Subrat Chhatoi (@subratchhatoi) 's Twitter Profile
Subrat Chhatoi

@subratchhatoi

Entrepreneur, Educationist, Politician. Aims for a Change. Development Agenda. Proud Odia. Fan of @Naveen_Odisha. Part & Parcel of @BJD_Odisha. #BJDdigitalwing

ID: 105739433

linkhttp://subratchhatoi.com calendar_today17-01-2010 09:19:14

12,12K Tweet

5,5K Takipçi

497 Takip Edilen

Biju Janata Dal (@bjd_odisha) 's Twitter Profile Photo

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ କେବେ? ଅଗଷ୍ଟ ୭ ପୁରୀ ଜିଲ୍ଲାରେ ବିଜେଡି କରିବ ହରତାଳ। #ହଟାଅବିଜେପି #BJPAntiPeople #BJPAntiOdisha

Biju Janata Dal (@bjd_odisha) 's Twitter Profile Photo

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅଗଷ୍ଟ ୭ରେ ପୁରୀ ଜିଲ୍ଲାରେ ୬ ଘଣ୍ଟିଆ ହରତାଳ କରିବ ବିଜୁ ଜନତା ଦଳ। ପୀଡ଼ିତା ପରିବାରର ବୟାନ ବଦଳାଇବା ପାଇଁ ହୋଇଛି ଷଡ଼ଯନ୍ତ୍ର। ସନ୍ଦେହ ଘେରରେ ପୋଲିସର ତଦନ୍ତ ପ୍ରକ୍ରିୟା। ସତ୍ୟ ଉନ୍ମୋଚନ ନହେବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବ ବିଜେଡି। #ହଟାଅବିଜେପି #BJPAntiWomen #BJPAntiOdisha

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଅଗଷ୍ଟ ୭ରେ ପୁରୀ ଜିଲ୍ଲାରେ ୬ ଘଣ୍ଟିଆ ହରତାଳ କରିବ ବିଜୁ ଜନତା ଦଳ।

ପୀଡ଼ିତା ପରିବାରର ବୟାନ ବଦଳାଇବା ପାଇଁ ହୋଇଛି ଷଡ଼ଯନ୍ତ୍ର।

ସନ୍ଦେହ ଘେରରେ ପୋଲିସର ତଦନ୍ତ ପ୍ରକ୍ରିୟା।

ସତ୍ୟ ଉନ୍ମୋଚନ ନହେବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବ ବିଜେଡି।

#ହଟାଅବିଜେପି #BJPAntiWomen #BJPAntiOdisha
Subrat Chhatoi (@subratchhatoi) 's Twitter Profile Photo

ବିଜୁ ଜନତା ଦଳ, ପୁରୀ ଜିଲ୍ଲା ପକ୍ଷରୁ ବଳଙ୍ଗା ପିଡ଼ିତା ପାଇଁ ନ୍ୟାୟ ପ୍ରତିବାଦରେ ଆସନ୍ତା କାଲି ସକାଳ ୬ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ହରତାଳ କରାଯିବ । ଗୁରୁବାର ଦିନ ହେବାକୁଥିବା ସମ୍ପୂର୍ଣ୍ଣ ପୁରୀ ଜିଲ୍ଲା ହରତାଳକୁ ନେଇ ନିମାପଡା ନିର୍ବାଚନ ମଣ୍ଡଳୀର ସମସ୍ତ ଛାମୁଆ କର୍ମୀଙ୍କ ସହ ଅନୁଷ୍ଠିତ

ବିଜୁ ଜନତା ଦଳ, ପୁରୀ ଜିଲ୍ଲା ପକ୍ଷରୁ ବଳଙ୍ଗା ପିଡ଼ିତା ପାଇଁ ନ୍ୟାୟ ପ୍ରତିବାଦରେ ଆସନ୍ତା କାଲି ସକାଳ ୬ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ହରତାଳ କରାଯିବ ।

ଗୁରୁବାର ଦିନ ହେବାକୁଥିବା ସମ୍ପୂର୍ଣ୍ଣ ପୁରୀ ଜିଲ୍ଲା ହରତାଳକୁ ନେଇ ନିମାପଡା ନିର୍ବାଚନ ମଣ୍ଡଳୀର ସମସ୍ତ ଛାମୁଆ କର୍ମୀଙ୍କ ସହ ଅନୁଷ୍ଠିତ
Biju Janata Dal (@bjd_odisha) 's Twitter Profile Photo

ନିଜ ବିଫଳତା ଉପରୁ ନଜର ହଟାଇବା ପାଇଁ ସରକାରୀ ଭବନ ଗୁଡ଼ିକ ଗେରୁଆ ହେବ। ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବିଫଳତା ଶିଖର ଛୁଇଁଛି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ଅସୁରକ୍ଷିତ। #ହଟାଅବିଜେପି #BJPAntiPeople #BJPAntiOdisha

ନିଜ ବିଫଳତା ଉପରୁ ନଜର ହଟାଇବା ପାଇଁ ସରକାରୀ ଭବନ ଗୁଡ଼ିକ ଗେରୁଆ ହେବ।

ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବିଫଳତା ଶିଖର ଛୁଇଁଛି।

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ମହିଳା ଅସୁରକ୍ଷିତ।

#ହଟାଅବିଜେପି #BJPAntiPeople #BJPAntiOdisha
Biju Janata Dal (@bjd_odisha) 's Twitter Profile Photo

ବିଜେପିର ମନଗଢା ଗପ ଚଳିବ ନାହିଁ, ପୁରୀରେ ଜୋରଦାର ହେଉଛି ବିଜୁ ଜନତା ଦଳର ହରତାଳ। ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ମିଳିବ, ରହସ୍ୟ ଉପରୁ ପରଦା ହଟିବ। #ହଟାଅବିଜେପି #BJPAntiWomen #BJPAntiOdisha

ବିଜେପିର ମନଗଢା ଗପ ଚଳିବ ନାହିଁ, ପୁରୀରେ ଜୋରଦାର ହେଉଛି ବିଜୁ ଜନତା ଦଳର ହରତାଳ।

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ମିଳିବ, ରହସ୍ୟ ଉପରୁ ପରଦା ହଟିବ।

#ହଟାଅବିଜେପି #BJPAntiWomen #BJPAntiOdisha
Subrat Chhatoi (@subratchhatoi) 's Twitter Profile Photo

ବିଜୁ ଜନତା ଦଳ, ପୁରୀ ଜିଲ୍ଲା ପକ୍ଷରୁ ବଳଙ୍ଗା ପିଡ଼ିତା ପାଇଁ ନ୍ୟାୟ ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ହରତାଳରେ ଯୋଗ ଦେବା ଅବସରରେ । ନିମାପଡାର ବଳଙ୍ଗା ପୀଡ଼ିତା ଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ, ରହସ୍ୟ ଉପରୁ ପରଦା ନ ଉଠିବା ଯାଏଁ ଏ ଲଢେ଼ଇ ଜାରି ରହିବ ।

Biju Janata Dal (@bjd_odisha) 's Twitter Profile Photo

ଆଇନଶୃଙ୍ଖଳା ସ୍ଥିତି ରକ୍ଷାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ। ଏଫଆଇଆର ରଖି ତଦନ୍ତ କରିଥିଲେ ହୁଏତ କେନ୍ଦ୍ରାପଡ଼ାର ଆଉ ଜଣେ ଝିଅ ନିଜକୁ ଜାଳିନଥାନ୍ତା। ରାଜ୍ୟରେ ଅପାରଗ ସରକାରରେ ଆଉ କେତେ ନୀରିହ ଝିଅ ଜଳିବେ? #ହଟାଅବିଜେପି #BJPAntiWomen #BJPAntiOdisha

Biju Janata Dal (@bjd_odisha) 's Twitter Profile Photo

ପଟ୍ଟାମୁଣ୍ଡାଇରେ ବ୍ଲାକମେଲିଂ ଶିକାର ଛାତ୍ରୀର ଆତ୍ମଦାହ ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସଦ୍ୟତମ ଉଦାହରଣ। ପୋଲିସ ପ୍ରଶାସନର ସ୍ଥାଣୁତା ପାଇଁ ଏଭଳି ଅଭାବନୀୟ କାଣ୍ଡ ଘଟିଲା। ଘଟଣାର ତଦନ୍ତଭାର ତୁରନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଉ। #ହଟାଅବିଜେପି #BJPAntiWomen #BJPAntiOdisha

ପଟ୍ଟାମୁଣ୍ଡାଇରେ ବ୍ଲାକମେଲିଂ ଶିକାର ଛାତ୍ରୀର ଆତ୍ମଦାହ ଘଟଣା ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସଦ୍ୟତମ ଉଦାହରଣ।

ପୋଲିସ ପ୍ରଶାସନର ସ୍ଥାଣୁତା ପାଇଁ ଏଭଳି ଅଭାବନୀୟ କାଣ୍ଡ ଘଟିଲା।

ଘଟଣାର ତଦନ୍ତଭାର ତୁରନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଉ।

#ହଟାଅବିଜେପି #BJPAntiWomen #BJPAntiOdisha
Biju Janata Dal (@bjd_odisha) 's Twitter Profile Photo

ABVP ସଦସ୍ୟ ଗିରଫର ୨୪ ଘଣ୍ଟା ମଧ୍ୟରେ ଆଇଜି ଛୁଟିରେ ଯିବା ସନ୍ଦେହ ବଢ଼ାଉଛି। ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଶାସକ ଦଳର ସମ୍ପୃକ୍ତି ଧରାପଡ଼ିଯିବା ଭୟରେ ଆଇଜିଙ୍କୁ ତଦନ୍ତରୁ ଅନ୍ତର କରିଦେଲେ। ତଦନ୍ତକୁ ବାଟବଣା କରିବା ଉଦ୍ଦେଶ୍ୟରେ ଆଇଜିଙ୍କୁ ଛୁଟିରେ ପଠାଇ ଦେଇଛନ୍ତି ସରକାର। #ହଟାଅବିଜେପି #BJPAntiWomen #BJPAntiOdisha

ABVP ସଦସ୍ୟ ଗିରଫର ୨୪ ଘଣ୍ଟା ମଧ୍ୟରେ ଆଇଜି ଛୁଟିରେ ଯିବା ସନ୍ଦେହ ବଢ଼ାଉଛି।

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଶାସକ ଦଳର ସମ୍ପୃକ୍ତି ଧରାପଡ଼ିଯିବା ଭୟରେ ଆଇଜିଙ୍କୁ ତଦନ୍ତରୁ ଅନ୍ତର କରିଦେଲେ।

ତଦନ୍ତକୁ ବାଟବଣା କରିବା ଉଦ୍ଦେଶ୍ୟରେ ଆଇଜିଙ୍କୁ ଛୁଟିରେ ପଠାଇ ଦେଇଛନ୍ତି ସରକାର।

#ହଟାଅବିଜେପି #BJPAntiWomen #BJPAntiOdisha
Subrat Chhatoi (@subratchhatoi) 's Twitter Profile Photo

ନିମାପଡାର ବଳଙ୍ଗା ପୀଡ଼ିତା ଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏ ଲଢେ଼ଇ ଜାରି ରହିବ ।ଯେଉଁମାନେ ଦୋଷୀ ସେମାନଙ୍କୁ ଗିରଫ କରାଯାଉ ନହେଲେ ଲଢ଼େଇ ତୀବ୍ରତର ହେବ ।

Subrat Chhatoi (@subratchhatoi) 's Twitter Profile Photo

ଆଇନଶୃଙ୍ଖଳା ସ୍ଥିତି ରକ୍ଷାରେ ପୋଲିସ ସମ୍ପୂର୍ଣ୍ଣ ବିଫଳ । ନ୍ୟାୟ ନପାଇ ଜଣଙ୍କ ପରେ ଜଣେ ଛାତ୍ରୀ ଆତ୍ମାହୁତି ଦେଉଥିବା ବେଳେ ଆସ୍ଥା ହରାଉଛି ପୋଲିସ ବ୍ୟବସ୍ଥା ।ଅଭିଯୋଗ କରିବାକୁ ଗଲେ ମିଳୁଛି ନିର୍ଯ୍ୟାତନା । ନିଘୋଡ଼ ନିଦ୍ରାରେ ଅଛନ୍ତି ପୋଲିସ ବିଭାଗର ମାନବାଧିକାର ସୁରକ୍ଷା ସେଲ ।

ପବିତ୍ର #ରାକ୍ଷୀପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କ ଆହୁରି ନିବିଡ ହେବା ସହିତ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଉଥାଉ । #Rakshabandhan #HappyRakshabandhan

ପବିତ୍ର #ରାକ୍ଷୀପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କ ଆହୁରି ନିବିଡ ହେବା ସହିତ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଉଥାଉ ।

#Rakshabandhan #HappyRakshabandhan
Subrat Chhatoi (@subratchhatoi) 's Twitter Profile Photo

ଆଜି ବାୟୁସେନା ଯବାନ ସ୍ୱରାଜ ସାହୁ ଙ୍କ ପାର୍ଥିବ ଶରୀର କୁ ତାଙ୍କ ନିଜ ଗ୍ରାମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ l ବୀର ଜବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମ ବେଦନା ଜଣାଉଛି ।

ଆଜି ବାୟୁସେନା ଯବାନ ସ୍ୱରାଜ ସାହୁ ଙ୍କ ପାର୍ଥିବ ଶରୀର କୁ ତାଙ୍କ ନିଜ ଗ୍ରାମରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ଅବସରରେ l

ବୀର ଜବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମ ବେଦନା ଜଣାଉଛି ।
Biju Janata Dal (@bjd_odisha) 's Twitter Profile Photo

ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣାରେ ଚପିବ ନାହିଁ ସ୍ୱର, ରାଇଘର ବ୍ଲକରେ ବିଜେଡିର ୧୨ ଘଣ୍ଟିଆ ହରତାଳ। ଅଗଷ୍ଟ ୧୧ରେ ଜୋରଦାର ହେବ ପ୍ରତିବାଦ, ଅପାରଗ ସରକାର ପାଇଁ ଘରୁ ବାହାରିବାକୁ ଡ଼ରିଲେଣି ମହିଳା। #ହଟାଅବିଜେପି #BJPAntiWomen #BJPAntiOdisha

ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣାରେ ଚପିବ ନାହିଁ ସ୍ୱର, ରାଇଘର ବ୍ଲକରେ ବିଜେଡିର ୧୨ ଘଣ୍ଟିଆ ହରତାଳ।

ଅଗଷ୍ଟ ୧୧ରେ ଜୋରଦାର ହେବ ପ୍ରତିବାଦ, ଅପାରଗ ସରକାର ପାଇଁ ଘରୁ ବାହାରିବାକୁ ଡ଼ରିଲେଣି ମହିଳା।

#ହଟାଅବିଜେପି #BJPAntiWomen #BJPAntiOdisha
Biju Janata Dal (@bjd_odisha) 's Twitter Profile Photo

ସାରା ରାଜ୍ୟରୁ ଉଠୁଛି ସ୍ୱର, ଛାତ୍ରୀ ଓ ମହିଳାଙ୍କ ସୁରକ୍ଷା ନେଇ ସାରା ରାଜ୍ୟରେ ବିଜୁ ଯୁବ-ଛାତ୍ର ଜନତା ଦଳର ପ୍ରତିବାଦ। ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଦିଆଗଲା ସ୍ମାରକପତ୍ର। ରାଜ୍ୟରେ ଛାତ୍ରୀ ନିର୍ଯାତନା ପ୍ରସଙ୍ଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ହେବ ପ୍ରତିବାଦ। #ହଟାଅବିଜେପି #BJPAntiWomen

Subrat Chhatoi (@subratchhatoi) 's Twitter Profile Photo

ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଫିରଙ୍ଗିମାଲ ଗାଁର ଜଣେ ନାବାଳିକା ଆତ୍ମାହୁତି ଦେଇଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ନ ହୋଇଥିଲେ ହୁଏତ ଚିକିତ୍ସାରେ କିଛି ସୁଧାର ଆସି ପାରିଥାନ୍ତା । ବର୍ଷକ ଭିତରେ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି । ଗତ ୧ ମାସ ମଧ୍ୟରେ