RTO Balangir(OD03) (@rtobolangir) 's Twitter Profile
RTO Balangir(OD03)

@rtobolangir

RTO Balanigr

ID: 753869520607977472

calendar_today15-07-2016 08:31:14

256 Tweet

1,1K Takipçi

23 Takip Edilen

State Transport Authority, Odisha (@staodisha) 's Twitter Profile Photo

ବକେୟା ଇ-ଚାଲାଣର ରିହାତି ଯୋଜନାରେ ୨୪ଟି ଧାରା ସାମିଲ ଅଛି। ସେଗୁଡ଼ିକ ସମ୍ପର୍କରେ ଭିଡିଓରେ ସୂଚନା ରହିଛି। ବକେୟା ଚାଲାଣ ପୈଠ ପାଇଁ- echallan.parivahan.gov.in (ସାଇବର ଠକାମୀର ଶିକାର ନ ହେବାକୁ ଅନ୍ୟ କୌଣସି ୱେବସାଇଟ କିମ୍ବା Apk ଫାଇଲ୍ ରେ କ୍ଲିକ୍ କରନ୍ତୁ ନାହିଁ) #OTS #EChallan #Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

State Transport Authority, Odisha (@staodisha) 's Twitter Profile Photo

ଗାଡ଼ିର ଇ-ଚାଲାଣ ସୂଚନା echallan.parivahan.gov.in ୱେବସାଇଟ୍ ସହ ରାଜ୍ୟ ପରିବହନ ପ୍ରାଧିକରଣ ୱେବସାଇଟ୍ odishatransport.gov.in ର Know Your Challan Details ବିକଳ୍ପରେ ମଧ୍ୟ ଦେଖି ପାରିବେ। OTS ଯୋଜନାର ଲାଭ ନିଅନ୍ତୁ — ଆଜି ହିଁ ନିଜର ବକେୟା ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। #OTS #Odisha #Echallan

ଗାଡ଼ିର ଇ-ଚାଲାଣ ସୂଚନା echallan.parivahan.gov.in ୱେବସାଇଟ୍ ସହ 
ରାଜ୍ୟ ପରିବହନ ପ୍ରାଧିକରଣ ୱେବସାଇଟ୍ odishatransport.gov.in ର Know Your Challan Details ବିକଳ୍ପରେ ମଧ୍ୟ ଦେଖି ପାରିବେ।

OTS ଯୋଜନାର ଲାଭ ନିଅନ୍ତୁ — ଆଜି ହିଁ ନିଜର ବକେୟା ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ।

#OTS #Odisha #Echallan
State Transport Authority, Odisha (@staodisha) 's Twitter Profile Photo

ଗାଡ଼ିର ଇ-ଚାଲାଣ ସୂଚନା echallan.parivahan.gov.in ୱେବସାଇଟ୍ ସହ ରାଜ୍ୟ ପରିବହନ ପ୍ରାଧିକରଣ ୱେବସାଇଟ୍ odishatransport.gov.in ର Know Your Challan Details ବିକଳ୍ପରେ ମଧ୍ୟ ଦେଖି ପାରିବେ। ବକେୟା ଇ-ଚାଲାଣ ପୈଠ ନ କଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି। #OTS #EChallan #Echallan

ଗାଡ଼ିର ଇ-ଚାଲାଣ ସୂଚନା echallan.parivahan.gov.in ୱେବସାଇଟ୍ ସହ 
ରାଜ୍ୟ ପରିବହନ ପ୍ରାଧିକରଣ ୱେବସାଇଟ୍ odishatransport.gov.in ର 
Know Your Challan Details ବିକଳ୍ପରେ ମଧ୍ୟ ଦେଖି ପାରିବେ।

ବକେୟା ଇ-ଚାଲାଣ ପୈଠ ନ କଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି।
#OTS #EChallan #Echallan
State Transport Authority, Odisha (@staodisha) 's Twitter Profile Photo

ଇ-ଚାଲାଣର OTS ଯୋଜନାରେ ମୋଟର ଯାନ ଆଇନର ୨୪ଟି ଧାରା ସାମିଲ ହୋଇଛି। ଇ-ଚାଲାଣ ପୈଠ ପାଇଁ ୱେବସାଇଟ୍- echallan.parivahan.gov.in #OTS #EChallan #Odisha

ଇ-ଚାଲାଣର OTS ଯୋଜନାରେ
ମୋଟର ଯାନ ଆଇନର ୨୪ଟି ଧାରା ସାମିଲ ହୋଇଛି।

ଇ-ଚାଲାଣ ପୈଠ ପାଇଁ ୱେବସାଇଟ୍- echallan.parivahan.gov.in 

 #OTS #EChallan #Odisha
State Transport Authority, Odisha (@staodisha) 's Twitter Profile Photo

ଇ-ଚାଲାଣର OTS ଯୋଜନାରେ କିଭଳି ବକେୟା ପୈଠ କରିବେ, ପ୍ରତିଟି ସୋପାନକୁ ଗୋଟିଏ ପରେ ଗୋଟିଏ ଜାଣନ୍ତୁ। ଏହା ଖୁବ୍ ସହଜ ଏବଂ UPI ମାଧ୍ୟମରେ ବି ଚାଲାଣ ପୈଠର ବିକଳ୍ପ ପ୍ରଦାନ କରାଯାଇଛି। ଆଜି ହିଁ ନିଜର ସମସ୍ତ ବକେୟା ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। Website: echallan.parivahan.gov.in #OTS #Echallan #Odisha #Transport

ଇ-ଚାଲାଣର OTS ଯୋଜନାରେ କିଭଳି ବକେୟା ପୈଠ କରିବେ, ପ୍ରତିଟି ସୋପାନକୁ ଗୋଟିଏ ପରେ ଗୋଟିଏ ଜାଣନ୍ତୁ।
ଏହା ଖୁବ୍ ସହଜ ଏବଂ UPI ମାଧ୍ୟମରେ ବି ଚାଲାଣ ପୈଠର ବିକଳ୍ପ ପ୍ରଦାନ କରାଯାଇଛି।
ଆଜି ହିଁ ନିଜର ସମସ୍ତ ବକେୟା ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। 
Website: echallan.parivahan.gov.in

#OTS #Echallan #Odisha #Transport
State Transport Authority, Odisha (@staodisha) 's Twitter Profile Photo

ବକେୟା ଟ୍ରାଫିକ ଇ- ଚାଲାଣ ପୈଠ କରିସାରିଲେଣି ? ଜରିମାନା ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଆଜି ହିଁ ସମସ୍ତ ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ଅନଲାଇନରେ ପୈଠ ପାଇଁ: echallan.parivahan.gov.in #Echallan #Odisha

ବକେୟା ଟ୍ରାଫିକ ଇ- ଚାଲାଣ ପୈଠ କରିସାରିଲେଣି ? 
ଜରିମାନା ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଆଜି ହିଁ ସମସ୍ତ ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ଅନଲାଇନରେ ପୈଠ ପାଇଁ: echallan.parivahan.gov.in

#Echallan #Odisha
State Transport Authority, Odisha (@staodisha) 's Twitter Profile Photo

ଟ୍ରାଫିକ ଇ-ଚାଲାଣ ବକେୟା ଥିଲେ ତୁରନ୍ତ ପୈଠ କରନ୍ତୁ । ଜରିମାନା ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଆଜି ହିଁ ସମସ୍ତ ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ଅନଲାଇନରେ ପୈଠ ପାଇଁ: echallan.parivahan.gov.in #Echallan #Odisha

ଟ୍ରାଫିକ ଇ-ଚାଲାଣ ବକେୟା ଥିଲେ ତୁରନ୍ତ ପୈଠ କରନ୍ତୁ ।
ଜରିମାନା ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। 
ଆଜି ହିଁ ସମସ୍ତ ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। ଅନଲାଇନରେ ପୈଠ ପାଇଁ: echallan.parivahan.gov.in

#Echallan #Odisha
State Transport Authority, Odisha (@staodisha) 's Twitter Profile Photo

ବକେୟା ଥିବା ଟ୍ରାଫିକ ଇ-ଚାଲାଣ ପୈଠ କରନ୍ତୁ। OTS ଯୋଜନାରେ ଇ-ଚାଲାଣ ପୈଠ ପାଇଁ echallan.parivahan.gov.in ଭିଜିଟ୍ କରନ୍ତୁ । ଜରିମାନା ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। #Echallan #Odisha #OTS

ବକେୟା ଥିବା ଟ୍ରାଫିକ ଇ-ଚାଲାଣ ପୈଠ କରନ୍ତୁ। OTS ଯୋଜନାରେ ଇ-ଚାଲାଣ ପୈଠ ପାଇଁ echallan.parivahan.gov.in ଭିଜିଟ୍ କରନ୍ତୁ । 

ଜରିମାନା ପୈଠ ନକଲେ ମୋଟର ଯାନ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। 

#Echallan #Odisha #OTS
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@ctodisha) 's Twitter Profile Photo

Zero-Fatality Fortnight in Odisha from Nov 16–30. More than enforcement, it is a collective pledge to value every life on the road.Let’s make Odisha a model of responsible mobility. #ComeHomeSafe newindianexpress.com/amp/story/stat… CMO Odisha Bibhuti Bhusan Jena Usha Padhee 🇮🇳 AMITABH THAKUR 🇮🇳

State Transport Authority, Odisha (@staodisha) 's Twitter Profile Photo

ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ନଭେମ୍ବର ୧୬ରୁ ୩୦ ସାରା ରାଜ୍ୟରେ 'ଶୂନ ମୃତାହତ ପକ୍ଷ' ପାଳନ ହେବ। ସଡ଼କ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଗ୍ରହଣ କରାଯାଉଛି। ସଡ଼କ ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି। #RoadSafety #Odisha #ZFF

ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ନଭେମ୍ବର ୧୬ରୁ ୩୦ ସାରା ରାଜ୍ୟରେ 'ଶୂନ ମୃତାହତ ପକ୍ଷ' ପାଳନ ହେବ। ସଡ଼କ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଗ୍ରହଣ କରାଯାଉଛି।

ସଡ଼କ ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି।
#RoadSafety #Odisha #ZFF
State Transport Authority, Odisha (@staodisha) 's Twitter Profile Photo

ରାଷ୍ଟ୍ରର ଭବିଷ୍ୟତ ସୁରକ୍ଷା ପାଇଁ ବିଦ୍ୟାଳୟ ନିକଟରେ ଗାଡ଼ିର ଗତି କମ୍ କରିଦିଅନ୍ତୁ #ChildrensDay #RoadSafety #STAOdisha

ରାଷ୍ଟ୍ରର ଭବିଷ୍ୟତ ସୁରକ୍ଷା ପାଇଁ ବିଦ୍ୟାଳୟ ନିକଟରେ ଗାଡ଼ିର ଗତି କମ୍ କରିଦିଅନ୍ତୁ

#ChildrensDay
#RoadSafety
#STAOdisha
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@ctodisha) 's Twitter Profile Photo

ନଭେମ୍ବର ୧୬ରୁ ୩୦, ୨୦୨୫ ସାରା ରାଜ୍ୟରେ 'ଶୂନ ମୃତାହତ ପକ୍ଷ' ପାଳନ ହେବ। ସଡ଼କ ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଗ୍ରହଣ କରାଯାଉଛି । ସଡ଼କ ସୁରକ୍ଷା ଅଭିଯାନରେ ସାମିଲ ହେବାକୁ ସମସ୍ତଙ୍କୁ ଅନୁରୋଧ କରାଯାଉଛି। #RoadSafety #ComeHomeSafe CMO Odisha Bibhuti Bhusan Jena

State Transport Authority, Odisha (@staodisha) 's Twitter Profile Photo

ଇ-ଚାଲାଣର OTS ଯୋଜନାରେ ମୋଟରଯାନ ଆଇନର ଆଉ ଦୁଇଟି ଧାରା ସାମିଲ ହୋଇଛି। ବିନା ପରମିଟରେ ଗାଡ଼ି ଚାଳନା ଓ ଓଭରଲୋଡିଂ ପରି ନିୟମ ଉଲ୍ଲଙ୍ଘନ ବିରୋଧରେ ଜାରି ଇ-ଚାଲାଣରେ ଏକକାଳୀନ ପୈଠରେ ରିହାତି ସୁଯୋଗ ପ୍ରଦାନ କରାଯାଇଛି। ପୂର୍ବରୁ ଏହି ଯୋଜନାରେ ୨୪ଟି ଧାରା ଉପରେ ରିହାତି ମିଳୁଥିବା ବେଳେ ଏବେ ଏଥିରେ ଆହୁରି ଦୁଇଟି ଯୋଡ଼ାଯାଇଛି।

ଇ-ଚାଲାଣର OTS ଯୋଜନାରେ ମୋଟରଯାନ ଆଇନର ଆଉ ଦୁଇଟି ଧାରା ସାମିଲ ହୋଇଛି। 
ବିନା ପରମିଟରେ ଗାଡ଼ି ଚାଳନା ଓ ଓଭରଲୋଡିଂ ପରି ନିୟମ ଉଲ୍ଲଙ୍ଘନ ବିରୋଧରେ ଜାରି ଇ-ଚାଲାଣରେ ଏକକାଳୀନ ପୈଠରେ ରିହାତି ସୁଯୋଗ ପ୍ରଦାନ କରାଯାଇଛି। 
ପୂର୍ବରୁ ଏହି ଯୋଜନାରେ ୨୪ଟି ଧାରା ଉପରେ ରିହାତି ମିଳୁଥିବା ବେଳେ ଏବେ ଏଥିରେ ଆହୁରି ଦୁଇଟି ଯୋଡ଼ାଯାଇଛି।
State Transport Authority, Odisha (@staodisha) 's Twitter Profile Photo

ଆମ ସମ୍ବିଧାନ, ଆମ ସ୍ୱାଭିମାନ: ସମ୍ବିଧାନ ଦିବସ ପାଳନ ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ ଓ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀମାନେ ଶପଥ ପାଠ କରିଛନ୍ତି। ସମ୍ବିଧାନର ମୂଲ୍ୟବୋଧକୁ ସଦା ସମ୍ମାନ ଜଣାଇ ରାଷ୍ଟ୍ର ନିର୍ମାଣରେ ନିଜର କର୍ତ୍ତବ୍ୟକୁ ଶୃଙ୍ଖଳାର ସହ ନିର୍ବାହ କରିବା। #ConstitutionDayOath #Odisha

State Transport Authority, Odisha (@staodisha) 's Twitter Profile Photo

ଇ-ଚାଲାଣର OTS ଯୋଜନାରେ ମୋଟରଯାନ ଆଇନର ଆଉ ଦୁଇଟି ଧାରା ସାମିଲ ହୋଇଛି। ବିନା ପରମିଟରେ ଗାଡ଼ି ଚାଳନା ଓ ଓଭରଲୋଡିଂ ପରି ନିୟମ ଉଲ୍ଲଙ୍ଘନ ବିରୋଧରେ ଜାରି ଇ-ଚାଲାଣରେ ଏକକାଳୀନ ପୈଠରେ ରିହାତି ସୁଯୋଗ ପ୍ରଦାନ କରାଯାଇଛି। ଏହି ଯୋଜନାର ଅବଧି ସରିବା ପୂର୍ବରୁ ରିହାତିରେ ଇ-ଚାଲାଣ ପୈଠ କରି ଚିନ୍ତାମୁକ୍ତ ହୁଅନ୍ତୁ। #OTS #EChallan