Anugulia(@angulspeaks) 's Twitter Profileg
Anugulia

@angulspeaks

Love Angul

ID:1661081055426940928

calendar_today23-05-2023 18:46:13

75 Tweets

26 Followers

64 Following

Anugulia(@angulspeaks) 's Twitter Profile Photo

ଅନୁଗୁଳ ସହର ହାକିମପଡ଼ା ଅଂଚଳରେ ଘଂଟାଏ ହେଲା ବିଜୁଳି ନାହିଁ ? ଏ ଗରମ ଗୁଳୁଗୁଳିରେ ଲୋକେ ବଞ୍ଚିବେ କେମିତି ?
TP Central Odisha Distribution Ltd

account_circle
Anugulia(@angulspeaks) 's Twitter Profile Photo

BJD 1st list for Assembly Polls
Dhenkanal: Sudhir Ku Samal
Kamakhyanagar: Prafulla Mallik
Parjang: Nrusingha Sahu
Pallahara: Mukesh Pal
Chendipada: Susant Ku Behera

account_circle
Anugulia(@angulspeaks) 's Twitter Profile Photo

୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଅନୁଗୁଳ ସଚେତନ ନାଗରିକଙ୍କ ପକ୍ଷରୁ ୪ ଦିନ ହେଲା ଗଣ ଧାରଣା। ହେଲେ ସରକାର ନିଦାବିଷ୍ଣୁ
District Election Officer & DM, Angul
Dharmendra Pradhan (मोदी का परिवार) CMO Odisha NHAI Nitin Gadkari (मोदी का परिवार) NHAI@PIU-Dhenkanal

୫୫ ନମ୍ବର ଜାତୀୟ ରାଜପଥ ମରାମତି ଦାବିରେ ଅନୁଗୁଳ ସଚେତନ ନାଗରିକଙ୍କ ପକ୍ଷରୁ ୪ ଦିନ ହେଲା ଗଣ ଧାରଣା। ହେଲେ ସରକାର ନିଦାବିଷ୍ଣୁ @angul_dm @dpradhanbjp @CMO_Odisha @NHAI_Official @nitin_gadkari @NHAIPIUDhenkan1
account_circle
Anugulia(@angulspeaks) 's Twitter Profile Photo

୩୩/୧୧ କେଭି ଆର୍ସିଏମ୍ଏସ ଵିଦ୍ୟୁତ୍ ସବ୍ ଷ୍ଟେସନର ବାର୍ଷିକ ମରାମତି ପାଇଁ ୧୬.୦୧.୨୦୨୪ ସକାଳ ୯ଟାରୁ ୨ଟା ପର୍ଯ୍ୟନ୍ତ ଅନୁଗୋଳ ଆର୍ସିଏମ୍ଏସ୍ ଅଧିନ ଥାନା, ପିଟିସି, କଲେଜ୍, ଖଲାରୀ, ବଣିଆ ବାହାଲ, ପଞ୍ଚ ମହଲା, ହରୀ ମହୁରୀ, ଆରୀ -୨ ଓ ଏଣ୍ଡଷ୍ଟ୍ରିଆଲ ଅଧିନ ଇଣ୍ଡ ଷ୍ଟ୍ରିଆଲ ୧୧ କେଭି ଫିଡରରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ l

account_circle
Anugulia(@angulspeaks) 's Twitter Profile Photo

ବିଶିଷ୍ଟ କଂଗ୍ରେସ ନେତା ତଥା ଅନୁଗୋଳର ପୂର୍ବତନ ବିଧାୟକ ଶ୍ରୀ ସନ୍ତୋଷ ପ୍ରଧାନଙ୍କ ମଙ୍ଗଳବାର ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସlଧୀନ ଅବସ୍ଥାରେ ପରଲୋକ ଘଟିଛି l ସେ ଗତ କିଛି ଦିନ ଧରି ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ।

account_circle
Anugulia(@angulspeaks) 's Twitter Profile Photo

ଡିସେମ୍ବର ୧୯ ତାରିଖରୁ ଦୈନିକ ୧୦୦ ଲୋକଙ୍କ ପ୍ରବେଶ ପାଇଁ ଖୋଲା ହେବ BLACKDAIMOND. ୧୦ଟଙ୍କା ପ୍ରବେଶ ଶୁଳ୍କ ଦେଇ ଲୋକମାନେ ଏହି ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ସମସ୍ତ କାର୍ଯ୍ୟ ଦିବସରେ ସକାଳ ୯ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ।

ଡିସେମ୍ବର ୧୯ ତାରିଖରୁ ଦୈନିକ ୧୦୦ ଲୋକଙ୍କ ପ୍ରବେଶ ପାଇଁ ଖୋଲା ହେବ BLACKDAIMOND. ୧୦ଟଙ୍କା ପ୍ରବେଶ ଶୁଳ୍କ ଦେଇ ଲୋକମାନେ ଏହି ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ସମସ୍ତ କାର୍ଯ୍ୟ ଦିବସରେ ସକାଳ ୯ ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଖୋଲା ରହିବ। #angul
account_circle