Arabinda K Padhee (@arvindpadhee) 's Twitter Profile
Arabinda K Padhee

@arvindpadhee

Optimist natus est | MPA, PhD, IAS | Principal Secretary, @krushibibhag & Chief Administrator @SJTA_Puri | Shree Jagannatha culture | PERSONAL & POSITIVE!

ID: 463553347

linkhttps://agri.odisha.gov.in/ calendar_today14-01-2012 06:47:32

18,18K Tweet

176,176K Takipçi

586 Takip Edilen

Shree Jagannatha Temple, Puri (@jagannathadhaam) 's Twitter Profile Photo

ଦକ୍ଷିଣି ମୋଡ଼ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲି ଠାରେ ବିରାଜିତ ରଥ ତ୍ରୟ | #RathaJatra2025 #RathaYatra2025 #ShreeJagannathaDhaam

ଦକ୍ଷିଣି ମୋଡ଼ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲି ଠାରେ ବିରାଜିତ ରଥ ତ୍ରୟ |

#RathaJatra2025 #RathaYatra2025 #ShreeJagannathaDhaam
କୃଷି ବିଭାଗ, ଓଡ଼ିଶା (@krushibibhag) 's Twitter Profile Photo

ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ! ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଅଞ୍ଚଳରେ ଫସଲ ପରିଚାଳନା ପାଇଁ ବିଭାଗୀୟ ପରାମର୍ଶ ସମୂହ ଅନୁସରଣ କରନ୍ତୁ । Kanak Vardhan Singh Deo (Modiji Ka Parivar) Arabinda K Padhee

ଚାଷୀ ଭାଇଭଉଣୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା !
ସାମ୍ପ୍ରତିକ ବନ୍ୟା ପରିସ୍ଥିତି ଅଞ୍ଚଳରେ ଫସଲ ପରିଚାଳନା ପାଇଁ ବିଭାଗୀୟ ପରାମର୍ଶ ସମୂହ ଅନୁସରଣ କରନ୍ତୁ । <a href="/KVSinghDeo1/">Kanak Vardhan Singh Deo (Modiji Ka Parivar)</a> <a href="/arvindpadhee/">Arabinda K Padhee</a>
I & PR Department, Odisha (@ipr_odisha) 's Twitter Profile Photo

ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରାର ପୂର୍ବ ପ୍ରସ୍ତୁତି ତଥା ନୀତି ବହୁଳତା ଦୃଷ୍ଟିରୁ ୪ ଜୁଲାଇ, ୨୦୨୫ (ଶୁକ୍ରବାର), ସନ୍ଧ୍ୟା ୬ ଘଟିକା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ

Arabinda K Padhee (@arvindpadhee) 's Twitter Profile Photo

ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏 ଶ୍ରୀବିଗ୍ରହଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତିର ସହ ସମାପନ ହୋଇଛି। ରଥାରୂଢ ଠାକୁରଙ୍କୁ ନେଇ ରଥତ୍ରୟ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ପହଞ୍ଚିଛନ୍ତି। ବାହୁଡ଼ା ଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ରୂପେ ସମ୍ପାଦିତ ହୋଇଥିବାରୁ, ସମସ୍ତ ନିଯୋଗର ସେବକ ବନ୍ଧୁଙ୍କ ସମର୍ପିତ ତଥା ଉତ୍ସର୍ଗୀକୃତ ସେବା

ଜୟ ଶ୍ରୀଜଗନ୍ନାଥ ମହାପ୍ରଭୁ। 🙏

ଶ୍ରୀବିଗ୍ରହଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତିର ସହ ସମାପନ ହୋଇଛି।  ରଥାରୂଢ ଠାକୁରଙ୍କୁ ନେଇ  ରଥତ୍ରୟ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ପହଞ୍ଚିଛନ୍ତି। 

ବାହୁଡ଼ା ଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ରୂପେ ସମ୍ପାଦିତ ହୋଇଥିବାରୁ, ସମସ୍ତ ନିଯୋଗର ସେବକ ବନ୍ଧୁଙ୍କ ସମର୍ପିତ ତଥା ଉତ୍ସର୍ଗୀକୃତ ସେବା
Odisha Police (@odisha_police) 's Twitter Profile Photo

ସୁନେବେଶ ଯାତ୍ରା ସତର୍କତା, ସକାଳ ୭ଟା। ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ରାତି ସାରା ଅଧିକ ଭକ୍ତ ପୁରୀକୁ ଆଗମନ ଯୋଗୁଁ ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି। ପାର୍କିଂ ସ୍ଥାନଗୁଡ଼ିକର ଉପଲବ୍ଧତା ଅନୁସାରେ ତାଲବଣିଆ ଏବଂ ଷ୍ଟର୍ଲିଂ ଆଡକୁ ଗତି କରାଯାଉଛି। ବାଟଗାଁ/ମାଳତୀପାଟପୁରରେ ଅପେକ୍ଷା ସମୟ ଅଧିକ

I & PR Department, Odisha (@ipr_odisha) 's Twitter Profile Photo

ଶ୍ରୀଜୀଉଙ୍କ ସୁନାବେଶ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #RathaYatra2025 #ସୁନାବେଶ

ଶ୍ରୀଜୀଉଙ୍କ ସୁନାବେଶ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା। ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। 
#RathaYatra2025
#ସୁନାବେଶ
Shree Jagannatha Temple Office, Puri (@sjta_puri) 's Twitter Profile Photo

ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ, ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହେବା ସହ ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶ ରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି l ଶ୍ରୀଜୀଉ ମାନେ ଆଜି ରାତ୍ର ୧୧.୦୦ ଘଟିକା ଯାଏଁ ସୁନାବେଶରେ ଦର୍ଶନ ଦେବେ l ଭକ୍ତମାନେ ଶୃଙ୍ଗଳିତ ଭାବେ ମହାପ୍ରଭୁଙ୍କ ଦିବ୍ୟ

Arabinda K Padhee (@arvindpadhee) 's Twitter Profile Photo

ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରୁ ଅନ୍ୟତମ ଆକର୍ଷଣ ହେଉଛି, ସୁନାବେଶ। ବର୍ଷକୁ ପାଞ୍ଚ ଥର ଶ୍ରୀବିଗ୍ରହମାନେ ସୁନାବେଶରେ ଦର୍ଶନ ଦେଇଥାନ୍ତି। ତନ୍ମଧ୍ୟରୁ, କେବଳ ଥରେ ରଥାରୂଢ଼ ହୋଇ ଭକ୍ତଙ୍କ ଗହଣରେ ବଡ଼ ତଢ଼ାଉ ବା ରାଜରାଜେଶ୍ବର ବେଶରେ ଦର୍ଶନ ଦେଇ, ମହାପ୍ରଭୁ ସମଗ୍ର ବିଶ୍ବବ୍ରହ୍ମାଣ୍ଡର ଜୀବସତ୍ତାଙ୍କୁ କୃତାର୍ଥ କରିଥାନ୍ତି।

ସୁନାବେଶ ଅବସରରେ, ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ସୁସଜ୍ଜିତ ପତିତପାବନ ମହାପ୍ରଭୁ। 🙏

ସୁନାବେଶ ଅବସରରେ, ଶ୍ରୀମନ୍ଦିର ସିଂହଦ୍ବାର ଗୁମୁଟରେ ସୁସଜ୍ଜିତ ପତିତପାବନ ମହାପ୍ରଭୁ। 🙏
Arabinda K Padhee (@arvindpadhee) 's Twitter Profile Photo

ଦୁର୍ଲଭ ସୁନାବେଶରେ ଦର୍ଶନ ଦେଉଛନ୍ତି ରଥାରୂଢ଼ ଦାରୁବିଗ୍ରହ। 🙏🙏

ଦୁର୍ଲଭ ସୁନାବେଶରେ ଦର୍ଶନ ଦେଉଛନ୍ତି ରଥାରୂଢ଼ ଦାରୁବିଗ୍ରହ। 🙏🙏
Shree Jagannatha Temple, Puri (@jagannathadhaam) 's Twitter Profile Photo

ଶ୍ରୀଜୀଉଙ୍କ ଦୁର୍ଲଭ ସୁନାବେଶ ଭକ୍ତି ଭାବର ଦିବ୍ୟ ଅନୁଭବ ପ୍ରଦାନ କରୁଛନ୍ତି The rare and divine Suna Besha of the deities offers a spiritually enriching experience filled with devotion and bliss. #RathaJatra2025 #RathaYatra2025 #ShreeJagannathaDhaam #Sunabesha2025

ଶ୍ରୀଜୀଉଙ୍କ ଦୁର୍ଲଭ ସୁନାବେଶ ଭକ୍ତି ଭାବର ଦିବ୍ୟ ଅନୁଭବ ପ୍ରଦାନ କରୁଛନ୍ତି 

The rare and divine Suna Besha of the deities offers a spiritually enriching experience filled with devotion and bliss.

#RathaJatra2025 #RathaYatra2025 #ShreeJagannathaDhaam #Sunabesha2025
Shree Jagannatha Temple, Puri (@jagannathadhaam) 's Twitter Profile Photo

ଏକାଦଶୀରେ ମହାଦୀପ ଆଳତି ଅନୁଷ୍ଠିତ ହୋଇଥାଏ । ଏଥିପାଇଁ ତିନୋଟି ରୌପ୍ୟ କଳସୀରେ ଘିଅ ଏବଂ କଦଳୀ ବାସୁଙ୍ଗାରେ ନୂଆ କନା ଗୁଡାଇ ବଳିତା କରାଯାଇ ମହାଦୀପ ପ୍ରସ୍ତୁତ ହୁଏ । ମହାପ୍ରଭୁଙ୍କ ନିକଟରେ ମହାଦୀପ ସଂସ୍କାର କରି ଆଳତି ପରେ ଶ୍ରୀମନ୍ଦିର ଉପରକୁ ମହାଦୀପ ଉଠିଥାଏ ।

ସିଂହଦ୍ୱାର ସମ୍ମୁଖରେ ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ମଙ୍ଗଳ ଆଳତି। #RathaJatra2025 #RathaYatra2025 #ShreeJagannathaDhaam