Naveenodisha (@naveenodisha5) 's Twitter Profile
Naveenodisha

@naveenodisha5

@naveen4odisha_bikash

ID: 1429123230460047366

calendar_today21-08-2021 16:48:51

814 Tweet

66 Followers

38 Following

Naveenodisha (@naveenodisha5) 's Twitter Profile Photo

ନିବେଶ ସାଙ୍ଗକୁ ନିଯୁକ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ପାଇଁ ଭରପୁର ସମ୍ଭାର ଆଣୁଛନ୍ତି। #BJDDigitalWing #NaveenOdisha

Naveenodisha (@naveenodisha5) 's Twitter Profile Photo

ନବୀନଙ୍କ ଭେଟି, ଡ୍ରାଇଭର ଭାଇ ଭାରି ଖୁସି। ଡ୍ରାଇଭରଙ୍କ ମନର କଥା ବୁଝିଲେ ମୁଖ୍ୟମନ୍ତ୍ରୀ। ପ୍ରତିଶ୍ରୁତି ଦେବାର ୩ ମାସ ମଧ୍ୟରେ ଏହାକୁ ପୂରା କରି ଦେଖାଇଲେ ନବୀନ ପଟ୍ଟନାୟକ। #BJDDigitalWing #NaveenOdisha

ନବୀନଙ୍କ ଭେଟି, ଡ୍ରାଇଭର ଭାଇ ଭାରି ଖୁସି। ଡ୍ରାଇଭରଙ୍କ ମନର କଥା ବୁଝିଲେ ମୁଖ୍ୟମନ୍ତ୍ରୀ। ପ୍ରତିଶ୍ରୁତି ଦେବାର ୩ ମାସ ମଧ୍ୟରେ ଏହାକୁ ପୂରା କରି ଦେଖାଇଲେ ନବୀନ ପଟ୍ଟନାୟକ।

#BJDDigitalWing #NaveenOdisha
Naveenodisha (@naveenodisha5) 's Twitter Profile Photo

ସରକାର ଲୋକଙ୍କ ପାଇଁ, ଲୋକଙ୍କ ସେବାରେ। 'ନବୀନ' ଓଡ଼ିଶାରେ ଏହି ଉକ୍ତି ଅକ୍ଷରେ ଅକ୍ଷରେ ହେଉଛି ପାଳନ। #BJDDigitalWing #NaveenOdisha

Naveenodisha (@naveenodisha5) 's Twitter Profile Photo

ସମସ୍ତଙ୍କ ସହଯୋଗରେ ସୁରୁଖୁରୁରେ ସଫଳ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଗେଇ ଆସିବାକୁ ଆହ୍ୱାନ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। #BJDDigitalWing

ସମସ୍ତଙ୍କ ସହଯୋଗରେ ସୁରୁଖୁରୁରେ ସଫଳ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଗେଇ ଆସିବାକୁ ଆହ୍ୱାନ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।

#BJDDigitalWing
Naveenodisha (@naveenodisha5) 's Twitter Profile Photo

ବିଶ୍ୱ ଐତିହ୍ୟ ସହର, ଆକର୍ଷଣର କେନ୍ଦ୍ର ସାଜିବ ଶ୍ରୀକ୍ଷେତ୍ର। #BJDDigitalWing #NaveenOdisha

ବିଶ୍ୱ ଐତିହ୍ୟ ସହର, ଆକର୍ଷଣର କେନ୍ଦ୍ର ସାଜିବ ଶ୍ରୀକ୍ଷେତ୍ର।

#BJDDigitalWing #NaveenOdisha
Naveenodisha (@naveenodisha5) 's Twitter Profile Photo

ଲୋକଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ୧୮ ହଜାରରୁ ଅଧିକ ଅଭିଯୋଗ ଗ୍ରହଣ କରାଗଲାଣି, ତୁରନ୍ତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେଣି। ବିରୋଧୀ ଛାନିଆ ହେଲେଣି। #NaveenOdisha #BJDDigitalWing

Naveenodisha (@naveenodisha5) 's Twitter Profile Photo

କିଛି ହାତ ହୁଏତ ଆକ୍ରମଣ କରିପାରେ ବା ଷଡ଼ଯନ୍ତ୍ର ରଚିପାରେ। ହେଲେ ଓଡ଼ିଶାର ଲକ୍ଷ ଲକ୍ଷ ମା', ଭଉଣୀଙ୍କ ସ୍ନେହବୋଳା ହାତ ସୁଶାସନର ଏ ରଥକୁ ସୁରକ୍ଷା ଦେଇଆସିଛି। ସେମାନଙ୍କ ପଣତ କାନି ସତ୍ୟର ଢାଲ ସାଜି ଅସତ୍ୟର ମୁକାବିଲା କରିଆସିଛି ଆଗକୁ ମଧ୍ୟ କରିବ। #BJDDigitalWing #NaveenOdisha

Naveenodisha (@naveenodisha5) 's Twitter Profile Photo

ପ୍ରଗତିର ପଥରେ କେହି ଆଣି ପାରିବେନି ବାଧା #BJDDigitalWing #NaveenOdisha

Naveenodisha (@naveenodisha5) 's Twitter Profile Photo

ନବୀନ କର୍ମଯୋଗୀ ଆଉ ପାଣ୍ଡିଆନ କର୍ମବୀର । ଦୁହିଁଙ୍କ ସେବା ଓ ଭିଜନ ଓଡିଶାକୁ ଦରକାର । #Pandian4NaveenOdisha

ନବୀନ କର୍ମଯୋଗୀ ଆଉ ପାଣ୍ଡିଆନ କର୍ମବୀର । ଦୁହିଁଙ୍କ ସେବା ଓ ଭିଜନ ଓଡିଶାକୁ ଦରକାର ।

#Pandian4NaveenOdisha
Naveenodisha (@naveenodisha5) 's Twitter Profile Photo

ବିନା ସ୍ୱାର୍ଥରେ ଜଣେ ମଣିଷ ଓଡିଶାବାସୀଙ୍କ ସେବା କରିବା, ସେମାନଙ୍କ ପାଖକୁ ଯାଇ ଭଲମନ୍ଦ ବୁଝିବା କେବେ ଦେଖିଛ କି- ଯଦି ଦେଖିନ ତାହାଲେ ପାଣ୍ଡିଆନଙ୍କୁ ଦେଖ #Pandian4NaveenOdisha

ବିନା ସ୍ୱାର୍ଥରେ ଜଣେ ମଣିଷ ଓଡିଶାବାସୀଙ୍କ ସେବା କରିବା, ସେମାନଙ୍କ ପାଖକୁ ଯାଇ ଭଲମନ୍ଦ ବୁଝିବା କେବେ ଦେଖିଛ କି- ଯଦି ଦେଖିନ ତାହାଲେ ପାଣ୍ଡିଆନଙ୍କୁ ଦେଖ

#Pandian4NaveenOdisha
Naveenodisha (@naveenodisha5) 's Twitter Profile Photo

ନୂଆ ଓଡିଶା, ନବୀନ ଓଡିଶା- ପାଣ୍ଡିଆନଙ୍କ ହାତରେ ହିଁ ସମୃଦ୍ଧ ହେବ । ଏହା ଓଡିଶାବାସୀ ଚାହାନ୍ତି । #Pandian4NaveenOdisha

ନୂଆ ଓଡିଶା, ନବୀନ ଓଡିଶା- ପାଣ୍ଡିଆନଙ୍କ ହାତରେ ହିଁ ସମୃଦ୍ଧ ହେବ । ଏହା ଓଡିଶାବାସୀ ଚାହାନ୍ତି ।

#Pandian4NaveenOdisha
Naveen Patnaik (@naveen_odisha) 's Twitter Profile Photo

ନବରଙ୍ଗପୁରର ବିକାଶରେ ସାମିଲ ହୋଇଛି 'ଲକ୍ଷ୍ମୀ', ତ୍ୱରାନ୍ୱିତ ହେଉଛି ଜିଲ୍ଲାର ପ୍ରଗତି। ଏବେ ଘର ପାଖକୁ ବସ୍ ଆସିବ, ପ୍ରତିଟି ଜୀବନରେ ଖୁସି ଓ ଆନନ୍ଦ ଖେଳିବ। #GhareGhareLaxmi

Naveen Patnaik (@naveen_odisha) 's Twitter Profile Photo

ଛବିଳ ମଧୁ ବର୍ଣ୍ଣବୋଧର ରଚୟିତା ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ବରେଣ୍ୟ ସାଧକ ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାରପ୍ରସାର ସହ ଜଣେ ଆଦର୍ଶ ଶିକ୍ଷକ, କବି ତଥା ସମାଜସଂସ୍କାରକ ଭାବେ ତାଙ୍କ ଜୀବନ ଆଦର୍ଶ ସର୍ବଦା ଅନୁକରଣୀୟ।

Educated and empowered girls can bring transformative changes in society. On #NationalGirlChildDay, let’s celebrate the achievement of our girls and commit to remove every barrier for them to realise their true potential.

Educated and empowered girls can bring transformative changes in society. On #NationalGirlChildDay, let’s celebrate the achievement of our girls and commit to remove every barrier for them to realise their true potential.
Naveenodisha (@naveenodisha5) 's Twitter Profile Photo

ଓଡିଶା ବିଜେପିରେ କ୍ଷମତାକୁ ନେଇ ଏମିତି କନ୍ଦଳ ଏମିତି ସ୍ଥିତିକୁ ଗଲାଣି ଯେ, ରାଜ୍ୟ ସଭାପତି ମୁଣ୍ଡରେ ହାତ ଦେଇ ବସିଲେଣି 😂 #BJPAntiOdisha

ଓଡିଶା ବିଜେପିରେ କ୍ଷମତାକୁ ନେଇ ଏମିତି କନ୍ଦଳ ଏମିତି ସ୍ଥିତିକୁ ଗଲାଣି ଯେ, ରାଜ୍ୟ ସଭାପତି ମୁଣ୍ଡରେ ହାତ ଦେଇ ବସିଲେଣି 😂

#BJPAntiOdisha
Naveenodisha (@naveenodisha5) 's Twitter Profile Photo

କୋଟି ଓଡ଼ିଆଙ୍କ ଆଦର୍ଶ, ଓଡ଼ିଆ ଜାତିର ଗୌରବ। ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଶାର ପ୍ରଗତି ଓ ଉନ୍ନତି ପାଇଁ ଆସନ୍ତୁ ସଂକଳ୍ପ ନେବା। #BJDDigitalWing #NaveenOdisha

କୋଟି ଓଡ଼ିଆଙ୍କ ଆଦର୍ଶ, ଓଡ଼ିଆ ଜାତିର ଗୌରବ। ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଶାର ପ୍ରଗତି ଓ ଉନ୍ନତି ପାଇଁ ଆସନ୍ତୁ ସଂକଳ୍ପ ନେବା।

#BJDDigitalWing #NaveenOdisha
Naveenodisha (@naveenodisha5) 's Twitter Profile Photo

ନବୀନ ଆସିବେ ଉଡିଉଡି, ବଦଳିଯିବ ଭାଗ୍ୟ ଆମରି । #BJDDigitalWing #NaveenOdisha

ନବୀନ ଆସିବେ ଉଡିଉଡି, ବଦଳିଯିବ ଭାଗ୍ୟ ଆମରି ।

#BJDDigitalWing #NaveenOdisha
Biju Janata Dal (@bjd_odisha) 's Twitter Profile Photo

ପୁରୀ, ନୟାଗଡ଼, ଖୋର୍ଦ୍ଧାରେ ସମର୍ଥନର ଜନସମୁଦ୍ର, ‘ଯୋଡ଼ିଶଙ୍ଖ’ କୁ ମିଳୁଛି ବିକାଶର ଆଶୀର୍ବାଦ। ‘ସମୃଦ୍ଧ ଓଡ଼ିଶା’ ଗଠନର ମାର୍ଗ ପ୍ରଶସ୍ତ ହେଉଛି। ଲୋକଙ୍କ ଏହି ସମର୍ଥନ ହିଁ ବିଜୁ ଜନତା ଦଳକୁ ବଳିଷ୍ଠ କରୁଛି। ନିରନ୍ତର ଭଲପାଇବା ଜାରି ରଖନ୍ତୁ। ବିକାଶ ପାଇଁ ‘ଯୋଡ଼ିଶଙ୍ଖ’ରେ ଭୋଟ ଦିଅନ୍ତୁ। #JodiShankha #NabinOdisha

ପୁରୀ, ନୟାଗଡ଼, ଖୋର୍ଦ୍ଧାରେ ସମର୍ଥନର ଜନସମୁଦ୍ର, ‘ଯୋଡ଼ିଶଙ୍ଖ’ କୁ ମିଳୁଛି ବିକାଶର ଆଶୀର୍ବାଦ। 

‘ସମୃଦ୍ଧ ଓଡ଼ିଶା’ ଗଠନର ମାର୍ଗ ପ୍ରଶସ୍ତ ହେଉଛି। ଲୋକଙ୍କ ଏହି ସମର୍ଥନ ହିଁ ବିଜୁ ଜନତା ଦଳକୁ ବଳିଷ୍ଠ କରୁଛି। ନିରନ୍ତର ଭଲପାଇବା ଜାରି ରଖନ୍ତୁ। ବିକାଶ ପାଇଁ ‘ଯୋଡ଼ିଶଙ୍ଖ’ରେ ଭୋଟ ଦିଅନ୍ତୁ। #JodiShankha #NabinOdisha