Prameya News7(@NEWS7Odia) 's Twitter Profileg
Prameya News7

@NEWS7Odia

Official Twitter feed of Prameya News7, Odisha's leading 24x7 news channel. Join us on Telegram: https://t.co/iGou7wN5FQ

ID:3267992360

linkhttp://www.prameyanews7.com calendar_today04-07-2015 10:30:45

216,7K Tweets

248,6K Followers

461 Following

Prameya News7(@NEWS7Odia) 's Twitter Profile Photo

ବିଜେଡିର ମହାମିଶ୍ରଣ : ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ ୫ ଶହରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ

prameyanews7.com/bjd-mishran-pa…

account_circle
Prameya News7(@NEWS7Odia) 's Twitter Profile Photo

ସରକାରୀ ଚାକିରିଆଙ୍କୁ BSKYରେ ସାମିଲ କରାଯିବ, ସୂଚନା ଦେଲେ ଭି.କେ. ପାଣ୍ଡିଆନ

prameyanews7.com/bjd-leader-sai…

account_circle
Prameya News7(@NEWS7Odia) 's Twitter Profile Photo

-ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ନେଇ ସିଇଓଙ୍କ ପକ୍ଷରୁ ସୂଚନା
-6 ସଂସଦୀୟ କ୍ଷେତ୍ର ଓ 42 ବିଧାନସଭା କ୍ଷେତ୍ରରେ ମତଦାନ ହେବ
CEO Odisha

account_circle
Prameya News7(@NEWS7Odia) 's Twitter Profile Photo

ଦୁଷ୍କର୍ମ ଅଭିଯୁକ୍ତ ନାତୀ ପ୍ରଜ୍ଜ୍ୱଳଙ୍କୁ ଦେବେଗୌଡ଼ାଙ୍କ ଚେତାବନୀ; ଆତ୍ମସମର୍ପଣ କର ନହେଲେ ମୋ ରାଗ ଦେଖିବ


prameyanews7.com/former-prime-m…

account_circle
Prameya News7(@NEWS7Odia) 's Twitter Profile Photo

ଚର୍ଚ୍ଚାରେ ୧୬ ବୟସୀ କାମ୍ୟା କାର୍ତ୍ତିକେୟନ: ପ୍ରଥମ ଭାରତୀୟ ଭାବେ କଲେ ଏମିତି ରେକର୍ଡ


prameyanews7.com/kaamya-karthik…

account_circle
Prameya News7(@NEWS7Odia) 's Twitter Profile Photo

କାନ୍ଧରେ ବିଜେଡି ର ଗାମୁଛା ପକେଇ ଜଟଣୀରେ ପୁଅ ମନ୍ମନଥଙ୍କ ପାଇଁ ପ୍ରଚାର କଲେ ସୁର ରାଉତରାଏ |
Odisha Youth Congress Biju Janata Dal BJP Odisha

account_circle
Prameya News7(@NEWS7Odia) 's Twitter Profile Photo

ମେଗା ନିଲାମ ପୂର୍ବରୁ ଏହି ୪ ଖେଳାଳିଙ୍କୁ ରିଟେନ୍ କରିପାରେ RCB, ବାଦ୍ ପଡ଼ି ପାରନ୍ତି ମ୍ୟାକ୍ସଓ୍ଵେଲ୍


prameyanews7.com/rcb-can-retain…

account_circle
Prameya News7(@NEWS7Odia) 's Twitter Profile Photo

ନିଆଳିରେ ଭି.କେ. ପାଣ୍ଡିଆନ୍‌ଙ୍କ ପ୍ରଚାର, ‘ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ଦଳୀୟ ପ୍ରାର୍ଥୀଙ୍କୁ ୭୦ହଜାର ମାର୍ଜିନରେ ଜିତାନ୍ତୁ’

prameyanews7.com/bjd-leader-vk-…

account_circle
Prameya News7(@NEWS7Odia) 's Twitter Profile Photo

ସତ୍ୟବାଦୀରେ ରାଜନୈତିକ ହିଂସା, କଟୁରୀରେ ମୁଣ୍ଡ ଓ ହାତକୁ ହାଣିଲେ ଯୁବକ

prameyanews7.com/one-injured-in…

account_circle
Prameya News7(@NEWS7Odia) 's Twitter Profile Photo

ପାରାଦୀପ ବନ୍ଦରରେ ଜାହାଜ କ୍ରେନ୍‌ରୁ ଖସି ଫିଲିପାଇନ୍ସ ନାବିକଙ୍କ ମୃତ୍ୟୁ

prameyanews7.com/philippines-ma…

account_circle
Prameya News7(@NEWS7Odia) 's Twitter Profile Photo

ରେଭ୍ ପାର୍ଟିରେ ପୁଲିସ ଚଢ଼ାଉ: ଡ୍ରଗ୍ସ ନିଶାରେ ଝୁମୁଥିଲେ ଫେମସ୍ ତେଲଗୁ ଅଭିନେତ୍ରୀ, ୮୭ ଜଣ ପଜିଟିଭ୍ ଚିହ୍ନଟ


prameyanews7.com/telugu-actor-a…

account_circle
Prameya News7(@NEWS7Odia) 's Twitter Profile Photo

ସୁନୀଲ ନାରାୟଣଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ଵିନ, IPL ଇତିହାସର ସବୁଠୁ ସଫଳ ଟପ୍-୫ ବୋଲରରେ ସାମିଲ


prameyanews7.com/ashwin-breaks-…

account_circle
Prameya News7(@NEWS7Odia) 's Twitter Profile Photo



-ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଗୁରୁତର
-ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଅଘଟଣ
-11kv ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣ ଗୁରୁତର
-ଦୁଇ ଜଣ ଗୁରୁତର ଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

account_circle