
ପାରଳା ଯୁବ ସଂଘ
@paralayouthclub
ID: 1272523001389596673
https://fb.com/paralayouthclub 15-06-2020 13:35:42
118 Tweet
110 Takipçi
108 Takip Edilen

ପବିତ୍ର #ମହାଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା । #ମହାଶିବରାତ୍ରି #mahasivaratri #Paralakhemundi #Gajapati #Odisha ପାରଳା ଯୁବ ସଂଘ #ପାରଳା_ଯୁବ_ସଂଘ


ପବିତ୍ର ଦୋଳ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ। #होलिका_दहन #ଦୋଳପୂର୍ଣ୍ଣିମା #ଦୋଳପୂର୍ଣ୍ଣମୀ #ଦୋଳ ପାରଳା ଯୁବ ସଂଘ #ପାରଳ_ଯୁବ_ସଂଘ


ରଙ୍ଗର ପର୍ବ ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । #ହୋଲି #होली #holi #Paralakhemundi #Gajapati #Odisha ପାରଳା ଯୁବ ସଂଘ #ପାରଳା_ଯୁବ_ସଂଘ




ଆମ ମାନନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi ପାରଳାଖେମୁଣ୍ଡି ବିଷୟରେ ତ ଜାଣିଥିବେ। ସ୍ଵତନ୍ତ୍ର ଓଡ଼ିଶା ଗଠନର ମୂଳଦୁଆ ପଡ଼ିଥିବା ମାଟି ଆଜି ପୁରା ଅଣ ଓଡିଆଙ୍କ ହାତ ମୁଠାରେ ଓ ଦୁର୍ନତୀଗ୍ରସ୍ତ ଅଛି। ନିମ୍ନ ଲିଖିତ ଅସୁବିଧା ଗୁଡ଼ିକ ସହର ବାସୀ ପ୍ରତିଦିନ ସମ୍ମୁଖୀନ ହେଉଛନ୍ତି....


Request to Ashwini Vaishnaw Ministry of Railways that let this replica goes to Chennai & the original one should be brought back to Paralakhemundi as it will not make any difference for chennai.But for People of odisha it is a matter of great sentiment. Dharmendra Pradhan President of India


Demanding justice, the ପାରଳା ଯୁବ ସଂଘ of Paralakhemundi organized a peaceful candle march to protest the brutal and heinous incident against the lady trainee doctor in Kolkata. #justiceformoumitadebnath #justiceformoumita #Gajapati #paralakhemundi #ପାରଳା_ଯୁବ_ସଂଘ



ବାଷ୍ପଚାଳିତ 'ସ୍ଟିମ୍' ଠାରୁ ଶକ୍ତି ପର୍ଯ୍ୟନ୍ତ ! ପାରଳାଖେମୁଣ୍ଡି ଲାଇଟ୍ ରେଳୱେ 125 ବର୍ଷ ପୂର୍ଣ୍ଣ କରୁଛି। ୧୮୯୯ ରୁ ପ୍ରାରମ୍ଭ ହୋଇଥିବା ଏହି ଲାଇଟ୍ ରେଳୱେର ଐତିହାସିକ ଯାତ୍ରାରେ ରେଳୱେ ସଂସ୍କୃତି, ଅବଧି ଓ ଶକ୍ତିକୁ ପ୍ରତିବିମ୍ବିତ କରି ଗର୍ବ ଅନୁଭବ କରିବା । #PLR125Years #ECoRupdate #Railwayheritage Ministry of Railways



Following the echoes of history , in a journey through eras , one track at a time , carving the legacy of travel, etched in steel and stone ; Parlakhemundi Light Railways marks 125 years of its foundation. Ministry of Railways


Parlakhemundi Light Railway (PLR),Odisha’s first narrow-gauge railway,was established by Maharaja Goura Chandra Gajapati and later expanded by Maharaja Krushna Chandra Gajapati. Celebrating 125 years of history!🚂#Heritage #RailwayHeritage #IndianRailways DRMWALTAIR @Gajapati (𑀩𑀺𑀱𑁆𑀡𑀼 𑀫𑁄𑀳𑀦 𑀅𑀥𑀺𑀓𑀸𑀭𑀻)


On #133rdBirthAnniversary of Maharaja Sri Krushna Chandra Gajapati Narayan Dev, ପାରଳା ଯୁବ ସଂଘ pays a heartfelt tribute to his visionary legacy. The Hero Who Built Odisha — Not to Be Forgotten. #MadhusudanDas #GopabanduDas #BijuPatnaik #MKCG #SCB #ICAR_NRRI #UtkalUniversity