Binaya Kumar Naik(Socialist)✍️ (@binayakumarna17) 's Twitter Profile
Binaya Kumar Naik(Socialist)✍️

@binayakumarna17

Association Of Twitter Activists (ATA) #Social_Worker & #Social_Activities (District Coordinator) ସେବା ହିଁ ଧର୍ମ ସେବା ହିଁ କର୍ମ 🌏🌍🇮🇳🙏🙏

ID: 1297889292023300096

linkhttps://www.facebook.com/binay.naik.14 calendar_today24-08-2020 13:31:56

15,15K Tweet

2,2K Followers

1,1K Following

Subrata Kumar Jena (@subrata_ku_jena) 's Twitter Profile Photo

#କେନ୍ଦ୍ରାପଡ଼ା #ମାର୍ଶାଘାଇ ବ୍ଲକ ମାଣିକପୁର ଗ୍ରାମ ର ସୁଲଚନା ମହାଳି ଙ୍କ ଚିକିତ୍ସା ରେ ଅର୍ଥ ସାଜିଛି  ବାଧକ ଜିଲ୍ଲା ପ୍ରଶାଅନୁକୁ ଦୃଷ୍ଟି ଦେବାକୁ ବିନମ୍ର ଅନୁରୋଧ 🙏 CMO Odisha H & FW Dept Odisha SSEPD Pravati Parida Collector and District Magistrate Kendrapara🇮🇳 Anil Nayak Binaya Kumar Naik(Socialist)✍️ Team ATA Official OTV Dr Subash (Modi ka paribar)

Chandan Kumar Das 🇮🇳 (@chandankum92966) 's Twitter Profile Photo

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖଦାଳ ପୋଖରୀ ଗ୍ରାମରେ ମନ୍ଦିର ଓ ସ୍କୁଲ ନିକଟସ୍ଥ ଥିବା #streetlight ଅନେକ ଦିନ ହେବ ଅଚଳ ଅବସ୍ଥାରେ ଅଛି। ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବେକି। Respected District Administration,Bhadrak CMO Odisha Bdo Chandbali

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖଦାଳ ପୋଖରୀ ଗ୍ରାମରେ ମନ୍ଦିର ଓ ସ୍କୁଲ ନିକଟସ୍ଥ ଥିବା #streetlight ଅନେକ ଦିନ ହେବ ଅଚଳ ଅବସ୍ଥାରେ ଅଛି। ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବେକି।
Respected District Administration,Bhadrak CMO Odisha Bdo Chandbali
Pravati Parida (@pravatipodisha) 's Twitter Profile Photo

ଭୁବନେଶ୍ୱର ଏଜି ଛକ ଠାରେ ଭାରତୀୟ ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ Jagat Prakash Nadda, ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଏବଂ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି I #babasahebambedkar

ଭୁବନେଶ୍ୱର ଏଜି ଛକ ଠାରେ ଭାରତୀୟ ସମ୍ବିଧାନ ପ୍ରଣେତା ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଶ୍ରୀ Jagat Prakash Nadda, ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଏବଂ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ  ଶ୍ରଦ୍ଧାଞ୍ଜଳି ଅର୍ପଣ କଲି I
#babasahebambedkar
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 (@amiyaranjannpfc) 's Twitter Profile Photo

ଆଧାର କାର୍ଡ ନଥିବାରୁ ୩ବର୍ଷ ହେବ ବିଧବା ବୃଦ୍ଧାଙ୍କ ଭତ୍ତା ବନ୍ଦ !! ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଆଳସାହି ଗ୍ରାମ ପଞ୍ଚାୟତ ଅଧୀନ ଅସନ ଗାଁର ବିଧବା ମହିଳା ବିଦୁଲତା ରାଉତ (୮୧),ଗୋଡ଼ ଅଚଳ, ପ୍ରଥମେ ଭୋଟର କାର୍ଡ ଦ୍ଵାରା ବିଧବା ଭତ୍ତା ମିଳୁଥିଲା,ଆଧାର କାର୍ଡ ନଥିବାରୁ ୩ବର୍ଷରୁ ଉର୍ଦ୍ଧ୍ବ ହେବ ଭତ୍ତା ବନ୍ଦ

ଆଧାର କାର୍ଡ ନଥିବାରୁ ୩ବର୍ଷ ହେବ ବିଧବା ବୃଦ୍ଧାଙ୍କ ଭତ୍ତା ବନ୍ଦ !!

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ଆଳସାହି ଗ୍ରାମ ପଞ୍ଚାୟତ ଅଧୀନ ଅସନ ଗାଁର ବିଧବା ମହିଳା ବିଦୁଲତା ରାଉତ (୮୧),ଗୋଡ଼ ଅଚଳ, ପ୍ରଥମେ ଭୋଟର କାର୍ଡ ଦ୍ଵାରା ବିଧବା ଭତ୍ତା ମିଳୁଥିଲା,ଆଧାର କାର୍ଡ ନଥିବାରୁ ୩ବର୍ଷରୁ ଉର୍ଦ୍ଧ୍ବ  ହେବ ଭତ୍ତା ବନ୍ଦ
Pankaj Kumar Nayak (@pankajdkl) 's Twitter Profile Photo

#Dhenkanal_Municipality Ward No 11, ବୟସାଧିକ ଅକ୍ଷୟ କୁମାର ପଟ୍ଟନାୟକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବାପାଇଁ ଅନୁରୋଧ l 86 ବର୍ଷୀୟ ବୃଦ୍ଧ ପୂର୍ବରୁ ତିନି ଥର ଆବେଦନ କରିଥିଲେ ମଧ୍ୟ ଭତ୍ତା ମିଳିନାହିଁ SSEPD Mohan Charan Majhi CMO Odisha District Dhenkanal SUB COLLECTOR DHENKANAL Dhenkanal Municipality

Satyabrat Nayak (@satyabrat_01) 's Twitter Profile Photo

ଅନୁଗୋଳ ଜିଲ୍ଲା: ଅନୁଗୋଳ ବ୍ଲକ୍ ବନ୍ତଳା #SBI ବ୍ୟାଙ୍କ୍ ସାମ୍ନାରେ ରସାନନ୍ଦ ନାଏକ ନାମକ ଜଣେ ବ୍ୟକ୍ତି ଭିକ ମାଗି ମାଗି ଖାଉଛନ୍ତି। ତାଙ୍କର ଘରଦ୍ୱାର ଓ ପିଲା ପରିବାର କିଛି ବି ନାହିଁ। ଏହି ଅସହାୟ ବୃଦ୍ଧା ଜଣଙ୍କର ଥଇଥାନ ବ୍ୟବସ୍ତା କରିବାକୁ ଅନୁରୋଧ। CMO Odisha Mohan Charan Majhi Collector and District Magistrate, Angul SSEPD Bishnupadaa Setthi ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ଅନୁଗୋଳ

ଅନୁଗୋଳ ଜିଲ୍ଲା: ଅନୁଗୋଳ ବ୍ଲକ୍ ବନ୍ତଳା #SBI ବ୍ୟାଙ୍କ୍ ସାମ୍ନାରେ ରସାନନ୍ଦ ନାଏକ ନାମକ ଜଣେ ବ୍ୟକ୍ତି ଭିକ ମାଗି ମାଗି ଖାଉଛନ୍ତି। ତାଙ୍କର ଘରଦ୍ୱାର ଓ ପିଲା ପରିବାର କିଛି ବି ନାହିଁ। ଏହି ଅସହାୟ ବୃଦ୍ଧା ଜଣଙ୍କର ଥଇଥାନ ବ୍ୟବସ୍ତା କରିବାକୁ ଅନୁରୋଧ।
CMO Odisha Mohan Charan Majhi
Collector and District Magistrate, Angul SSEPD Bishnupadaa Setthi
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ଅନୁଗୋଳ
Arupananda Nayak (@arupanandanay15) 's Twitter Profile Photo

ଆଠମଲ୍ଲିକ ବ୍ଲକ ସୂଚନା ଅଧିକାର ନାମ ଫଳକର ନାମ ପରିବର୍ତ୍ତନ ହେଉନାହିଁ, ଜ୍ୟୋତିରଞ୍ଜନ ପ୍ରଧାନ ଦୀର୍ଘ ୬ମାସରୁ ଅଧିକ ହେବ ଅନ୍ୟତ୍ର ବଦଳି ହୋଇଥିଲେ ସୁଦ୍ଧା ଆଜି ମଧ୍ୟ ଫଳକରେ ନାମ ଅଛି BDO ATHAMALLIK (IAS BDO)ଯୋଗ ଦେଲା ପରେ କିଛି ପରିବର୍ତ୍ତନ ହେବ ବୋଲି ଆଶା କରାଯାଉ ଥିଲା କିନ୍ତୁ ଫଳ ଓଲଟା ହେଲା CMO Odisha Mohan Charan Majhi

Binaya Kumar Naik(Socialist)✍️ (@binayakumarna17) 's Twitter Profile Photo

ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ଜୟପୁର ଗ୍ରାମ କୁ ଆଦର୍ଶ ଗ୍ରାମ ଉଦ୍ଦେଶ୍ୟରେ ଆସିଥିବା ୪୫ଲକ୍ଷାଧିକ ଟଙ୍କା କୁ ହଡ଼ପ କରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଘର ତିଆରି କରିଛନ୍ତି ଯାହାକି ଏକ ପୁରୁଣା ଭଙ୍ଗା କାନ୍ଥ ରେ ସିମେଣ୍ଟ ପ୍ଲାଷ୍ଟର କରି ଛାତ ପକାଇ ଲକ୍ଷାଧିକ ବିଲ କରି ହଡ଼ପ କରିଛନ୍ତି କିଛି ବ୍ୟକ୍ତି,

୫ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତିରେ ସି ଡି ପି ଓ ଙ୍କ ଅନୁକମ୍ପା ଭୁବନ ତା ୬/୯ ଭୁବନ ବ୍ଲକରେ ଖାଲି ପଡ଼ିଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତି ନିମନ୍ତେ ଚୁଡାନ୍ତ ସିଲେକ୍ସନ ହୋଇ ୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରାର୍ଥୀ ୩୦/୮( ଶୁକ୍ରବାର )ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ଅନୁକମ୍ପା

୫ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତିରେ  ସି ଡି ପି ଓ ଙ୍କ ଅନୁକମ୍ପା

ଭୁବନ ତା ୬/୯
ଭୁବନ ବ୍ଲକରେ ଖାଲି ପଡ଼ିଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତି ନିମନ୍ତେ ଚୁଡାନ୍ତ ସିଲେକ୍ସନ ହୋଇ ୫ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରାର୍ଥୀ ୩୦/୮( ଶୁକ୍ରବାର )ଅପରାହ୍ନରେ କାର୍ଯ୍ୟରେ ଯୋଗ ଦେଇଥିଲେ । ତେବେ ଅନୁକମ୍ପା
Satyabrat Nayak (@satyabrat_01) 's Twitter Profile Photo

Binaya Kumar Naik(Socialist)✍️ CMO Odisha MoSarkar 5T ChiefSecyOdisha Mohan Charan Majhi Department of WCD, Government of Odisha OSCPS Pravati Parida Pradeep Jena IAS District Dhenkanal District Child Protection Unit, Dhenkanal ସିଡ଼ିପିଓ ଲକ୍ଷାଧିକ ଟଙ୍କାର ଲାଞ୍ଚ ନେଇ ଚାକିରୀ ପାଇବାର ଯୋଗ୍ୟ ହିତାଧିକାରୀଙ୍କୁ ଚାକିରି ନଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଚାକିରୀ ଦେଉଛନ୍ତି। ସ୍ମୃତିପ୍ରଜ୍ଞା ବେହେରା ଜଣେ ଯୋଗ୍ୟ ହିତାଧିକାରୀ ତାଙ୍କୁ ଅଙ୍ଗନୱାଡ଼ି ଶିକ୍ଷୟତ୍ରୀ ଭାବେ ନିଯୁକ୍ତି ଦିଯାଉ। CMO Odisha District Dhenkanal ChiefSecyOdisha Mohan Charan Majhi BJP Odisha

Binaya Kumar Naik(Socialist)✍️ (@binayakumarna17) 's Twitter Profile Photo

ଢ଼େଙ୍କାନାଳ ଭୁବନ ବ୍ଲକ ଭୂଷଳ ପଞ୍ଚାୟତ ଅନ୍ତର୍ଗତ ସୁଣ୍ଡିକାଟେଣୀ ଗ୍ରାମରେ ଭୂଷଳ ପଞ୍ଚାୟତ ତରଫରୁ ଏକ ଏକର ଜଙ୍ଗଲ କିସମ ଜାଗା ରୁ ଶତାଧିକ ମୂଲ୍ୟବାନ ଶକ୍ତ ଗଛ କାଟି JCB ସାହାଯ୍ୟରେ ମାଟି ଖୋଳି ପୋଖରୀ ବନେଇ ଲକ୍ଷ୍ୟାଧିକ ସରକାରୀ ଟଙ୍କାକୁ ହଡ଼ପ କରି ଜଙ୍ଗଲ କିସମ ଜମିକୁ ଏହିପରି ମନ ମୁଖି କାର୍ଯ୍ୟ ପାଇଁ ଗ୍ରାମବାସୀ ଅସନ୍ତୁଷ୍ଟ ହୋଇ