Srikanta Sahu(@Srikant55173174) 's Twitter Profileg
Srikanta Sahu

@Srikant55173174

MLA Polasara

ID:1453930225134301191

calendar_today29-10-2021 03:43:41

1,6K Tweets

237 Followers

68 Following

Srikanta Sahu(@Srikant55173174) 's Twitter Profile Photo

ପୋଲସରା ବ୍ଲକ୍ ଅନ୍ତର୍ଗତ ଭାବରଡ଼ା ଗ୍ରାମ ଠାରେ ଶ୍ରୀ ଶ୍ରୀ ରାମଚନ୍ଦ୍ର ମହାପ୍ରଭୁ ଙ୍କ ନବମୀ ଯାତ୍ରା ଉପଲକ୍ଷେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଅଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। ତା - ୧୭/୦୪/୨୦୨୪

account_circle
Srikanta Sahu(@Srikant55173174) 's Twitter Profile Photo

ବୁଗୁଡ଼ା ଏନ.ଏ.ସି ବସଷ୍ଟାଣ୍ଡ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସ ଉପଲକ୍ଷେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମେଡିକାଲ୍ କୁ ଯାଇ ରୋଗୀ ମାନଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରିଛନ୍ତି। ତା - ୧୭/୦୪/୨୦୨୪

ପୋଲସରା ଏନ.ଏ.ସି ବସଷ୍ଟାଣ୍ଡ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୭ ତମ ତିରୋଧାନ ଦିବସ ଉପଲକ୍ଷେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମେଡିକାଲ୍ କୁ ଯାଇ ରୋଗୀ ମାନଙ୍କୁ ଫଳ ଓ ମିଷ୍ଠାନ ବଣ୍ଟନ କରିଛନ୍ତି। ତା - ୧୭/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ନିମିନା ରଙ୍ଗମାଟିଆତୋଟା ପଡ଼ିଆ ଠାରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ଜୋନ ନଂ - ୪୦ ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଏବଂ ଆସ୍କା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ସାଂଗଠନିକ ବୈଠକ ରେ ଯୋଗ ଦେଇଛନ୍ତି। ତା - ୧୬/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମ ଠାରେ ମା ଦକ୍ଷିଣକାଳୀ କ୍ରିକେଟ୍ ଟୁର୍ଣ୍ଣlମେଣ୍ଟ କୁ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ଉଦଘାଟନ କରିଛନ୍ତି। ତା - ୧୬/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଗ୍ରାମ ଠାରେ ଡୋଙ୍ଗରୀ ଗ୍ରାମର ୩୦ ରୁ ଉର୍ଦ୍ଧ ବିଜେପି କର୍ମୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପି ଦଳ ତ୍ୟାଗ କରି ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହେଲେ। ତା - ୧୬/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ଭାଟଖାଲି ଗ୍ରାମକୁ ଯାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବିଜୁ ଜନତା ଦଳର ସଂଗଠନ କୁ ସୁଦୃଢ଼ କରିବା ପାଇଁ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।ଗ୍ରାମବାସୀ ଉପସ୍ଥିତ ଥିଲେ। ତା - ୧୫/୦୪/୨୦୨୪

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ରାମଣ୍ଡା ଗ୍ରାମକୁ ଯାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବିଜୁ ଜନତା ଦଳର ସଂଗଠନ କୁ ସୁଦୃଢ଼ କରିବା ପାଇଁ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।ଗ୍ରାମବାସୀ ଉପସ୍ଥିତ ଥିଲେ। ତା - ୧୫/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ୱ ଗ୍ରାମର ସନ୍ତୋଷ ସାହୁ (ବୟସ - ୩୫) ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି ସେହିପରି ଉକ୍ତ ଗ୍ରାମର ରବିନ୍ଦ୍ର ପ୍ରାଧନ (ବୟସ - ୪୫) ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ତା - ୧୩/୪/୨୦୨୪

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଜେଏକ ଗ୍ରାମକୁ ଯାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବିଜୁ ଜନତା ଦଳର ସଂଗଠନ କୁ ସୁଦୃଢ଼ କରିବା ପାଇଁ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ତା - ୧୩/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ଲଛିପୁର ଗ୍ରାମକୁ ଯାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବିଜୁ ଜନତା ଦଳର ସଂଗଠନ କୁ ସୁଦୃଢ଼ କରିବା ପାଇଁ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ତା - ୧୨/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମର ବିଶ୍ଵନାଥ ବିଶ୍ଵାଳ ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ତା - ୧୨/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ଡିମ୍ବିରିଆ ଗ୍ରାମ ଠାରେ ପଞ୍ଚୁଦଣ୍ଡ ମହାମିଳନ ରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ମା ' ଦଣ୍ଡକାଳୀ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ତା - ୧୧/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ଖଇରଛଟା ଗ୍ରାମ ଠାରେ ସ୍ଵର୍ଗତ ସତ୍ୟବାନ ଗୌଡ଼ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଅଷ୍ଟ ପ୍ରହର ନାମଯଜ୍ଞ ରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି। ତା - ୧୧/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ଚିରିକିପଡ଼ା ଶାସନ ଗ୍ରାମର ସନ୍ତୋଷ ଗୌଡ଼ (ବୟସ - ୪୮) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ତା - ୧୧/୦୪/୨୦୨୪

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ସୁନାକେରା ଗ୍ରାମର ଅଭିମନ୍ୟୁ ମଲ୍ଲିକ (ବୟସ - ୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ତା - ୧୧/୦୪/୨୦୨୪

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କଳମ୍ୱ ଗ୍ରାମର ଲଡୁ କିଶୋର ସ୍ୱାଇଁ (ବୟସ - ୪୦) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ତା - ୧୧/୦୪/୨୦୨୪

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବେତାରସିଙ୍ଗି ଗ୍ରାମର ମୁରଲି ବେହେରା ଓ ଲକ୍ଷ୍ମଣ ଗୌଡ଼ ଆକସ୍ମିକ ମୃତ୍ୟୁ ବରଣ କରିଛନ୍ତି।ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ତା - ୧୦/୦୪/୨୦୨୪

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମର କୁନା ସ୍ଵାଇଁ (ବୟସ - ୩୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନ କୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ତା - ୧୦/୦୪/୨୦୨୪

ପୋଲସରା ବ୍ଲକ୍ ଅନ୍ତର୍ଗତ ଡୋଙ୍ଗରି ଗ୍ରାମକୁ ଯାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ବିଜୁ ଜନତା ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ତା - ୧୦/୦୪/୨୦୨୪