ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ

@culturedeptt

Odisha is the bastion of rich #Odia cultural #heritage with its historical monuments, #archaeological sites, traditional #arts, #sculpture, #dance and #music.

ID: 750294004307152896

linkhttps://culture.odisha.gov.in/ calendar_today05-07-2016 11:43:25

11,11K Tweet

65,65K Followers

106 Following

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଆସନ୍ତାକାଲି ପୂର୍ବାହ୍ଣ ୧୦.୩୦ ମିନିଟ ସମୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ଭାଷାବିତ୍ ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଓ ଐତିହାସିକ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ଜୟନ୍ତୀ ସମାରୋହ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଯାଉଅଛି । #Uuc #ଓଡ଼ିଆ #Odisha

ଆସନ୍ତାକାଲି ପୂର୍ବାହ୍ଣ ୧୦.୩୦ ମିନିଟ ସମୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବିଶିଷ୍ଟ ଭାଷାବିତ୍ ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଓ ଐତିହାସିକ ପଦ୍ମଶ୍ରୀ ସତ୍ୟନାରାୟଣ ରାଜଗୁରୁଙ୍କ ଜୟନ୍ତୀ ସମାରୋହ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାକୁ ଯାଉଅଛି ।
#Uuc #ଓଡ଼ିଆ #Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଆ ଅଧ୍ୟୟନ ଅଧ୍ୟାପକ ଆଦିକବି ସାରଳା ଦାସ, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଚଳିତ ମାସ ତା-୨୨ ଓ ୨୩ରିଖ ଦୁଇ ଦିନ ଧରି ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତର ପରମ୍ପରା ବିଷୟରେ ଏକ ଜାତୀୟ ଆଲୋଚନାଚକ୍ର,ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟ-୧ କନଭେନସନ୍ ସେଣ୍ଟର ଦିଲ୍ଲୀରେ, ଅନୁଷ୍ଠିତ ହେବାକୁ ଯାଉଅଛି।

ପ୍ୟାରିସ ଅଲମ୍ପିକ୍-୨୦୨୪ ରେ କାଂସ୍ୟ ପଦକ ବିଜେତା ଭାରତୀୟ ହକି ଦଳଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା... #odia #odia_language #culture #Hockyindia #Odisha CMO Odisha Suryabanshi Suraj ChiefSecyOdisha Odisha Sports I & PR Department, Odisha

ପ୍ୟାରିସ ଅଲମ୍ପିକ୍-୨୦୨୪ ରେ କାଂସ୍ୟ ପଦକ ବିଜେତା ଭାରତୀୟ ହକି ଦଳଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା...

#odia #odia_language #culture #Hockyindia #Odisha

CMO Odisha Suryabanshi Suraj ChiefSecyOdisha Odisha Sports  I & PR Department, Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳ ହିତୈଷିଣୀ ସମାଜଙ୍କ ମିଳିତ ସହଯୋଗରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତା-୨୧/୮/୨୪ ରିଖ ପାରଳାଖେମୁଣ୍ଡି, ଗଜପତି ଠାରେ ଅନୁଷ୍ଠିତ ହୋଇଯାଇଅଛି। #odia #odisha #culture CMO Odisha Suryabanshi Suraj ChiefSecyOdisha I & PR Department, Odisha

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳ ହିତୈଷିଣୀ ସମାଜଙ୍କ ମିଳିତ ସହଯୋଗରେ ପଣ୍ଡିତ ଗୋପୀନାଥ ନନ୍ଦଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତା-୨୧/୮/୨୪ ରିଖ ପାରଳାଖେମୁଣ୍ଡି, ଗଜପତି ଠାରେ ଅନୁଷ୍ଠିତ ହୋଇଯାଇଅଛି।
#odia #odisha #culture

CMO Odisha Suryabanshi Suraj ChiefSecyOdisha I & PR Department, Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟାଙ୍ଗନା ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୮୦ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣାକେନ୍ଦ୍ର ପରିସରସ୍ଥ ପ୍ରତିମୁର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #Odisha #Odia #culture CMO Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟାଙ୍ଗନା ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୮୦ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣାକେନ୍ଦ୍ର ପରିସରସ୍ଥ ପ୍ରତିମୁର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

#Odisha #Odia #culture
CMO Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟାଙ୍ଗନା ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୮୦ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ରବୀନ୍ଦ୍ରମଣ୍ଡପ ପରିସରସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #Odisha #odia #culture CMO Odisha Suryabanshi Suraj ChiefSecyOdisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ  ନୃତ୍ୟାଙ୍ଗନା ପଦ୍ମଶ୍ରୀ ସଂଯୁକ୍ତା ପାଣିଗ୍ରାହୀଙ୍କ ୮୦ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ରବୀନ୍ଦ୍ରମଣ୍ଡପ ପରିସରସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
#Odisha #odia #culture
CMO Odisha Suryabanshi Suraj ChiefSecyOdisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶିଷ୍ଟ ସ୍ଥପତି ବିପ୍ରଚରଣ ମହାନ୍ତିଙ୍କ ପଞ୍ଚଦଶତମ ପୂଣ୍ୟତିଥି ଅବସରରେ ଭୁବନେଶ୍ଵର ଶାସ୍ତ୍ରୀନଗରସ୍ଥିତ ପ୍ରତିମୂର୍ତ୍ତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #Odia #odisha #culture

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଶିଷ୍ଟ ସ୍ଥପତି ବିପ୍ରଚରଣ ମହାନ୍ତିଙ୍କ ପଞ୍ଚଦଶତମ ପୂଣ୍ୟତିଥି ଅବସରରେ ଭୁବନେଶ୍ଵର ଶାସ୍ତ୍ରୀନଗରସ୍ଥିତ  ପ୍ରତିମୂର୍ତ୍ତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

#Odia #odisha #culture
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #Odisha #culture #Janmastami #SriKrishna CMO Odisha ChiefSecyOdisha Dr. Bijay Ketan Upadhyaya Suryabanshi Suraj I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସେବା ଓ କରୁଣାର ପ୍ରତୀକ ଭାରତରତ୍ନ ମଦର ଟେରେସାଙ୍କ ୧୧୪ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଚର୍ଚ ନିକଟସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। #Odisha #odia #Culture CMO Odisha Suryabanshi Suraj ChiefSecyOdisha I & PR Department, Odisha

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସେବା ଓ କରୁଣାର ପ୍ରତୀକ ଭାରତରତ୍ନ ମଦର ଟେରେସାଙ୍କ ୧୧୪ତମ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଚର୍ଚ ନିକଟସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

#Odisha #odia #Culture

CMO Odisha Suryabanshi Suraj ChiefSecyOdisha I & PR Department, Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତା-୨୫/୮/୨୪ ରିଖ ଅନୁଗୁଳ ଜିଲ୍ଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। #odia #Odisha #culture CMO Odisha Suryabanshi Suraj ChiefSecyOdisha I & PR Department, Odisha

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପଦ୍ମଶ୍ରୀ କବି ରାଧାମୋହନ ଗଡ଼ନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତା-୨୫/୮/୨୪ ରିଖ ଅନୁଗୁଳ ଜିଲ୍ଲା ଠାରେ ଅନୁଷ୍ଠିତ ହୋଇଯାଇଅଛି।

#odia #Odisha #culture

CMO Odisha Suryabanshi Suraj ChiefSecyOdisha I & PR Department, Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଫେସର ଡକ୍ଟର ଭବାନୀ ଚରଣ ରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତା-୨୬/୮/୨୪ ରିଖ କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ପାଳନ କରାଯାଇଅଛି। #odia #Odisha #culture CMO Odisha Suryabanshi Suraj ChiefSecyOdisha I & PR Department, Odisha

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଫେସର ଡକ୍ଟର ଭବାନୀ ଚରଣ ରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତା-୨୬/୮/୨୪ ରିଖ କେଦାରନାଥ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର ଠାରେ ପାଳନ କରାଯାଇଅଛି।

#odia #Odisha #culture
CMO Odisha Suryabanshi Suraj ChiefSecyOdisha I & PR Department, Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଆସନ୍ତାକାଲି ସନ୍ଧ୍ୟା ୬ଘଟିକା ୧୫ ମିନିଟ ସମୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୂକୁଲ୍ୟରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱରଠାରେ ୭୭ତମ ସଂସ୍କୃତି ଚର୍ଚ୍ଚା ଅନୁଷ୍ଠିତ ହେବାକୁ ଯାଉଛି। ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ। #odia #Odisha #culture CMO Odisha Suryabanshi Suraj ChiefSecyOdisha I & PR Department, Odisha

ଆସନ୍ତାକାଲି ସନ୍ଧ୍ୟା ୬ଘଟିକା ୧୫ ମିନିଟ ସମୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୂକୁଲ୍ୟରେ ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱରଠାରେ ୭୭ତମ ସଂସ୍କୃତି ଚର୍ଚ୍ଚା ଅନୁଷ୍ଠିତ ହେବାକୁ ଯାଉଛି। ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ।

#odia #Odisha #culture
CMO Odisha Suryabanshi Suraj ChiefSecyOdisha I & PR Department, Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଚିତ୍ରଶିଳ୍ପୀ ଡ଼ଃ ଦୀନନାଥ ପାଠୀଙ୍କ ଅଷ୍ଟମ ବାର୍ଷିକ ପୁଣ୍ୟତିଥି ଉପଲକ୍ଷେ ଆସନ୍ତାକାଲି ୧୧.୩୦ ମିନିଟ ସମୟରେ ମହାବିଦ୍ୟାଳୟର ପରିସରରେ ପ୍ରଥମ ବକୃତାମାଳା ଅନୁଷ୍ଠିତ ହେବାକୁ ଯାଉଅଛି । ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ । #odia #odisha #Culture CMO Odisha Suryabanshi Suraj

ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଚିତ୍ରଶିଳ୍ପୀ ଡ଼ଃ ଦୀନନାଥ ପାଠୀଙ୍କ ଅଷ୍ଟମ ବାର୍ଷିକ ପୁଣ୍ୟତିଥି ଉପଲକ୍ଷେ ଆସନ୍ତାକାଲି ୧୧.୩୦ ମିନିଟ ସମୟରେ ମହାବିଦ୍ୟାଳୟର ପରିସରରେ ପ୍ରଥମ ବକୃତାମାଳା ଅନୁଷ୍ଠିତ ହେବାକୁ ଯାଉଅଛି । ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ ।

#odia #odisha #Culture
CMO Odisha Suryabanshi Suraj
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଚିତ୍ରଶିଳ୍ପୀ ଡ଼ଃ ଦୀନନାଥ ପାଠୀଙ୍କ ଅଷ୍ଟମ ବାର୍ଷିକ ପୁଣ୍ୟତିଥି ଅବସରରେ ଆଜି ମହାବିଦ୍ୟାଳୟର ପରିସରରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଦିଆଯାଇଅଛି ।ଏହି ଅବସରରେ ମାନ୍ୟବର ଦିଗପହଣ୍ଡି ବିଧାୟକ ମଧ୍ୟ ଉପସ୍ଥିତ ହୋଇଥିଲେ । #odia #Odisha #culture CMO Odisha Suryabanshi Suraj

ବି.କେ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଚିତ୍ରଶିଳ୍ପୀ ଡ଼ଃ ଦୀନନାଥ ପାଠୀଙ୍କ ଅଷ୍ଟମ ବାର୍ଷିକ ପୁଣ୍ୟତିଥି ଅବସରରେ ଆଜି ମହାବିଦ୍ୟାଳୟର ପରିସରରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଦିଆଯାଇଅଛି ।ଏହି ଅବସରରେ ମାନ୍ୟବର ଦିଗପହଣ୍ଡି ବିଧାୟକ ମଧ୍ୟ ଉପସ୍ଥିତ ହୋଇଥିଲେ ।

#odia #Odisha #culture
CMO Odisha Suryabanshi Suraj
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅରଣ୍ୟା, ସୁନ୍ଦରଗଡ଼ଙ୍କ ମିଳିତ ସହଯୋଗରେ କବି ବିନୋଦ ଚନ୍ଦ୍ର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତା-୨/୯/୨୪ ରିଖ ଜିଲ୍ଲା ସଂସ୍କୃତି ଭବନ, ସୁନ୍ଦରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଅଛି। #Odisha #Odia #culture CMO Odisha Suryabanshi Suraj ChiefSecyOdisha I & PR Department, Odisha

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅରଣ୍ୟା, ସୁନ୍ଦରଗଡ଼ଙ୍କ ମିଳିତ ସହଯୋଗରେ କବି ବିନୋଦ ଚନ୍ଦ୍ର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତା-୨/୯/୨୪ ରିଖ ଜିଲ୍ଲା ସଂସ୍କୃତି ଭବନ, ସୁନ୍ଦରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଅଛି।

#Odisha #Odia #culture
CMO Odisha Suryabanshi Suraj ChiefSecyOdisha I & PR Department, Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ବର୍ଗତ ବିଭୁତି କାନୁନଗୋଙ୍କ ପୂଣ୍ୟତିଥିରେ, ସଂସ୍କୃତି ବିଭାଗ ଓ ମହାବିଦ୍ୟାଳୟ ଭୁବନେଶ୍ୱର ମିଳିତ ସହଯୋଗରେ ମହାବିଦ୍ୟାଳୟସ୍ଥିତ ପ୍ରତିମାରେ, ବିଶିଷ୍ଟ ବ୍ୟକ୍ତି ଓ ଅଧ୍ୟକ୍ଷ, ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ମାଲ୍ୟାର୍ପଣ ସହ ତାଙ୍କର ଚାରୁକଳା ପ୍ରତି ଅବଦାନ ବିଷୟରେ ଆଲୋଚନା କରାଯାଇଛି। #Odisha

ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ବର୍ଗତ ବିଭୁତି କାନୁନଗୋଙ୍କ ପୂଣ୍ୟତିଥିରେ,  ସଂସ୍କୃତି ବିଭାଗ ଓ ମହାବିଦ୍ୟାଳୟ ଭୁବନେଶ୍ୱର ମିଳିତ ସହଯୋଗରେ ମହାବିଦ୍ୟାଳୟସ୍ଥିତ ପ୍ରତିମାରେ, ବିଶିଷ୍ଟ ବ୍ୟକ୍ତି ଓ ଅଧ୍ୟକ୍ଷ, ଅଧ୍ୟାପକ, ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ମାଲ୍ୟାର୍ପଣ ସହ ତାଙ୍କର ଚାରୁକଳା ପ୍ରତି ଅବଦାନ ବିଷୟରେ ଆଲୋଚନା କରାଯାଇଛି।
#Odisha
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର । ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।। ପବିତ୍ର ଗୁରୁଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #Teachers_Day #Odisha #odia #culture

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ ।।

ପବିତ୍ର ଗୁରୁଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

#Teachers_Day #Odisha #odia #culture
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ (@culturedeptt) 's Twitter Profile Photo

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭାରତରତ୍ନ ମଦର ଟେରେସାଙ୍କ ୨୪ତମ ମହାବିଶ୍ରାମ ଦିବସ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଚର୍ଚ୍ଚ ନିକଟସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । #odisha #culture #Odia CMO Odisha Suryabanshi Suraj ChiefSecyOdisha I & PR Department, Odisha

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭାରତରତ୍ନ ମଦର ଟେରେସାଙ୍କ ୨୪ତମ ମହାବିଶ୍ରାମ ଦିବସ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଚର୍ଚ୍ଚ ନିକଟସ୍ଥ ପ୍ରତିମୂର୍ତ୍ତିସ୍ଥଳୀରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

#odisha #culture #Odia
CMO Odisha Suryabanshi Suraj ChiefSecyOdisha I & PR Department, Odisha