Collector and District Magistrate, Angul (@angul_dm) 's Twitter Profile
Collector and District Magistrate, Angul

@angul_dm

Official Twitter Handle of District Administration, Angul. Shri Abdaal M. Akhtar, IAS is the present Collector and DM.

ID: 875948148035682304

linkhttp://angul.odisha.gov.in calendar_today17-06-2017 05:28:07

10,10K Tweet

27,27K Followers

82 Following

CEO Odisha (@odishaceo) 's Twitter Profile Photo

ଭୋଟର ତାଲିକାର ମହତ୍ତ୍ୱ କ'ଣ ଜାଣନ୍ତୁ! ଯଦି ଆପଣ ୧୮ କିମ୍ବା ଅଧିକ ବୟସର ତେବେ ନିଜ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଯାଞ୍ଚ କରି ଦେଖନ୍ତୁ, ଯଦି ନାହିଁ, ଅନ୍ତର୍ଭୁକ୍ତିକରଣର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରି ଦିଅନ୍ତୁ। #ECI #CEOOdisha #SIR2025 #Voterlist #Form6

ଭୋଟର ତାଲିକାର ମହତ୍ତ୍ୱ କ'ଣ ଜାଣନ୍ତୁ!
ଯଦି ଆପଣ ୧୮ କିମ୍ବା ଅଧିକ ବୟସର ତେବେ ନିଜ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଯାଞ୍ଚ କରି ଦେଖନ୍ତୁ, ଯଦି ନାହିଁ, ଅନ୍ତର୍ଭୁକ୍ତିକରଣର ପ୍ରକ୍ରିୟା ଯଥାଶୀଘ୍ର ଆରମ୍ଭ କରି ଦିଅନ୍ତୁ।

#ECI #CEOOdisha #SIR2025 #Voterlist #Form6
CEO Odisha (@odishaceo) 's Twitter Profile Photo

Shri R.S. Gopalan, IAS CEO , Odisha held a meeting with representatives of recognized political parties and announced the creation of 6,358 new booths to reduce voter load, lowering the booth size from 1,500 to 1,200 voters.

Shri R.S. Gopalan, IAS CEO , Odisha held a meeting with representatives of recognized political parties and announced the creation of 6,358 new booths to reduce voter load, lowering the booth size from 1,500 to 1,200 voters.
CEO Odisha (@odishaceo) 's Twitter Profile Photo

ବିଜ୍ଞପ୍ତି ପ୍ରକାଶନ: ପଞ୍ଜୀକୃତ ଅଣ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)ମାନଙ୍କୁ ତାଲିକାରୁ ବାଦˎସମ୍ପର୍କରେ। #ECI #CEOOdisha #RUPP

ବିଜ୍ଞପ୍ତି ପ୍ରକାଶନ: ପଞ୍ଜୀକୃତ ଅଣ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPP)ମାନଙ୍କୁ ତାଲିକାରୁ ବାଦˎସମ୍ପର୍କରେ।
#ECI #CEOOdisha #RUPP
Collector and District Magistrate, Angul (@angul_dm) 's Twitter Profile Photo

Police, Magistrate, Coordination meeting was held at Collectorate conference Hall, Angul along with the members of other Disciplinary departments in the Chairmanship of Collector & DM, Angul in presence of SP, Angul and other officials. CMO Odisha I & PR Department, Odisha Home Department, Govt. of Odisha

Police, Magistrate, Coordination meeting was held at Collectorate conference Hall, Angul along with the members of other Disciplinary departments in the Chairmanship of Collector & DM, Angul in presence of SP, Angul and other officials.
CMO Odisha
I & PR Department, Odisha
Home Department, Govt. of Odisha
CEO Odisha (@odishaceo) 's Twitter Profile Photo

ଅପେକ୍ଷା କରିବାର ଆବଶ୍ୟକତା ନାହିଁ! କାରଣ ଏବେ ଅନଲାଇନ୍ ମାଧ୍ୟମରେ, ନିଜ ଭୋଟର ଫଟୋ ପରିଚୟପତ୍ରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ, ଅତି ସହଜରେ କରିପାରିବେ! Election Commission of India PIB India I & PR Department, Odisha Doordarshan National दूरदर्शन नेशनल DD ODIA #Form8 #EPIC #EdityourEPIC #ECI #CEOOdisha #VoterIDcorrection #ECINET #DownloadECINET

Collector and District Magistrate, Angul (@angul_dm) 's Twitter Profile Photo

Monthly Single Window Clearance Authority Meeting was conducted under the Chairmanship of Collector & DM, Angul in presence of GM, DIC, Angul and other officials. CMO Odisha I & PR Department, Odisha

Monthly Single Window Clearance Authority Meeting
was conducted under the Chairmanship of Collector & DM, Angul in presence of GM, DIC, Angul and other officials.
CMO Odisha
I & PR Department, Odisha
CEO Odisha (@odishaceo) 's Twitter Profile Photo

କାରଗିଲର ବିଜୟ, ସର୍ବବୃହତ ଗଣତନ୍ତ୍ରର ବିଜୟ, ଭାରତର ବିଜୟ ଆସନ୍ତୁ ଏହି ଦିନର ଗଭୀର ମହତ୍ତ୍ୱକୁ ସ୍ମରଣ କରି, ଭାରତୀୟ ସେନା ବାହିନୀଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନକୁ ସାମୂହିକ ଭାବେ ସମ୍ମାନ ଜଣାଇବା! #ECI #CEOOdisha #Kargilvijaydiwas2025 #largestdemocracy

କାରଗିଲର ବିଜୟ, ସର୍ବବୃହତ ଗଣତନ୍ତ୍ରର ବିଜୟ, ଭାରତର ବିଜୟ
ଆସନ୍ତୁ ଏହି ଦିନର ଗଭୀର ମହତ୍ତ୍ୱକୁ ସ୍ମରଣ କରି, ଭାରତୀୟ ସେନା ବାହିନୀଙ୍କ ଅଦମ୍ୟ ସାହସ, ତ୍ୟାଗ ଓ ବଳିଦାନକୁ ସାମୂହିକ ଭାବେ ସମ୍ମାନ ଜଣାଇବା!

#ECI #CEOOdisha #Kargilvijaydiwas2025 #largestdemocracy