RTO KEONJHAR (@rto_keonjhar) 's Twitter Profile
RTO KEONJHAR

@rto_keonjhar

OFFICIAL TWITTER HANDLE OF RTO KEONJHAR

ID: 756440142366113792

linkhttp://odishatransport.gov.in calendar_today22-07-2016 10:45:58

929 Tweet

2,2K Takipçi

51 Takip Edilen

RTO KEONJHAR (@rto_keonjhar) 's Twitter Profile Photo

DRSC meeting held today in the mini conference hall collectorate with the presence of stake holders. Various Road Safety related issues have been discussed.⁦State Transport Authority, Odisha

DRSC meeting held today in the mini conference hall collectorate with the presence of stake holders. Various Road Safety related issues have been discussed.⁦State Transport Authority, Odisha⁩
State Transport Authority, Odisha (@staodisha) 's Twitter Profile Photo

ବର୍ଷା ଦିନରେ ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ । ଗାଡ଼ି ଗାଡ଼ି ମଧ୍ୟରେ ସୁରକ୍ଷିତ ବ୍ୟବଧାନ ରଖନ୍ତୁ । #RoadSafetyOdisha

ବର୍ଷା ଦିନରେ ଗାଡ଼ି ଚଲାଇବା ବେଳେ ସତର୍କ ରୁହନ୍ତୁ । ଗାଡ଼ି ଗାଡ଼ି ମଧ୍ୟରେ  ସୁରକ୍ଷିତ ବ୍ୟବଧାନ ରଖନ୍ତୁ ।
#RoadSafetyOdisha
State Transport Authority, Odisha (@staodisha) 's Twitter Profile Photo

ଦେଶର ଭବିଷ୍ୟତଙ୍କୁ ବିପଦକୁ ଠେଲି ଦିଅନ୍ତୁ ନାହିଁ। ନାବାଳକ/ନାବାଳିକା ସନ୍ତାନଙ୍କୁ ମୋଟରଯାନ ଚଳାଇବାକୁ ସୁଯୋଗ ଦିଅନ୍ତୁ ନାହିଁ। ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତଙ୍କ ସହଯୋଗ କାମନା କରୁଛି ରାଜ୍ୟ ପରିବହନ ପ୍ରାଧିକରଣ #NoUnderageDriving #SafetyFirst #RoadSafetyOdisha #ResponsibleParenting MORTHINDIA ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport

ଦେଶର ଭବିଷ୍ୟତଙ୍କୁ ବିପଦକୁ ଠେଲି ଦିଅନ୍ତୁ ନାହିଁ। ନାବାଳକ/ନାବାଳିକା ସନ୍ତାନଙ୍କୁ ମୋଟରଯାନ ଚଳାଇବାକୁ ସୁଯୋଗ ଦିଅନ୍ତୁ ନାହିଁ। ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତଙ୍କ ସହଯୋଗ କାମନା କରୁଛି ରାଜ୍ୟ ପରିବହନ ପ୍ରାଧିକରଣ #NoUnderageDriving #SafetyFirst
#RoadSafetyOdisha #ResponsibleParenting MORTHINDIA ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
State Transport Authority, Odisha (@staodisha) 's Twitter Profile Photo

ଗାଡ଼ିର ବେଗ ବୃଦ୍ଧି କରିବା ବେଳେ ମନେ ରଖନ୍ତୁ କେହି ଆପଣଙ୍କ ଫେରିବାକୁ ଅପେକ୍ଷା କରିଛନ୍ତି । ଦ୍ରୁତଗତି ଆପଣଙ୍କ ପରିବାରକୁ ଅନାଥ କରିଦେଇପାରେ ! #RoadSafetyOdisha #SpeedKills #DriveWithCare #FamilyFirst MORTHRoadSafety

ଗାଡ଼ିର ବେଗ ବୃଦ୍ଧି କରିବା ବେଳେ ମନେ ରଖନ୍ତୁ କେହି ଆପଣଙ୍କ ଫେରିବାକୁ ଅପେକ୍ଷା କରିଛନ୍ତି ।
ଦ୍ରୁତଗତି ଆପଣଙ୍କ ପରିବାରକୁ ଅନାଥ କରିଦେଇପାରେ !
#RoadSafetyOdisha
#SpeedKills #DriveWithCare #FamilyFirst MORTHRoadSafety
State Transport Authority, Odisha (@staodisha) 's Twitter Profile Photo

ମଦ ପିଇ ଗାଡ଼ି ଚଳାଇବା ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ ! ଏହାସହ ମୋଟର ଯାନ ଆଇନ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ । ନିଶାସକ୍ତ ହୋଇ ଗାଡ଼ି ଚାଳନା କଲେ ୬ ମାସ ଯାଏଁ ଜେଲ୍, ୧୦ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡବିଧାନ ହୋଇଥାଏ । ପୁନରାବୃତ୍ତି ହେଲେ ଦୁଇ ବର୍ଷ ଯାଏଁ ଜେଲ୍, ୧୫ ହଜାର ଜରିମାନା କିମ୍ବା ଉଭୟ ଦଣ୍ଡ ବ୍ୟବସ୍ଥା ରହିଛି।

ମଦ ପିଇ ଗାଡ଼ି ଚଳାଇବା ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ !
ଏହାସହ ମୋଟର ଯାନ ଆଇନ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ । ନିଶାସକ୍ତ ହୋଇ ଗାଡ଼ି ଚାଳନା କଲେ ୬ ମାସ ଯାଏଁ ଜେଲ୍, ୧୦ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡବିଧାନ ହୋଇଥାଏ ।
ପୁନରାବୃତ୍ତି ହେଲେ ଦୁଇ ବର୍ଷ ଯାଏଁ ଜେଲ୍, ୧୫ ହଜାର ଜରିମାନା କିମ୍ବା ଉଭୟ ଦଣ୍ଡ ବ୍ୟବସ୍ଥା ରହିଛି।
State Transport Authority, Odisha (@staodisha) 's Twitter Profile Photo

ଦୁର୍ଘଟଣା ଅଚାନକ ଘଟିଯାଏ ! ତେଣୁ ଗାଡ଼ି ଚଲାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରି ମୃତ୍ୟୁକୁ ଡାକନ୍ତୁ ନାହିଁ । Accidents happen suddenly! Avoid using mobile phone while driving. #NoPhoneWhileDriving #DriveWithoutDistractions #SafetyFirstOnTheRoad #RoadSafetyOdisha

ଦୁର୍ଘଟଣା ଅଚାନକ ଘଟିଯାଏ !
ତେଣୁ ଗାଡ଼ି ଚଲାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କରି ମୃତ୍ୟୁକୁ ଡାକନ୍ତୁ ନାହିଁ ।
Accidents happen suddenly!
Avoid using mobile phone while driving.
#NoPhoneWhileDriving
#DriveWithoutDistractions
#SafetyFirstOnTheRoad
#RoadSafetyOdisha
State Transport Authority, Odisha (@staodisha) 's Twitter Profile Photo

ଗାଡ଼ିର ବେଗ ବଢ଼ାଇବା ବେଳେ ମନେରଖନ୍ତୁ, ଆପଣ ନିଜର ଗନ୍ତବ୍ୟ ପଥ ନୁହେଁ ବରଂ ମୃତ୍ୟୁ ଦିଗରେ ଯାତ୍ରା କରୁଛନ୍ତି । ତେଣୁ ନିଜ ପରିବାର କଥା ମନେପକାଇ ଗତି କମ୍ ରଖନ୍ତୁ । When you increase your speed, you reduce your chances of returning safely. Slow down, stay safe. #ଦ୍ରୁତଗତିମହାବିପତ୍ତି #RoadSafetyOdisha

ଗାଡ଼ିର ବେଗ ବଢ଼ାଇବା ବେଳେ ମନେରଖନ୍ତୁ, ଆପଣ ନିଜର ଗନ୍ତବ୍ୟ ପଥ ନୁହେଁ ବରଂ ମୃତ୍ୟୁ ଦିଗରେ ଯାତ୍ରା କରୁଛନ୍ତି । ତେଣୁ ନିଜ ପରିବାର କଥା ମନେପକାଇ ଗତି କମ୍ ରଖନ୍ତୁ ।
When you increase your speed, you reduce your chances of returning safely.
Slow down, stay safe.
#ଦ୍ରୁତଗତିମହାବିପତ୍ତି
#RoadSafetyOdisha
State Transport Authority, Odisha (@staodisha) 's Twitter Profile Photo

#ସୁରକ୍ଷାର_ବନ୍ଧନ ରାକ୍ଷୀର ପବିତ୍ର ଅବସରରେ ଆପଣଙ୍କ ସୁରକ୍ଷା ଓ ସୁରକ୍ଷିତ ଯାତ୍ରାର କାମନା କରୁଛି ରାଜ୍ୟ ପରିବହନ ପ୍ରାଧିକରଣ #RoadSafetyOdisha #rakshabandhanspecial

#ସୁରକ୍ଷାର_ବନ୍ଧନ
ରାକ୍ଷୀର ପବିତ୍ର ଅବସରରେ ଆପଣଙ୍କ ସୁରକ୍ଷା ଓ ସୁରକ୍ଷିତ ଯାତ୍ରାର କାମନା କରୁଛି ରାଜ୍ୟ ପରିବହନ ପ୍ରାଧିକରଣ
#RoadSafetyOdisha
#rakshabandhanspecial
State Transport Authority, Odisha (@staodisha) 's Twitter Profile Photo

ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର: ଲୁହ କାହିଁକି ଏହି ମୁହାଁମୁହିଁ ଦୁର୍ଘଟଣା ଘଟିଲା, କ'ଣ କରିଥିଲେ ବୁଦ୍ଧିଆ ବଞ୍ଚି ଯାଇଥା'ନ୍ତା? ଦେଖନ୍ତୁ ଓ ସେ ଦିଗରେ ଯତ୍ନବାନ ହୁଅନ୍ତୁ । #HeadOnCollisions are a serious concern. Obey road safety rules and ensure safer roads for everyone. #RoadSafetyFilm #Odisha

District Administration,Keonjhar (@distadmkeonjhar) 's Twitter Profile Photo

କେନ୍ଦୁଝର ସହରର ରାଙ୍କି ଠାରେ ଅତ୍ୟାଧୁନିକ 'ସ୍ୱୟଂଚାଳିତ ଗାଡ଼ିଚାଳନା ପରୀକ୍ଷଣ କେନ୍ଦ୍ର' ଖୋଲାଯାଇଛି। ଏଠାରେ ଏଆଇ କ୍ୟାମେରା ଏବଂ ଆରଏଫ୍ଆଇ ଡିଭାଇସ୍ ସାହାଯ୍ୟରେ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ ନୂତନ ଗାଡ଼ିଚାଳକଙ୍କ କୌଶଳ ପରୀକ୍ଷଣ ହୋଇପାରୁଛି। ଏହି ଜ୍ଞାନକୌଶଳ ଯୋଗୁଁ କମ୍ ସମୟ ଓ ମାନବସମ୍ବଳରେ ଅଧିକ ସଂଖ୍ୟକ ପରୀକ୍ଷଣ ହୋଇପାରୁଛି।

State Transport Authority, Odisha (@staodisha) 's Twitter Profile Photo

ସରକାର ଓ ଜନସାଧାରଣଙ୍କ ସାମୂହିକ ପ୍ରୟାସରେ ସଡ଼କ ଦୁର୍ଘଟଣା ହ୍ରାସ କରାଯାଇପାରିବ। ନିଜ ଗାଁକୁ ଦୁର୍ଘଟଣାମୁକ୍ତ କରିବାକୁ ମୁରବିଙ୍କଠୁ ନେଇ ଯୁବକମାନେ ସଂକଳ୍ପ ନେବାକୁ ହେବ । ଏ ସମ୍ପର୍କରେ ଆଜି 'ପ୍ରମେୟ' ସଂପାଦକୀୟ ପୃଷ୍ଠାରେ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତିଙ୍କ ଆଲେଖ୍ୟ । #ArticleOnRoadSafety

ସରକାର ଓ ଜନସାଧାରଣଙ୍କ ସାମୂହିକ ପ୍ରୟାସରେ ସଡ଼କ ଦୁର୍ଘଟଣା ହ୍ରାସ କରାଯାଇପାରିବ। ନିଜ ଗାଁକୁ ଦୁର୍ଘଟଣାମୁକ୍ତ କରିବାକୁ ମୁରବିଙ୍କଠୁ ନେଇ ଯୁବକମାନେ ସଂକଳ୍ପ ନେବାକୁ ହେବ । ଏ ସମ୍ପର୍କରେ ଆଜି 'ପ୍ରମେୟ' ସଂପାଦକୀୟ ପୃଷ୍ଠାରେ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତିଙ୍କ ଆଲେଖ୍ୟ ।
#ArticleOnRoadSafety
State Transport Authority, Odisha (@staodisha) 's Twitter Profile Photo

ଛାତ୍ରଛାତ୍ରୀଙ୍କ ପରିବହନ ସୁରକ୍ଷା ପ୍ରତି ଅବହେଳା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ରାଜ୍ୟ ପରିବହନ ପ୍ରାଧିକରଣ। ରାଜ୍ୟରେ ଜାରି ରହିଛି ସ୍କୁଲ୍ ଗାଡ଼ି ଯାଞ୍ଚ ଅଭିଯାନ। ମୋଟର ଯାନ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗକୁ ଏହି ଅଭିଯାନ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି। #Enforcement #Odisha

ଛାତ୍ରଛାତ୍ରୀଙ୍କ ପରିବହନ ସୁରକ୍ଷା ପ୍ରତି ଅବହେଳା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ରାଜ୍ୟ ପରିବହନ ପ୍ରାଧିକରଣ। ରାଜ୍ୟରେ ଜାରି ରହିଛି ସ୍କୁଲ୍ ଗାଡ଼ି ଯାଞ୍ଚ ଅଭିଯାନ। ମୋଟର ଯାନ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି। ଆଗକୁ ଏହି ଅଭିଯାନ ଆହୁରି ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି।
#Enforcement #Odisha
State Transport Authority, Odisha (@staodisha) 's Twitter Profile Photo

ହିଟ୍ ଆଣ୍ଡ ରନ୍ ମୋଟରଯାନ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଯୋଜନା, ୨୦୨୨ ଅନୁଯାୟୀ କୌଣସି ଅଜ୍ଞାତ ମୋଟରଯାନ ଧକ୍କାରେ ମୃତ୍ୟୁ କିମ୍ବା ଗୁରୁତର ହେଲେ ସରକାର ସହାୟତା ରାଶି ପ୍ରଦାନ କରିଥା'ନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତରଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଏ । #HitAndRunCompensation #GovernmentSupport

ହିଟ୍ ଆଣ୍ଡ ରନ୍ ମୋଟରଯାନ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ଯୋଜନା, ୨୦୨୨ ଅନୁଯାୟୀ କୌଣସି ଅଜ୍ଞାତ ମୋଟରଯାନ ଧକ୍କାରେ ମୃତ୍ୟୁ କିମ୍ବା ଗୁରୁତର ହେଲେ ସରକାର ସହାୟତା ରାଶି ପ୍ରଦାନ କରିଥା'ନ୍ତି ।  ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତରଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଏ ।
#HitAndRunCompensation
#GovernmentSupport
State Transport Authority, Odisha (@staodisha) 's Twitter Profile Photo

ମଦ୍ୟପାନ କରି ଗାଡ଼ି ଚଲାଇବା ଦୁର୍ଘଟଣାର ପ୍ରମୁଖ କାରଣ । ଏହା ଆପଣଙ୍କ ଓ ଅନ୍ୟମାନଙ୍କ ମୃତ୍ୟୁର କାରଣ ସାଜିପାରେ । ମଦ୍ୟପାନ କରି କେବେ ବି ଗାଡ଼ି ଚଲାନ୍ତୁ ନାହିଁ । #DrunkDrivingCostsLives #DriveDryArriveAlive #ResponsibilityOnWheels #SafeDrivingStartsWithYou #RoadSafetyOdisha #RoafSafetyShortFilm

State Transport Authority, Odisha (@staodisha) 's Twitter Profile Photo

ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବାକୁ ଜୋରଦାର ହୋଇଛି ଏନଫୋର୍ସମେଣ୍ଟ । ସ୍ଵତନ୍ତ୍ର ଟିମ୍ ଗଠନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । #RoadSafetyOdisha #ZeroToleranceForDrunkDriving ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport I & PR Department, Odisha

ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବାକୁ ଜୋରଦାର ହୋଇଛି ଏନଫୋର୍ସମେଣ୍ଟ । ସ୍ଵତନ୍ତ୍ର ଟିମ୍ ଗଠନ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।
#RoadSafetyOdisha
#ZeroToleranceForDrunkDriving
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
I & PR Department, Odisha