profile-img
Smruti Pattnaik 🇮🇳 (Modi Ka Parivar)

@SmrutiPattnaik6

Politician,BJP Odisha.
Posts are Personal, Reposts are not Endrosment.

calendar_today26-05-2017 16:30:32

7,8K Tweets

6,2K Followers

987 Following

Smruti Pattnaik 🇮🇳 (Modi Ka Parivar)(@SmrutiPattnaik6) 's Twitter Profile Photo

ଯାଜପୁର ଜିଲ୍ଲା ବାରବାଟୀ ଛକ ଅଞ୍ଚଳରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା ବିଷୟରେ ଜାଣି ମୁଁ ଦୁଃଖିତ।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

account_circle