Bishnu Sethi
@bsethibjp
In the memory of Late Bishnu Sethi
ID: 786487504312541184
13-10-2016 08:43:28
1,1K Tweet
6,6K Followers
0 Following
ମୋଦୀ ସରକାର ଗରିବଙ୍କ ପାଇଁ ପକ୍କା ଘର ଉପଲବ୍ଧ କରାଉଛନ୍ତି। ◾ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ୩.୬୧ ଲକ୍ଷ ନୂଆ ଘରକୁ ମଞ୍ଜୁରୀ ମିଳିଛି। ◾ ସମୁଦାୟ ୧୧୨.୪ ଲକ୍ଷ ଘରକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିପାଇଁ ୭.୩୫ ଲକ୍ଷ କୋଟି ଟଙ୍କା ସମୁଦାୟ ନିବେଶ କରାଯାଇଛି। BJP Odisha
ଆଜି ମୋ ନିର୍ବାଚନ ମଣ୍ଡଳୀ ଖଡିପଦା ପଞ୍ଚାୟତରେ ବୈତରଣୀ ନଦୀବନ୍ଧ ମଲ୍ଲିମାହାରା ଏସ୍କେପ ପୁନଃଉଦ୍ଧାର କାର୍ଯ୍ୟ ସ୍ଥଳକୁ ଯାଇ ପରିଦର୍ଶନ ଓ ତଦାରଖ କଲି। BJP Odisha
ଆଜି ମୋ ନିର୍ବାଚନ ମଣ୍ଡଳୀ ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ମଠକୁ ଯାଇ ମାସ୍କ, ସାନିଟାଇଜର,ଅକ୍ସିମିଟର, ଇଂଫ୍ରାରେଡ଼ ଥର୍ମୋମିଟର ଓ ଶୁଖିଲା ଖାଦ୍ୟ ବଣ୍ଟନ କଲି। BJP Odisha
ବିଶ୍ୱର ସର୍ବବୃହତ ମୋଦି ସରକାରଙ୍କ ଦ୍ୱାରା ସମସ୍ତ ରାଜ୍ୟରେ ଜନ ସାଧାରଣ ପାଇଁ "ମାଗଣା ଟିକାକରଣ ଅଭିଯାନ " ଆରମ୍ଭ ହୋଇଥିବା ବେଳେ ଆଜି ଧାମନଗର NACରେ ୧୮ ରୁ ୪୫ ବର୍ଷ ଟୀକାକରଣ କେନ୍ଦ୍ରକୁ ଉଦଘାଟନ କଲି। #FreeVaccination4All #OneNationOneVaccination #COVID19 BJP Odisha