#ମୋ_ଡାକ୍ତର🩺 (@drdeepak81) 's Twitter Profile
#ମୋ_ଡାକ୍ତର🩺

@drdeepak81

Doctor by training, Citizen by profession, Taxpayer by choice

ID: 3041670119

calendar_today17-02-2015 00:08:52

22,22K Tweet

11,11K Followers

1,1K Following

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

ଏକ ନୂତନ ବୈଜ୍ଞାନିକ ଗବେଷଣାରୁ ଜଣାପଡିଛି ଯେ, ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ରଖିଲେ ତା'ର ଜ୍ୱଳନଶୀଳତା ସାଙ୍ଘାତିକ ଭାବରେ ବଢିଯାଏ, କିନ୍ତୁ କାଚ/ଟିଣ ଡବା ସେହି ଜ୍ୱଳନଶୀଳତାକୁ ମାତ୍ରାଧିକ ଭାବେ କମେଇଦିଏ। ଏପରିକି ଦିଆସିଲି ଜାଳି ଅଧଘଣ୍ଟାଏ ବସିଲେ ବି ଟିଣଡବାରେ ଥିବା ପେଟ୍ରୋଲ ଜଳେନାହିଁ ।

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

ଯଦିଓ ମୋତେ ଭଲ ଲାଗୁନି, ତଥାପି ଚଳେଇଦବା ହେଲେ ଏମିତି ଭୁଲ୍ ଭାଲ୍ ବର୍ଣ୍ଣ ଲେଖିଲେ ଗର୍ବିତ ହବା ଅପେକ୍ଷା ଲଜ୍ଜା ବେଶୀ ଲାଗୁଚି । କେହି ମରାଠୀ ନେତା ଥିଲେ, ସିଆଡେ ପ୍ରମୋଟ କରାନ୍ତୁ, ବଢିଆ ଚାଲିବ lablerahulsingh.com/products/oriya…

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

କଉଠି ଭାକାନ୍ସି ଥିଲେ କହିବେ, ଏମିତିଆ ଭେଟି ଭାଗ୍ୟରେ ଥିଲେ ମିଳେ । ପାଠଶାଠ ଆଉ କାହିଁକି ପଢିବୁ, ଯଦି ଦଶଲକ୍ଷ ବୀମା ମାଗଣାରେ ମିଳୁଚି !

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

ମୋ ଜାଣିବାରେ, ଓଡ଼ିଶାରେ ଯେତିକି ସରକାରୀ ଡାକ୍ତରଖାନା ଅଛି, କଉଠିବି ଚିକିତ୍ସା ପାଇଁ କାର୍ଡ ବା ଟିପଚିହ୍ନ ର ଆବଶ୍ୟକତା ତିଳେ ମାତ୍ର ନାହିଁ ! ଏ ଯାତ୍ରାର ପ୍ରକୃତ କାରଣ କେବଳ ବେହିଆ ନନ୍ଦିଘୋଷ ବାଲା ହିଁ କହିପାରିବେ

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

ବେକ ପିଠି ଯଦି ବିନ୍ଧା ବିନ୍ଧି ହଉଚି ତେବେ 'ଡାକ୍ତର' ବାବୁଙ୍କ ରିଲ୍ସ ଦେଖିନେବେ ! facebook.com/share/16cdHWv2…

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

ଏଇଟ୍ ପିଏମ୍ ନିବ୍ ଗୋଟେ ବି ଚଢେଇଦବାର ଥିଲା, ସେଇଟା ନଦେଇକି ଏ ସାଲାଇନ୍-ଇଞ୍ଜେକ୍ସନ କାହିଁକି ଡାକ୍ତରଖାନାରେ ଦଉଚନ୍ତି କେଜାଣି ?

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

ଧେତ୍, ଏତିକି ତ ଆମ ବାବୁ ମାନେ ବେଗ୍ ରେ ପଶେଇକି ଥରକରେ ଛାତରୁ ତଳକୁ ଫୋପାଡିଦିଅନ୍ତି

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

ଆଦୌ ନୁହେଁ, ମିଛ କଥା ! ଓଡ଼ିଶାରେ ମେଲେରିଆରେ ନମାରିବାକୁ ସ୍ୱାସ୍ଥ୍ୟବିଭାଗ ତରଫରୁ ଖୋଦ ସବୁ ମଶାଙ୍କୁ ଚିଠି କରାହେଇଚି ଆଉ ତାଙ୍କ ହାତରେ ବଣ୍ଟାହେଇଚି ! କେବେବି ଏମିତି ହେଇନଥିବ

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

ମୋ ଷ୍ଟାଫ୍ ଦି'ଜଣ କଥା ହଉଥିଲେ, : ସିଏ ଆସିଲା ଆଜି? : ନାଇଁ ମ, ପୁଣି କେୱାଇସି କରେଇବାକୁ ପଡିବ ବୋଧେ ! : ଆରେ, ତୋ ସୁରତ ଭାଇ କଥା ପଚାରୁଚି : ଓହୋ, ନାଇଁ ମ, ଆରବର୍ଷ ଆସିବ ସିଏ #ସୁଭଦ୍ରା #ରାକ୍ଷୀପୂର୍ଣ୍ଣିମା

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

Went to buy a flag from Khadi Bhandar in Cuttack. He will sell minimum 6 numbers !! I & PR Department, Odisha , ବର୍ତ୍ତମାନ ଛ'ଟା ଘର କଉଠୁ ଆଣିବି ? #HarGharTiranga

Went to buy a flag from Khadi Bhandar in Cuttack.

He will sell minimum 6 numbers !!

<a href="/IPR_Odisha/">I & PR Department, Odisha</a> , ବର୍ତ୍ତମାନ ଛ'ଟା ଘର କଉଠୁ ଆଣିବି ? 
#HarGharTiranga