Odisha Reporter (@odishareporter) 's Twitter Profile
Odisha Reporter

@odishareporter

ସମସ୍ତ ଓଡ଼ିଆଙ୍କ ପାଖରେ ଅତି ସହଜରେ ଓଡ଼ିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡ଼ିଶା ରିପୋର୍ଟର’ ।

ID: 526544215

linkhttp://odishareporter.in calendar_today16-03-2012 16:11:56

237,237K Tweet

146,146K Followers

310 Following

Odisha Reporter (@odishareporter) 's Twitter Profile Photo

* AICC ଏସ୍‌ସି ବିଭାଗ ପରାମର୍ଶଦାତା ପରିଷଦରେ ଭକ୍ତ ଦାସ * ୪୧ ଜଣିଆ ପରାମର୍ଶଦାତା ପରିଷଦରେ ପିସିସି ସଭାପତି ଭକ୍ତ ଦାସ ସାମିଲ * #AICC ସଭାପତିଙ୍କ ଅନୁମୋଦନ କ୍ରମେ ପରିଷଦ ଗଠିତ #Odisha #Congress

* AICC ଏସ୍‌ସି ବିଭାଗ ପରାମର୍ଶଦାତା ପରିଷଦରେ ଭକ୍ତ ଦାସ
* ୪୧ ଜଣିଆ ପରାମର୍ଶଦାତା ପରିଷଦରେ ପିସିସି ସଭାପତି ଭକ୍ତ ଦାସ ସାମିଲ
* #AICC ସଭାପତିଙ୍କ ଅନୁମୋଦନ କ୍ରମେ ପରିଷଦ ଗଠିତ #Odisha #Congress
Odisha Reporter (@odishareporter) 's Twitter Profile Photo

ପ୍ରକୃତିର ତାଣ୍ଡବ: ବାଦଲ ଫାଟିଲା, ପାଣି ମାଡ଼ି ଆସିଲା, ଭୂସ୍ଖଳନ ପରେ ବୈଷ୍ଣୋ ଦେବୀ ଯାତ୍ରା ବନ୍ଦ #jammufloods odishareporter.in/national/4-dea…

Odisha Reporter (@odishareporter) 's Twitter Profile Photo

ଉଭୟ ବିଧାୟିକା ଓ ମେୟର ପରସ୍ପରକୁ ତୀବ୍ର ସମାଲୋଚନା କରିଛନ୍ତି। #Odisha #CMC #Congress #BJD odishareporter.in/politics/sofia…

Odisha Reporter (@odishareporter) 's Twitter Profile Photo

ଜଜ୍ ହେବେ ୧୪ ଆଇନଜୀବୀ! ତାଲିକାରେ ପ୍ରଧାନ ବିଚାରପତିଙ୍କ ପୁତୁରା #CJI odishareporter.in/national/cji-s…

Odisha Reporter (@odishareporter) 's Twitter Profile Photo

* ବଣାଇ: ସାପ କାମୁଡ଼ାରେ ଭାଇଭଉଣୀ ମୃତ * ଚାନ୍ଦିପୋଷ ଥାନା ଅନ୍ତର୍ଗତ ଝିରିପାଣି ଗ୍ରାମରେ ଅଘଟଣ * ସୋମବାର ରାତିରେ ଉଭୟ ସାପ କାମୁଡାର ଶିକାର ହୋଇଥିଲେ * RGH ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର #Odisha

Odisha Reporter (@odishareporter) 's Twitter Profile Photo

ତୋରଣ ଓ ଶବ୍ଦ ପଦୂଷଣକୂ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ। #Odisha odishareporter.in/miscellaneous/…

Odisha Reporter (@odishareporter) 's Twitter Profile Photo

* ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ନିଯୁକ୍ତ * ନିଯୁକ୍ତି ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ #Odisha #BJD

* ଈପସିତା ସାହୁ ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ନିଯୁକ୍ତ
* ନିଯୁକ୍ତି ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ #Odisha #BJD
Odisha Reporter (@odishareporter) 's Twitter Profile Photo

* ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳ (BYJD) ସଭାପତି ନିଯୁକ୍ତ * ନିଯୁକ୍ତି ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ #Odisha #BJD

* ଚିନ୍ମୟ ସାହୁ ବିଜୁ ଯୁବ ଜନତା ଦଳ (BYJD) ସଭାପତି ନିଯୁକ୍ତ
* ନିଯୁକ୍ତି ପ୍ରଦାନ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ #Odisha #BJD
Odisha Reporter (@odishareporter) 's Twitter Profile Photo

ରାତିରେ ଶୋଇଥିବା ବେଳେ କାମୁଡ଼ି ଦେଲା ସାପ। #Odisha odishareporter.in/accident/broth…

Odisha Reporter (@odishareporter) 's Twitter Profile Photo

ଉଭୟ ଯୁବ ଓ ଛାତ୍ର ସଂଗଠନରେ ୪ ଜଣ ଲେଖାଏଙ୍କୁ ସାଧାରଣ ସମ୍ପାଦକ ନିଯୁକ୍ତ କରିଛନ୍ତି ନବୀନ। #Odisha #BJD odishareporter.in/politics/chinm…

Odisha Reporter (@odishareporter) 's Twitter Profile Photo

* ନୂଆଖାଇ ପରଦିନ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର * ୨୯ ତାରିଖରେ ରାଜ୍ୟର ସବୁ ସ୍କୁଲ ବନ୍ଦ ନେଇ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି #Odisha

Odisha Reporter (@odishareporter) 's Twitter Profile Photo

* #OTET ପ୍ରଶ୍ନପତ୍ର ଲିକ୍‌ ମାମଲା,୨ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ * ଉପସଭାପତି ନିହାର ମହାନ୍ତି ଏବଂ ଅଜୟ ସାହୁଙ୍କ ଜାମିନ ଆବେଦନ ଖାରଜ * ଜାମିନ ଆବେଦନ ଖାରଜ କଲେ କଟକ ଏଡିଜେ- ୩ କୋର୍ଟ #Odisha

* #OTET ପ୍ରଶ୍ନପତ୍ର ଲିକ୍‌ ମାମଲା,୨ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ
* ଉପସଭାପତି ନିହାର ମହାନ୍ତି ଏବଂ ଅଜୟ ସାହୁଙ୍କ ଜାମିନ ଆବେଦନ ଖାରଜ
* ଜାମିନ ଆବେଦନ ଖାରଜ କଲେ କଟକ ଏଡିଜେ- ୩ କୋର୍ଟ #Odisha
Odisha Reporter (@odishareporter) 's Twitter Profile Photo

ବୈଷ୍ଣୋ ଦେବୀ ଯାତ୍ରା ସମୟରେ ପ୍ରବଳ ବର୍ଷା ଓ ଭୂସ୍ଖଳନ: ୫ ମୃତ, ୧୪ ଆହତ #FlashFlood odishareporter.in/national/5-kil…

Odisha Reporter (@odishareporter) 's Twitter Profile Photo

ଅଭିଯୋଗର ୮ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ପୁଲିସ୍‌। #Odisha odishareporter.in/crime/attempt-…

Odisha Reporter (@odishareporter) 's Twitter Profile Photo

ବିଜେଡିର କୋର ଟିମଙ୍କ ସହ ସାମାନ୍ୟତମ ବିଚାରବିମର୍ଶ ନକରି ଦଳର ଯୁବ ଓ ଛାତ୍ର ସଂଗଠନର ସଭାପତିଙ୍କ ନାଁ ଆଜି ଘୋଷଣା ହୋଇଛି । #Odisha odishareporter.in/politics/pandi…

Odisha Reporter (@odishareporter) 's Twitter Profile Photo

ରାଜ୍ୟରେ ନାଗରିକକେନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲାଗି ‘ଆମ ଶାସନ’ ନାମକ ଏକ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶୁଭାରମ୍ଭ କରିଛନ୍ତି । #Odisha odishareporter.in/politics/aama-…

Odisha Reporter (@odishareporter) 's Twitter Profile Photo

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ପ୍ରଭୁ ବିଘ୍ନହର୍ତ୍ତାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ । #OdishaReporter #ganeshchaturthi #Ganeshpuja #wish #Odisha

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ପ୍ରଭୁ ବିଘ୍ନହର୍ତ୍ତାଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିମୟ ହେଉ । 
#OdishaReporter #ganeshchaturthi #Ganeshpuja #wish #Odisha
Odisha Reporter (@odishareporter) 's Twitter Profile Photo

ବୈଷ୍ଣୋ ଦେବୀ ଯାତ୍ରା ରାସ୍ତାରେ ଭୂସ୍ଖଳନ: ଗଲାଣି ୩୩ ଜୀବନ, ବିପଦ ସଙ୍କେତ ଡେଇଁଲା ଝେଲମ #JammuAndKashmir #FlashFlood odishareporter.in/national/33-de…