VK Pandian (@vkpandianbjd) 's Twitter Profile
VK Pandian

@vkpandianbjd

Jai Jagannath

ID: 1800577104171642880

calendar_today11-06-2024 17:14:01

11 Tweet

45 Followers

0 Following

VK Pandian (@vkpandianbjd) 's Twitter Profile Photo

ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମାଟି ମା' ଓ ପ୍ରକୃତିର ଉପାସନାର ଏହି ପବିତ୍ର ପର୍ବ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ। #RajaParba

ଗଣପର୍ବ ରଜ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମାଟି ମା' ଓ ପ୍ରକୃତିର ଉପାସନାର ଏହି ପବିତ୍ର ପର୍ବ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ବାର୍ତ୍ତାବହ।
#RajaParba
VK Pandian (@vkpandianbjd) 's Twitter Profile Photo

ସେବା ପାଇଁ ସଂକଳ୍ପ ଆହୁରି ଦୃଢ଼ ହେଉଛି। ବିଭିନ୍ନ ଅଞ୍ଚଳର କର୍ମୀ ଏବଂ ନେତୃବୃନ୍ଦଙ୍କ ସହ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଲୋଚନା ନୂଆ ଉତ୍ସାହ ଭରିଛି। ଓଡ଼ିଶାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜୁ ଜନତା ଦଳର କାର୍ଯ୍ୟଧାରା ଆହୁରି ତୀବ୍ରତର ହେବ।

VK Pandian (@vkpandianbjd) 's Twitter Profile Photo

Deeply saddened at the passing away of Former Hon'ble Governor of Odisha Shri. Murlidhar Chandrakant Bhandare. Deepest condolences to his bereaved family. May his soul rest in peace.

VK Pandian (@vkpandianbjd) 's Twitter Profile Photo

ଯଦି ନିଜ ପାଖରେ ଆରମ୍ଭ କରିବାକୁ ସାହସ ଅଛି, ତେବେ ତୁମେ ହିଁ ସଫଳ ହେବାର ହକଦାର | ସବୁକିଛି ପଛରେ କିନ୍ତୁ ଜନତାଙ୍କ ମତ ମୂଲ୍ୟବାନ |

VK Pandian (@vkpandianbjd) 's Twitter Profile Photo

ରାଷ୍ଟ୍ରୀୟ ଏକତା ଏବଂ ଭାରତର ଅଖଣ୍ଡତାର ଉପାସକ ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସରେ କୋଟି କୋଟି ପ୍ରଣାମ l #ODISHA

VK Pandian (@vkpandianbjd) 's Twitter Profile Photo

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଶାସନ କାଳରେ ଓଡ଼ିଆ ଭାଷା ସରକାରୀ ଭାଷାରେ ପରିଣତ ହୋଇଥିଲା ।

VK Pandian (@vkpandianbjd) 's Twitter Profile Photo

ଓଡିଶା ବାସୀଙ୍କ ହିତ ପାଇ ଡବଲ ଇଞିନ ବିଜେପି ସରକାର ମହାନଦୀର ଜଳ ବିବାଦ ସମାଧାନ କରିବ ବୋଲି ଆଶା ରଖିଛନ୍ତି ସାଢେ ଚାରିକୋଟି ଓଡିଆ । #ODISHA #BJP