State Transport Authority, Odisha(@STAOdisha) 's Twitter Profileg
State Transport Authority, Odisha

@STAOdisha

Official account of State Transport Authority, Govt. of Odisha.

ID:740856858034855938

linkhttp://odishatransport.gov.in calendar_today09-06-2016 10:43:34

6,3K Tweets

77,8K Followers

75 Following

State Transport Authority, Odisha(@STAOdisha) 's Twitter Profile Photo

ପବିତ୍ର ଅଶୋକାଷ୍ଟମୀ ତଥା ରୁକୁଣା ରଥଯାତ୍ରା ଅବସରରେ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା 🙏
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

account_circle
State Transport Authority, Odisha(@STAOdisha) 's Twitter Profile Photo

ଯାଜପୁର ବସ ଦୁର୍ଘଟଣାରେ ମୃତକଙ୍କ
ପରିବାରକୁ ରାଜ୍ୟ ପରିବହନ ପ୍ରାଧିକରଣ ଗଭୀର ସମବେଦନା ଜଣାଉଛି। ଆହତଙ୍କୁ ଏସସିବି ହସ୍ପିଟାଲରେ ମାଗଣା ଚିକିତ୍ସା ସହ ଘରକୁ ପଠାଯିବାର ବ୍ୟବସ୍ଥା ସରକାର କରିଛନ୍ତି । ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପରିବହନ କମିସନର 🇮🇳 AMITABH THAKUR 🇮🇳
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

ଯାଜପୁର ବସ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ରାଜ୍ୟ ପରିବହନ ପ୍ରାଧିକରଣ ଗଭୀର ସମବେଦନା ଜଣାଉଛି। ଆହତଙ୍କୁ ଏସସିବି ହସ୍ପିଟାଲରେ ମାଗଣା ଚିକିତ୍ସା ସହ ଘରକୁ ପଠାଯିବାର ବ୍ୟବସ୍ଥା ସରକାର କରିଛନ୍ତି । ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପରିବହନ କମିସନର @AMITABHTHAKUR21 @CTOdisha
account_circle
State Transport Authority, Odisha(@STAOdisha) 's Twitter Profile Photo

ପବିତ୍ର ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🙏🙏🙏
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

account_circle
State Transport Authority, Odisha(@STAOdisha) 's Twitter Profile Photo

ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭକାମନା ।
ନୂଆ ବର୍ଷରେ ସଂକଳ୍ପ ନିଅନ୍ତୁ, ସଡ଼କ ସୁରକ୍ଷାର ସବୁ ନିୟମ ମାନନ୍ତୁ
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭକାମନା । ନୂଆ ବର୍ଷରେ ସଂକଳ୍ପ ନିଅନ୍ତୁ, ସଡ଼କ ସୁରକ୍ଷାର ସବୁ ନିୟମ ମାନନ୍ତୁ @CTOdisha #STAOdisha #OdiaNewYear #MahaBishubaSankranti #SafeDriveSaveLife
account_circle
State Transport Authority, Odisha(@STAOdisha) 's Twitter Profile Photo

ପବିତ୍ର ଇଦ୍-ଉଲ୍-ଫିତର ଆପଣଙ୍କ ଜୀବନରେ ଭରିଦେଉ ସୁଖ, ଶାନ୍ତି
ଦୁଇ ଚକିଆରେ ଗଲେ ଯେମିତି ହେଲମେଟ୍ ପିନ୍ଧିବାକୁ ନ ଭୁଲନ୍ତି
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

ପବିତ୍ର ଇଦ୍-ଉଲ୍-ଫିତର ଆପଣଙ୍କ ଜୀବନରେ ଭରିଦେଉ ସୁଖ, ଶାନ୍ତି ଦୁଇ ଚକିଆରେ ଗଲେ ଯେମିତି ହେଲମେଟ୍ ପିନ୍ଧିବାକୁ ନ ଭୁଲନ୍ତି @CTOdisha #STAOdisha #Eidmubarak2024
account_circle
State Transport Authority, Odisha(@STAOdisha) 's Twitter Profile Photo

ଚୈତ୍ର ଶୁକ୍ଳ ପ୍ରତିପଦା, ହିନ୍ଦୁ ନବବର୍ଷ ତଥା ବିକ୍ରମ ସମ୍ବତ 2081 ଅବସରରେ ହାର୍ଦ୍ଦିକ ଅଭିନନ୍ଦନ । ବାସନ୍ତିକ ଦୁର୍ଗାପୂଜାର ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କୁ ପ୍ରାର୍ଥନା, ଆପଣଙ୍କ ଯାତ୍ରା ସୁଗମ ଓ ସୁରକ୍ଷିତ ହେଉ ।
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

account_circle
State Transport Authority, Odisha(@STAOdisha) 's Twitter Profile Photo

Good Samaritans like Shri SABYASACHI MISHRA 🇮🇳 are a source of inspiration for all of us. Your exemplary actions are deeply appreciated.
Do not hesitate. Your timely assistance during the (first hour) of a holds the potential to save lives. ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

Good Samaritans like Shri @sabyaactor are a source of inspiration for all of us. Your exemplary actions are deeply appreciated. Do not hesitate. Your timely assistance during the #Goldenhour (first hour) of a #roadaccident holds the potential to save lives. @CTOdisha #RoadSafety
account_circle
State Transport Authority, Odisha(@STAOdisha) 's Twitter Profile Photo

ଦୁର୍ଘଟଣା ଏଡାଇ ନ ହେଲେ ବି ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ ସମୟରେ ଚିକିତ୍ସା ମିଳିପାରିଲେ ଜୀବନ ବଞ୍ଚାଇହେବ । ଅଭିନେତା ସବ୍ୟସାଚୀଙ୍କୁ ଏପରି ମହାନତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରଶଂସା କରୁଛି ।
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport SABYASACHI MISHRA 🇮🇳

ଦୁର୍ଘଟଣା ଏଡାଇ ନ ହେଲେ ବି ଦୁର୍ଘଟଣାଗ୍ରସ୍ତଙ୍କୁ ଠିକ ସମୟରେ ଚିକିତ୍ସା ମିଳିପାରିଲେ ଜୀବନ ବଞ୍ଚାଇହେବ । ଅଭିନେତା ସବ୍ୟସାଚୀଙ୍କୁ ଏପରି ମହାନତାକୁ ରାଜ୍ୟ ପରିବହନ ପ୍ରାଧିକରଣ ପ୍ରଶଂସା କରୁଛି । @CTOdisha @sabyaactor
account_circle