SSEPD (@ssepd2) 's Twitter Profile
SSEPD

@ssepd2

The Official X Handle of Social Security and Empowerment of Persons with Disabilities Department, Government of Odisha.

ID: 722080793464606720

linkhttp://ssepd.gov.in calendar_today18-04-2016 15:14:11

23,23K Tweet

71,71K Followers

220 Following

Collector Nabarangpur (@dmnabarangpur) 's Twitter Profile Photo

Heard the joint public grievance at the Municipal Office, Nabarangpur along with the SP & DLOs. Provided an amount of Rs.1.00 Lakh to Sri Ashok Gupta under the DRI scheme after successfully repaying four loans of Rs.15,000 each on time. An example of financial discipline.

Mohan Charan Majhi (@mohanmodisha) 's Twitter Profile Photo

ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ବୁଦ୍ଧଙ୍କ ପ୍ରଦର୍ଶିତ ସତ୍ୟ, ଶାନ୍ତି ଓ ଅହିଂସାର ମାର୍ଗ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ସହ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରି ଦେଉ।

ANI (@ani) 's Twitter Profile Photo

#WATCH | Bhubaneswar: Odisha government constitutes a Transgender Welfare Board | Niyati Pattnaik, Director of the Department of Social Security and Empowerment of Persons with Disabilities, says, "The government of Odisha has taken a historic step for our transgender community.

CMO Odisha (@cmo_odisha) 's Twitter Profile Photo

Mohan Charan Majhi ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମହିଳା, ବୟସ୍କଙ୍କ ସହ ଦିବ୍ୟାଙ୍ଗମାନେ ନିଜ ନିଜ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ପରେ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିଛନ୍ତି।

<a href="/MohanMOdisha/">Mohan Charan Majhi</a> ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମହିଳା, ବୟସ୍କଙ୍କ ସହ ଦିବ୍ୟାଙ୍ଗମାନେ ନିଜ ନିଜ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ପରେ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରିଛନ୍ତି।
Mohan Charan Majhi (@mohanmodisha) 's Twitter Profile Photo

ଲୋକଙ୍କ ସରକାରରେ ଲୋକଙ୍କ ସମସ୍ୟାର ସମାଧାନକୁ ଦିଆଯାଉଛି ସର୍ବାଧିକ ପ୍ରାଥମିକତା। ୟୁନିଟ ୨ ସ୍ଥିତ ନୂତନ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲି। ଅଭିଯୋଗକାରୀଙ୍କ ସୁବିଧା ପାଇଁ ସେମାନଙ୍କ ସମସ୍ୟାର ସମାଧାନ ଲାଗି ତ୍ୱରିତ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

District Administration,Bhadrak (@dm_bhadrak) 's Twitter Profile Photo

ଚାନ୍ଦବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠ ଶିବିରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନରେ ଭିନ୍ନକ୍ଷମ ଭାଇଭଉଣୀମାନଙ୍କୁ ତିନିଚକିଆ ସାଇକେଲ,ଚାଲିବା ବାଡ଼ି ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଦାନ କରାଗଲା ଏବଂ ୮ଜଣଙ୍କୁ ମଧୁବାବୁ ଭତ୍ତା ବଣ୍ଟନ କରାଗଲା।

SSEPD (@ssepd2) 's Twitter Profile Photo

13 motorized wheelchairs and 2 hearing aids were distributed during the Joint Grievance Hearing conducted by the Collector at Ghatagaon Block of Keonjhar District. CMO Odisha Nityananda Gond NIYATI PATTNAIK

13 motorized wheelchairs and 2 hearing aids were distributed during the Joint Grievance Hearing conducted by the Collector at Ghatagaon Block of Keonjhar District. <a href="/CMO_Odisha/">CMO Odisha</a>
<a href="/NityanandaBJP/">Nityananda Gond</a>
<a href="/niyati_pattnaik/">NIYATI PATTNAIK</a>
Pravati Parida (@pravatipodisha) 's Twitter Profile Photo

ଆଜି ଗୋପ ପଞ୍ଚାୟତ ସମିତି ଠାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୩୩୯ ଜଣ ହିତାଧିକାରୀଙ୍କ ସମେତ ୭୦୫ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ଯୋଗ୍ୟ ହିତାଧିକାରୀଙ୍କୁ ୩୫୦୦ ଟଙ୍କାର ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି । ଆମ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ଭାଗ ରୁ ଅଧିକ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଭତ୍ତା ମାସିକ ୩୫୦୦

ଆଜି ଗୋପ ପଞ୍ଚାୟତ ସମିତି ଠାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ୩୩୯ ଜଣ ହିତାଧିକାରୀଙ୍କ ସମେତ ୭୦୫ ଜଣ ୮୦ ବର୍ଷରୁ ଉର୍ଦ୍ଧ୍ଵ ବୟସର ଯୋଗ୍ୟ ହିତାଧିକାରୀଙ୍କୁ  ୩୫୦୦ ଟଙ୍କାର  ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରାଯାଇଛି । ଆମ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ଵ ଏବଂ ୮୦ ଭାଗ ରୁ ଅଧିକ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଭତ୍ତା ମାସିକ ୩୫୦୦
CMO Odisha (@cmo_odisha) 's Twitter Profile Photo

ଲୋକଙ୍କ ସରକାରରେ ପୂରଣ ହେଉଛି ପ୍ରତିଶ୍ରୁତି, ସାମାଜିକ ସୁରକ୍ଷାକୁ ମିଳୁଛି ଗୁରୁତ୍ୱ । ୩,୫୦୦ ଟଙ୍କାକୁ ବୃଦ୍ଧି ପାଇଛି ରାଜ୍ୟର ୮୦ ବର୍ଷରୁ ଅଧିକ ବୟସ୍କ ଏବଂ ୮୦% ରୁ ଅଧିକ ଅକ୍ଷମତା ବିଶିଷ୍ଟ ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା ଭତ୍ତା। ଏହି ବର୍ଦ୍ଧିତ ଭତ୍ତା ରାଶି ପିଛିଲା ଭାବରେ ଜାନୁଆରୀ ପହିଲାରୁ ଲାଗୁ କରାଯାଇଛି। #ଲୋକଙ୍କସରକାର

Collector & DM, Balangir (@collectorbgr) 's Twitter Profile Photo

ଆଜି ଜିଲ୍ଲାପାଳ,ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ସୁଗମ ନିର୍ବାଚନ ଉପରେ ଜିଲ୍ଲାସ୍ତରୀୟ ନିରୀକ୍ଷଣ କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ,ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ମଙ୍ଗଳ ଅଧିକାରୀ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ନାଗରିକ ସମାଜର ସଦସ୍ୟମାନେ ଉପସ୍ଥିତଥିଲେ