Nihar Ranjan Mahanand (@niharmahanand) 's Twitter Profile
Nihar Ranjan Mahanand

@niharmahanand

MLA, Attabira Assembly Constituency - 04 Representing the Rice Bowl of Odisha Championing the Rights of Farmers

ID: 1017330158707998721

calendar_today12-07-2018 08:49:45

1,1K Tweet

778 Takipçi

78 Takip Edilen

Nihar Ranjan Mahanand (@niharmahanand) 's Twitter Profile Photo

On the occasion of National Legal Services Day, I extend my warm wishes to everyone. Let’s reaffirm our commitment to making justice accessible for every individual, ensuring equality and fairness for all. ⚖️ #NationalLegalServicesDay #JusticeForAll

On the occasion of National Legal Services Day, I extend my warm wishes to everyone. Let’s reaffirm our commitment to making justice accessible for every individual, ensuring equality and fairness for all. ⚖️

#NationalLegalServicesDay #JusticeForAll
Nihar Ranjan Mahanand (@niharmahanand) 's Twitter Profile Photo

‘ମାଣ୍ଡିଆ ଦିବସ’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ସ୍ବାସ୍ଥ୍ୟ ପାଇଁ ମାଣ୍ଡିଆର ଉପଯୋଗୀତାକୁ ଦୃଷ୍ଟିରେ ରଖି ମାଣ୍ଡିଆକୁ ପ୍ରୋତ୍ସାହିତ କରିବା ସହ ଏହି ଖାଦ୍ୟର ବ୍ୟବହାର ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେବା। ଆସନ୍ତୁ ଏହି ହିତକର ଖାଦ୍ୟ ଉପରେ ସଚେତନତା ସୃଷ୍ଟି କରିବା ସହ ଏହାର ବହୁଳ ବ୍ୟବହାର ଉପରେ ଗୁରୁତ୍ବ ଦେବା।

Deeply saddened by the tragic blast in Delhi earlier this evening. My heartfelt condolences to those who lost their loved ones. Praying for the speedy recovery of the injured. #RedFort #Delhi

Nihar Ranjan Mahanand (@niharmahanand) 's Twitter Profile Photo

Humble tributes to freedom fighter and eminent educationist Maulana Abul Kalam Azad on his birth anniversary, also celebrated as National Education Day. He had invaluable contribution in laying foundation of modern and progressive education in India. #NationalEducationDay

Humble tributes to freedom fighter and eminent educationist Maulana Abul Kalam Azad on his birth anniversary, also celebrated as National Education Day. He had invaluable contribution in laying foundation of modern and progressive education in India.

#NationalEducationDay
Nihar Ranjan Mahanand (@niharmahanand) 's Twitter Profile Photo

ଓଡ଼ିଆ ସଂସ୍କୃତିର ଅନନ୍ୟ ପର୍ବ ପ୍ରଥମାଷ୍ଟମୀ ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିମୟ ହେଉ।

ମହାନ ସାରସ୍ଵତ ସାଧକ, ବିଶିଷ୍ଟ କବି ଓ ଲେଖକ, ପଦ୍ମଶ୍ରୀ ଡ଼ଃ. ମାୟାଧର ମାନସିଂହଙ୍କ ଜୟନ୍ତୀ ଅବସରରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ସହ 'ହେମଶସ୍ୟ', 'କୋଣାର୍କ', 'ଏଇ ସହକାର ତଳେ', 'ବାଜି ରାଉତ' ଏବଂ 'କମାଳାୟନ' ଭଳି ନିଜର କାଳଜୟୀ ରଚନା ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ।

ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ। ରାଜ୍ୟ ତଥା ଦେଶର ସମସ୍ତ ପିଲାମାନଙ୍କୁ ଶିଶୁ ଦିବସରେ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। #HappyChildrensDay

ଶିଶୁ ମାନେ ହେଉଛନ୍ତି ଦେଶର ଭବିଷ୍ୟତ। ରାଜ୍ୟ ତଥା ଦେଶର ସମସ୍ତ ପିଲାମାନଙ୍କୁ ଶିଶୁ ଦିବସରେ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।

#HappyChildrensDay
Nihar Ranjan Mahanand (@niharmahanand) 's Twitter Profile Photo

ଧନ୍ୟବାଦ ବିହାର! ଏନ୍‌ଡିଏକୁ ଦିଆଯାଇଥିବା ଭବ୍ୟ ବହୁମତ ଦ୍ୱାରା ବିହାର ଆଉଥରେ ଉନ୍ନତି, ସୁସାଶନ ଏବଂ ସ୍ଥିରତାକୁ ଚୟନ କରିଛି। ବିହାରର ପ୍ରତ୍ୟେକ ଭୋଟରଙ୍କୁ ହୃଦୟରୁ ଅଭିନନ୍ଦନ ଓ ଅନନ୍ୟ ଧନ୍ୟବାଦ। #NDA_कहे_आभार_बिहार

ଧନ୍ୟବାଦ ବିହାର!
ଏନ୍‌ଡିଏକୁ ଦିଆଯାଇଥିବା ଭବ୍ୟ ବହୁମତ ଦ୍ୱାରା ବିହାର ଆଉଥରେ ଉନ୍ନତି, ସୁସାଶନ ଏବଂ ସ୍ଥିରତାକୁ ଚୟନ କରିଛି। ବିହାରର ପ୍ରତ୍ୟେକ ଭୋଟରଙ୍କୁ ହୃଦୟରୁ ଅଭିନନ୍ଦନ ଓ ଅନନ୍ୟ ଧନ୍ୟବାଦ।

#NDA_कहे_आभार_बिहार
Nihar Ranjan Mahanand (@niharmahanand) 's Twitter Profile Photo

ବିପ୍ଳବୀ ସ୍ଵାଧୀନତା ସଂଗ୍ରାମୀ, ଜନଜାତିୟ ଗୌରବର ପ୍ରତୀକ, ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ସ୍ଵାଧୀନତା ସଂଗ୍ରାମରେ ମହାନ୍ ଜନଜାତୀୟ ସମାଜର ଯୋଗଦାନ, ସନାତନ ଧର୍ମ ଏବଂ ମାତୃଭୂମି ନିମନ୍ତେ ସେମାନଙ୍କର ବଳିଦାନ ପାଇଁ ସମର୍ପିତ "ଜନଜାତୀୟ ଗୌରବ ଦିବସ" ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ଗତକାଲି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ୨୦୨୫-୨୬ ଖରିଫ ବର୍ଷ ପାଇଁ ଆୟୋଜିତ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଯୋଗଦେବାର ସୁଯୋଗ ମିଳିଲା।

ଆଜି ଭୁବନେଶ୍ୱରରେ ଆମ ରାଜ୍ୟର ରାଜ୍ୟ ସଭାପତି ଶ୍ରୀ Manmohan Samal ଙ୍କୁ ସାକ୍ଷାତ କରିବାର ଏକ ବିଶେଷ ମୂହୁର୍ତ୍ତରେ। #ManmohanSamal #BJP4Odisha

ଆଜି ଭୁବନେଶ୍ୱରରେ ଆମ ରାଜ୍ୟର ରାଜ୍ୟ ସଭାପତି ଶ୍ରୀ <a href="/SamalManmohan7/">Manmohan Samal</a> ଙ୍କୁ ସାକ୍ଷାତ କରିବାର ଏକ ବିଶେଷ ମୂହୁର୍ତ୍ତରେ।

#ManmohanSamal #BJP4Odisha
Nihar Ranjan Mahanand (@niharmahanand) 's Twitter Profile Photo

Met Hon’ble Chief Minister of Odisha Shri Mohan Charan Majhi ji and extended my warm wishes on the remarkable victory in the Nuapada By-Election. A strong message of trust from the people. Mohan Charan Majhi BJP Odisha

Met Hon’ble Chief Minister of Odisha Shri Mohan Charan Majhi ji and extended my warm wishes on the remarkable victory in the Nuapada By-Election.  A strong message of trust from the people.

<a href="/MohanMOdisha/">Mohan Charan Majhi</a> <a href="/BJP4Odisha/">BJP Odisha</a>
Nihar Ranjan Mahanand (@niharmahanand) 's Twitter Profile Photo

On National Press Day, salute to the dedicated media personnel who work tirelessly to bring us the facts, stories, and voices that shape our nation. Your commitment to truth is invaluable. Thank you for your unwavering dedication. #NationalPressDay

On National Press Day, salute to the dedicated media personnel who work tirelessly to bring us the facts, stories, and voices that shape our nation. Your commitment to truth is invaluable. Thank you for your unwavering dedication.

#NationalPressDay
Nihar Ranjan Mahanand (@niharmahanand) 's Twitter Profile Photo

Happy Birthday to the young, dynamic, and visionary leader Shri Tejasvi Surya Ji! Your dedication to empowering the youth and strengthening the nation is truly commendable. #happybirthday #tejasvisuryaji

Happy Birthday to the young, dynamic, and visionary leader Shri <a href="/Tejasvi_Surya/">Tejasvi Surya</a> Ji! Your dedication to empowering the youth and strengthening the nation is truly commendable.

#happybirthday #tejasvisuryaji
Nihar Ranjan Mahanand (@niharmahanand) 's Twitter Profile Photo

International Men’s Day reminds us to honour the men who work tirelessly for their families, communities, and our nation. May we continue uplifting and empowering them to lead with values and vision. #InternationalMensDay

International Men’s Day reminds us to honour the men who work tirelessly for their families, communities, and our nation. May we continue uplifting and empowering them to lead with values and vision.

#InternationalMensDay
Nihar Ranjan Mahanand (@niharmahanand) 's Twitter Profile Photo

୭୮ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ପାଇଁ ‘କଂସ’ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରୀ ସୁଶୀଲ ମେହେରଙ୍କ ନୂତନ ଭାବେ ଚୟନ ହେବା ଖୁସିରେ ତାଙ୍କୁ ହୃଦୟପୂର୍ବକ ଶୁଭେଚ୍ଛା ଜଣାଇଲି। #Dhanuyatra2025 #Dhanuyatra #Bargarh

୭୮ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ର ଧନୁଯାତ୍ରା ପାଇଁ ‘କଂସ’ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରୀ ସୁଶୀଲ ମେହେରଙ୍କ ନୂତନ ଭାବେ ଚୟନ ହେବା ଖୁସିରେ ତାଙ୍କୁ ହୃଦୟପୂର୍ବକ ଶୁଭେଚ୍ଛା ଜଣାଇଲି। 

#Dhanuyatra2025 #Dhanuyatra #Bargarh