ବିମଳେନ୍ଦୁ ଷଡ଼ଙ୍ଗୀ /Bimalendu A+ ବନ୍ଦେ ଉତ୍କଳ ଜନନୀ
@bimalendu71
ମା ବାପାଙ୍କ ଆଶୀର୍ବାଦ,
ଆମ ଓଡିଶା ଆମେ ଓଡ଼ିଆ
ID:1691167879
22-08-2013 13:58:06
32,3K Tweets
7,6K Followers
1,3K Following
ଅଷ୍ଟାଦଶ ଶତାବ୍ଦୀ ର ପ୍ରଥମାର୍ଦ୍ଧ ର ଶେଷ ଓ ଦ୍ବିତୀୟାର୍ଦ୍ଧ ର ପ୍ରାରମ୍ଭ ରେ ଯେଉଁ କେତେକ ପ୍ରସ୍ଫୁଟିତ ସୁମନ ଓଡ଼ିଆ ଅଗଣା ରେ ଖେଳିଥିଲେ। ସେଥିମଧ୍ୟରେ ସ୍ଥଳପଦ୍ମ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ଆଜି ସେହି ମହାନ ଆତ୍ମା ଙ୍କ ଜନ୍ମ ଜୟନ୍ତୀ ଅବସର ରେ ବିନମ୍ର ପ୍ରଣତି।
#ସ୍ୱାଭିମାନଦିବସ
Madhubabu Jayanti
#ଉତ୍କଳ_ଗୌରବ
#ଖିଅ
#ଗୋପୀନାଥ_ମହାନ୍ତି
ସବୁଠୁ ଭଲ ଓଷଦ ତା ନାଁ 'ସମୟ'।
ଯେ ଆଜି ଭାବୁଥାଏ ବିଷ ଖାଇବି, କାଲି ସେ ଭାବେ, ନା, ଦିନାକେତେ ଯାଉ। ସମୟ ଘା ଶୁଖେଇ ଦିଏ, ରୋଗ ବି ଦେହସହା ହୋଇଯାଏ, ପୁଣି ସବୁ କଥାର ଜବାବ୍ ତିଆରି ନେଇ ମଣିଷ ମନକୁ ଖଟାଏ ଆନନ୍ଦ ଖୋଜିବା ପାଇଁ।
#ପରଜା
#ଗୋପୀନାଥ_ମହାନ୍ତି
୧