Nivedita Pattnaik (@nivedita_odisha) 's Twitter Profile
Nivedita Pattnaik

@nivedita_odisha

Home maker,Food Blogger. It's all about Indian Food (Mostly self prepared homemade Odisha Food) & Photography!!!!

ID: 917065778939052033

linkhttps://www.facebook.com/NiveditaPattnaikOfficial/ calendar_today08-10-2017 16:34:54

7,7K Tweet

9,9K Takipçi

3,3K Takip Edilen

Nivedita Pattnaik (@nivedita_odisha) 's Twitter Profile Photo

ସାଧାରଣ ନିର୍ବାଚନ ୨୦୨୪,ଗଣତନ୍ତ୍ରକୁ ସୁଦୃଢ଼ କରିବା ଦିଗରେ ପ୍ରତିଟି ଭୋଟ୍ ଅତ୍ୟନ୍ତ ମୂଲ୍ୟବାନ। ଏହା ଆପଣଙ୍କ ଅଧିକାର। ଆସନ୍ତୁ ଗଣତନ୍ତ୍ରର ମହାପର୍ବରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ମତଦାନ କରିବା ସହ ଏ ଦିଗରେ ସମସ୍ତଙ୍କୁ ଉତ୍ସାହିତ କରିବା।🙏 #NiveditaPatnaik #Vote #GeneralElections2024 #Sambalpur #Odisha #India

Wild Mushroom (Bihiden Chhatu), pumpkin flower vada, Bamboo shoots (kardi vada) 😍😍 #rainyseasonalfood #Foodie #foodworld #sambalpur #Odisha #India

Wild Mushroom (Bihiden Chhatu), pumpkin flower vada, Bamboo shoots (kardi vada) 😍😍
#rainyseasonalfood #Foodie #foodworld #sambalpur #Odisha #India
Nivedita Pattnaik (@nivedita_odisha) 's Twitter Profile Photo

ବଡ଼ ମାନଂକୁ ମୋର ନୁଆଁଖାଇ ଜୁହାର..ସାନ ମାନଂକୁ ମୋର ନୁଆଁଖାଇ ଆଶିର୍ବାଦ!! ମା ସମଲେଇ ଆମକୁ ସମକୁ ନିଜର ପଣତକାନି ଥି ଢ଼ାପି ରଖିଥାଉନ!!! ସଭେ ଖୁସିରେ ଥାଉଁନ!!! ସମକର ଜୀବନ ମଙ୍ଗଳମୟ ହେଉ,ମାଁ ର ଠାନେ ମୋର ପ୍ରାର୍ଥନା!!🙏ଜୟ ମା ସମଲେଶ୍ବରୀ!!!!🙏#ନୁଆଁଖାଇ #Nuakhai #NuakhaiJuhar #MaaSamaleswari #Sambalpur #Odisha #India