Swadhin Kumar Nayak (@swadhin97975594) 's Twitter Profile
Swadhin Kumar Nayak

@swadhin97975594

Vice-President Zilla Parishad ,puri &
secretary biju janata dal ,odisha

ID: 1511730434744352771

calendar_today06-04-2022 15:41:00

43 Tweet

240 Followers

11 Following

CMO Odisha (@cmo_odisha) 's Twitter Profile Photo

ମା'ଙ୍କ ମନ୍ଦିରର ନୂଆ ରୂପକୁ ଓଡ଼ିଶାର କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଅନୁପମ ନିଦର୍ଶନ ଭାବେ ଦର୍ଶାଇ ଏହାକୁ ସଫଳ କରିଥିବା ଶିଳ୍ପୀ ଓ କାରିଗରମାନଙ୍କୁ ମୁଖ୍ୟମନ୍ତ୍ରୀ ବିଶେଷ ଅଭିନନ୍ଦନ ଜଣାଇଛନ୍ତି। ମନ୍ଦିରର ଏହି ନୂଆ ରୂପ ଓ ବିକଶିତ ପରିବେଶ ଅଧିକ ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

Swadhin Kumar Nayak (@swadhin97975594) 's Twitter Profile Photo

୯୨ ତମ ରାଜ୍ୟସ୍ତରୀୟ ଲବଣ ସତ୍ୟାଗ୍ରହ ଚିନ୍ତନ ସ୍ମାରକୀ ଉଦ୍ଘାଟନୀ ଉତ୍ସବ ରେ ରାଜ୍ୟ ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ଜ୍ୟୋତିପ୍ରକାଶ ପାଣିଗ୍ରାହି, ମାନ୍ୟବର ମନ୍ତ୍ରୀ ତୁଷାର କାନ୍ତି ବେହେରା ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରନ୍ଦ୍ର ନାଥ ନାୟକ ଙ୍କ ସହ ଯୋଗଦେଲି.......

୯୨ ତମ ରାଜ୍ୟସ୍ତରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ଉତ୍ସବ ପାଳନ ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାଶ, ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ଏବଂ ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ଙ୍କ ସହିତ କୁହୁଡି ପିଠ(ଅସ୍ତରଙ୍ଗ) ଠାରେ ଯୋଗା ଦେଲି...........

ବିଶ୍ଵ ପରିବେଶ ଦିବସ ଅବସରରେ ପାଣିଛତ୍ର ମେଗା ନାର୍ସରୀ ରେ ବୃକ୍ଷ ରୋପଣ କାଯ୍ୟକ୍ରମ ରେ ଯୋଗ ଦେଲି

ପୁରୀ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଅର୍କଶ୍ରୀ ଦ୍ୱାରା ଆୟୋଜିତ ଓଡ଼ିଶାର ଗଣ ପର୍ବ ରଜ ଉତ୍ସବରେ,ମାନ୍ୟବର ସାଂସଦ ଡ଼କ୍ଟର ରାଜଶ୍ରୀ ମଲ୍ଲିକ ଏବଂ ମୋ ବାବା ଙ୍କ ସହ ଯୋଗଦେଲି...... ଆପଣ ମାନଙ୍କୁ ରଜ ର ଅଭିନନ୍ଦନ ଜଣାଉଛି......

ପୁରୀ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଅର୍କଶ୍ରୀ ଦ୍ୱାରା ଆୟୋଜିତ ଓଡ଼ିଶାର ଗଣ ପର୍ବ  ରଜ ଉତ୍ସବରେ,ମାନ୍ୟବର ସାଂସଦ  ଡ଼କ୍ଟର ରାଜଶ୍ରୀ ମଲ୍ଲିକ ଏବଂ ମୋ ବାବା ଙ୍କ ସହ ଯୋଗଦେଲି......
ଆପଣ ମାନଙ୍କୁ ରଜ ର ଅଭିନନ୍ଦନ ଜଣାଉଛି......
Swadhin Kumar Nayak (@swadhin97975594) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଙ୍କ ପ୍ରଚେଷ୍ଠା ଦ୍ୱାରା କାକଟପୁର ନିର୍ବାଚନ ମଣ୍ଡଳୀ ର ଦୁଇଟି ବ୍ଲକ ରେ ନୂତନ ଭାବେ ଆରମ୍ଭ ହୋଇଥିବା ଆଦର୍ଶ ବିଦ୍ୟାଳୟ ର ପ୍ରବେଶ ଉତ୍ସବ ରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାର କାନ୍ତି ବେହେରା ଙ୍କ ସହ ଯୋଗଦେବା ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କଲି....

21 ତମ ପୁରୀ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ଼ (2022)ଉତ୍ସବ ଅବସରରେ ସାରସ୍ୱତ ବିଦ୍ୟାନିକେତନ ପରିସରରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ସହିତ କିଛି ସମୟ ଉପଭୋଗ କଲି.....

ନିମାପଡ଼ା ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷକ ପାଠଶାଳା ର ଉଜ୍ଜାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି......

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 94 ତମ ଶ୍ରାଦ୍ଧ ବାର୍ଷିକ ଅବସରରେ କୁହୁଡି ଲବଣ ସତ୍ୟାଗ୍ରହ ପୀଠରେ ଶ୍ରଦ୍ଧାଶୁମନ ଅର୍ପଣ କଲି.......

20 ତମ ଜାତୀୟ ପଲିଶ୍ରୀ ମେଳା ପୁରୀ,ଉଦଘାଟନ ଉତ୍ସବରେ ଯୋଗଦେବା ଅବସରରେ l

ଦୀର୍ଘ ୩ ବର୍ଷ ରୁ ଉର୍ଦ୍ଧ ସମୟ ପରେ ବାବା ଙ୍କ ସହ ମହାପ୍ରଭୁ ଙ୍କ ଦିବ୍ୟ ଦର୍ଶନ ର ସୌଭାଗ୍ୟ ପାଇଲି..... ଏହା ମୋ ଜୀବନର ଏକ ଅତ୍ୟନ୍ତ ଖୁସି ଏବଂ ଭାବାବେଗ ର ସମୟ ଥିଲା......🙏🏻🙏🏻

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଲକ କୁ 41 କିଲୋମିଟର ଲୁଣାନଦୀବନ୍ଧ ନିର୍ମାଣ ପାଇଁ 141 କୋଟି ଟଙ୍କା ବ୍ୟୟବରାଦ ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଥିବାରୁ ପୁରୀଜିଲ୍ଲା ବିଯୁଜନତାଦଳ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନକରୁଛି...🙏🏻🙏🏻

ପୁରୀ ଠାରେ ଆୟୋଜିତ ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚର ଚତୁର୍ଥ ସାମ୍ବିଧାନିକ ସମ୍ମିଳନୀ ରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଏବଂ ତୁଷାରକାନ୍ତି ବେହେରା ଙ୍କ ସହିତ ଯୋଗଦେଲି......

ପୁରୀ ଜିଲ୍ଲାରେ ଉପୁଜିଥିବା ବନ୍ୟା ସମସ୍ୟା ପାଇଁ ଆଜି ରାଜସ୍ବ ବିଭାଗ ମନ୍ତ୍ରୀ ମାନନୀୟା ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ପୁରୀ #CircuitHouse ଠାରେ ଆୟୋଜିତ ରିଭ୍ୟୁ ମିଟିଂରେ ଯୋଗଦାନ କଲି।

ବିଜୁ ଜନତା ଦଳର #୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଜୁ ଯୁବ ଜନତା ଦଳ ତରଫରୁ ଆଜି ଅସ୍ତରଙ୍ଗ ବ୍ଲକରେ ବୃକ୍ଷରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ଙ୍କ ସହ ମୁଁ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି ।।

ପୁରୀ ଜିଲ୍ଲା #ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କୋରଣା ପଞ୍ଚାୟତର ବନ୍ତିଳ ଗ୍ରାମରେ ମାନ୍ୟବର ଗୃହ ଏବଂ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ଙ୍କ ସହ #ଗ୍ରାମୀଣ_ଦକ୍ଷତା_ଓ_ବିକାଶ ତାଲିମ କେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ଯୋଗଦାନ କରିବା ଅବସରରେ।।

Ranendra Pratap Swain (@rajaaswain) 's Twitter Profile Photo

ଆଜି ଦୈନିକ ଖବର କାଗଜ Pragativadi ରେ ପ୍ରକାଶିତ ମୋର ଆଲେଖ୍ୟ 'ଏକ ସାମୁହିକ ଜନ ଆନ୍ଦୋଳନ'

ଆଜି ଦୈନିକ ଖବର କାଗଜ <a href="/PragativadiNews/">Pragativadi</a> ରେ ପ୍ରକାଶିତ ମୋର ଆଲେଖ୍ୟ 

'ଏକ ସାମୁହିକ ଜନ ଆନ୍ଦୋଳନ'
Swadhin Kumar Nayak (@swadhin97975594) 's Twitter Profile Photo

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ସୁଆଣ୍ଡୋରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତି ଓ ସଂଗ୍ରହାଳୟର ଲୋକାର୍ପଣ କରିଥିଲେ। ଆୟୋଜିତ ସଭାରେ ଜିଲ୍ଲାର ସମସ୍ତ ମନ୍ତ୍ରୀ,ବିଧାୟକ,ସାଂସଦ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ଙ୍କ ସହ ସଭାରେ ଯୋଗଦାନ କଲି.........

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ କାକଟପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବାଙ୍ଗୁରିଗାଁ ଠାରେ ମାନ୍ୟବର ମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କ ଉପସ୍ଥିତ ରେ ଦଳୀୟ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧି ମାନଙ୍କୁ ନେଇ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା।

Swadhin Kumar Nayak (@swadhin97975594) 's Twitter Profile Photo

#HappyHoli ରଙ୍ଗ ର ପର୍ବ ହୋଲି କୁ ସାବଧାନତା ର ସହ ଉପଭୋଗ କରନ୍ତୁ 🙏🏻🙏🏻

#HappyHoli
ରଙ୍ଗ ର ପର୍ବ ହୋଲି କୁ ସାବଧାନତା ର ସହ ଉପଭୋଗ କରନ୍ତୁ  🙏🏻🙏🏻