Subasini Jena (@subasinijenaind) 's Twitter Profile
Subasini Jena

@subasinijenaind

MLA Basta Baliapal || Biju Janata Dal
𝗜𝘁'𝘀 𝗧𝗶𝗺𝗲 𝗳𝗼𝗿 𝗥𝗲𝗮𝗹 𝗖𝗵𝗮𝗻𝗴𝗲
Enabling women !

ID: 1486582653868335107

linkhttps://www.subasinijena.com/ calendar_today27-01-2022 06:12:07

3,3K Tweet

508 Takipçi

5 Takip Edilen

Subasini Jena (@subasinijenaind) 's Twitter Profile Photo

ପୁଷ୍ଟିତତ୍ତ୍ଵରେ ପରିପୂର୍ଣ୍ଣ ଥିବା ଆମ ପାରମ୍ପରିକ ଖାଦ୍ୟ #ମାଣ୍ଡିଆ ର ରହିଛି ଅନେକ ମହତ୍ତ୍ଵ । ଆଜି #ଓଡ଼ିଶା_ମାଣ୍ଡିଆ_ଦିବସ ଅବସରରେ ଆସନ୍ତୁ, ଦୈନନ୍ଦିନର ଖାଦ୍ୟରେ ପୁଷ୍ଟିକର ତଥା ସ୍ଵାସ୍ଥ୍ୟକର ମାଣ୍ଡିଆକୁ ସାମିଲ କରିବା ପାଇଁ ଶପଥ ନେବା ସହ ଏହାର ଉପଯୋଗୀତା ଓ ଚାଷ ବିଷୟରେ ପ୍ରସାର କରି ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଗଠନ ଦିଗରେ

#ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି ଆମ ଦଳର ବରିଷ୍ଠ ନେତା ତଥା ବାଲିଆପାଳ ବ୍ଲକ୍ ଡଗରା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାନ୍ତିଙ୍କ ମାତା ୰ ସିନ୍ଧୁବାଳା ମହାନ୍ତିଙ୍କ ଦ୍ଵାଦଶାହ ଅବସରରେ ତାଙ୍କ ବାସଭବନରେ ପହଞ୍ଚି, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ବର୍ଗତ ଆତ୍ମାର ସଦଗତି କାମନା

#ଅଶ୍ରୁଳ_ଶ୍ରଦ୍ଧାଞ୍ଜଳି
ଆମ ଦଳର ବରିଷ୍ଠ ନେତା ତଥା ବାଲିଆପାଳ ବ୍ଲକ୍ ଡଗରା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାନ୍ତିଙ୍କ ମାତା ୰ ସିନ୍ଧୁବାଳା ମହାନ୍ତିଙ୍କ ଦ୍ଵାଦଶାହ ଅବସରରେ ତାଙ୍କ ବାସଭବନରେ ପହଞ୍ଚି, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସ୍ବର୍ଗତ ଆତ୍ମାର ସଦଗତି କାମନା
Subasini Jena (@subasinijenaind) 's Twitter Profile Photo

ଆମ ସଂସ୍କୃତିର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି। #Prathamastami

ଆମ ସଂସ୍କୃତିର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରୁଛି।

#Prathamastami
Subasini Jena (@subasinijenaind) 's Twitter Profile Photo

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ, ଭାରତ ରତ୍ନ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଆଧୁନିକ ଭାରତର ନିର୍ମାଣ ତଥା ଦେଶର ବିକାଶରେ ତାଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ଆଜି ତାଙ୍କର ସ୍ମୃତିରେ ପାଳନ ହେଉଥିବା #ଶିଶୁ_ଦିବସ ର ଶୁଭ ଅବସରରେ ଦେଶର ଆଗାମୀ ଭବିଷ୍ୟତ, କୋମଳମତି ଶିଶୁମାନଙ୍କୁ ମୋ

ବାଲିଆପାଳ ବ୍ଲକ ଜଗତିପୁର ପଞ୍ଚାୟତ ଅଦଭୂତିଆ ଠାରେ ମୋର ଆପଣାର ଲୋକଙ୍କ ସହିତ କିଛି ସମୟ । #Jagatipur #Adbhutia #Basta #Baliapal #BJD

ବାଲିଆପାଳ ବ୍ଲକ ଜଗତିପୁର ପଞ୍ଚାୟତ ଅଦଭୂତିଆ ଠାରେ ମୋର ଆପଣାର ଲୋକଙ୍କ ସହିତ କିଛି ସମୟ ।

#Jagatipur #Adbhutia 
#Basta #Baliapal #BJD
Subasini Jena (@subasinijenaind) 's Twitter Profile Photo

ମହାନ ଆଦିବାସୀ ନେତା, ସମାଜ ସୁଧାରକ ଶହୀଦ ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ, ଯାହାଙ୍କ ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା । ଆଜି ତାଙ୍କର ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । #BirsaMunda #FreedomFighter #IndianFreedomFighter

ମହାନ ଆଦିବାସୀ ନେତା, ସମାଜ ସୁଧାରକ ଶହୀଦ ବିର୍ସା ମୁଣ୍ଡା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ସଂଗ୍ରାମୀ, ଯାହାଙ୍କ ସାହସ ଓ ବଳିଦାନ ହଜାର ହଜାର ଭାରତୀୟଙ୍କୁ ଅନୁପ୍ରାଣିତ କରିଥିଲା । ଆଜି ତାଙ୍କର ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

#BirsaMunda #FreedomFighter
#IndianFreedomFighter
Subasini Jena (@subasinijenaind) 's Twitter Profile Photo

ଦିନ ରାତି ପରିଶ୍ରମ କରି, ସାଧାରଣ ଜନତାଙ୍କର ଦୁଃଖ ଓ ସମସ୍ୟାକୁ ସାମ୍ନାକୁ ଆଣି, ସମାଜର ଜାଗ୍ରତ ପ୍ରହରୀ ଭାବେ ନିଜ ଜୀବନକୁ ବିପନ୍ନ କରି, କର୍ତ୍ତବ୍ୟନିଷ୍ଠତାର ପରିଚୟ ସୃଷ୍ଟି କରୁଥିବା ଆମ ଦେଶ ସମ୍ବିଧାନର ଚତୁର୍ଥ ସ୍ତମ୍ଭର ପ୍ରତିନିଧି ତଥା ସାମ୍ବାଦିକ ବନ୍ଧୁମାନଙ୍କୁ ଜାତୀୟ ପ୍ରେସ ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ

ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଲୌହ ମାନବୀ, ଭାରତ ରତ୍ନ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । #IndiraGandhi #BirthAnniversary

ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଲୌହ ମାନବୀ, ଭାରତ ରତ୍ନ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । 

#IndiraGandhi
#BirthAnniversary
Subasini Jena (@subasinijenaind) 's Twitter Profile Photo

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ତାଙ୍କର ଅମାପ ଦେଶପ୍ରେମ ସହ ଓଡ଼ିଶାର ପ୍ରଗତି, ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତିରେ ଅତୁଳନୀୟ ଅବଦାନ ପାଇଁ ସେ

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ବିପ୍ଳବୀ ଆଦିବାସୀ ନେତା, ସରଳତା ତଥା ନିର୍ଭୀକତାର ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୋଧରେ ଲଢ଼େଇ ସହ ମାତୃଭୂମିର ସୁରକ୍ଷା ପାଇଁ ତାଙ୍କର ଅଦମ୍ୟ ସାହସ, ତ୍ୟାଗ, ନିଷ୍ଠା ଓ ବଳିଦାନ ପାଇଁ ପ୍ରତିଟି ଓଡ଼ିଆଙ୍କ ନିକଟରେ ସେ

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ରାଜ୍ୟର ପ୍ରଗତି ଓ ସାମାଜିକ ଉନ୍ନତିରେ ତାଙ୍କ ଅବଦାନ ପାଇଁ ସେ ଚିର ସ୍ମରଣୀୟ। #NabakrushnaChoudhury

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ରାଜ୍ୟର ପ୍ରଗତି ଓ ସାମାଜିକ ଉନ୍ନତିରେ ତାଙ୍କ ଅବଦାନ ପାଇଁ ସେ ଚିର ସ୍ମରଣୀୟ।

#NabakrushnaChoudhury
Subasini Jena (@subasinijenaind) 's Twitter Profile Photo

ଭାରତୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ଦଳ ନେପାଳକୁ ହରାଇ ପ୍ରଥମ ଟି–୨୦ ବିଶ୍ୱକପ୍ ଜିତି ଥିବାରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ସେମାନଙ୍କର ଦକ୍ଷତା, ସଙ୍ଘର୍ଷ ଶକ୍ତି ଓ ଅଦମ୍ୟ ମନୋଭାବ ଆଜି ସମଗ୍ର ଦେଶକୁ ଗର୍ବିତ କରିଛି। ବିଶେଷତଃ ଏହି ବିଜୟରେ ଓଡ଼ିଶାର ଖେଳାଳିମାନଙ୍କ ମହତ୍ତ୍ୱପୂର୍ଣ୍ଣ ଅବଦାନ ଥିବା ଜାଣି ବହୁତ ଆନନ୍ଦିତ

ବଲିଉଡ ଜଗତର ଜଗଜ୍ଞାତ ଓ ଅମର ଅଭିନେତା ତଥା ଲୋକସଭା ସଦସ୍ୟ, ପଦ୍ମ ଭୂଷଣ ପ୍ରାପ୍ତ ଶ୍ରୀ ଧର୍ମେନ୍ଦ୍ର କେୱଲ କ୍ରିଷନ ଦେୱଲ (Dharmendra Kewal Krishan Dewal)ଜୀ ଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଭାରତୀୟ ସିନେମା ଜଗତରେ ତାଙ୍କର ଅଭିନୟ ଜୀବନ ଏକ ଅଲଖ୍ୟ ସଂଘର୍ଷ, ସଫଳତା ଓ ସମର୍ପଣର ଉଦାହରଣ ଥିଲା।

ଜାତୀୟ ସମ୍ବିଧାନ ଦିବସ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆସନ୍ତୁ ଆମ ସମ୍ବିଧାନରେ ଦର୍ଶାଯାଇଥିବା ମୂଲ୍ୟବୋଧକୁ ସମ୍ମାନ ଜଣାଇ, ଜାତୀୟ ସଂହତି ବଜାୟ ରଖିବା ସହ ନାଗରିକଙ୍କ ଅଧିକାରର ସୁରକ୍ଷା ପାଇଁ ଆଜିର ଦିନରେ ପ୍ରତିଜ୍ଞାବଦ୍ଧ ହେବା । ସମ୍ବିଧାନର ନୀତି ଆଦର୍ଶର ଅନୁପାଳନ ପାଇଁ ସଂକଳ୍ପ ନେଇ, ଆମ ଗଣତନ୍ତ୍ରକୁ

‘ଭାରତୀୟ ନୌସେନା ଦିବସ’ ଅବସରରେ ଆମ ବୀର ନୌସେନା ସେନାନୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସମୁଦ୍ର ସୀମାର ସୁରକ୍ଷା ପାଇଁ ସେମାନଙ୍କ ଅଦମ୍ୟ ସାହସ, ଅଟଳ ପ୍ରତିବଦ୍ଧତା ଏବଂ ସମର୍ପଣ ପ୍ରତି ଏହି ବିଶେଷ ଦିନରେ ସମ୍ମାନ ଓ କୃତଜ୍ଞତା ଜଣାଉଛି। #IndianNavyDay

‘ଭାରତୀୟ ନୌସେନା ଦିବସ’ ଅବସରରେ ଆମ ବୀର ନୌସେନା ସେନାନୀ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ସମୁଦ୍ର ସୀମାର ସୁରକ୍ଷା ପାଇଁ ସେମାନଙ୍କ ଅଦମ୍ୟ ସାହସ, ଅଟଳ ପ୍ରତିବଦ୍ଧତା ଏବଂ ସମର୍ପଣ ପ୍ରତି ଏହି ବିଶେଷ ଦିନରେ ସମ୍ମାନ ଓ କୃତଜ୍ଞତା ଜଣାଉଛି।

#IndianNavyDay
Subasini Jena (@subasinijenaind) 's Twitter Profile Photo

ପୃଥିବୀରେ ଜୀବନର ସଞ୍ଚାର ଓ ସ୍ଥିର ପ୍ରବାହ ପାଇଁ ମୃତ୍ତିକାର ଉପଯୋଗିତା ଅପରିହାର୍ଯ୍ୟ। ସୁସ୍ଥ ଓ ସମ୍ବଳିତ ପରିବେଶ ସହ ଜୀବଜଗତର ସନ୍ତୁଳନ ରକ୍ଷା ପାଇଁ ମୃତ୍ତିକା ଅବକ୍ଷୟକୁ ରୋକିବା ଏବଂ ଏହାର ସଂରକ୍ଷଣ ଆମ ସମସ୍ତଙ୍କ କର୍ତ୍ତବ୍ୟ। ଆସନ୍ତୁ ଆଜି "ବିଶ୍ୱ ମୃତ୍ତିକା ଦିବସ" ଅବସରରେ ଆମେ ଶପଥ ନେବା - ମାଟିର ସୁରକ୍ଷା ପାଇଁ ଓ ଆଗାମୀ ପିଢ଼ୀର

ଭାରତୀୟ ସମ୍ବିଧାନର ଜନକ,ଭାରତରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଶ୍ରାଦ୍ଧ ବାର୍ଷିକୀରେ ମୁଁ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସମାଜରେ ସମାନତା ଓ ନ୍ୟାୟ କ୍ଷେତ୍ରରେ ବାବାସାହେବଙ୍କ ଯୋଗଦାନ ଥିଲା ଅନ୍ୟତମ । ଏକ ଶିକ୍ଷିତ, ସଶକ୍ତ ଓ ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ତାଙ୍କ ବିଚାର ଓ ଉଦ୍ୟମ ଆମ ସମସ୍ତଙ୍କ

ବିଶିଷ୍ଟ ସାହିତ୍ୟିକ ତଥା ବାଲେଶ୍ୱର ଜିଲ୍ଲା ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଗ୍ରାମୀଣ ଜୀବନ ଓ ପଲ୍ଲୀ ପ୍ରକୃତିକୁ ନେଇ କାବ୍ୟ ରଚନା ସହ ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ; ନାନାବାୟା ଗୀତ, ବସନ୍ତ କୋକିଳ, ସାନ୍ଧ୍ୟ ସଙ୍ଗୀତ ଓ କନକଲତା ପରି ଅନେକ

ସାହିତ୍ୟର ସାଧକ, ବିଶିଷ୍ଟ ଔପନ୍ୟାସିକ, ଗାଳ୍ପିକ ତଥା ପ୍ରାବନ୍ଧିକ ମହାପାତ୍ର ନୀଳମଣି ସାହୁଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସମାଲୋଚନା, ରମ୍ୟରଚନା, ଶିଶୁ ସାହିତ୍ୟ, କବିତା, ଅନୁବାଦ, ଆଧ୍ୟାତ୍ମିକ ରଚନା କ୍ଷେତ୍ରରେ ଦକ୍ଷତା ଏବଂ ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରୁଥିବା ତାଙ୍କର ବିଭିନ୍ନ କାଳଜୟୀ ରଚନା ପାଇଁ ସେ

ମହାନ୍ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଆଜି ତାଙ୍କ ସ୍ମୃତିରେ ପାଳିତ ଜାତୀୟ ଗଣିତ ଦିବସ ଅବସରରେ ସମସ୍ତଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା। ଗଣିତ ଜଗତରେ ତାଙ୍କ ଅସାଧାରଣ ପ୍ରତିଭା ଓ ଅମୂଲ୍ୟ ଅବଦାନ ଆସନ୍ତା ଯୁବପିଢୀଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ। #SrinivasaRamanujan

ମହାନ୍ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଆଜି ତାଙ୍କ ସ୍ମୃତିରେ ପାଳିତ ଜାତୀୟ ଗଣିତ ଦିବସ ଅବସରରେ ସମସ୍ତଙ୍କୁ ହୃଦୟପୂର୍ଣ୍ଣ ଶୁଭେଚ୍ଛା। ଗଣିତ ଜଗତରେ ତାଙ୍କ ଅସାଧାରଣ ପ୍ରତିଭା ଓ ଅମୂଲ୍ୟ ଅବଦାନ ଆସନ୍ତା ଯୁବପିଢୀଙ୍କ ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ।

#SrinivasaRamanujan