ATHROCKSPARIBAR,ODISHA(@athrocksparibar) 's Twitter Profile Photo

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ପରିବାରର କଟକ ଜିଲ୍ଲା ସଦସ୍ୟା ପ୍ରଜ୍ଞା ପାରମିତା ପ୍ରଧାନ କଟକ ବଡ଼ ମେଡିକାଲ ଠାରେ କର୍କଟ ରୋଗୀଙ୍କୁ ରକ୍ତଦାନ କରି ମହାନତାର ପରିଚୟ ଦେଇଛନ୍ତି

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

account_circle
ATHROCKSPARIBAR,ODISHA(@athrocksparibar) 's Twitter Profile Photo

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ପରିବାରର ସଦସ୍ୟ , ସମ୍ବଲପୁର ଶାଖାର ସତ୍ୟ ଭାଇଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ, ପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ୱରୀ ସର୍ବଦା ସହାୟ ହୁଅନ୍ତୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର, ଓଡ଼ିଶା

ବନ୍ଦେ ଉତ୍କଳ ଜନନୀ, ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା

ବନ୍ଦେ ଉତ୍କଳ ଜନନୀ, ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା ସମଲେଶ୍ୱରୀଙ୍କ ପାଖରେ ପ୍ରାର୍ଥନା ଓଡ଼ିଶାର ଜନସାଧାରଣଙ୍କୁ ଘଣ୍ଟ ଘୋଡେଇ ରଖିଥାନ୍ତୁ

ସୌଜନ୍ୟ - ଏଟିଏଚ ରକ୍ସ ପରିବାର ଓଡ଼ିଶା
account_circle
CHANDRA SEKHAR NAYAK🇮🇳(@ItsCSN6) 's Twitter Profile Photo

ATHROCKSPARIBAR,ODISHA Many congratulations to each and everyone of this family. I wish that you will continue this work for the betterment of human society. Best wishes

account_circle
ATHROCKSPARIBAR,ODISHA(@athrocksparibar) 's Twitter Profile Photo

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ପରିବାରର ନୂଆପଡା ଶାଖା ସଦସ୍ୟ ରୁପେଶ ମାଝୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆପଡା ଠାରେ ରକ୍ତହୀନତାରେ ପୀଡିତ କୋକିଳ ସଗରିଆଙ୍କୁ ରକ୍ତଦାନ କରି ମହାନତାର ପରିଚୟ ଦେଇଛନ୍ତି

ସୌଜନ୍ୟ - ଏଟିଏଚ ରକ୍ସ ପରିବାର, ଓଡ଼ିଶା

ଏଟିଏଚ ରକ୍ସ ପରିବାର, ଓଡ଼ିଶା ତରଫରୁ ପରିବାରର ନୂଆପଡା ଶାଖା ସଦସ୍ୟ ରୁପେଶ ମାଝୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୂଆପଡା ଠାରେ ରକ୍ତହୀନତାରେ ପୀଡିତ କୋକିଳ ସଗରିଆଙ୍କୁ ରକ୍ତଦାନ କରି ମହାନତାର ପରିଚୟ ଦେଇଛନ୍ତି

ସୌଜନ୍ୟ - ଏଟିଏଚ ରକ୍ସ ପରିବାର, ଓଡ଼ିଶା
account_circle
Bapu Baral(@BapuBaral2) 's Twitter Profile Photo

ATHROCKSPARIBAR,ODISHA ମୁଁ ଆଜି ଗର୍ବିତ ମୋ ଅଞ୍ଚଳର ସମାଜସେବୀ ଭାଇମାନଙ୍କ ପାଇଁ

account_circle