Prameya News7(@NEWS7Odia) 's Twitter Profileg
Prameya News7

@NEWS7Odia

Official Twitter feed of Prameya News7, Odisha's leading 24x7 news channel. Join us on Telegram: https://t.co/iGou7wN5FQ

ID:3267992360

linkhttp://www.prameyanews7.com calendar_today04-07-2015 10:30:45

216,4K Tweets

248,5K Followers

461 Following

Prameya News7(@NEWS7Odia) 's Twitter Profile Photo



-ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ
-CBSE ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ
cbseresults.nic.in ଓ cbse.gov.in ରେ ଉପଲବ୍ଧ

#CBSE_ଦଶମ_ରେଜଲ୍ଟ_ପ୍ରକାଶ -ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ -CBSE ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ cbseresults.nic.in ଓ cbse.gov.in ରେ ଉପଲବ୍ଧ #PrameyaNews7 #CBSEBoardResult #Declare
account_circle
Prameya News7(@NEWS7Odia) 's Twitter Profile Photo

ନିର୍ବାଚନ କାର୍ଯ୍ୟରେ ଅବହେଳା, ୨ ଜଣ ପୋଲିଂ ଅଧିକାରୀ ସସ୍‌ପେଣ୍ଡ : ସିଇଓ

prameyanews7.com/two-polling-of…

account_circle
Prameya News7(@NEWS7Odia) 's Twitter Profile Photo



-କାର୍ଯ୍ୟରେ ଅବହେଳା 2 ଜଣ ପୋଲିଂ ଅଧିକାରୀ ସସପେଣ୍ଡ
-କଳାହାଣ୍ଡି ରେ ଜଣେ ଓ ବ୍ରହ୍ମପୁରରେ ଜଣେ ସସପେଣ୍ଡ
-ଚିକିଟିରେ ହୋଇଥିବା ଘଟଣା ନଜରକୁ ଆସିଛି
-ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ

#2ଜଣ_ପୋଲିଂ_ଅଧିକାରୀ_ସସପେଣ୍ଡ -କାର୍ଯ୍ୟରେ ଅବହେଳା 2 ଜଣ ପୋଲିଂ ଅଧିକାରୀ ସସପେଣ୍ଡ -କଳାହାଣ୍ଡି ରେ ଜଣେ ଓ ବ୍ରହ୍ମପୁରରେ ଜଣେ ସସପେଣ୍ଡ -ଚିକିଟିରେ ହୋଇଥିବା ଘଟଣା ନଜରକୁ ଆସିଛି -ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ #PrameyaNews7 #PollingOfficer #Suspended #OdishaVotes #Election2024
account_circle
Prameya News7(@NEWS7Odia) 's Twitter Profile Photo



-ଗଣଚନ୍ତ୍ରର ମହା ପର୍ବରେ ସାମିଲ ହେଲେ ଫିଲ୍ମ ତାରକା
-ଭୋଟ୍ ଦେଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

account_circle
Prameya News7(@NEWS7Odia) 's Twitter Profile Photo

ଚିକିଟି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ହିଂସା, ବୁଥ୍ ସମ୍ମୁଖରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

prameyanews7.com/tension-report…

account_circle
Prameya News7(@NEWS7Odia) 's Twitter Profile Photo



-ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ବାଲୁକା କଳା
-ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ପ୍ରଦର୍ଶନ
' ତୁମର ଭୋଟ ତୁମର ଭବିଷ୍ୟତ '

#ପ୍ରଥମ_ପର୍ଯାୟ_ନିର୍ବାଚନ -ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଙ୍କ ବାଲୁକା କଳା -ପୁରୀ ବେଳାଭୂମିରେ ସୁନ୍ଦର ବାଲୁକା କଳା ପ୍ରଦର୍ଶନ ' ତୁମର ଭୋଟ ତୁମର ଭବିଷ୍ୟତ ' #PrameyaNews7 #SudarsanPattnaik #Puri
account_circle
Prameya News7(@NEWS7Odia) 's Twitter Profile Photo

ଭୋଟ ଦେଉଛି ଓଡିଶା : ସକାଳ ୧୧ଟା ସୁଦ୍ଧା ୨୩.୨୮ ପ୍ରତିଶତ ମତଦାନ, ନୂଆପଡ଼ାରେ ସର୍ବାଧିକ
prameyanews7.com/voting-record-…

account_circle
Prameya News7(@NEWS7Odia) 's Twitter Profile Photo



-ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି ବନ୍ଧୁ ନେଲା ଵନ୍ଧୁର ଜୀବନ
-ବାପ ଛେଉଣ୍ଡ ହୋଇ ଗଲେ ଦୁଇ କୁନିକୁନି ଛୁଆ

account_circle
Prameya News7(@NEWS7Odia) 's Twitter Profile Photo

ସ୍ୱାଭିମାନ ଅଂଚଳ ମାଲକାନଗିରିର ଚିତ୍ରକୋଣ୍ଡାରେ ମତଦାନର କିଛି ଦୃଶ୍ୟ

ସ୍ୱାଭିମାନ ଅଂଚଳ ମାଲକାନଗିରିର ଚିତ୍ରକୋଣ୍ଡାରେ ମତଦାନର କିଛି ଦୃଶ୍ୟ #PrameyaNews7 #OdishaVotes #Election2024 #TheBiggestFestivalOfDemocracy
account_circle
Prameya News7(@NEWS7Odia) 's Twitter Profile Photo



ଭୋଟ ଦେଲେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଓ ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂହ

account_circle
Prameya News7(@NEWS7Odia) 's Twitter Profile Photo



-ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍‌
-ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପ୍ରସଙ୍ଗ ଉଠାଇଲା ବିଜେପି

#ରାଜ୍ୟ_ବିଜେପିର_ପ୍ରେସମିଟ୍‌ -ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ପ୍ରେସମିଟ୍‌ -ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା ପ୍ରସଙ୍ଗ ଉଠାଇଲା ବିଜେପି #PrameyaNews7 #BJP #PressMeet #Odisha
account_circle
Prameya News7(@NEWS7Odia) 's Twitter Profile Photo



-ଚିକିଟି ବୁଥ146 ରେ ମତଦାନ ପୂର୍ବରୁ ଗଣ୍ଡୋଗୋଳ
-ବିଜେପି ଏଜେଣ୍ଟକୁ ବୁଥ ଭିତରକୁକୁ ନଛାଡି ଥିବା ସୂଚନା

account_circle
Prameya News7(@NEWS7Odia) 's Twitter Profile Photo



-ପୁଣି ଅଲୋଡା ହେଲା ଶିଶୁ କନ୍ୟା
-ବିଟ୍ ହାଉସ୍ ନିକଟରୁ ଶିଶୁକନ୍ୟା ଉଦ୍ଧାର
-ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ

account_circle