Amarendra Das (@amarendrajspur) 's Twitter Profile
Amarendra Das

@amarendrajspur

A General Worker of BJP ODISHA 🇮🇳
People's Representative (M.L.A) of Jagatsinghpur Assembly Constituency, Views are Personal.

ID: 1261555029632258049

calendar_today16-05-2020 07:12:27

1,1K Tweet

666 Takipçi

47 Takip Edilen

Amarendra Das (@amarendrajspur) 's Twitter Profile Photo

ବିଦ୍ୟୁତ ଆଘାତରେ ଜଁକୋଟି କୋରକୋର ଗ୍ରାମର ଯୁବକ ରୁଦ୍ରଙ୍କର ଅକାଳ ବିୟୋଗ ଘଟିଛି। ଶୋକାକୁଳ ପରିବେଶରେ ଜିଲ୍ଲା ମୁଖ୍ଯ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟିଲି। ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ମହାପ୍ରଭୁଙ୍କ ନିକଟରେ ଅମର ଆତ୍ମାର ସଦଗତି ନିମନ୍ତେ ପାର୍ଥନା କରୁଛି। #ଓଁ_ଶାନ୍ତି 💐💐

ତ୍ରିରଙ୍ଗା ହେଉଛି ସାହସ, ବୀରତ୍ୱ, ସତ୍ୟ, ଶାନ୍ତି, ଭାତୃତ୍ବ ଏବଂ ପ୍ରଗତିର ପ୍ରତୀକ l ଜଗତସିଂହପୁର ଗାନ୍ଧୀଛକ ଠାରୁ ସାନବଜାର ପର୍ଯ୍ୟନ୍ତ ଅନୁଷ୍ଠିତ ‘ତ୍ରିରଙ୍ଗା ଶୋଭାଯାତ୍ରା’ରେ ଜନସାଧାରଣ ଏବଂ ଆମ ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ସାମିଲ ହେଲି l #TrirangaYatra #HarGharTiranga

ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ। #bharatmatakijai

ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ। 

#bharatmatakijai
Amarendra Das (@amarendrajspur) 's Twitter Profile Photo

ପବିତ୍ର '୭୯ତମ ସ୍ୱାଧୀନତା ଦିବସ' ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l #IndependenceDay2025

ପବିତ୍ର ଜନ୍ମାଷ୍ଟମୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #janmashtami2025 #Radhekrishna

BJP Odisha (@bjp4odisha) 's Twitter Profile Photo

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

୧୦୦ ବର୍ଷ ପୂର୍ବେ, ଏକ ସଂଗଠନ ଜନ୍ମ ନେଇଥିଲା - ସେ ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ୧୦୦ ବର୍ଷ ଧରି ଭାରତ ମାତାର କଲ୍ୟାଣ ଲକ୍ଷ୍ୟରେ ବ୍ୟକ୍ତିର ବିକାଶ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ କରିବାର ଏହି ସଂକଳ୍ପ ସହିତ ସ୍ୱେଚ୍ଛାସେବକମାନେ ମାତୃଭୂମିର କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଲାଲକିଲ୍ଲାର ପ୍ରାଚୀରରୁ, ମୁଁ ୧୦୦ ବର୍ଷ

Amarendra Das (@amarendrajspur) 's Twitter Profile Photo

ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ🙏 #AtalBihariVajpayeePunyatithi

ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ🙏

#AtalBihariVajpayeePunyatithi
Amarendra Das (@amarendrajspur) 's Twitter Profile Photo

ଆପଣମାନଙ୍କ ସେବାରେ ସବୁବେଳେ ଏବଂ ସବୁ ସମୟରେ। ଆଜି ଆମ ବାସଭବନ ସ୍ଥିତ ଅଭିଯାେଗ ଶୁଣାଣି ପ୍ରକୋଷ୍ଠ ଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରାଗଲା। #amarendra4jagatsinghpur

ଆପଣମାନଙ୍କ ସେବାରେ ସବୁବେଳେ ଏବଂ ସବୁ ସମୟରେ।

ଆଜି ଆମ ବାସଭବନ ସ୍ଥିତ ଅଭିଯାେଗ ଶୁଣାଣି ପ୍ରକୋଷ୍ଠ ଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରାଗଲା। 

#amarendra4jagatsinghpur

ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ସ୍ଵେଛାକୃତ ରକ୍ତଦାନ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଶିବିରକୁ ଉଦ୍ଘାଟନ କଲି। ରକ୍ତଦାନ ହେଉଛି ଜୀବନ ଦାନ ଏବଂ ରକ୍ତଦାତା ଜଣେ ଜୀବନ ଦାତା ସହିତ ସମାନ। ଜିଲ୍ଲା ପୋଲିସ ପକ୍ଷରୁ ଏହି ସୁନ୍ଦର ପ୍ରୟାସ ପାଇଁ ଅନ୍ତରରୁ ସାଧୁବାଦ୍। Jagatsinghpur Police

ଜଗତସିଂହପୁର ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ସ୍ଵେଛାକୃତ ରକ୍ତଦାନ ଶିବିରର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଶିବିରକୁ ଉଦ୍ଘାଟନ କଲି। ରକ୍ତଦାନ ହେଉଛି ଜୀବନ ଦାନ ଏବଂ ରକ୍ତଦାତା ଜଣେ ଜୀବନ ଦାତା ସହିତ ସମାନ। ଜିଲ୍ଲା ପୋଲିସ ପକ୍ଷରୁ ଏହି ସୁନ୍ଦର ପ୍ରୟାସ ପାଇଁ ଅନ୍ତରରୁ ସାଧୁବାଦ୍। <a href="/jspurpolice/">Jagatsinghpur Police</a>
Amarendra Das (@amarendrajspur) 's Twitter Profile Photo

ସାଂପୁର ପଞ୍ଚାୟତ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ଆଲୋଚନାଚକ୍ର ଅନୁଷ୍ଠିତ। #amarendra4jagatsinghpur

ଜଗତସିଂହପୁର ପୌରପରିଷଦରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଗଲା...

ଜଗତସିଂହପୁର-ନାଉଗାଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ। #amarendra4jagatsinghpur

ଜଗତସିଂହପୁର-ନାଉଗାଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ। 

#amarendra4jagatsinghpur
Amarendra Das (@amarendrajspur) 's Twitter Profile Photo

ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ସତ୍ଯବ୍ରତ ମହାପାତ୍ରଙ୍କ ମାତା ଶ୍ରୀମତୀ ସରୋଜିନୀ ମହାପାତ୍ରଙ୍କର ପରଲୋକ ଘଟିଛି। ସେ ଜଣେ ସ୍ନେହୀ,ମିଷ୍ଟଭାସୀ ଏବଂ ପରୋପକାରୀ ମହିଳା ଥିଲେ। ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଲି। ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି #ଓଁ_ଶାନ୍ତି

ଜଗତସିଂହପୁର କାଦୁଅପଡା ସ୍ଥିତ ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟରେ ସାମସ୍ ଲାବ୍ରୋଟାରୀ ଉଦ୍ଘାଟିତ।

ଜଗତସିଂହପୁର ବ୍ଲକ ପୁନଙ୍ଗ ସ୍ଥିତ ସିଦ୍ଧବାରଙ୍ଗ ବଜାର ଠାରେ ଉଜ୍ଜ୍ବଳ ଆଲୋକିକରଣର ଶୁଭ ଉଦଘାଟନ। #amarendra4jagatsinghpur

ଜଗତସିଂହପୁର ବ୍ଲକ ପୁନଙ୍ଗ ସ୍ଥିତ ସିଦ୍ଧବାରଙ୍ଗ ବଜାର ଠାରେ ଉଜ୍ଜ୍ବଳ ଆଲୋକିକରଣର ଶୁଭ ଉଦଘାଟନ। 
#amarendra4jagatsinghpur
Amarendra Das (@amarendrajspur) 's Twitter Profile Photo

ଆପଣମାନଙ୍କ ସେବାରେ ସବୁବେଳେ ଏବଂ ସବୁ ସମୟରେ। ଆଜି ଆମ ବାସଭବନ ସ୍ଥିତ ଅଭିଯାେଗ ଶୁଣାଣି ପ୍ରକୋଷ୍ଠ ଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରାଗଲା। #amarendra4jagatsinghpur

ଆପଣମାନଙ୍କ ସେବାରେ ସବୁବେଳେ ଏବଂ ସବୁ ସମୟରେ।

ଆଜି ଆମ ବାସଭବନ ସ୍ଥିତ ଅଭିଯାେଗ ଶୁଣାଣି ପ୍ରକୋଷ୍ଠ ଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରାଗଲା। 

#amarendra4jagatsinghpur
Amarendra Das (@amarendrajspur) 's Twitter Profile Photo

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଧାନସଭାର ଆମ ଦଳର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାଙ୍କ ସଦଗତି ନିମନ୍ତେ କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି 🙏💐

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଧାନସଭାର ଆମ ଦଳର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅମର ଆତ୍ମାଙ୍କ ସଦଗତି ନିମନ୍ତେ କାମନା କରିବା ସହ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

ଓଁ ଶାନ୍ତି 🙏💐