Amit Kumar Acharya
@amit_acharya4u
Journalist, Argus News
ID: 2922791755
08-12-2014 13:36:09
72 Tweet
19 Takipçi
81 Takip Edilen
Dear Rajkumar Hirani sir, Aap toh Mere Santa Claus nikle. Aap shuru karo main time pe pahunch jaunga. actually main toh set par hi rehne lagunga. Feeling humbled & excited to finally work with you.Bringing to you all #Dunki in cinemas on 22nd December 2023 bit.ly/DunkiAnnouncem…
ତୁମ ବର୍ତ୍ତମାନ ହିଁ ତୁମ ଇତିହାସ ସହ ଭବିଷ୍ୟତ ଗଢିଥାଏ ତେଣୁ ବର୍ତ୍ତମାନ ଏମିତି କିଛି କର, ଯାହା ତୁମ ଇତିହାସ ଓ ଭବିଷ୍ୟତକୁ ଚମକାଇଦେବ ମୟୂରଭଞ୍ଜ ଜିଲ୍ଲାର ସ୍ୱର💪#The Voice of Mayurbhanj
ଚଟାଣ ଭଳି ମୁଁ ନୀରବ ଆଉ ତୁମେ ଠିକ୍ ଝରଣା ଭଳି ଅଝଟ Friends Guess The place...🤔 Odisha Tourism Odisha Tour
An early image of 'Adimurty Vasudeva' (SriVishnu) was found during the excavation of a pond in Achyutapur village of Jajpur. This image may date back prior to 7th/8th Century AD. Archaeological Survey of India CMO Odisha Ministry of Culture National Museum Dharmendra Pradhan plz ensure it's safekeeping.
2014ରେ ସରକାର ଆଣିଲେ ଠିକା ନିଯୁକ୍ତି ନିୟମ..2018ରେ ସ୍ୱୀକାର କଲେ ନିୟମରେ ଅଂସଙ୍ଗତି ଅଛି.. କର୍ମଚାରୀଙ୍କ ଅସନ୍ତୋଷକୁ ପ୍ରଶମିତ ପାଇଁ 2021ରେ ଏହାକୁ ଉଚ୍ଛେଦ ପାଇଁ ପ୍ରତିଶ୍ରୁତି ଦେଲେ.. ହେଲେ ତାକୁ ବି ପୁରଣ କଲେନି..OGCEA(ODISHA GOVERNMENT COMBINED EMPLOYEE'S ASSO
ଏଥର ଆମର ଦଣ୍ଡଯାତ୍ରାର ଧୂଳି ଦଣ୍ଡ ବେଳେ ଅସଭ୍ୟ ଭାଷା କିମ୍ବା ଅଶୀଳ୍ଳ ଭାଷାର ଢଗ ଢମାଳି ଉପରେ ରୋକ୍ ଲାଗୁ । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଉ... ଆମ ପରମ୍ପରା ଅକ୍ଷୁର୍ଣ୍ଣ ରହୁ...🙏🙏🙏 Collector & District Magistrate, Ganjam