Rourkela Municipal Corporation (@rourkelamc) 's Twitter Profile
Rourkela Municipal Corporation

@rourkelamc

Municipal Corporation, Rourkela

ID: 745522310128381956

linkhttp://www.rmc.nic.in calendar_today22-06-2016 07:42:24

4,4K Tweet

13,13K Takipçi

89 Takip Edilen

Rourkela Municipal Corporation (@rourkelamc) 's Twitter Profile Photo

'ସୁସ୍ଥ ନାରୀ ଓ ସଶକ୍ତ ପରିବାର' ଅଧୀନରେ ଆଜି ଆରଏମସି କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଆରଏମସି ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ୧୫୦ରୁ ଉର୍ଦ୍ଧ୍ୱ ମହିଳା ଅଧିକାରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। #SwasthNariSashaktParivar #SwasthNariSashaktParivarAbhiyan

'ସୁସ୍ଥ ନାରୀ ଓ ସଶକ୍ତ ପରିବାର' ଅଧୀନରେ ଆଜି ଆରଏମସି କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରର ଆୟୋଜନ କରାଯାଇଥିଲା। ଏଥିରେ ଆରଏମସି ସମେତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟର ୧୫୦ରୁ ଉର୍ଦ୍ଧ୍ୱ ମହିଳା ଅଧିକାରୀ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।
#SwasthNariSashaktParivar #SwasthNariSashaktParivarAbhiyan
Rourkela Municipal Corporation (@rourkelamc) 's Twitter Profile Photo

ଆଜି ରାଉରକେଲା ମହାନଗର ନିଗମ ଓ ସରକାରୀ ଶିଳ୍ପ ପ୍ରତିଷ୍ଠାନ, ରାଉରକେଲା ତରଫରୁ #railwaystation ନିକଟରେ #Swachhotsav ଅଭିଯାନରେ 'ସାମୁହିକ ସଫେଇ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ITI ର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଆରଏମସିର ସ୍ଵଚ୍ଛ କର୍ମୀ ଉକ୍ତ ସ୍ଥାନକୁ ସଫେଇ କରିଥିଲେ। #SwachhataHiSeva

ଆଜି ରାଉରକେଲା ମହାନଗର ନିଗମ ଓ ସରକାରୀ ଶିଳ୍ପ ପ୍ରତିଷ୍ଠାନ, ରାଉରକେଲା ତରଫରୁ #railwaystation ନିକଟରେ #Swachhotsav ଅଭିଯାନରେ  'ସାମୁହିକ ସଫେଇ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ITI ର ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଆରଏମସିର ସ୍ଵଚ୍ଛ କର୍ମୀ ଉକ୍ତ ସ୍ଥାନକୁ ସଫେଇ କରିଥିଲେ।
#SwachhataHiSeva
Rourkela Municipal Corporation (@rourkelamc) 's Twitter Profile Photo

Replacement of #pathway lights from RMC Chowk to Sarana Chowk has been carried out to #ensure better illumination and enhance #PublicSafety . #Lighting #Rourkela #RMC

Replacement of #pathway lights from RMC Chowk to Sarana Chowk has been carried out to #ensure better illumination and enhance #PublicSafety .
#Lighting #Rourkela #RMC
Rourkela Municipal Corporation (@rourkelamc) 's Twitter Profile Photo

Today, the #enforcement team visited Koelnagar, inspected the #Construction and demolition (C&D) waste, and imposed #penalties on the violators. The team also created awareness among the public about proper #waste disposal practices.

ଆଜି #Swachhotsav କାର୍ଯ୍ୟକ୍ରମ ଅଧୀନରେ ଉଦିତନଗର ଭୋଜନ ପରିସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆରଏମସିର ବରିଷ୍ଠ ଅଧିକାରୀ, କର୍ମଚାରୀ, ଏସଏଚଜି ମହିଳା ଓ ସ୍ଵଚ୍ଛ କର୍ମୀମାନେ ଭୋଜନ ପରିସର ସଫେଇ କରିବା ସହ ଦୋକାନୀମାନଙ୍କୁ ନିଜ ନିଜ ଦୋକାନ ପରିସରରେ ସ୍ଵଚ୍ଛତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ। #SHS2025

ଆଜି #Swachhotsav କାର୍ଯ୍ୟକ୍ରମ ଅଧୀନରେ ଉଦିତନଗର ଭୋଜନ ପରିସରରେ ସମୂହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା। ଆରଏମସିର ବରିଷ୍ଠ ଅଧିକାରୀ, କର୍ମଚାରୀ, ଏସଏଚଜି ମହିଳା  ଓ ସ୍ଵଚ୍ଛ କର୍ମୀମାନେ ଭୋଜନ ପରିସର ସଫେଇ କରିବା ସହ ଦୋକାନୀମାନଙ୍କୁ ନିଜ ନିଜ ଦୋକାନ ପରିସରରେ ସ୍ଵଚ୍ଛତା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ।
#SHS2025
Rourkela Municipal Corporation (@rourkelamc) 's Twitter Profile Photo

ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସାର୍ବଜନୀନ ସ୍ଥାନ ସଫେଇ କରିଥିଲେ। #SwachhataHiSeva ଅଭିଯାନରେ ଆରଏମସି ତରଫରୁ #Swachhotsav କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଥିପାଇଁ ବିବିଧ #Swachhata ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। #SwachhataHiSeva2025 #SHS2025

ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀମାନେ ସାର୍ବଜନୀନ ସ୍ଥାନ ସଫେଇ କରିଥିଲେ। #SwachhataHiSeva ଅଭିଯାନରେ ଆରଏମସି ତରଫରୁ #Swachhotsav କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏଥିପାଇଁ ବିବିଧ #Swachhata ଭିତ୍ତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି।
#SwachhataHiSeva2025 #SHS2025
Rourkela Municipal Corporation (@rourkelamc) 's Twitter Profile Photo

Inspection of all Domino's #Pizza outlets in Rourkela was #conducted. All documents were verified, and they were instructed to #maintain temperature calibration #records in their respective units. #Rourkela #RMC

Inspection of all Domino's #Pizza outlets in Rourkela was #conducted. All documents were verified, and they were instructed to #maintain temperature calibration #records in their respective units.
#Rourkela #RMC
Rourkela Municipal Corporation (@rourkelamc) 's Twitter Profile Photo

#Road repair work has been completed near the #Puja pandal in Chhend. Here are the before and after pictures of the #site. #Roadrepair #Rourkela #RMC

#Road repair work has been completed near the #Puja pandal in Chhend. Here are the before and after pictures of the #site.

#Roadrepair #Rourkela #RMC
Rourkela Municipal Corporation (@rourkelamc) 's Twitter Profile Photo

#SwachhataHiSeva ଅନ୍ତର୍ଗତ #Swachhotsav ଅଭିଯାନରେ ସହରର ବିଭିନ୍ନ ବିଦ୍ୟାଳୟରେ ସମୂହ ସଫେଇ କାର୍ଯ୍ୟକ୍ରମ ଅୟୋଜନ କରାଯାଉଛି। ଏଥିରେ ବିଦ୍ୟାଳୟ ପରିସର ସଫେଇ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ସ୍ଵଚ୍ଛତାର ମହତ୍ତ୍ୱ ବିଷୟରେ ଅବଗତ କରାଯାଉଛି। ଦୈନନ୍ଦିନ ଜୀବନଶୈଳୀରେ #Swachhata କୁ ଆପଣେଇବାକୁ ପରାମର୍ଶ ଦିଆଯାଉଛି। #SHS2025

#SwachhataHiSeva ଅନ୍ତର୍ଗତ #Swachhotsav ଅଭିଯାନରେ ସହରର ବିଭିନ୍ନ ବିଦ୍ୟାଳୟରେ ସମୂହ ସଫେଇ କାର୍ଯ୍ୟକ୍ରମ ଅୟୋଜନ କରାଯାଉଛି। ଏଥିରେ ବିଦ୍ୟାଳୟ ପରିସର ସଫେଇ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ସ୍ଵଚ୍ଛତାର ମହତ୍ତ୍ୱ ବିଷୟରେ ଅବଗତ କରାଯାଉଛି। ଦୈନନ୍ଦିନ ଜୀବନଶୈଳୀରେ #Swachhata କୁ ଆପଣେଇବାକୁ ପରାମର୍ଶ ଦିଆଯାଉଛି।
#SHS2025
Rourkela Municipal Corporation (@rourkelamc) 's Twitter Profile Photo

ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ବାଲୁଘାଟ ଠାରେ ଏକ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିବା ବେଳେ ଆଜି ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ଉକ୍ତ ସ୍ଥଳ ପରିଦର୍ଶନ କରି ବିସର୍ଜନ ପାଇଁ କରାଯାଇଥିବା ବ୍ୟାପକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। #DurgaPuja #Rourkela #RMC

ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ରାଉରକେଲା ମହାନଗର ନିଗମ ତରଫରୁ ବାଲୁଘାଟ ଠାରେ ଏକ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଥିବା ବେଳେ ଆଜି ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ଉକ୍ତ ସ୍ଥଳ ପରିଦର୍ଶନ କରି ବିସର୍ଜନ ପାଇଁ କରାଯାଇଥିବା ବ୍ୟାପକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।
#DurgaPuja #Rourkela #RMC
Rourkela Municipal Corporation (@rourkelamc) 's Twitter Profile Photo

Inspection of #food stalls at #puja pandals was conducted, during which approximately 20 kg of stale food was discarded. Stall owners were instructed to display their food license/registration and advised not to use synthetic colors in any food served, especially in ice golas.

ପବିତ୍ର 'ବିଜୟା ଦଶମୀ' ତଥା ଦଶହରା ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। #Dussehra #DurgaPuja #Dussehra2025 #ଦୁର୍ଗାପୂଜା #dussehrafestival #Rourkela

ପବିତ୍ର 'ବିଜୟା ଦଶମୀ' ତଥା ଦଶହରା ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
#Dussehra #DurgaPuja #Dussehra2025 #ଦୁର୍ଗାପୂଜା #dussehrafestival #Rourkela
Rourkela Municipal Corporation (@rourkelamc) 's Twitter Profile Photo

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା । #GandhiJayanti #gandhijayanti2025 #GandhiJayanthi #mahtmagandhi #rourkela

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ।
#GandhiJayanti #gandhijayanti2025 #GandhiJayanthi #mahtmagandhi #rourkela
Rourkela Municipal Corporation (@rourkelamc) 's Twitter Profile Photo

ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବାଲୁଘାଟ ଠାରେ ନିର୍ମିତ ଅସ୍ଥାୟୀ ପୋଖରୀ ଠାରେ ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। #IMMERSION #pond #DurgaPuja #DurgaPuja2025 #Rourkela

ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ ବାଲୁଘାଟ ଠାରେ ନିର୍ମିତ ଅସ୍ଥାୟୀ ପୋଖରୀ ଠାରେ ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
#IMMERSION #pond #DurgaPuja #DurgaPuja2025 #Rourkela
Rourkela Municipal Corporation (@rourkelamc) 's Twitter Profile Photo

ମେଲାଣି ନେଲେ ମା' ଦୁର୍ଗା। ରାଉରକେଲା ମହାନଗର ନିଗମ ତରଫରୁ ବାଲୁଘାଟରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ବିସର୍ଜନ କାର୍ଯ୍ୟ ପାଇଁ ହାଇଡ୍ରା ବ୍ୟବହାର କରାଯାଇଥିବା ବେଳେ ବିସର୍ଜନ ସ୍ଥଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। #RMC

ମେଲାଣି ନେଲେ ମା' ଦୁର୍ଗା। ରାଉରକେଲା ମହାନଗର ନିଗମ ତରଫରୁ ବାଲୁଘାଟରେ ତିଆରି କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ବିସର୍ଜନ କାର୍ଯ୍ୟ ପାଇଁ ହାଇଡ୍ରା ବ୍ୟବହାର କରାଯାଇଥିବା ବେଳେ ବିସର୍ଜନ ସ୍ଥଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
#RMC