MyGov Odia (@mygovodia) 's Twitter Profile
MyGov Odia

@mygovodia

MyGov ଓଡ଼ିଆକୁ ସ୍ୱାଗତ!

ଦେଶ ନିର୍ମାଣରେ ଅଂଶଗ୍ରହଣ କରନ୍ତୁ ଓ ବିକାଶର ସାରଥି ସାଜନ୍ତୁ। ଅଧିକ ଅପଡେଟ୍ ପାଇଁ ଆମକୁ ଫଲୋ କରନ୍ତୁ...

ଫେସବୁକ୍- facebook.com/MyGovOdia/

ID: 1653013794023669760

linkhttp://www.mygov.in calendar_today01-05-2023 12:29:59

5,5K Tweet

462 Takipçi

132 Takip Edilen

MyGov Odia (@mygovodia) 's Twitter Profile Photo

ବିଜୟ ଭାରତ, ଅଜୟ ଭାରତ 🇮🇳 #INDvsPAK : ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟେଡିୟମ୍‌ରେ ଭାରତ ୭ ୱିକେଟ୍‌ରେ ପାକିସ୍ତାନକୁ ଦେଲା ମାତ୍। 🏏🇮🇳 #INDvsPAK2025 #INDvPAK #AsiaCup #AsiaCupT20

MyGov Odia (@mygovodia) 's Twitter Profile Photo

ଜରୁରୀକାଳୀନ ପରିସ୍ଥିତିର 50 ବର୍ଷ ଏହା କିପରି ଗଣତନ୍ତ୍ର, ଅଧିକାର ଏବଂ ଅନୁଷ୍ଠାନଗୁଡ଼ିକୁ ପରିବର୍ତ୍ତନ କରିଛି? ପ୍ରବନ୍ଧ ପ୍ରତିଯୋଗିତାରେ ଆପଣଙ୍କର ମତାମତ ସେୟାର କରନ୍ତୁ ଓ ଭାରତର ଗଣତାନ୍ତ୍ରିକ ଆଲୋଚନାର ଏକ ଅଂଶ ହୁଅନ୍ତୁ। ଆଜି ଦାଖଲ କରନ୍ତୁ: ମେରିସରକାର.ଭାରତ/task/essay-wri… #Emergency50Years #Emergency50 Ministry of Education

ଜରୁରୀକାଳୀନ ପରିସ୍ଥିତିର 50 ବର୍ଷ

ଏହା କିପରି ଗଣତନ୍ତ୍ର, ଅଧିକାର ଏବଂ ଅନୁଷ୍ଠାନଗୁଡ଼ିକୁ ପରିବର୍ତ୍ତନ କରିଛି?

ପ୍ରବନ୍ଧ ପ୍ରତିଯୋଗିତାରେ ଆପଣଙ୍କର ମତାମତ ସେୟାର କରନ୍ତୁ ଓ ଭାରତର ଗଣତାନ୍ତ୍ରିକ ଆଲୋଚନାର ଏକ ଅଂଶ ହୁଅନ୍ତୁ।

ଆଜି ଦାଖଲ କରନ୍ତୁ: ମେରିସରକାର.ଭାରତ/task/essay-wri…

#Emergency50Years #Emergency50

<a href="/EduMinOfIndia/">Ministry of Education</a>
MyGov Odia (@mygovodia) 's Twitter Profile Photo

ପ୍ରଧାନମନ୍ତ୍ରୀ Narendra Modi ୧୭ ସେପ୍ଟେମ୍ବରରେ #SwasthNariSashaktParivar ଅଭିଯାନର ଶୁଭାରମ୍ଭ କରିବେ, ଯାହା ପୁଷ୍ଟିକର ଏବଂ ସୁସ୍ଥ ପରିବାର ଉପରେ କେନ୍ଦ୍ରିତ ୮ମ ରାଷ୍ଟ୍ରୀୟ #PoshanMaah ଆରମ୍ଭ ହେବ।

MyGov Odia (@mygovodia) 's Twitter Profile Photo

ଭବିଷ୍ୟତ ଆଙ୍କନ୍ତୁ, ଦେଶ ନିର୍ମାଣ କରନ୍ତୁ! ଜାତୀୟ ପ୍ରାଥମିକତା ଲାଗି ଉଦୀୟମାନ STI ଉପରେ ପୋଷ୍ଟର ମେକିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ। #ViksitBharat2047 ର ସ୍ୱପ୍ନ ପଛରେ ଆପଣଙ୍କ ସୃଜନଶୀଳତାକୁ ପ୍ରେରଣାଦାୟକ ଶକ୍ତି ହେବାକୁ ଦିଅନ୍ତୁ। 👉 ଏଠାରେ ଅଂଶଗ୍ରହଣ କରନ୍ତୁ: ମେରିସରକାର.ଭାରତ/task/poster-ma…

ଭବିଷ୍ୟତ ଆଙ୍କନ୍ତୁ, ଦେଶ ନିର୍ମାଣ କରନ୍ତୁ!

ଜାତୀୟ ପ୍ରାଥମିକତା ଲାଗି ଉଦୀୟମାନ STI ଉପରେ ପୋଷ୍ଟର ମେକିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତୁ।

#ViksitBharat2047 ର ସ୍ୱପ୍ନ ପଛରେ ଆପଣଙ୍କ ସୃଜନଶୀଳତାକୁ ପ୍ରେରଣାଦାୟକ ଶକ୍ତି ହେବାକୁ ଦିଅନ୍ତୁ।

👉 ଏଠାରେ ଅଂଶଗ୍ରହଣ କରନ୍ତୁ: ମେରିସରକାର.ଭାରତ/task/poster-ma…
MyGov Odia (@mygovodia) 's Twitter Profile Photo

କେବଳ ଜଣେ ନେତା ନୁହଁନ୍ତି... ସେ ସବୁଠାରୁ କ୍ୟୁଟ୍! 🫶 ଆସନ୍ତୁ ପ୍ରଧାନମନ୍ତ୍ରୀ Narendra Modi ଙ୍କ ୭୫ତମ ଜନ୍ମଦିନରେ ତାଙ୍କ ପୁକି ଦିଗକୁ ପାଳନ କରିବା! 🎉 #SevaParv #HappyBdayPMModi #pmmodibirthday #HappyBirthdayModi

MyGov Odia (@mygovodia) 's Twitter Profile Photo

ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରତଟରେ ପ୍ରଧାନମନ୍ତ୍ରୀ Narendra Modi ଙ୍କ ଜନ୍ମଦିନ ଅବସରରେ ଏକ ଅନନ୍ୟ ବାଲୁକା କଳା ନିର୍ମାଣ କରିଛନ୍ତି। #SevaParv #HappyBdayPMModi #pmmodibirthday #HappyBirthdayModi #JanJanKePradhanMantri #SandArt Sudarsan Pattnaik

ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ରତଟରେ ପ୍ରଧାନମନ୍ତ୍ରୀ <a href="/narendramodi/">Narendra Modi</a> ଙ୍କ ଜନ୍ମଦିନ ଅବସରରେ ଏକ ଅନନ୍ୟ ବାଲୁକା କଳା ନିର୍ମାଣ କରିଛନ୍ତି।

#SevaParv
#HappyBdayPMModi
#pmmodibirthday #HappyBirthdayModi
#JanJanKePradhanMantri #SandArt

<a href="/sudarsansand/">Sudarsan Pattnaik</a>
MyGov Odia (@mygovodia) 's Twitter Profile Photo

ସେ ଜନତାଙ୍କ ଆଗେ ମୁଣ୍ଡ ନୁଆଁନ୍ତି, ସୁଖ-ଦୁଃଖରେ ସେମାନଙ୍କ ସହିତ ଠିଆ ହୁଅନ୍ତି, ପ୍ରଚଳିତ ପ୍ରଥାକୁ ଭାଙ୍ଗନ୍ତି, ସେ ଆଉ କେହି ନୁହଁନ୍ତି, ସେ ଆମ ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ Narendra Modi, ଆମର ପ୍ରଧାନ ସେବକ। #SevaParv #HappyBdayPMModi #PMModiBirthday #HappyBirthdayModi

MyGov Odia (@mygovodia) 's Twitter Profile Photo

ପ୍ରଧାନମନ୍ତ୍ରୀ Narendra Modi ଙ୍କ ପାଇଁ ଭାରତ ହେଉଛି ପରିବାର। ପ୍ରତ୍ୟେକ ନାଗରିକ ତାଙ୍କର ପରିବାର। ତାଙ୍କ ଜନ୍ମଦିନରେ ମଧ୍ୟ, କୌଣସି ମହମବତୀ କିମ୍ବା କେକ୍ ନାହିଁ, କେବଳ ଲକ୍ଷ ଲକ୍ଷ ଲୋକଙ୍କ ଆଶୀର୍ବାଦ ଏବଂ ପ୍ରାର୍ଥନା... #SevaParv #HappyBdayPMModi #PMModiBirthday #HappyBirthdayModi

MyGov Odia (@mygovodia) 's Twitter Profile Photo

କଳ୍ପନା କରନ୍ତୁ ✅ ବିଶ୍ୱ ନେତାମାନଙ୍କ ପ୍ରୋଟୋକଲ୍ ଭାଙ୍ଗିବା ✅ ବିଦେଶରେ ଷ୍ଟାଡିୟମରେ ଭିଡ଼ ✅ ୨୭ଟି ଅନ୍ତର୍ଜାତୀୟ ପୁରସ୍କାର ଏହା କୌଣସି ଚଳଚ୍ଚିତ୍ର କାହାଣୀ ନୁହେଁ, ଏହା ପ୍ରଧାନମନ୍ତ୍ରୀ Narendra Modi ଙ୍କ ନେତୃତ୍ୱର କାହାଣୀ। #SevaParv #HappyBdayPMModi #HappyBirthdayModi

MyGov Odia (@mygovodia) 's Twitter Profile Photo

ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା! BJD ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ Narendra Modi ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ତାଙ୍କ ନେତୃତ୍ୱ ଓ ଦୃଷ୍ଟିକୋଣର ପ୍ରଶଂସା କରିଛନ୍ତି। #SevaParv #HappyBdayPMModi #HappyBdayPMModiJi #HappyBirthdayModi

MyGov Odia (@mygovodia) 's Twitter Profile Photo

ଦେଶର ଜଣେ ପ୍ରେରଣାଦାୟକ ନେତା, ଜନତାଙ୍କ ପ୍ରଧାନ ସେବକ। ଆସନ୍ତୁ ପ୍ରଧାନମନ୍ତ୍ରୀ Narendra Modi ଙ୍କ ୭୫ତମ ଜନ୍ମଦିନରେ ଆମେ "ଜଗନ୍ନାଥ ମାଟିରୁ ଅଭିନନ୍ଦ" ଗୀତ ମାଧ୍ୟମରେ ତାଙ୍କର ଦୂରଦୃଷ୍ଟି, ସମର୍ପଣ ଏବଂ ପ୍ରେରଣାଦାୟକ ନେତୃତ୍ୱକୁ ପାଳନ କରିବା। ଏହି ଗୀତଟି ଭାରତର ଗୌରବକୁ ଆହୁରି ଉଜ୍ଜ୍ୱଳ କରିଥାଏ। #SevaParv

MyGov Odia (@mygovodia) 's Twitter Profile Photo

ଦୁବାଇ ବୁର୍ଜ୍ ଖଲିଫାର ଶୁଭେଚ୍ଛା! ୭୫ତମ ଜନ୍ମଦିନରେ ସଂଯୁକ୍ତ ଆରବ ଏମିରେଟସ୍‌ର ବୁର୍ଜ୍ ଖଲିଫା ପ୍ରଧାନମନ୍ତ୍ରୀ Narendra Modi ଙ୍କୁ ସମ୍ମାନ ଜଣାଇବା ପାଇଁ ଆଲୋକିତ ହେଲା। #SevaParv #HappyBdayPMModi #HappyBdayPMModiJi

MyGov Odia (@mygovodia) 's Twitter Profile Photo

ଆପଣଙ୍କର ଚିନ୍ତାଧାରା ଭବିଷ୍ୟତକୁ ଗଢ଼ିପାରେ! ୨୮ ସେପ୍ଟେମ୍ବର ୨୦୨୫ରେ ହେବାକୁ ଥିବା ମନ କି ବାତ୍ ପାଇଁ ପ୍ରଧାନମନ୍ତ୍ରୀ Narendra Modi ଙ୍କ ସହ ଆପଣଙ୍କର ଚିନ୍ତାଧାରା ସେୟାର କରନ୍ତୁ। 👉ମେରିସରକାର.ଭାରତ/group-issue/in… #MannKiBaat #MyGov

ଆପଣଙ୍କର ଚିନ୍ତାଧାରା ଭବିଷ୍ୟତକୁ ଗଢ଼ିପାରେ!

୨୮ ସେପ୍ଟେମ୍ବର ୨୦୨୫ରେ ହେବାକୁ ଥିବା ମନ କି ବାତ୍ ପାଇଁ ପ୍ରଧାନମନ୍ତ୍ରୀ <a href="/narendramodi/">Narendra Modi</a>  ଙ୍କ ସହ ଆପଣଙ୍କର ଚିନ୍ତାଧାରା ସେୟାର କରନ୍ତୁ।

👉ମେରିସରକାର.ଭାରତ/group-issue/in…

#MannKiBaat #MyGov
MyGov Odia (@mygovodia) 's Twitter Profile Photo

ଜନ୍ମଦିନରେ ଏକ ବିଶେଷ ପଦକ୍ଷେପ 🌱 ପ୍ରଧାନମନ୍ତ୍ରୀ Narendra Modi ତାଙ୍କ 75ତମ ଜନ୍ମଦିନରେ ରାଜା ଚାର୍ଲ୍ସ IIIଙ୍କ ଦ୍ବାରା ପଠାଯାଇଥିବା ଏକ ଗଛ ଲଗାଇ #EkPedMaaKeNaam ଆନ୍ଦୋଳନର ଭାବନାକୁ ଆଗକୁ ବଢାଇଛନ୍ତି। 🌍💚 #SevaParv

MyGov Odia (@mygovodia) 's Twitter Profile Photo

ପବିତ୍ର ମହାଳୟା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା #Mahalaya #Mahalaya2025 #MahalayaAmavasya #DurgaPuja2025 #DurgaPuja

MyGov Odia (@mygovodia) 's Twitter Profile Photo

ଲାଇଭ୍ ଦେଖନ୍ତୁ ପ୍ରଧାନମନ୍ତ୍ରୀ Narendra Modi ଦେଶକୁ ସମ୍ୱୋଧନ କରିବେ। 📹: youtube.com/watch?v=VO1MvA…

MyGov Odia (@mygovodia) 's Twitter Profile Photo

𝐆𝐒𝐓 ରେ ସଂସ୍କାର, ଦୈନନ୍ଦିନ ଜୀବନରେ ଆଶ୍ୱସ୍ତି! ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ Narendra Modi କହିଛନ୍ତି ଯେ 99% ସାମଗ୍ରୀ ଉପରେ ଟିକସ 12% ରୁ 5%କୁ ହ୍ରାସ କରାଯାଇଛି। ଖାଦ୍ୟ ଓ ଔଷଧ ଠାରୁ ଆରମ୍ଭ କରି ସାବୁନ, ବୀମା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ପର୍ଯ୍ୟନ୍ତ, ସେଗୁଡ଼ିକ ଏବେ ଶସ୍ତା, ଯାହା ଏକ ସୁଦୃଢ଼

MyGov Odia (@mygovodia) 's Twitter Profile Photo

🇮🇳🏆ଏସିଆ କପରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ! ସୁପର 4ରେ ଭାରତ ପାକିସ୍ତାନକୁ କଲା ପରାସ୍ତ। #AsiaCup2025 #TeamIndia #INDvsPAK2025 #INDvPAK #AsiaCupT20

🇮🇳🏆ଏସିଆ କପରେ ଟିମ୍ ଇଣ୍ଡିଆର ଦମଦାର୍ ବିଜୟ! ସୁପର 4ରେ ଭାରତ ପାକିସ୍ତାନକୁ କଲା ପରାସ୍ତ। 

#AsiaCup2025 #TeamIndia
#INDvsPAK2025 #INDvPAK #AsiaCupT20
MyGov Odia (@mygovodia) 's Twitter Profile Photo

ଏସିଆ କପରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ଦେଲା ମାତ୍। 🇮🇳🏆 ଭାରତ ସୁପର 4ରେ ପାକିସ୍ତାନକୁ ପରାସ୍ତ କଲା। ଏହି ବିଜୟ କେବଳ କ୍ରିକେଟ୍ ନୁହେଁ, ବରଂ ଏକତା, ଶୃଙ୍ଖଳା ଏବଂ ଅଦମ୍ୟ ସାହସର ପ୍ରତୀକ। ଗର୍ବିତ ଭାରତ, ପ୍ରତ୍ୟେକ ଭାରତୀୟ ଗର୍ବିତ! 👏👏 #AsiaCup2025 #TeamIndia #INDvsPAK2025 #INDvPAK #AsiaCupT20