Suresh Pujari (@sureshkpujari) 's Twitter Profile
Suresh Pujari

@sureshkpujari

Cabinet Minister of Revenue and Disaster Management, Govt of Odisha | MLA Brajrajnagar | Former MP Bargarh Lok Sabha.

ID: 625536118

linkhttp://www.sureshpujari.in calendar_today03-07-2012 12:51:59

9,9K Tweet

41,41K Takipçi

264 Takip Edilen

IANS (@ians_india) 's Twitter Profile Photo

Bhubaneswar, Odisha: On the appointment of the next BJP Odisha President, Minister Suresh Pujari says, “The nomination process will begin soon. Once it starts, everything will become clear about who will lead the BJP in Odisha for the next three years..."

ANI (@ani) 's Twitter Profile Photo

#WATCH | Bhubaneshwar, Odisha: On electing the state president of Odisha, State Minister Suresh Pujari says, "Today, the BJP will elect the state president for the next three years. There is an election process in our party... In this party, even the normal party worker can

Suresh Pujari (@sureshkpujari) 's Twitter Profile Photo

ଓଡ଼ିଶା ବିଜେପି ସଭାପତି ପଦ ପାଇଁ ନିର୍ବାଚିତ ହେବା ପରେ, ପୁରୀ ଲୋକସଭାର ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଶ୍ରୀ Manmohan Samal ଙ୍କୁ ଭବ୍ୟ ସ୍ୱାଗତ ଏବଂ ସମ୍ବର୍ଦ୍ଧନା ଜଣାଛନ୍ତି।

ମାନ୍ୟବର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ Rajnath Singh ଜୀ ଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ବହୁତ ବହୁତ ଶୁଭକାମନାBJP BJP Odisha ରାଷ୍ଟ୍ରର ସେବା କରିବା ନିମନ୍ତେ ମହାପ୍ରଭୁ ଜଗନ୍ନାଥ ଓ ମା ସମଲେଶ୍ବରୀ ଙ୍କ ନିକଟରେ ଆପଣଙ୍କର ଦୀର୍ଘ,ସୁସ୍ଥ ତଥା ନିରାମୟ ଜୀବନ କାମନା କରୁଛି l

ମାନ୍ୟବର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ  ଶ୍ରୀ ରାଜନାଥ ସିଂହ ଜୀ Rajnath Singh ଜୀ ଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ବହୁତ ବହୁତ ଶୁଭକାମନାBJP BJP Odisha
ରାଷ୍ଟ୍ରର ସେବା କରିବା ନିମନ୍ତେ ମହାପ୍ରଭୁ  ଜଗନ୍ନାଥ ଓ ମା ସମଲେଶ୍ବରୀ ଙ୍କ ନିକଟରେ ଆପଣଙ୍କର ଦୀର୍ଘ,ସୁସ୍ଥ ତଥା ନିରାମୟ ଜୀବନ କାମନା କରୁଛି l
Suresh Pujari (@sureshkpujari) 's Twitter Profile Photo

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ଵରଃ l ଗୁରୁଃ ସାକ୍ଷାତ୍ ପରଂ ବ୍ରହ୍ମ ତସମୈଶ୍ରୀ ଗୁରବେ ନମଃ ll ଜୀବନର ପ୍ରଥମ ଗୁରୁ ମୋ ପିତା ଓ ମାତା ଙ୍କ ସହ ଜୀବନର ପ୍ରତ୍ୟେକ ଟି ପାହାଚରେ ଶିକ୍ଷା ଦେଇ ଆସିଥିବା ସମସ୍ତ ଗୁରୁଙ୍କୁ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ମୋର ଶତ଼ ଶତ଼ ପ୍ରଣାମ । ଗୁରୁ ଦିବସ ର ଶୁଭେଚ୍ଛା ଓ ଶୁଭ କାମନା II🙏

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ଵରଃ l
ଗୁରୁଃ ସାକ୍ଷାତ୍ ପରଂ ବ୍ରହ୍ମ ତସମୈଶ୍ରୀ ଗୁରବେ ନମଃ ll
ଜୀବନର ପ୍ରଥମ ଗୁରୁ ମୋ ପିତା ଓ ମାତା ଙ୍କ ସହ ଜୀବନର ପ୍ରତ୍ୟେକ ଟି ପାହାଚରେ ଶିକ୍ଷା ଦେଇ ଆସିଥିବା ସମସ୍ତ ଗୁରୁଙ୍କୁ ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ମୋର ଶତ଼ ଶତ଼ ପ୍ରଣାମ ।
ଗୁରୁ ଦିବସ ର ଶୁଭେଚ୍ଛା ଓ ଶୁଭ କାମନା II🙏
Suresh Pujari (@sureshkpujari) 's Twitter Profile Photo

ଜିଲ୍ଲାରେ UPSC Coaching ଏବଂ Career Counselling Project ସମ୍ପର୍କିତ ବୈଠକରେ ବିଧାୟକ ଶ୍ରୀ Tankadhar Tripathy, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ପୁଲିସ ଆଇଜି,ଏମସିଏଲ ପରିଚାଳନା ନିର୍ଦ୍ଦେଶକ, ଜିଲ୍ଲାପାଳ ଏବଂ ଉଚ୍ଚ ପଦାଧିକାରୀଙ୍କ ସହିତ ଯୋଗଦେଲି। ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ରୁ ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହେବ।

ଜିଲ୍ଲାରେ UPSC Coaching ଏବଂ Career Counselling Project ସମ୍ପର୍କିତ ବୈଠକରେ ବିଧାୟକ ଶ୍ରୀ Tankadhar Tripathy, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ, ପୁଲିସ ଆଇଜି,ଏମସିଏଲ ପରିଚାଳନା ନିର୍ଦ୍ଦେଶକ, ଜିଲ୍ଲାପାଳ ଏବଂ ଉଚ୍ଚ ପଦାଧିକାରୀଙ୍କ ସହିତ ଯୋଗଦେଲି। ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସ ରୁ ଜିଲ୍ଲାର ଛାତ୍ରଛାତ୍ରୀ ଉପକୃତ ହେବ।
ANI (@ani) 's Twitter Profile Photo

#WATCH | Bhubaneswar, Odisha: On Lok Sabha LoP & Congress leader Rahul Gandhi’s statement, State Minister Suresh Pujari says, "In a democracy, every political party has the right to hold as many rallies as they want. Rahul Gandhi also has the right to address the rally. But the

Suresh Pujari (@sureshkpujari) 's Twitter Profile Photo

ଓଁ ନମଃ ଶିବାୟ 🙏 ହର ହର ମହାଦେବ 🙏 ଦେବ ଦେବ ମହାଦେବ ଙ୍କ ପ୍ରତି ସମର୍ପଣ ଓ ଆରାଧନାର ପବିତ୍ର ଶ୍ରାବଣ ମାସ ର ପ୍ରଥମ ସୋମବାର ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା। ମହାଦେବ ଙ୍କ ଆଶୀର୍ବାଦ ରୁ ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଭରିଯାଉ ଏହାହିଁ ପ୍ରାର୍ଥନା।

ଓଁ ନମଃ ଶିବାୟ 🙏
ହର ହର ମହାଦେବ 🙏

ଦେବ ଦେବ ମହାଦେବ ଙ୍କ ପ୍ରତି ସମର୍ପଣ ଓ ଆରାଧନାର ପବିତ୍ର ଶ୍ରାବଣ ମାସ ର ପ୍ରଥମ ସୋମବାର ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭକାମନା। ମହାଦେବ ଙ୍କ ଆଶୀର୍ବାଦ ରୁ ସମସ୍ତଙ୍କ ଜୀବନରେ ଖୁସି ଓ ସମୃଦ୍ଧି ଭରିଯାଉ ଏହାହିଁ ପ୍ରାର୍ଥନା।
SRC, Govt of Odisha (@src_odisha) 's Twitter Profile Photo

In view of probable heavy rain, the Hon'ble Minister, Rev & DM took a meeting with the Collectors of Bhadrak, Balasore, Keonjhar, Mayurbhanj & Sundargarh through OSWAN VC in the presence of SRC and other concerned officials at SEOC Conference Hall, Rajiv Bhawan, Bhubaneswar.

In view of probable heavy rain, the Hon'ble Minister, Rev & DM took a meeting with the Collectors of Bhadrak, Balasore, Keonjhar, Mayurbhanj & Sundargarh through OSWAN VC in the presence of SRC and other concerned officials at SEOC Conference Hall, Rajiv Bhawan, Bhubaneswar.
Suresh Pujari (@sureshkpujari) 's Twitter Profile Photo

ଆଜି ଭୁବନେଶ୍ୱର ରାଜୀବ ଭବନ ସ୍ଥିତ ରାଜ୍ୟ ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର ସମ୍ମିଳନୀ କକ୍ଷରେ ସମ୍ଭାବ୍ୟ ପ୍ରବଳ ବର୍ଷା କୁ ଦୃଷ୍ଟିରେ ରଖି ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାପାଳ ମାନଙ୍କ ସହିତ ଆଭାସି ବୈଠକ କରି ପୂର୍ବ ପ୍ରସ୍ତୁତି ରଖିବା ସହିତ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦେଲି।