Shreemayee sweta snigdha Mishra(@ShreemayeeM) 's Twitter Profileg
Shreemayee sweta snigdha Mishra

@ShreemayeeM

General secretary,Biju janta Dal https://t.co/JwoACM02Go

ID:810463411712774144

linkhttp://www.instagram.com/shreemayeemishra/ calendar_today18-12-2016 12:35:09

1,9K Tweets

31,5K Followers

4 Following

Follow People
Shreemayee sweta snigdha Mishra(@ShreemayeeM) 's Twitter Profile Photo

ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା। ପ୍ରଭୁ ଦୋଳଗୋବିନ୍ଦ ସମସ୍ତଙ୍କ ମଙ୍ଗଳ କରନ୍ତୁ।

account_circle
Pranab Prakash Das(@pranabpdas) 's Twitter Profile Photo

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ଓଡ଼ିଶାବାସୀଙ୍କ ଆସ୍ଥା ବଳରେ ବିଜେଡି ରାଜ୍ୟର ସେବା କରିବା ସହ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିଛି।

ବିଜେଡି ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ସମସ୍ତ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତା କରିବା ସହିତ ଓଡ଼ିଶାବାସୀଙ୍କ ସମର୍ଥନ ଏବଂ ଶ୍ରୀ ନବୀନ

account_circle
Naveen Patnaik(@Naveen_Odisha) 's Twitter Profile Photo

Glad to meet ex-cricketer & former head coach of Team India, Ravi Shastri, who visited to attend the MoU signing event between 'Coaching Beyond' cricket academy and -based MGM School of Sports to establish a high performance cricket academy. Had a very fruitful

Glad to meet ex-cricketer & former head coach of Team India, @RaviShastriOfc, who visited #Odisha to attend the MoU signing event between 'Coaching Beyond' cricket academy and #Cuttack-based MGM School of Sports to establish a high performance cricket academy. Had a very fruitful
account_circle
Shreemayee sweta snigdha Mishra(@ShreemayeeM) 's Twitter Profile Photo

ଅତୁଳନୀୟ ଓଡ଼ିଶାର ନିଜସ୍ୱ ଖାଦ୍ୟ ‘ପଖାଳ’ । ଓଡ଼ିଆଙ୍କ ପରିଚୟର ଖାଦ୍ୟ ‘ପଖାଳ’ । ଓଡ଼ିଆଙ୍କ ଓଡ଼ିଆମୀର ଖାଦ୍ୟ ‘ପଖାଳ’ । ପ୍ରତ୍ୟେକ ଓଡ଼ିଆ ଘରର ହାଣ୍ଡିଶାଳର ଖାଦ୍ୟ ‘ପଖାଳ’ । ଓଡ଼ିଆଙ୍କ ଏହି ନିଆରା ଖାଦ୍ୟକୁ ସମଗ୍ର ବିଶ୍ୱରେ ପରିଚିତ କରାଇବାକୁ ସମର୍ପିତ ଦିନଟିଏ ‘ପଖାଳ ଦିବସ’ । ଯାହାକୁ ଆମର ଲକ୍ଷ ଲକ୍ଷ ଓଡ଼ିଆ ଭାଇଭଉଣୀମାନେ ସମଗ୍ର

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼କୁ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ର ମାନ୍ୟତା ପ୍ରଦାନ କରିଥିବାରୁ ବୋଲଗଡ଼ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଆଜି ନବୀନ ନିବାସ ଯାଇ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ 5T ଓ ଆମ ଓଡ଼ିଶା ନବୀନ

Distributed Land Right Certificate under Jaga mission at Badagada along with Honourable Minister Shri Ashok Panda ,Mayor Smt Sulochana Das , commissioner BMC and corporators.

Distributed Land Right Certificate under Jaga mission at Badagada #Bhubaneswar along with Honourable Minister Shri Ashok Panda ,Mayor Smt Sulochana Das , commissioner BMC and corporators.
account_circle
Shreemayee sweta snigdha Mishra(@ShreemayeeM) 's Twitter Profile Photo

ରାଜଧାନୀ ଭୁବନେଶ୍ୱରର ଭରତପୁରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ କରକମଳରେ ମଡେଲ ଥାନା ଉଦଘାଟନ ଉତ୍ସବରେ ଯୋଗ ଦେଲି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନଙ୍କ ସମେତ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ମେୟର

Inaugurated Mission Shakti Gruha at Injana Panchayat along with Honourable MLA Shri Sushant kumar Rout,elected members and dignitaries.

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅନ୍ତର୍ଗତ କୁଦିଆରୀ ରେଳ ଓଭରବ୍ରିଜର ଉଦଘାଟନ ଓ ପ୍ରତ୍ୟକ୍ଷ ଦେବୀ ମା' ଉଗ୍ରତାରା ଶକ୍ତିପୀଠ ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି କୁଦିଆରୀ ରେଳ ଓଭରବ୍ରିଜ ଉଦଘାଟନୀ ଉତ୍ସବରେ ଯୋଗ

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଧନ୍ୟବାଦ୍।

ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ ।
ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର

ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କୁ ଧନ୍ୟବାଦ୍। ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର
account_circle
Shreemayee sweta snigdha Mishra(@ShreemayeeM) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ଆଜି ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ରଘୁନାଥପୁରଠାରେ ଅଙ୍ଗନବାଡ଼ି କେନ୍ଦ୍ର ଓ ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ବହୁ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କଲି। ଏହି

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଓ ସମ୍ବଲପୁର ଜିଲ୍ଲାରେ ‌ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ 'ନବୀନ କାର୍ଡ' ବିତରଣ ଶୁଭାରମ୍ଭ କରିଛନ୍ତି। ଟାଙ୍ଗୀ ବ୍ଲକ ମୁଖ୍ୟାଳୟରେ ଉପସ୍ଥିତ ରହି ଏହି ନବୀନ କାର୍ଡ ବିତରଣ କଲି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁ ରାଜ୍ୟର ସବୁ ସରକାରୀ ହସ୍ପିଟାଲରେ

ଓଡ଼ିଆ ଜାତିର ସ୍ବାଭିମାନ ଓ ଓଡ଼ିଆ ଗର୍ବ ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଜୟନ୍ତୀରେ ଆମ ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ସାଇକେଲ ରାଲିରେ ଯୋଗ ଦେଲି। ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ବହୁ କର୍ପୋରେଟର ଓ ଆମ ଦଳର ବରିଷ୍ଠ କର୍ମକର୍ତ୍ତା, ସକ୍ରିୟ କର୍ମୀମାନେ ସାମିଲ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ଖୋର୍ଦ୍ଧା ଜିଲ୍ଲାର ୮୪୮ ଜଣ ପଞ୍ଜିକୃତ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ୩.୭୯ କୋଟି ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ ସହ ନୂତନ ଭାବେ ପଞ୍ଜିକୃତ ୧୭୫ ଜଣ ଶ୍ରମିକ ଭାଇଭଉଣୀମାନଙ୍କୁ କାର୍ଡ ବଣ୍ଟନ କଲି। ଆମ ରାଜ୍ୟରେ ପଞ୍ଜିକୃତ ଶ୍ରମିକ ଭାଇଭଉଣୀମାନଙ୍କ

ଆମ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଓ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଆଜି ବରମୁଣ୍ଡାଠାରେ ଅନୁଷ୍ଠିତ
ଭୁବନେଶ୍ୱର-ଏକାମ୍ର ନିର୍ବାଚନ ମଣ୍ଡଳୀସ୍ତରୀୟ ଯୁବ-ଛାତ୍ର ସମାବେଶରେ ଯୋଗ ଦେଲି। ଆମ ସମସ୍ତଙ୍କ ପ୍ରିୟ ନେତାଙ୍କୁ ଷଷ୍ଠ ଥର

ଆମ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଓ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଆଜି ବରମୁଣ୍ଡାଠାରେ ଅନୁଷ୍ଠିତ ଭୁବନେଶ୍ୱର-ଏକାମ୍ର ନିର୍ବାଚନ ମଣ୍ଡଳୀସ୍ତରୀୟ ଯୁବ-ଛାତ୍ର ସମାବେଶରେ ଯୋଗ ଦେଲି। ଆମ ସମସ୍ତଙ୍କ ପ୍ରିୟ ନେତାଙ୍କୁ ଷଷ୍ଠ ଥର
account_circle
Shreemayee sweta snigdha Mishra(@ShreemayeeM) 's Twitter Profile Photo

ଆମ ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଓ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଆଜି ଭୁବନେଶ୍ୱର-ଏକାମ୍ର ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଭୁବନେଶ୍ୱର ମହାନଗର ନିଗମର ୫୪ ନମ୍ବର ଓ୍ବାର୍ଡରେ ଜନସମ୍ପର୍କ ପଦଯାତ୍ରା ଓ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମରେ

ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ୬୩ ନମ୍ୱର ୱାର୍ଡ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ। ଏଠାରେ ମାନ୍ୟବର ବିଧାୟକ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମହୋଦୟ, ମେୟର ଶ୍ରୀମତୀ ସୁଲୋଚନା ଦାସ ଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।