Reaction bolt(@ReactionBo77935) 's Twitter Profileg
Reaction bolt

@ReactionBo77935

ID:1722898674651742208

calendar_today10-11-2023 08:47:40

251 Tweets

241 Followers

1,0K Following

Reaction bolt(@ReactionBo77935) 's Twitter Profile Photo

ଗୋଟେ ଗାଁର ଦାୟିତ୍ୱ ନେଇ କିଛି କରିପାରିଲନି, ଜିଲ୍ଲାକୁ କାହିଁ ଆବୁରିବସିଛ ଧରମା

account_circle
Reaction bolt(@ReactionBo77935) 's Twitter Profile Photo

-ଅକାଳକୁସୁମାଣ୍ଡ ଧରମା କିଛି ତକରିପାରିଲନି ଓଡ଼ିଶା ପାଇଁ, ଯାହା ନାଁର ବଦମାନ୍ କଲ

account_circle
Reaction bolt(@ReactionBo77935) 's Twitter Profile Photo

ତମ ଭଳି ବାଜେ ରାଜନେତା ଆମ ଓଡିଶା ବାସୀଙ୍କର ଦରକାର ନାହିଁ ତମ ଭଳି ରାଜନେତା ଙ୍କ ପାଇଁ ଆମ ରାଜ୍ୟ ଆଜି ଏତେ ଅସୁବିଧା ରେ ଥିଲା 😡😡😡

account_circle
Reaction bolt(@ReactionBo77935) 's Twitter Profile Photo

ଏ ପୋଡ଼ାମୁହାଁ ଧରମାକୁ ଯିଏ ବିଶ୍ୱାସ କରିବ ତାର ଆଉ ଗତି ନାହିଁ ଏ ଦୁନିଆରେ

ଧରମାର ସବୁ କଳାକାରନାମାର ଚିଠା ଜନାତାଙ୍କ ପାଖରେ, ଏଥର ଆଉ ନାହିଁ ସ୍ଥାନ

account_circle
Reaction bolt(@ReactionBo77935) 's Twitter Profile Photo

ଡାବୁଗାଁ ନିର୍ବାଚନମଣ୍ଡଳୀରେ ଚାଲୁଥିବା ବିକାଶ କାମର ହିସାବ ଦେଇ ସେ କହିଲେ ଯେ କୋଷାଗୁମୁଡା ଭାୟା ମୋଟିଗାଁ ଓ କୋଟାଗାଁ ଦେଇ ମଧ୍ୟପ୍ରଦେଶ ସୀମା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଉନ୍ନତିକରମ ପାଇଁ ୭୦ କୋଟି ଟଙ୍କା ମଞ୍ଜୁର ହୋଇଛି। ପାପଡାହାଣ୍ଡି- କୁଡିଗାଁ-କୋଷାଗୁମୁଡା ।

account_circle
Reaction bolt(@ReactionBo77935) 's Twitter Profile Photo

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଏ ବିଶାଳ ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଛି। ସେମାନେ ଆତ୍ମବିଶ୍ବାସ ହରେଇ ବସିଲେଣି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପଣଙ୍କ ସ୍ନେହ ଶ୍ରଦ୍ଧା ଦେଖି ବିରୋଧୀ ବାଚାଳ ହେଲେଣି।

account_circle
Reaction bolt(@ReactionBo77935) 's Twitter Profile Photo

ଏ ପୋଡ଼ାମୁହାଁ ଧରମାକୁ ଯିଏ ବିଶ୍ୱାସ କରିବ ତାର ଆଉ ଗତି ନାହିଁ ଏ ଦୁନିଆରେ

account_circle
Reaction bolt(@ReactionBo77935) 's Twitter Profile Photo

ଗଢି ଉଠିଛି ନୂଆ ଓଡ଼ିଶା, ପୂରଣ ହୋଇଛି ଲୋକଙ୍କ ସ୍ୱପ୍ନ, ନୂଆ ସୁବିଧା ପାଇ ଉତ୍ସାହିତ ସମସ୍ତେ

ପଟାଙ୍ଗୀ, ଲକ୍ଷ୍ମୀପୁରରେ ପାଣ୍ଡିଆନ ଆରମ୍ଭ କଲେ ଜୋରଦାର ପ୍ରଚାର

ପଟାଙ୍ଗୀ, ଲକ୍ଷ୍ମୀପୁରରେ ପାଣ୍ଡିଆନ ଆରମ୍ଭ କଲେ ଜୋରଦାର ପ୍ରଚାର #NaveenOdisha #Nuaodisha #BJD4Odisha #Vkpandian4Odisha
account_circle
Reaction bolt(@ReactionBo77935) 's Twitter Profile Photo

ଏ ପୋଡ଼ାମୁହାଁ ଧରମାକୁ ଯିଏ ବିଶ୍ୱାସ କରିବ ତାର ଆଉ ଗତି ନାହିଁ ଏ ଦୁନିଆରେ

account_circle
Reaction bolt(@ReactionBo77935) 's Twitter Profile Photo

ନିର୍ବାଚନୀ ଭିଡ ଭିତରେ ରକ୍ତଦାନ କଲେ ପ୍ରଣବ ପ୍ରକାଶ
ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ରୋହିତଙ୍କ ସମେତ ଅନେକ ବିଜେଡି ନେତା ଓ କର୍ମୀ କଲେ ରକ୍ତଦାନ

ନିର୍ବାଚନୀ ଭିଡ ଭିତରେ ରକ୍ତଦାନ କଲେ ପ୍ରଣବ ପ୍ରକାଶ ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ରୋହିତଙ୍କ ସମେତ ଅନେକ ବିଜେଡି ନେତା ଓ କର୍ମୀ କଲେ ରକ୍ତଦାନ #NaveenOdisha #Nuaodisha #BJD4Odisha
account_circle
Reaction bolt(@ReactionBo77935) 's Twitter Profile Photo

ଗଢି ଉଠିଛି ନୂଆ ଓଡ଼ିଶା, ପୂରଣ ହୋଇଛି ଲୋକଙ୍କ ସ୍ୱପ୍ନ, ନୂଆ ସୁବିଧା ପାଇ ଉତ୍ସାହିତ ସମସ୍ତେ

ଗଢି ଉଠିଛି ନୂଆ ଓଡ଼ିଶା, ପୂରଣ ହୋଇଛି ଲୋକଙ୍କ ସ୍ୱପ୍ନ, ନୂଆ ସୁବିଧା ପାଇ ଉତ୍ସାହିତ ସମସ୍ତେ #NaveenOdisha #Nuaodisha #BJD4Odisha #Vkpandian4Odisha
account_circle