RaghunandanDas (@raghunandandas6) 's Twitter Profile
RaghunandanDas

@raghunandandas6

MLA of Balikuda-Erasama Constituency. Ex-Minister(Water Resources and I&PR Department) and Ex-DPC Chairman Of Nabarangpur.

ID: 941919817862221824

calendar_today16-12-2017 06:35:59

1,1K Tweet

3,3K Takipçi

39 Takip Edilen

RaghunandanDas (@raghunandandas6) 's Twitter Profile Photo

ପବିତ୍ର ବସନ୍ତ ପଞ୍ଚମୀ ତଥା ମା’ ସରସ୍ଵତୀଙ୍କ ପୂଜା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ବୀଣାପାଣି ମା’ ସରସ୍ଵତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଜ୍ଞାନର ଭଣ୍ଡାରରେ ପରିପୂର୍ଣ୍ଣ ହେବା ସହ ସୁଖ ଓ କଲ୍ୟାଣମୟ ହେଉ। #BasantPanchami

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ଏବଂ ସଫଳତା କାମନା କରୁଛି। #Class10BoardExams #GoodLuck #BestWishes #SuccessAhead

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ଏବଂ ସଫଳତା କାମନା କରୁଛି।

#Class10BoardExams  #GoodLuck 
#BestWishes #SuccessAhead
RaghunandanDas (@raghunandandas6) 's Twitter Profile Photo

ଓଡ଼ିଆ ଅସ୍ମିତାର ଗୌରବ ଆଗIମୀ ପୀଢ଼ି ପାଇଁ ସମ୍ବାଦ ସାହିତ୍ୟ ଘର ଏରସମା ର ଅବଦାନ ବଳିଷ୍ଟ। ଏଭଳି ଏକ ଆଲୋଚନଚକ୍ର ରେ ଭାଗ ନେଇଥିବାରୁ ସୌଭାଗ୍ୟ ମନେକରୁଛି। #OdiaLiterature #CulturalHeritage #erasama #NewsLiteraryHouseErasm #OdiaAsmita

ଓଡ଼ିଆ ଅସ୍ମିତାର ଗୌରବ ଆଗIମୀ ପୀଢ଼ି ପାଇଁ ସମ୍ବାଦ ସାହିତ୍ୟ ଘର ଏରସମା ର ଅବଦାନ ବଳିଷ୍ଟ। ଏଭଳି ଏକ ଆଲୋଚନଚକ୍ର ରେ ଭାଗ ନେଇଥିବାରୁ ସୌଭାଗ୍ୟ ମନେକରୁଛି।

#OdiaLiterature #CulturalHeritage
#erasama #NewsLiteraryHouseErasm #OdiaAsmita
RaghunandanDas (@raghunandandas6) 's Twitter Profile Photo

ଜିଲ୍ଲାର ଗମନାଗମନକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଜଗତସିଂହପୁର ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ ହୋଇଛି । #LakshmiBusLaunch #JagatsinghpurDistrict #OdishaProgress #PublicTransportation

ଜିଲ୍ଲାର ଗମନାଗମନକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଜଗତସିଂହପୁର ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ ହୋଇଛି ।

#LakshmiBusLaunch #JagatsinghpurDistrict 
#OdishaProgress  #PublicTransportation
RaghunandanDas (@raghunandandas6) 's Twitter Profile Photo

'ସେ ଥିଲେ ଝଡ଼ର ଇଗଲ, ସେ ଥିଲେ ମାଟିର ମୃତ୍ତିକାର " ଆମ ପୂଜ୍ୟ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଅବସରରେ ମୋ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବର ସହ ପାଳନ କରାଯାଇଛି । #BijuBabu108thBirthAnniversary #BalikudaErsamaCelebrations #EagleOfTheStorm #SoilOfTheSoil #ReveredMan

'ସେ ଥିଲେ ଝଡ଼ର ଇଗଲ, ସେ ଥିଲେ ମାଟିର ମୃତ୍ତିକାର " ଆମ ପୂଜ୍ୟ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ଅବସରରେ ମୋ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀରେ ବହୁ ଆଡମ୍ବର ସହ ପାଳନ କରାଯାଇଛି ।
#BijuBabu108thBirthAnniversary #BalikudaErsamaCelebrations #EagleOfTheStorm #SoilOfTheSoil #ReveredMan
RaghunandanDas (@raghunandandas6) 's Twitter Profile Photo

ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ‘ପଖାଳ’ର ସ୍ଥାନ ସର୍ବଦା ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ। ପାରମ୍ପରିକ ଖାଦ୍ଯ ଭାବେ ପ୍ରତି ଓଡ଼ିଆଙ୍କ ଭଳି ପଖାଳ ମଧ୍ୟ ମୋର ଅତି ପ୍ରିୟ। ସମସ୍ତଙ୍କୁ 'ପଖାଳ ଦିବସ'ରେ ମୋର ଶୁଭେଚ୍ଛା ଜଣାଉଛି। #PakhalaDibasa

ଆଧୁନିକ ପାରାଦୀପ - ଏରସମାର ବିଶ୍ଵକର୍ମା ତଥା ପୂର୍ବତନ ମନ୍ତ୍ରୀ ବିଶିଷ୍ଟ ରାଜନେତା ମୋର ବଡ ଭାଇ ଡକ୍ଟର ଦାମୋଦର ରାଉତଙ୍କ ବିୟୋଗ ରେ ମୁଁ ମ୍ରିୟମାଣ ଦୁଃଖିତ। ଭଗବାନ ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାର ସଦ୍ଗତି କରିବା ସହ ତାଙ୍କ ପରିବାର କୁ ଅସୀମ ଧର୍ଯ୍ୟ ଦିଅନ୍ତୁ

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ l ପ୍ରଭୁ ଦୋଳଗୋବିନ୍ଦଙ୍କ ଅପାର କୃପା ଓ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ସମୃଦ୍ଧି ଭରିଦେଉ l #Dolapurnima

ଉତ୍କଳ ଦିବସ ଉପଲକ୍ଷେ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। 🙏ବନ୍ଦେ ଉତ୍କଳଜନନୀ🙏 କଟକ ଠାରୁ 1993 ମସିହା ଅପ୍ରେଲ 1 ଦିନ ଅଲଗା ହୋଇ, ଜଗତସିଂହପୁର ଏକ ସ୍ୱତନ୍ତ୍ର ଜିଲ୍ଲା ର ମାନ୍ୟତା ପାଇଥିଲା,... ଆମେ ଗର୍ବିତ ଆମ ଜିଲ୍ଲା ପାଇଁ... ଆମେ ଗର୍ବିତ ଆମ ବାଣୀକ୍ଷେତ୍ର ପାଇଁ...

ଉତ୍କଳ ଦିବସ ଉପଲକ୍ଷେ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। 
🙏ବନ୍ଦେ ଉତ୍କଳଜନନୀ🙏
କଟକ ଠାରୁ 1993 ମସିହା ଅପ୍ରେଲ 1 ଦିନ ଅଲଗା ହୋଇ, ଜଗତସିଂହପୁର ଏକ ସ୍ୱତନ୍ତ୍ର ଜିଲ୍ଲା ର ମାନ୍ୟତା ପାଇଥିଲା,... 
ଆମେ ଗର୍ବିତ ଆମ ଜିଲ୍ଲା ପାଇଁ... 
ଆମେ ଗର୍ବିତ ଆମ ବାଣୀକ୍ଷେତ୍ର ପାଇଁ...
RaghunandanDas (@raghunandandas6) 's Twitter Profile Photo

ରାମନବମୀର ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ I #RamNavami #DivineChants #PeaceAndProsperity #Celebration 🙏

ରାମନବମୀର ଏହି ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ I
#RamNavami #DivineChants #PeaceAndProsperity 
#Celebration 🙏