Odisha Pulse (@pulseodisha) 's Twitter Profile
Odisha Pulse

@pulseodisha

ID: 1682338454691254272

calendar_today21-07-2023 10:35:25

532 Tweet

292 Followers

10 Following

Odisha Pulse (@pulseodisha) 's Twitter Profile Photo

କିଏ ସେହି ପୂର୍ବ ସରକାରର ଦୁଇ ମନ୍ତ୍ରୀ ? କାହା ଆଡ଼କୁ ଇଙ୍ଗିତ କଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ? ଚିଟଫଣ୍ଡ ଦୁର୍ନୀତିରେ ସମ୍ପୃକ୍ତ ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ପ୍ରମାଣ ଦେବେ କି ପ୍ରଭାତ ବିଶ୍ଵାଳ ? youtu.be/mbw1_PkfxPE

ବିଜେଡିରେ ସକ୍ରିୟ ଅଛନ୍ତି କି ପାଣ୍ଡିଆନ? କାହିଁକି ଏପରି ବାର୍ତ୍ତା ଦିଆ ଯାଇଛି ପାଣ୍ଡିଆନଙ୍କ ଖାସ୍ ଦରବାରୀଙ୍କ ଦ୍ଵାରା ? youtu.be/khrGxlQNs5I

ଭାରତ ସହ କାହିଁକି ଏବେ ପାକିସ୍ତାନ ଆଲୋଚନା କରିବା ପାଇଁ ଚାହୁଁଛି ? ପାକିସ୍ଥାନର ମନୋଭାବ ବଦଳିବା ପଛରେ କ'ଣ କାରଣ ରହିଛି ? youtu.be/1Yw6OQ0HODk

ଓଡ଼ିଶାର ସରକାରଙ୍କୁ ଏବେ ବର୍ଷେ ପୂରିବ... ବିରୋଧୀ ଦଳ ଭାବେ ବିଜେଡିକୁ ମଧ୍ୟ ବର୍ଷେ ହେବ... ଉଭୟ ସରକାରୀ ଦଳ ଏବଂ ବିରୋଧୀ ଦଳ ଲୋକଙ୍କ ପାଖରେ ବର୍ଷକର ସଠିକ୍ ହିସାବ ଦେବେ ତ ? youtu.be/BcNiF65g8hU

କେମିତି ରାଜ୍ୟକୁ ବିଦେଶୀ ପୁଞ୍ଜି ଆସିବ? କିପରି କମ୍ ସମୟରେ ଅଧିକ ଶିଳ୍ପ ସ୍ଥାପନ ହୋଇ ପାରିବ? ଆନ୍ଧ୍ର ପ୍ରଦେଶ ଠାରୁ ଓଡ଼ିଶା ଶିଖିବ କେବେ ? youtu.be/9tjL-cn6tXU

୨୦୨୪ ମସିହା ଜୁନ୍ ୪ ତାରିଖକୁ ଭୁଲି ହେବ କି ? କେଉଁ ଘଟଣା ଏବଂ କେଉଁ ବ୍ୟକ୍ତିବିଶେଷ ମାନେ ଓଡ଼ିଆଙ୍କ ମନ ପରିବର୍ତ୍ତନର ପ୍ରମୁଖ ବାହକ ସାଜିଥିଲେ ? youtu.be/gFmddERsjxY

ଏବେଠାରୁ ପଶ୍ଚିମବଙ୍ଗ ରାଜନୀତି ସରଗରମ ହେବା ଭଳି ଲାଗୁଛି କି ? କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ଘନଘନ ଗସ୍ତର କାରଣ କ'ଣ ? ପଶ୍ଚିମବଙ୍ଗ ଦଖଲ ପାଇଁ ବିଜେପିର ଉଦ୍ୟମ ନୁହେଁ ତ ? youtu.be/Ndxgff35ExI

ପାଣି ପାଇଁ ହାହାକାର ପରିସ୍ଥିତି ପାକିସ୍ତାନରେ... ବିବ୍ରତ ହୋଇ ପଡ଼ିଛି ପାକିସ୍ତାନ ସରକାର... ଭାରତକୁ ଲେଖି ସାରିଲାଣି ୪ଟି ଚିଠି... youtu.be/MmY9_9S_UGA

ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ନେଇ ବଢୁଛି ଚର୍ଚ୍ଚା... ୧୫ରୁ ଅଧିକ ଦେଶ ଭାରତ ଠାରୁ ଆମଦାନୀ ପାଇଁ ଆଗ୍ରହୀ... youtu.be/LfEig9mwMQA

ପୂର୍ବ ବିଜେଡି ସରକାରଙ୍କ ବିକାଶର ପ୍ରୟୋଗଶାଳା ଥିଲା କଳାହାଣ୍ଡି... ଯେଉଁଠାରେ ନୂଆକରି ଚାକିରୀରେ ଯୋଗ ଦେବା ପରେ ଆଇଏଏସ ଅଧିକାରୀ ଲାଞ୍ଚ ମାଗନ୍ତି ୨୦ ଲକ୍ଷ ଟଙ୍କା ଓ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ନ୍ତି... youtu.be/IQKou9Q3wzg

ଗରିବ ସଂଖ୍ୟାରେ ଭାରତ ଓ ପାକିସ୍ତାନ କିଏ କେଉଁଠି? କେଉଁଠି ଗରିବଙ୍କ ସଂଖ୍ୟା ବଢୁଛି ଆଉ କେଉଁଠି ଗରିବଙ୍କ ସଂଖ୍ୟା କମୁଛି ? କ'ଣ କହୁଛି World Bank ରିପୋର୍ଟ... youtu.be/Lm7DcH3ymOQ

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୩ୟ ପାଳିର ୧ମ ବର୍ଷ ରହିଲା କିପରି ? ସରକାରଙ୍କ ନିଷ୍ପତ୍ତି ଏବଂ ମୋଦିଙ୍କ ନେତୃତ୍ୱ କିଭଳି ଭାବେ ପ୍ରଭାବିତ କରିଛି ଭାରତର ରାଜନୀତିକୁ ? youtu.be/cXQAH7Cy_SU

କେମିତି ରହିଲା ବିଜେପି ନେତୃତ୍ଵାଧୀନ ଓଡ଼ିଶା ସରକାରଙ୍କ ପ୍ରଥମ ବର୍ଷ... ଜଣାଶୁଣା ସ୍ତମ୍ଭକାର ନଟବର ଖୁଣ୍ଟିଆଙ୍କ ଦୃଷ୍ଟିରେ... youtu.be/o3oyUj7Xsxk

୩୦ ସେକେଣ୍ଡରେ ଏମିତି କ'ଣ ହେଲା ? କାହିଁକି ବିମାନ ଜଳିଗଲା? ଏନେଇ ଅନେଗୁଡ଼ିଏ କାରଣ ଥାଇପାରେ ବୋଲି କହିଲେ ବିଶେଷଜ୍ଞ... youtu.be/ikQtPb30Gss

ଭାରତର କେଉଁ ରାଜ୍ଯ ଗୁଡ଼ିକରେ ଅଧିକ ବିଦେଶୀ ପୁଞ୍ଜି ନିବେଶର ଅଧିକ ସୁଯୋଗ ସୃଷ୍ଟି ହୋଇଛି ? ନିଜ ରାଜ୍ୟକୁ ପୁଞ୍ଜି ଆଣିବାରେ କେଉଁ ମୁଖ୍ୟମନ୍ତ୍ରୀ ମାନେ ଆଗରେ ଅଛନ୍ତି? youtu.be/xhZRyCY1wk8

ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ଲିଖିତ ବହି ଏବେ ଚର୍ଚ୍ଚାରେ... ନବୀନ ପଟ୍ଟନାୟକଙ୍କ ସମେତ ବହୁ ରାଜନେତାଙ୍କ ବାବଦରେ ରହିଛି ରୋଚକ ତଥ୍ଯ... youtu.be/pOQ0zEKcZlg

କାହିଁକି ତେଲେଙ୍ଗାନାର ଆଇଏଏସ ଅଫିସର ପାମେଲା ଶତପଥୀ ଏବେ ଚର୍ଚ୍ଚାରେ? ତାଙ୍କର କେଉଁ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା ? youtu.be/mNhQpINWP4E

ଜି -୭ ବୈଠକ ପରେ ମୋଦୀ ଓ ଟ୍ରମ୍ପ୍ ଆଲୋଚନା... ଧରା ପଡ଼ିଗଲା କଂଗ୍ରେସର ମିଛ କ୍ୟାମ୍ପେନ୍... youtu.be/YOnozpMxbDU

ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ... ରାଜ୍ୟବାସୀଙ୍କ ମନରେ ବଢୁଛି ଆଶା... youtu.be/knADlBxj_3I

ଓଡ଼ିଶା ରାଜନୀତିରେ ଆଜି ଥିଲା ବ୍ୟସ୍ତବହୁଳ ଦିନଟିଏ... ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ, ରାଜ୍ଯ ବିଜେପି ସରକାରଙ୍କ ବର୍ଷପୂର୍ତ୍ତୀ ଉତ୍ସବ... ତା ସାଙ୍ଗକୁ ବିରୋଧୀ ଦଳ ନେତାଙ୍କ ଅସୁସ୍ଥତା ଖବର ଓ ଚିକିତ୍ସା ପାଇଁ ଯିବା ଘଟଣାକୁ ନେଇ ବିଜେଡିର ମେଗା ଇଭେଣ୍ଟ... youtu.be/DloA_XkfEMM