Prithiviraj Harichandan (@prithivirajbjp) 's Twitter Profile
Prithiviraj Harichandan

@prithivirajbjp

Cabinet Minister Of Law, Works & Excise Government of Odisha।। MLA ,Chilika Assembly Constituency ।।Ex President Utkal University Students Union.

ID: 2415616788

linkhttps://www.facebook.com/prithiviraj.harichandan?mibextid=kFxxJD calendar_today28-03-2014 08:47:46

6,6K Tweet

14,14K Followers

771 Following

Amit Shah (@amitshah) 's Twitter Profile Photo

देश में राजनीतिक भ्रष्टाचार के विरुद्ध मोदी सरकार की प्रतिबद्धता और जनता के आक्रोश को देख कर आज मैंने संसद में लोकसभा अध्यक्ष जी की सहमति से संवैधानिक संशोधन बिल पेश किया, जिससे महत्त्वपूर्ण संवैधानिक पद, जैसे प्रधानमंत्री, मुख्यमंत्री, केंद्र और राज्य सरकार के मंत्री जेल में

Amit Shah (@amitshah) 's Twitter Profile Photo

एक ओर प्रधानमंत्री श्री Narendra Modi जी ने अपने आप को कानून के दायरे में लाने का संविधान संशोधन पेश किया है और दूसरी ओर कानून के दायरे से बाहर रहने, जेल से सरकारें चलाने और कुर्सी का मोह न छोड़ने के लिए काँग्रेस के नेतृत्व में पूरे विपक्ष ने इसका विरोध किया है। देश को वह समय भी

Amit Shah (@amitshah) 's Twitter Profile Photo

आज सदन में काँग्रेस के एक नेता ने मेरे बारे में व्यक्तिगत टिप्पणी भी की, कि जब काँग्रेस ने मुझे पूरी तरह से फर्जी केस में फँसाया और गिरफ़्तार कराया, तब मैंने इस्तीफा नहीं दिया। मैं काँग्रेस को याद दिलाना चाहता हूँ कि मैंने अरेस्ट होने से पहले ही इस्तीफा दे दिया था और बेल पर बाहर

Prithiviraj Harichandan (@prithivirajbjp) 's Twitter Profile Photo

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି। ଗତକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ₹୮,୩୦୭.୭୪ କୋଟି ବ୍ୟୟରେ ଓଡ଼ିଶାରେ ୧୧୦.୮୭୫ କିଲୋମିଟର ଦୈର୍ଘ୍ୟର ୬-ଲେନ୍ ବିଶିଷ୍ଟ କ୍ୟାପିଟଲ୍ ରିଜିଅନ୍ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାଇପାସ୍) ନିର୍ମାଣ ପାଇଁ ଅନୁମୋଦନ ଲାଭ କରିଛି। ଏହି

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ ଓଡ଼ିଶାକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି। ଗତକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ₹୮,୩୦୭.୭୪ କୋଟି ବ୍ୟୟରେ ଓଡ଼ିଶାରେ ୧୧୦.୮୭୫ କିଲୋମିଟର ଦୈର୍ଘ୍ୟର ୬-ଲେନ୍ ବିଶିଷ୍ଟ କ୍ୟାପିଟଲ୍ ରିଜିଅନ୍ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାଇପାସ୍) ନିର୍ମାଣ ପାଇଁ  ଅନୁମୋଦନ ଲାଭ କରିଛି।

ଏହି
Prithiviraj Harichandan (@prithivirajbjp) 's Twitter Profile Photo

ଆଜି ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନ ଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟା ଓ ଅଭିଯୋଗ ଗୁଡ଼ିକ ଶୁଣିଲି। ଲୋକଙ୍କ ସରକାର ଲୋକଙ୍କ ସମସ୍ଯାର ତ୍ଵରିତ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ। ଅଭିଯୋଗକାରୀଙ୍କ ସମସ୍ଯାର ସମାଧାନ ଏବଂ ଉଚିତ ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ଏହା ଉପରେ

ଆଜି ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନ ଠାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟା ଓ ଅଭିଯୋଗ ଗୁଡ଼ିକ ଶୁଣିଲି। 

ଲୋକଙ୍କ ସରକାର ଲୋକଙ୍କ ସମସ୍ଯାର ତ୍ଵରିତ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ। ଅଭିଯୋଗକାରୀଙ୍କ ସମସ୍ଯାର ସମାଧାନ ଏବଂ ଉଚିତ ନ୍ୟାୟ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ସହ ଏହା ଉପରେ
Prithiviraj Harichandan (@prithivirajbjp) 's Twitter Profile Photo

ଚଳିତ ବର୍ଷ ନିଟ୍ ପିଜି - ୨୦୨୫ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଟକର ଡାକ୍ତର ପୋଷନ ମହାପାତ୍ରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ତାଙ୍କର ଏହି ସଫଳତା ପାଇଁ ରାଜ୍ୟ ଆଜି ଗର୍ବ ଅନୁଭବ କରୁଛି। ମହାପ୍ରଭୁଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ମଙ୍ଗଳମୟ ଜୀବନ କାମନା କରୁଛି।

ଚଳିତ ବର୍ଷ ନିଟ୍ ପିଜି - ୨୦୨୫ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଟକର ଡାକ୍ତର ପୋଷନ ମହାପାତ୍ରଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ତାଙ୍କର ଏହି ସଫଳତା ପାଇଁ ରାଜ୍ୟ ଆଜି ଗର୍ବ ଅନୁଭବ କରୁଛି। ମହାପ୍ରଭୁଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଏବଂ ମଙ୍ଗଳମୟ ଜୀବନ କାମନା କରୁଛି।
Prithiviraj Harichandan (@prithivirajbjp) 's Twitter Profile Photo

ଗତକାଲି ଲୋକସେବା ଭବନ ସ୍ଥିତ ମୋ କାର୍ଯ୍ୟାଳୟ ଠାରେ ନର୍ଲା ବିକାଶ ମଞ୍ଚ ସଭାପତି ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ପ୍ରଦୀପ କୁମାର ନାଏକ, ନର୍ଲା ବିକାଶ ମଞ୍ଚ ସମ୍ପାଦକ ତଥା ସର୍ଗିଗୁଡ଼ା ସମିତିସଭ୍ୟ ଶ୍ରୀ ଚିରଞ୍ଜିବୀ ଗୈାଡ଼ିଆ, ନର୍ଲା ବାର ଆସୋସିଏସନ୍ ର କୋଷାଧ୍ୟକ୍ଷ ଆଇନଜୀବୀ ଶ୍ରୀ ଦୋଳେଶ୍ବର ସାହୁ ଓ ବରିଷ୍ଠ ନାଗରିକ ଶ୍ରୀ ନନ୍ଦ

ପୁରୀ ଠାରେ ୩ଲକ୍ଷ ବର୍ଗ ଫୁଟ ପରିମିତ ଅଞ୍ଚଳରେ ଶ୍ରୀ ଜଗନ୍ନାଥ ମ୍ୟୁଜିୟମ୍ ଓ ବ୍ୟାଖ୍ୟାନ କେନ୍ଦ୍ର କରିବା ପାଇଁ ସ୍ଥିର କରାଯାଇଛି, ଯେଉଁଥିରେ କି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି, ରୀତିନୀତି ଓ ପର୍ବପର୍ବାଣୀ ଆଦି ପ୍ରଦର୍ଶିତ କରାଯିବ, ଯଦ୍ବାରାକି ଭକ୍ତମାନେ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମ୍ପର୍କରେ ସମ୍ପୂର୍ଣ୍ଣ ରୂପେ

Prithiviraj Harichandan (@prithivirajbjp) 's Twitter Profile Photo

ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ସାକ୍ଷାତକରି ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ। ସେମାନଙ୍କର ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରିବା ପାଇଁ

ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ସାକ୍ଷାତକରି ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ।

ସେମାନଙ୍କର ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରିବା ପାଇଁ
Prithiviraj Harichandan (@prithivirajbjp) 's Twitter Profile Photo

ଓଡ଼ିଶା ଉଚ୍ଚନ୍ୟାୟାଳୟର ଅତିରିକ୍ତ ସରକାରୀ ଆଇନଜୀବୀ ବିମ୍ବିସାର ଦାଶଙ୍କ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପୂଣ୍ୟାତ୍ମାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି‌‌। ଏଭଳି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ

ଓଡ଼ିଶା ଉଚ୍ଚନ୍ୟାୟାଳୟର ଅତିରିକ୍ତ ସରକାରୀ ଆଇନଜୀବୀ ବିମ୍ବିସାର ଦାଶଙ୍କ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ପୂଣ୍ୟାତ୍ମାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି‌‌।

ଏଭଳି ଦୁଃଖଦ ସମୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହାସ
Prithiviraj Harichandan (@prithivirajbjp) 's Twitter Profile Photo

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା, ରାଜସ୍ଥାନର ପୂର୍ବତନ ରାଜ୍ୟପାଳ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବାବୁଜୀ କଲ୍ୟାଣ ସିଂଙ୍କ ପୁଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି।

ଆଜି ' ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ' ଅବସରରେ ପୂଜ୍ୟ ବୟୋଜ୍ୟେଷ୍ଠ ମାନଙ୍କୁ ପ୍ରଣାମ ଜଣାଇବା ସହ ସେମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । #WorldSeniorCitizensDay

ଆଜି ' ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ' ଅବସରରେ ପୂଜ୍ୟ ବୟୋଜ୍ୟେଷ୍ଠ ମାନଙ୍କୁ ପ୍ରଣାମ ଜଣାଇବା ସହ ସେମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛି । 

#WorldSeniorCitizensDay
Prithiviraj Harichandan (@prithivirajbjp) 's Twitter Profile Photo

ମହାପ୍ରଭୁଙ୍କ ମହାପ୍ରସାଦକୁ ସମ୍ପୂର୍ଣ୍ଣ ଶୁଦ୍ଧ ଗାଈ ଘିଅରେ କରାଯାଉଛି ଏବଂ ମହାପ୍ରଭୁଙ୍କ କୋଠ ଭୋଗକୁ ଅର୍ଗାନିକ୍ ଚାଉଳରେ ପ୍ରସ୍ତୁତ ପାଇଁ ଯୋଜନା ଚାଲିଛି। #PuriShreeMandir #JayJagannath #raisingodisha

Prithiviraj Harichandan (@prithivirajbjp) 's Twitter Profile Photo

ଅନ୍ନ ଯଜ୍ଞର ମଣ୍ତପ ଠାରେ ଗରିବ ଲୋକମାନଙ୍କ ପାଇଁ ମାଗଣାରେ ମହାପ୍ରସାଦ ପାଇବା ପାଇଁ ବ୍ୟବସ୍ଥା କରାଯାଉଛି। #purishreemandir #JayJagannath #raisingodisha #FreeMahaprasad #PuriJagannathTemple

Prithiviraj Harichandan (@prithivirajbjp) 's Twitter Profile Photo

ସାକାର ହେବାକୁ ଯାଉଛି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବୋଦୟ ବିକାଶର ସ୍ବପ୍ନ । ୮୩୦୮ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ନିର୍ମାଣ ହେବ ରିଙ୍ଗ ରୋଡ୍‌। ଏହି ପ୍ରକଳ୍ପ ଯୋଗୁ ଖୋର୍ଦ୍ଧା, ଭୁବନେଶ୍ୱର ଓ କଟକ ସହରର ଭିଡ଼ ଏବଂ ଟ୍ରାଫିକ ସମସ୍ୟା କମିବା ସହ ଭାରୀଯାନ ଚଳାଚଳ ମଧ୍ୟ ହ୍ରାସ ପାଇବ ।

ଗତକାଲି ଲୋକସେବା ଭବନ ସ୍ଥିତ ମୋ କାର୍ଯ୍ୟାଳୟ ଠାରେ ଅବକାରୀ ବିଭାଗର‌ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ବିଷୟରେ ଆଲୋଚ଼ନା କରିଥିଲି। ଉକ୍ତ ବୈଠକରେ ଅବକାରୀ ବିଭାଗର‌ ବର୍ତ୍ତମାନ ରାଜସ୍ବ ଆଦାୟର ସ୍ଥିତି, ନିୟମିତ ଚ଼ଢାଉର ସ୍ଥିତି ବିଷୟରେ ଆଲୋଚ଼ନା କରିବା ସହ ଆଗାମୀ ଦିନରେ ନିୟମିତ ଚ଼ଢାଉକୁ ଆହୁରି ତୀବ୍ର କରି ଗଳିକନ୍ଦିରେ

ଗତକାଲି ଲୋକସେବା ଭବନ ସ୍ଥିତ ମୋ କାର୍ଯ୍ୟାଳୟ ଠାରେ ଅବକାରୀ ବିଭାଗର‌ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ବିଭିନ୍ନ ବିଷୟରେ ଆଲୋଚ଼ନା କରିଥିଲି।

ଉକ୍ତ ବୈଠକରେ ଅବକାରୀ ବିଭାଗର‌ ବର୍ତ୍ତମାନ ରାଜସ୍ବ ଆଦାୟର ସ୍ଥିତି, ନିୟମିତ ଚ଼ଢାଉର ସ୍ଥିତି ବିଷୟରେ ଆଲୋଚ଼ନା କରିବା ସହ ଆଗାମୀ ଦିନରେ ନିୟମିତ ଚ଼ଢାଉକୁ ଆହୁରି ତୀବ୍ର କରି ଗଳିକନ୍ଦିରେ
Prithiviraj Harichandan (@prithivirajbjp) 's Twitter Profile Photo

ଦୈନିକ ଖବର କାଗଜ ପ୍ରମେୟରେ ମାନ୍ୟବର କେନ୍ଦ୍ର ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ Arjun Ram Meghwal ଜୀଙ୍କ ପ୍ରକାଶିତ ସ୍ଵତନ୍ତ୍ର ଆଲେଖ୍ୟ “ସିନ୍ଧୁ ଆହ୍ବାନ: ସାର୍ବଭୌମତ୍ୱର ପୁନଃ ଦାବି , ଗୌରବର ପୁନଃ ସଂସ୍ଥାପନ”।

ଦୈନିକ ଖବର କାଗଜ ପ୍ରମେୟରେ ମାନ୍ୟବର କେନ୍ଦ୍ର ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ <a href="/arjunrammeghwal/">Arjun Ram Meghwal</a> ଜୀଙ୍କ ପ୍ରକାଶିତ ସ୍ଵତନ୍ତ୍ର ଆଲେଖ୍ୟ “ସିନ୍ଧୁ ଆହ୍ବାନ: ସାର୍ବଭୌମତ୍ୱର ପୁନଃ ଦାବି , ଗୌରବର ପୁନଃ ସଂସ୍ଥାପନ”।
Prithiviraj Harichandan (@prithivirajbjp) 's Twitter Profile Photo

ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟିକା ଶ୍ରୀମତୀ Sofia Firdous ଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମା' କଟକଚଣ୍ଡୀ ଆପଣଙ୍କୁ ସୁଖୀ, ନିରୋଗ ଓ ଦୀର୍ଘାୟୁ କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରନ୍ତୁ।

ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟିକା ଶ୍ରୀମତୀ <a href="/sofiafirdous1/">Sofia Firdous</a> ଙ୍କୁ ଜନ୍ମଦିନ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି।  ମା' କଟକଚଣ୍ଡୀ ଆପଣଙ୍କୁ ସୁଖୀ, ନିରୋଗ ଓ ଦୀର୍ଘାୟୁ କରିବା ସହ ଜନସେବା ପାଇଁ ଅସୀମ ଶକ୍ତି ପ୍ରଦାନ କରନ୍ତୁ।