Odisha Vocational Trainers' Association (@odishavts) 's Twitter Profile
Odisha Vocational Trainers' Association

@odishavts

Vocational Trainers' Association, Odisha

ID: 1493107805896986625

calendar_today14-02-2022 06:20:48

514 Tweet

1,1K Followers

36 Following

Odisha Vocational Trainers' Association (@odishavts) 's Twitter Profile Photo

CMO Odisha OSEPA Odisha Vigilance ଭୀଟିପି ଙ୍କ ଏଜେଣ୍ଟ ପୁର୍ବତନ ଦାୟିତ୍ୱ ରେ ଥିବା ପ୍ଲାନିଂ କୋର୍ଡିନେଟର ଅଶୋକ ପଟ୍ଟନାୟକ ଲାଇବ୍ରେରୀ ରେ ରହି ଅମରେଶ ବାବୁଙ୍କ ଜରିଆରେ ପ୍ରୋଜେକ୍ଟ କୁ ଧ୍ୱଂସ କରିବା କୁ ଶପଥ ନେଇଛନ୍ତି କୋଟି କୋଟି ଟଙ୍କା ହଡପ ରେ ମୁଖ୍ୟ ଅଭିଯୁକ୍ତ ଏଠି କଣ ଅଛି କେହି ଯିବା କୁ ପ୍ରସ୍ତୁତ ନୁହେଁ???

Sk BelaluddinAhmd (@belaluddin79) 's Twitter Profile Photo

Odisha Vocational Trainers' Association CMO Odisha OSEPA Odisha Vigilance ମାତ୍ର 42 ହଜାର ଦରମା, ଚାକିରୀ ବି ରେଗୁଲାର ନାହିଁ. ତଥାପି outsourcing VT ଙ୍କ ଦୁଃଖ ବୁଝି ପାରୁ ନାହାନ୍ତି. ଅଶୋକ ପଟନାୟକ ବାବୁ ଓ ତାଙ୍କ ପରିବାର ସଦସ୍ୟ ଙ୍କ ସମ୍ପତି ଯାଞ୍ଚ ହେଉ. ଭିଜିଲାନ୍ସ ତଦନ୍ତ ହେଉ Vocational Wing ବ୍ୟବହାର କରୁଥିବା Computer Hard ଡିସ୍କ ସାକ୍ଷୀ Message କିଏ ଓ କାହିଁକି delete କଲେ

Odisha Vocational Trainers' Association (@odishavts) 's Twitter Profile Photo

Odisha Voc Edu needs your kind intervention,sir.We the vocational trainers are requesting for a job security, policy and a good salary from the last 8 years. The officials terminated our colleagues. Please save vocational Education in Odisha sir. #saveodishavt #removeVTP_saveVT

Sk BelaluddinAhmd (@belaluddin79) 's Twitter Profile Photo

Odisha Vocational Trainers' Association CMO Odisha EducationOdisha OSEPA OSEPA ର କାହା ବଳ ରେ ବଳିୟାନ outsourcing agency? ସ୍ୱାଧୀନ ଭାରତ ରେ କମ୍ପାନୀ ରାଜ ଆଉ କେତେଦିନ? କଳ୍ପନା ହାଁସଦା ମାଡାମ ଦେଖନ୍ତୁ ଆପଣଙ୍କ କମ୍ପାନୀ ମାନେ ଆଇନ କୁ କିପରି ଦଳି ମକଚି ଦେଉଛନ୍ତି

Sk BelaluddinAhmd (@belaluddin79) 's Twitter Profile Photo

Odisha Vocational Trainers' Association CMO Odisha EducationOdisha OSEPA Ananya Das Outsourcing agency /VTPs ଙ୍କ ଦ୍ୱାରା Vocational ଶିକ୍ଷା ର ମାନ କମୁଛି ଏଇ ଶିକ୍ଷା ବେପାରୀ ମାନେ ବିଭିନ୍ନ ଅନୈତିକ କାମ କରିବାକୁ ପ୍ରଶିକ୍ଷକ ଙ୍କୁ ବାଧ୍ୟ କରୁଛନ୍ତି ଆଉ ନକଲେ ଛଟେଇ Vocational wing OSEPA ର ଅଫିସର କମ୍ପାନୀ ର ଏଜେଣ୍ଟ ହୋଇଛନ୍ତି #SaveVocationalEducation #SaveOdishaVTs #RemoveVTPs

Odisha Vocational Trainers' Association (@odishavts) 's Twitter Profile Photo

Dear CMO Odisha Mohan Charan Majhi sir this is for your kind notice, a Director from a Company which has recruited VTs in schools tried to threatened our VTs during our peaceful protest. He along with a officer from osepa punched our president inside police station. Odisha Police

Odisha Vocational Trainers' Association (@odishavts) 's Twitter Profile Photo

OSEPA ର ଭୋକେଶନାଲ ବିଭାଗ ରେ ଅବସ୍ଥିତ ଥିବା କଳ୍ପନା ହାଁସଦା ଓ ଅମରେଶ ମହାପାତ୍ର ବିଗତ 5 ବର୍ଷ ହେଲା VTP ସଂସ୍ଥା ର ଏଜେଣ୍ଟ ସାଜି 2120 VT ଙ୍କ ଅସୁବିଧାକୁ ଅଣଦେଖା କରି VTP ର ସ୍ବାର୍ଥ ସାଧନ ରେ ଲାଗିଛନ୍ତି। ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ। EducationOdisha Nityananda Gond OSEPA Ananya Das

Sk BelaluddinAhmd (@belaluddin79) 's Twitter Profile Photo

Odisha Vocational Trainers' Association EducationOdisha Nityananda Gond OSEPA Ananya Das ନିଜ ବଦଳି କୁ ବାତିଲ କରି ଦୀର୍ଘ 4/5 ବର୍ଷ ହେଲା ଗାଦି ମାଡି ବସିବାର କାରଣ କଣ? ଓଡିଶା ଜନ ସାଧାରଣ ଙ୍କ ପଇସା ରୁ ଦରମା କିନ୍ତୁ ଓଡ଼ିଆ VT ଙ୍କୁ ହତାଦର ଓ VTP ଙ୍କୁ ଅହେତୁକ ଅନୁକମ୍ପା

Odisha Vocational Trainers' Association EducationOdisha Nityananda Gond OSEPA Ananya Das ନିଜ ବଦଳି କୁ ବାତିଲ କରି ଦୀର୍ଘ 4/5 ବର୍ଷ ହେଲା ଗାଦି ମାଡି ବସିବାର କାରଣ କଣ?
ଓଡିଶା ଜନ ସାଧାରଣ ଙ୍କ ପଇସା ରୁ ଦରମା କିନ୍ତୁ ଓଡ଼ିଆ VT ଙ୍କୁ ହତାଦର ଓ VTP ଙ୍କୁ ଅହେତୁକ ଅନୁକମ୍ପା