Odisha Basi ( ଓଡ଼ିଶାବାସୀ )(@OdishaBasii) 's Twitter Profileg
Odisha Basi ( ଓଡ଼ିଶାବାସୀ )

@OdishaBasii

join our Odisha Basi ( ଓଡ଼ିଶାବାସୀ ) facebook Group - https://t.co/lO2XSdNieN

ID:346489864

linkhttps://www.facebook.com/OdishaBasii/ calendar_today01-08-2011 10:33:21

1,7K Tweets

703 Followers

0 Following

Odisha Basi ( ଓଡ଼ିଶାବାସୀ )(@OdishaBasii) 's Twitter Profile Photo

ତାମିଲ ବର୍ଣ୍ଣମାଳା ନା କଣ ଆଉ କେତେ ଅପମାନ ସହିଵେ ଆମ ଓଡିଆଜାତି ଏବେବି ଯଦି ଚୁପ ରହିବା ତାହେଲେ ଛାଡ....

ତାମିଲ ବର୍ଣ୍ଣମାଳା ନା କଣ ଆଉ କେତେ ଅପମାନ ସହିଵେ ଆମ ଓଡିଆଜାତି ଏବେବି ଯଦି ଚୁପ ରହିବା ତାହେଲେ ଛାଡ....
account_circle
Odisha Basi ( ଓଡ଼ିଶାବାସୀ )(@OdishaBasii) 's Twitter Profile Photo

ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହେଲା ମୁଆଁ ଭୋଗ।

🙏

ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହେଲା ମୁଆଁ ଭୋଗ। #ଜୟଜଗନ୍ନାଥ🙏
account_circle
Odisha Basi ( ଓଡ଼ିଶାବାସୀ )(@OdishaBasii) 's Twitter Profile Photo

ପବିତ୍ର ମାଣବସା ଗୁରୁବାର ତୃତୀୟ ପାଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

ପବିତ୍ର ମାଣବସା ଗୁରୁବାର ତୃତୀୟ ପାଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । #ManabasaGurubar
account_circle
Odisha Basi ( ଓଡ଼ିଶାବାସୀ )(@OdishaBasii) 's Twitter Profile Photo

ଆଜି ପବିତ୍ର ମାର୍ଗଶୀର ଆମାବାସ୍ୟା ତଥା ଦେଵ ଦୀପାବଳି ର ଦ୍ୱିତୀୟ ଦିନ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ପିତୃପୁରୁଷ ରାଜା ଦଶରଥ ମାତା କୌଶଲ୍ୟା, ମାତା କୈକେଇ ଓ ମାତା ସୁମିତ୍ରାଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରିବା ସହ ଶ୍ରାଦ୍ଧ ଅର୍ପଣ କରିଛନ୍ତି।

ଆଜି ପବିତ୍ର ମାର୍ଗଶୀର ଆମାବାସ୍ୟା ତଥା ଦେଵ ଦୀପାବଳି ର ଦ୍ୱିତୀୟ ଦିନ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ପିତୃପୁରୁଷ ରାଜା ଦଶରଥ ମାତା କୌଶଲ୍ୟା, ମାତା କୈକେଇ ଓ ମାତା ସୁମିତ୍ରାଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରିବା ସହ ଶ୍ରାଦ୍ଧ ଅର୍ପଣ କରିଛନ୍ତି। #ଦେବଦୀପାବଳୀ
account_circle
Odisha Basi ( ଓଡ଼ିଶାବାସୀ )(@OdishaBasii) 's Twitter Profile Photo

ନୂଆ ଭାରତର ‘ଅଖଣ୍ଡ’ ପ୍ରତିଜ୍ଞା । ଭାରତ ସମ୍ବିଧାନରେ ଚାଲିବ ଜାମ୍ମୁ-କାଶ୍ମୀର ।

ନୂଆ ଭାରତର ‘ଅଖଣ୍ଡ’ ପ୍ରତିଜ୍ଞା । ଭାରତ ସମ୍ବିଧାନରେ ଚାଲିବ ଜାମ୍ମୁ-କାଶ୍ମୀର । #NayaJammuKashmir
account_circle
Odisha Basi ( ଓଡ଼ିଶାବାସୀ )(@OdishaBasii) 's Twitter Profile Photo

ପୁଣିଥରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଜିଲେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ।

ପୁଣିଥରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଜିଲେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା । #NarendraModi
account_circle
Odisha Basi ( ଓଡ଼ିଶାବାସୀ )(@OdishaBasii) 's Twitter Profile Photo

ଆସ କିଏ ଖାଇବ 😍

ଜାମୁ କୋଳି ସାଧାରଣତଃ ସମସ୍ତଙ୍କର ବେଶ୍ ପସନ୍ଦ। ପାଟିକୁ ଯେମିତି ସୁଆଦିଆ ଲାଗେ ଶରୀର ପାଇଁ ବି ସେତିକି ସ୍ୱାସ୍ଥ୍ୟକର।

ଆସ କିଏ ଖାଇବ #ଜାମୁକୋଳି 😍 ଜାମୁ କୋଳି ସାଧାରଣତଃ ସମସ୍ତଙ୍କର ବେଶ୍ ପସନ୍ଦ। ପାଟିକୁ ଯେମିତି ସୁଆଦିଆ ଲାଗେ ଶରୀର ପାଇଁ ବି ସେତିକି ସ୍ୱାସ୍ଥ୍ୟକର। #photooftheday
account_circle
Odisha Basi ( ଓଡ଼ିଶାବାସୀ )(@OdishaBasii) 's Twitter Profile Photo

ଯେତେ ବଡ଼ ପଦ ପଦବୀ ହେଉ ପଛେ ନିଜ ସଂସ୍କୃତି ଧର୍ମ ସବୁବେଳେ ମହାନ୍ ବୋଲି ମହାମହିମ ରାଷ୍ଟ୍ରପତି ଆଜି ସନ୍ଦେଶ ଦେଇଛନ୍ତି।ଭାରତର ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଶା ମାଟିର ଝିଅ ମା କଟକ ଚଣ୍ଡୀଙ୍କ ଦର୍ଶନ କରି ଦେଶର ମଙ୍ଗଳ ନିମନ୍ତେ ଦୀପ ଦାନ କରିଛନ୍ତି।

ଯେତେ ବଡ଼ ପଦ ପଦବୀ ହେଉ ପଛେ ନିଜ ସଂସ୍କୃତି ଧର୍ମ ସବୁବେଳେ ମହାନ୍ ବୋଲି ମହାମହିମ ରାଷ୍ଟ୍ରପତି ଆଜି ସନ୍ଦେଶ ଦେଇଛନ୍ତି।ଭାରତର ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଶା ମାଟିର ଝିଅ ମା କଟକ ଚଣ୍ଡୀଙ୍କ ଦର୍ଶନ କରି ଦେଶର ମଙ୍ଗଳ ନିମନ୍ତେ ଦୀପ ଦାନ କରିଛନ୍ତି। #DroupadiMurmu #PresidentOfIndia
account_circle