Odisha Reporter (@odishareporter) 's Twitter Profile
Odisha Reporter

@odishareporter

ସମସ୍ତ ଓଡ଼ିଆଙ୍କ ପାଖରେ ଅତି ସହଜରେ ଓଡ଼ିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡ଼ିଶା ରିପୋର୍ଟର’ ।

ID: 526544215

linkhttp://odishareporter.in calendar_today16-03-2012 16:11:56

227,227K Tweet

143,143K Takipçi

297 Takip Edilen

Odisha Reporter (@odishareporter) 's Twitter Profile Photo

ନିଲମ୍ବିତ IIC ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ #Odisha odishareporter.in/crime/bharatpu…

Odisha Reporter (@odishareporter) 's Twitter Profile Photo

ଯାତ୍ରା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାକୁ ଅସମ୍ମାନ; ଖଳନାୟକ କାହ୍ନାଙ୍କ ନାଁରେ ମାମଲା #Odisha odishareporter.in/crime/fir-agai…

Odisha Reporter (@odishareporter) 's Twitter Profile Photo

ଗୋଟିଏ ଦିନରେ ଝଡ଼ିଲା ୧୭ ୱିକେଟ, ଭାରତ ପାଖରେ ୩୦୮ ରନର ଲିଡ୍‌ #INDvsBANTEST #INDvBAN odishareporter.in/sports/cricket…

Odisha Reporter (@odishareporter) 's Twitter Profile Photo

‘ସୁଭଦ୍ରା’କୁ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି। ଭ୍ରମିତ ହୁଅନ୍ତୁନି ବ୍ୟାଙ୍କରୁ ଟଙ୍କା ନଉଠାଇଲେ ସରକାର ନେଇଯିବା ନେଇ ଗୁଜବ କରାଯାଉଛି । ବାସ୍ତବରେ ସେଭଳି କିଛି ନାହିଁ, ଏଭଳି ମିଥ୍ୟା ପ୍ରଚାର ଶୁଣନ୍ତୁନି। ଯେଉଁମାନେ ଟଙ୍କା ପାଇଛନ୍ତି, ସେ ଟଙ୍କା ତାଙ୍କର, ଖର୍ଚ୍ଚ କରିପାରିବେ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା #Odisha

Odisha Reporter (@odishareporter) 's Twitter Profile Photo

* ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ଶାରଳା ପୁରସ୍କାର * ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ଶାରଳା ପୁରସ୍କାର ପାଇବେ ସରୋଜିନୀ * ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଛି ଶାରଳା ପୁରସ୍କାର * ଅକ୍ଟୋବର ୨୬ରେ ବର୍ଣ୍ଣାଢ଼୍ୟ ସମାରୋହରେ ପୁରସ୍କାର ପ୍ରଦାନ କରାଯିବ #Odisha

* ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ଶାରଳା ପୁରସ୍କାର
* ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ଶାରଳା ପୁରସ୍କାର ପାଇବେ ସରୋଜିନୀ
* ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଛି ଶାରଳା ପୁରସ୍କାର
* ଅକ୍ଟୋବର ୨୬ରେ ବର୍ଣ୍ଣାଢ଼୍ୟ ସମାରୋହରେ ପୁରସ୍କାର ପ୍ରଦାନ କରାଯିବ #Odisha
Odisha Reporter (@odishareporter) 's Twitter Profile Photo

ଆବେଦନର ପୂରା ପ୍ରକ୍ରିୟା ଜାଣନ୍ତୁ... #RailwayJob #JobOpportunity #Recruitment #OdishaReporter odishareporter.in/jobs/rrb-ntpc-…

Odisha Reporter (@odishareporter) 's Twitter Profile Photo

ସରୋଜିନୀ ସାହୁ ପାଇବେ ୪୫ ତମ ‘ଶାରଳା ପୁରସ୍କାର’ #Odisha #SaralaPuraskar odishareporter.in/culture-litera…

Odisha Reporter (@odishareporter) 's Twitter Profile Photo

ଯଶପ୍ରୀତ ବୁମ୍ରାଙ୍କ ନାଁରେ ଯୋଡ଼ି ହେଲା ବଡ଼ ରେକର୍ଡ #JaspritBumrah odishareporter.in/sports/cricket…

Odisha Reporter (@odishareporter) 's Twitter Profile Photo

* ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା * ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା * ଭୁବନେଶ୍ବର ଏମ୍ସ ଯାଇ ଭେଟିଲେ ପ୍ରଭାତୀ ପରିଡ଼ା * ଭୁବନେଶ୍ବର ଡିସିପିଙ୍କ ସହ ମଧ୍ୟ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ * ମାତ୍ର ଗଣମାଧ୍ୟମକୁ ଏନେଇ କୌଣସି ପ୍ରତିକ୍ରିୟା ଦେଲେନି ଡିସିପି #Odisha

* ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା
* ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
* ଭୁବନେଶ୍ବର ଏମ୍ସ ଯାଇ ଭେଟିଲେ ପ୍ରଭାତୀ ପରିଡ଼ା
* ଭୁବନେଶ୍ବର ଡିସିପିଙ୍କ ସହ ମଧ୍ୟ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ
* ମାତ୍ର ଗଣମାଧ୍ୟମକୁ ଏନେଇ କୌଣସି ପ୍ରତିକ୍ରିୟା ଦେଲେନି ଡିସିପି #Odisha
Odisha Reporter (@odishareporter) 's Twitter Profile Photo

କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା: ଆଇଟି ଆଇନରେ ସଂଶୋଧନକୁ ଖାରଜ କଲେ କୋର୍ଟ #bombayhighcourt odishareporter.in/national/court…

Odisha Reporter (@odishareporter) 's Twitter Profile Photo

ନଟ ଆଉଟ ଥାଇ ବି ଆଉଟ ହେଲେ ବିରାଟ, ରାଗିଲେ ରୋହିତ: ଭିଡିଓ ଭାଇରାଲ #ViratKohli odishareporter.in/viral/virat-ko…

Odisha Reporter (@odishareporter) 's Twitter Profile Photo

* କଟକ ମହାନଗର କାଉନସିଲ୍‌ ବୈଠକରେ ତୁମୁଳ ଗଣ୍ଡଗୋଳ * ବାଲିଯାତ୍ରା ବିଲ୍‌ ପାସ୍‌କୁ ନେଇ ବିଜେଡି-ବିଜେପି କର୍ପୋରେଟର ମୁହାଁମୁହିଁ * ବୈଠକରେ କାଚ ଗ୍ଲାସ ଫିଙ୍ଗା ଫୋପଡ଼ା ହେଲେ କର୍ପୋରେଟର * କାଚ ଗ୍ଲାସ ମାଡ଼ରେ ବିଜେପି କର୍ପୋରେଟର ଆହତ #Odisha #CMC

* କଟକ ମହାନଗର କାଉନସିଲ୍‌ ବୈଠକରେ ତୁମୁଳ ଗଣ୍ଡଗୋଳ
* ବାଲିଯାତ୍ରା ବିଲ୍‌ ପାସ୍‌କୁ ନେଇ ବିଜେଡି-ବିଜେପି କର୍ପୋରେଟର ମୁହାଁମୁହିଁ
* ବୈଠକରେ କାଚ ଗ୍ଲାସ ଫିଙ୍ଗା ଫୋପଡ଼ା ହେଲେ କର୍ପୋରେଟର
* କାଚ ଗ୍ଲାସ ମାଡ଼ରେ ବିଜେପି କର୍ପୋରେଟର ଆହତ #Odisha #CMC
Odisha Reporter (@odishareporter) 's Twitter Profile Photo

ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ସେନା ଅଧିକାରୀ #Odisha odishareporter.in/crime/lieutena…

Odisha Reporter (@odishareporter) 's Twitter Profile Photo

ଋଣ ଶୁଝିଲେନି; ଘର ଓ ଜମିବାଡ଼ି କବ୍‌ଜାକୁ ନେଲା ବ୍ୟାଙ୍କ #Odisha #Balasore odishareporter.in/crime/bank-sei…

Odisha Reporter (@odishareporter) 's Twitter Profile Photo

ଇସ୍ରାଏଲ ଉପରେ ହେଜବୁଲ୍ଲାର ରକେଟ ବର୍ଷା #Hezbollah odishareporter.in/international/…

Odisha Reporter (@odishareporter) 's Twitter Profile Photo

ତୁକଡେ ତୁକଡେ ଗ୍ୟାଙ୍ଗ, ଅର୍ବାନ ନକ୍ସଲ: ରାହୁଲ ଗାନ୍ଧିଙ୍କ ନାଁ ନ ନେଇ ବର୍ଷିଲେ ମୋଦି #PMModiInMaharashtra odishareporter.in/politics/pm-at…

Odisha Reporter (@odishareporter) 's Twitter Profile Photo

ସନ୍ଦେହ ଘେରରେ ଭୁବନେଶ୍ୱର ଡିସିପିଙ୍କ ଭୂମିକା, ହାଇକୋର୍ଟଙ୍କୁ ନିଜ ଆଡ଼ୁ ହସ୍ତକ୍ଷେପ ପାଇଁ ସେନାର ଅନୁରୋଧ #Odisha #Bhubaneswar #DCP odishareporter.in/miscellaneous/…

Odisha Reporter (@odishareporter) 's Twitter Profile Photo

ସତ କିଏ କହୁଛନ୍ତି? ଡିସିପି ନା ମେଜରଙ୍କ ବାନ୍ଧବୀ #Odisha odishareporter.in/crime/who-is-t…

Odisha Reporter (@odishareporter) 's Twitter Profile Photo

ଏହି ବିଏସ୍‌ଏଫ୍ ଯବାନମାନେ ଜମ୍ମୁ ଓ କଶ୍ମୀରର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ନିୟୋଜିତ ହୋଇଥିଲେ। #JammuKashmirElection2024 odishareporter.in/national/three…

Odisha Reporter (@odishareporter) 's Twitter Profile Photo

ନାଲି ବଲ କ୍ରିକେଟକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା #HardikPandya odishareporter.in/sports/cricket…