Prashanta (@prashantadash) 's Twitter Profile
Prashanta

@prashantadash

Things neither bad nor good, thinking makes it so..................

ID: 349364083

linkhttp://roughprofessional.blogspot.com calendar_today06-08-2011 00:16:53

461 Tweet

66 Takipçi

334 Takip Edilen

SMEs of DPMU (@smes_dpmu) 's Twitter Profile Photo

Participating of SME,sundargarh as Resource Person(ToT) along with the AD (Planning), DPMU, Sundargarh at DPRC, Sundargarh for the session on Localisation of SDG.

CMO Odisha (@cmo_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟରେ ଖୁବଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ

ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଖୁବଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଏହି ଯୋଜନା ବଳିଷ୍ଠ ଭୂମିକା ତୁଲାଇବ। #ବିକଶିତଓଡ଼ିଶା

As many as 696 suggestions on shaping the State's future have been received from citizens on the #Odisha Vision Portal, as of 7th Nov 2024 (11:00 HRS). This includes 294 on the Web, 277 on WhatsApp, and 125 on e-mail. Thank all the respondents for sharing valuable insights and

ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi 'ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ' କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ସମ୍ବୋଧିତ କରିଛନ୍ତି। ଓଡ଼ିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ଏହି

ନୂତନ ଭାବେ ପ୍ରଣିତ ଆଇନକୁ ପୀଡିତ-କୈନ୍ଦ୍ରିକ କରାଯାଇଛି। ପୂର୍ବରୁ ଏହା ଅପରାଧୀ-କୈନ୍ଦ୍ରିକ ଥିଲା। ଏହି ମୌଳିକ ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ଵଚ୍ଛ ପ୍ରକ୍ରିୟାରେ ନିରପେକ୍ଷ ଭାବେ ତ୍ଵରିତ ନ୍ୟାୟ ପ୍ରଦାନ। ନୂତନ ଆଇନରେ ପୋଲିସ ପାଖରେ ଅଭିଯୋଗ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି। #ବିକଶିତଓଡ଼ିଶା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ପୁରୀ ହରିହରାନନ୍ଦ ଗୁରୁକୁଳମ୍‌ଠାରେ ଆୟୋଜିତ ଗୋ-ନବରାତ୍ର ମହୋତ୍ସବରେ ଯୋଗ ଦେଇଛନ୍ତି। ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ। ରାଜ୍ୟରେ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରାଯିବ। ଗୋ-ସୁରକ୍ଷା ପାଇଁ ଆବଶ୍ୟକ ସ୍ଥଳେ କଠୋର ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ହରିହରାନନ୍ଦ ଗୁରୁକୁଳମ୍‌ରେ ପ୍ରତିଷ୍ଠା ହୋଇଥିବା ଗୋଶାଳାର ଗୋଟିଏ ଗୋମାତାଙ୍କ ସେବା ପାଇଁ ବ୍ୟକ୍ତିଗତ ଭାବେ ଏକ ବର୍ଷର ଗୋଖାଦ୍ୟର ସହଯୋଗ କରିବେ ବୋଲି ଘୋଷଣା କରିଛନ୍ତି। ଏଥିସହ ସମସ୍ତଙ୍କୁ ଗୋଟିଏ ଗୋଟିଏ ଗୋମାତାଙ୍କୁ ଆଡପ୍ଟ କରି ତାଙ୍କ ଖାଦ୍ୟ ନିମନ୍ତେ ଯୋଗଦାନ ଦେଇ ଗୋଶାଳାଗୁଡ଼ିକୁ ସହାୟତା କରିବାକୁ ମୁଖ୍ୟମନ୍ତ୍ରୀ

ଭାରତ ସ୍କାଉଟ ଓ ଗାଇଡର ୭୫ ତମ ପ୍ରତିଷ୍ଠା ଦିବସ ଅବସରରେ ସ୍କାଉଟ ଓ ଗାଇଡ ଛାତ୍ରଛାତ୍ରୀ ମାନେ ଲୋକସେବା ଭବନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhiଙ୍କୁ ଭେଟିଛନ୍ତି।ଏହି ଅବସରରେ ଛାତ୍ରଛାତ୍ରୀମାନେ ପ୍ରତିଷ୍ଠା ଦିବସ ବ୍ୟାଚ୍ ଲଗାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନପୂର୍ବକ ସ୍ମାରକୀ ପ୍ରଦାନ କରିଛନ୍ତି।

ଆମ ସଂସ୍କୃତି ଓ ପରମ୍ପରାରେ ଗୋ ସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାରେ ଦୁଗ୍ଧର ଚାହିଦା ଓ ଉପଲବ୍ଧତାକୁ ବୃଦ୍ଧି କରିବା ପାଇଁ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଆରମ୍ଭ ହେବ। ରାଜ୍ୟରେ ଗୋଚର ଜମିକୁ ଜବର ଦଖଲ ମୁକ୍ତ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ପୁରୀରେ ଗୋ-ନବରାତ୍ର ମହୋତ୍ସବରେ ଯୋଗ ଦେଇ

DD News (@ddnewslive) 's Twitter Profile Photo

#WATCH | #RiodeJaneiro | Brazilian Vedic scholars to chant Vedic mantras in front of PM Narendra Modi During the second leg of three-nation tour, PM Narendra Modi will attend the 19th G20 Leaders’ Summit in Brazil. #PMModi | #Brazil | Randhir Jaiswal PMO India PIB India Ministry of Information and Broadcasting

SMEs of DPMU (@smes_dpmu) 's Twitter Profile Photo

SDG IEC activities along with Quiz competition among school children during District level Fisheries and Animal Resources Exhibition from 4th Dec to 5th Dec. SP, Sundargarh, CEO DMF, AD Fisheries, CDVO, AD Planning and other district level officers were present.

Kudos to DPMU Team of Puri for organising SDG IEC activities of Puri district from 1.12.2024 to 5.12.2024 at 35th Konark Festival, konark.

Connecting with the best minds! Annual Get-together of Subject Matter Experts at Jaydev Batika, Khandagiri, Bhubaneswar on 22nd Dec 2024. Sharing knowledge, experiences & comradeship #SMEGetTogether #KnowledgeSharing #Bhubaneswar Planning & Convergence Department, Govt. of Odisha Office of Development Commissioner, Odisha CMO Odisha SDG Odisha