Barsha Singh Bariha (@barsha_bariha) 's Twitter Profile
Barsha Singh Bariha

@barsha_bariha

𝐌𝐋𝐀 𝐏𝐚𝐝𝐚𝐦𝐩𝐮𝐫 𝐁𝐢𝐣𝐮 𝐉𝐚𝐧𝐚𝐭𝐚 𝐃𝐚𝐥

ID: 1592572829790535680

calendar_today15-11-2022 17:39:24

1,1K Tweet

6,6K Takipçi

190 Takip Edilen

Barsha Singh Bariha (@barsha_bariha) 's Twitter Profile Photo

ନୂଆପଡ଼ା ୱାର୍ଡ ନମ୍ବର ୧୦ ରେ ଆମ ଦଳର ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପାଇଁ ବିଜୁ ଜନତା ଦଳର ନେତୃମଣ୍ଡଳୀଙ୍କ ସହ ପ୍ରଚାର କରି ଭୋଟ ଦେବା ପାଇଁ ନିବେଦନ କଲି । #nuapada4bjd #nuapadabyelection #snehanginichhuria

ନୂଆପଡ଼ା ୱାର୍ଡ ନମ୍ବର ୧୦ ରେ ଆମ ଦଳର ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ପାଇଁ ବିଜୁ ଜନତା ଦଳର ନେତୃମଣ୍ଡଳୀଙ୍କ  ସହ ପ୍ରଚାର କରି ଭୋଟ ଦେବା ପାଇଁ ନିବେଦନ କଲି ।
#nuapada4bjd 
#nuapadabyelection 
#snehanginichhuria
Barsha Singh Bariha (@barsha_bariha) 's Twitter Profile Photo

କୋମନା ବ୍ଲକ ଲଖନା ପଞ୍ଚାୟତ ଅନ୍ତର୍ଗତ କୁସୁମପଡ଼ା, ପୁରୁଣାବସ୍ତି ଓ ସାଲେପଡା ଠାରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବା ସହ ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇ ନିବେଦନ କଲି। #BJD4Nuapada #VoteForBJD #nuapadabyelection #snehanginichhuria

କୋମନା ବ୍ଲକ ଲଖନା ପଞ୍ଚାୟତ ଅନ୍ତର୍ଗତ କୁସୁମପଡ଼ା, ପୁରୁଣାବସ୍ତି ଓ ସାଲେପଡା ଠାରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବା ସହ ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇ ନିବେଦନ କଲି।
#BJD4Nuapada 
#VoteForBJD 
#nuapadabyelection 
#snehanginichhuria
Barsha Singh Bariha (@barsha_bariha) 's Twitter Profile Photo

ନୂଆପଡା ବ୍ଲକ ଭାଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଦାଦାରଗାଁ ଠାରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବା ସହ ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇ ନିବେଦନ କଲି। #BJD4Nuapada #VoteForBJD #nuapadabyelection #snehanginichhuria

ନୂଆପଡା ବ୍ଲକ ଭାଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଦାଦାରଗାଁ ଠାରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବା ସହ ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇ ନିବେଦନ କଲି।
#BJD4Nuapada 
#VoteForBJD 
#nuapadabyelection 
#snehanginichhuria
Barsha Singh Bariha (@barsha_bariha) 's Twitter Profile Photo

ନୂଆପଡା ବ୍ଲକ ସାଇପଲା ପଞ୍ଚାୟତ ଅନ୍ତର୍ଗତ ଗୁର୍ଜିଭଟା ଓ ଗୁର୍ଜିଝିର ଠାରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବା ସହ ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇ ନିବେଦନ କଲି। #BJD4Nuapada #VoteForBJD #nuapadabyelection #snehanginichhuria

ନୂଆପଡା ବ୍ଲକ ସାଇପଲା ପଞ୍ଚାୟତ ଅନ୍ତର୍ଗତ ଗୁର୍ଜିଭଟା ଓ ଗୁର୍ଜିଝିର ଠାରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବା ସହ ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଙ୍କୁ ବିପୁଳ ସଂଖ୍ୟା ରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇ ନିବେଦନ କଲି।
#BJD4Nuapada 
#VoteForBJD 
#nuapadabyelection 
#snehanginichhuria
Barsha Singh Bariha (@barsha_bariha) 's Twitter Profile Photo

ପଦ୍ମପୁର ସରକାରୀ ବାଳିକା ବିଦ୍ୟାଳୟ (କଲ୍ୟାଣ ବିଭାଗ) ଅନ୍ୱେଷା ହଷ୍ଟେଲ ଖେଳପଡିଆ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସର୍ଗିଫୁଲ" ୨୦୨୫ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଭା ମାନଙ୍କୁ ପୁରସ୍କୃତ କଲି।

ପଦ୍ମପୁର ରାଜ ବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି । #districtlevelkabadi #sports #kabaddi

ପଦ୍ମପୁର ରାଜ ବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି ।
#districtlevelkabadi
#sports 
#kabaddi
Barsha Singh Bariha (@barsha_bariha) 's Twitter Profile Photo

ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନଷ୍ଠିତ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଯୋଗଦେଲି। #DLPC

ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନଷ୍ଠିତ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଯୋଗଦେଲି।
#DLPC
Barsha Singh Bariha (@barsha_bariha) 's Twitter Profile Photo

ସ୍ବାଧିନତା ସଂଗ୍ରାମୀ ସହୀଦ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ଅବସର ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି l #sahid #sahidbirshamunda #birshamunda #sradhanjali

ସ୍ବାଧିନତା ସଂଗ୍ରାମୀ ସହୀଦ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ଅବସର ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି l
#sahid 
#sahidbirshamunda 
#birshamunda
#sradhanjali
Barsha Singh Bariha (@barsha_bariha) 's Twitter Profile Photo

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ଖବର ଜାଣି ମୁ ଗଭୀର ଭାବେ ଦୁଃଖିତ। ପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା କରୁଛି ତାଙ୍କ ଅମର ଆତ୍ମା କୁ ସଦଗତି ପ୍ରଦାନ ସହିତ ତାଙ୍କ ଶୋକ ସନ୍ତପ ପରିବାର କୁ ଶାନ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ l #ଓଁଶାନ୍ତି🙏🙏

ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ଖବର ଜାଣି ମୁ ଗଭୀର ଭାବେ ଦୁଃଖିତ। ପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା କରୁଛି ତାଙ୍କ ଅମର ଆତ୍ମା କୁ ସଦଗତି ପ୍ରଦାନ ସହିତ ତାଙ୍କ ଶୋକ ସନ୍ତପ ପରିବାର କୁ ଶାନ୍ତି ଓ ଧର୍ଯ୍ୟ ପ୍ରଦାନ କରନ୍ତୁ l

#ଓଁଶାନ୍ତି🙏🙏
Barsha Singh Bariha (@barsha_bariha) 's Twitter Profile Photo

ପଦ୍ମପୁର ଅଶୋକ ପଡିଆ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲି। ଏହି ମେଳାରେ କୃଷି ଉପଯୋଗୀ ଅନେକ ପ୍ରକାର ଯନ୍ତ୍ରପାତି ସ୍ଥାନ ପାଇଥିଲା। ସେଥିମଧ୍ୟରୁ ସ୍ଥାନ ପାଇଥିବା ରୋବୋଟିକ ଔଷଧ ସିଞ୍ଚନ ଯନ୍ତ୍ର ଦେଖିଲି ଯାହାକି ବେଶ ଉପଯୋଗୀ ହେବ।

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି l #NaveenPatnaik #Sradhanjali

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି l
#NaveenPatnaik #Sradhanjali
Barsha Singh Bariha (@barsha_bariha) 's Twitter Profile Photo

ରାଜବୋଡାସମ୍ବର୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କଲି। #NaveenPatnaik #AnnualSportsDay #Women

ରାଜବୋଡାସମ୍ବର୍ ହାଇସ୍କୁଲ ପଡ଼ିଆରେ ଆୟୋଜିତ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ କ୍ରୀଡା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କଲି।
#NaveenPatnaik #AnnualSportsDay #Women
Barsha Singh Bariha (@barsha_bariha) 's Twitter Profile Photo

Legendary actor Dharmendra passes away in Mumbai at the age of 89, just days before his 90th birthday..🙏 We all miss u Dharam sir jii..🙏😪 #omshanti🙏🙏 Dharmendra Deol #DharmendraDeol

Legendary actor Dharmendra passes away in Mumbai at the age of 89, just days before his 90th birthday..🙏 We all miss u Dharam sir jii..🙏😪
#omshanti🙏🙏
<a href="/aapkadharam/">Dharmendra Deol</a> 
#DharmendraDeol
Barsha Singh Bariha (@barsha_bariha) 's Twitter Profile Photo

ଭୁବନେଶ୍ୱର ରୁ ପଦ୍ମପୁର ଆସୁଥିବା ଜୟଭୋଲେ ନାମକ ଘରୋଇବସ୍ ଦୁର୍ଘଟଣା ଖବର ପାଇ ମୁଁ ଦୁଃଖିତ।ଗୁରୁତର ତଥା ଆହତ ହୋଇଥିବା ଯାତ୍ରୀ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ବାବା ନୃସିଂହନାଥ ଙ୍କ ଠାରେ ପ୍ରାର୍ଥନା କରୁଛି ସମସ୍ତେ ଖୁବ୍ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।

Barsha Singh Bariha (@barsha_bariha) 's Twitter Profile Photo

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ଓଡ଼ିଶା ଗସ୍ତ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ବିଜୁ ଜନତା ଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକଙ୍କ ସହ ସମସ୍ତ ବିଧାୟକ ଙ୍କ ସହ ସାକ୍ଷାତ କଲୁଁ। #NaveenPatnaik #PresidentOfIndia #DroupadiMurmu

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଙ୍କ ଓଡ଼ିଶା ଗସ୍ତ ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ ବିଜୁ ଜନତା ଦଳର ସଭାପତି ମାନ୍ୟବର ନବୀନ ପଟ୍ଟନାୟକଙ୍କ ସହ ସମସ୍ତ ବିଧାୟକ ଙ୍କ ସହ ସାକ୍ଷାତ କଲୁଁ।
#NaveenPatnaik #PresidentOfIndia #DroupadiMurmu
Barsha Singh Bariha (@barsha_bariha) 's Twitter Profile Photo

ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କଲି।

ଲଖମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କଲି।
Barsha Singh Bariha (@barsha_bariha) 's Twitter Profile Photo

ଓଡିଆ ଭାଷା ଆନ୍ଦୋଳନର ପୁରୋଧା ମୟୂରଭଞ୍ଜ ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ଙ୍କ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି l

ଓଡିଆ ଭାଷା ଆନ୍ଦୋଳନର ପୁରୋଧା ମୟୂରଭଞ୍ଜ ର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ଙ୍କ ଜୟନ୍ତୀ ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି l
Barsha Singh Bariha (@barsha_bariha) 's Twitter Profile Photo

ପଦ୍ମପୁର ମହିଳା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ପୁରସ୍କୃତ କଲି।

ପଦ୍ମପୁର ମହିଳା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କୁ ଉଦବୋଧନ ଦେବା ସହ ପୁରସ୍କୃତ କଲି।
Barsha Singh Bariha (@barsha_bariha) 's Twitter Profile Photo

ଝାରବନ୍ଧଠାରେ ବ୍ଲକ୍ସ୍ତରୀୟ ଇଣ୍ଡୋର ଷ୍ଟାଡିୟମ୍ ପାଇଁ ସ୍ଥାନ ଚିହ୍ନଟ କରାଗଲା। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଆଠ ଏକର ଜାଗାରେ ନିର୍ମିତ ହେବାକୁଥିବା ଏହିସ୍ଥାନରେ ଆମ ଦଳର ବରିଷ୍ଠନେତା ପ୍ରଶାନ୍ତ ମହାନ୍ତି, ଝାରବନ୍ଧବ୍ଲକ୍ ବିଜେଡ଼ି ସଭାପତି ଯତୀନ ହାତୀ,ପେକ୍ସ ଅଧ୍ୟକ୍ଷ ବିଜୟକେତନ ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କଲି। #annualsportsday2025

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କଲି।
#annualsportsday2025