RTO KEONJHAR
@rto_keonjhar
OFFICIAL TWITTER HANDLE OF RTO KEONJHAR
ID: 756440142366113792
http://odishatransport.gov.in 22-07-2016 10:45:58
1,1K Tweet
3,3K Takipçi
51 Takip Edilen
HUGE CONGRATULATIONS to our fearless champions🇮🇳 #WomenInBlue #WomensWorldCup2025 BCCI Women
ରାଷ୍ଟ୍ରୀୟ ଏକତା ଦିବସ ତଥା ଭାରତର ଏକତା ଓ ଅଖଣ୍ଡତାର ସୂତ୍ରଧର, ମହାନ୍ ସ୍ଵାଧୀନତା ସଂଗ୍ରାମୀ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। #RashtriyaEktaDiwas #SardarPatel150 Ekta Diwas Bharat
ବକେୟା ଇ-ଚାଲାଣର ରିହାତି ଯୋଜନାରେ ୨୪ଟି ଧାରା ସାମିଲ ଅଛି। ସେଗୁଡ଼ିକ ସମ୍ପର୍କରେ ଭିଡିଓରେ ସୂଚନା ରହିଛି। ବକେୟା ଚାଲାଣ ପୈଠ ପାଇଁ- echallan.parivahan.gov.in (ସାଇବର ଠକାମୀର ଶିକାର ନ ହେବାକୁ ଅନ୍ୟ କୌଣସି ୱେବସାଇଟ କିମ୍ବା Apk ଫାଇଲ୍ ରେ କ୍ଲିକ୍ କରନ୍ତୁ ନାହିଁ) #OTS #EChallan #Odisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ନଚଳାଇଲେ ଜୀବନ ରେସ୍ ରେ ହାରିଯିବେ । ଟ୍ରାଫିକ୍ ନିୟମକୁ ବୋଝ ଭାବନ୍ତୁ ନାହିଁ, ଏହା ସୁରକ୍ଷିତ ଜୀବନ ପାଇ ଏକ ଢାଲ। ସଚେତନ ଗାଡ଼ି ଚାଳକ ଭାବେ ସଂକଳ୍ପ ନିଅନ୍ତୁ ସଡ଼କରେ ଆପଣଙ୍କ ଭୁଲ୍ ପାଇଁ ଯେମିତି ଆଉ କାହାର ଜୀବନ ଚାଲି ନଯାଉ। #RulesSaveLives #RoadSafety #STAOdisha ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport
Fire Safety Training Program was conducted at Keonjhar Bus Stand in the presence of all members of the Bus Owners Association of Keonjhar district and OSRTC, Keonjhar. State Transport Authority, Odisha District Administration,Keonjhar
ଜିଲ୍ଲାପାଳଙ୍କ ନେତୃତ୍ୱରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧୀକ୍ଷକ ଓ ବିଭାଗୀୟ ଅଧିକାରୀମାନେ ଲୋକଙ୍କ ସମସ୍ୟାର ଶୁଣାଣି କରିବା ସହ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ। CMO Odisha I & PR Department, Odisha Law Department H & UD Dept EducationOdisha Department of WCD, Government of Odisha Ga&Pg_Dept