SubcollectorKendrapara (@subcollectork) 's Twitter Profile
SubcollectorKendrapara

@subcollectork

Sub collector office kendrapara

ID: 1902350789617856512

calendar_today19-03-2025 13:26:40

33 Tweet

37 Takipçi

14 Takip Edilen

Collector and District Magistrate Kendrapara🇮🇳 (@dmkendrapara) 's Twitter Profile Photo

"ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ରାପଡ଼ାର ବହୁମୁଖୀ ଇନଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଛି । ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସଦସ୍ୟ ମାନଙ୍କ ସହ ଯୋଗାଭ୍ୟାସ କରିଥିଲେ।