steps

In the year 1905 , Vaisakha Krishna Navami ( last day of Sahijata) Mahaprabhu Shri Jagannatha was adorned as Shri Raghunatha .  It's been 120 years , devotees are waiting to have darshan of  this divine besha of Mahaprabhu at Shrimandir .
Hope Sambit Patra CMO Odisha take steps
Shree Jagannatha (@jagannathadham) 's Twitter Profile Photo

ଆପଣଙ୍କ ଅବଗତ ନିମନ୍ତେ ଜଣେଇ ଦିଆ ଯାଉଛି କି ସାଢେ଼ ୪ କୋଟି ଓଡିଆଙ୍କ ମଉଡମଣି ହେଉଛନ୍ତି ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ତାଙ୍କ ଛଡ଼ା ସେହି ସ୍ଥାନରେ ଆଉ କାହାର ଅଧିକାର ନାହିଁ । ଦୟାକରି ସେହି ସ୍ଥାନରେ ଏକ ରାଜନେତା ଙ୍କ ନାମ ରଖି ଓଡ଼ିଆ ଙ୍କ ଭାବାବେଗ ସହ ଖେଳନ୍ତୁ ନାହିଁ । Ipshitaa Sahoo Ipshitaa Sahoo