Mitrabhanu Mohanty (@mitrabhanumoha8) 's Twitter Profile
Mitrabhanu Mohanty

@mitrabhanumoha8

writer, composer and film maker

ID: 1316217357254172672

calendar_today14-10-2020 03:21:34

21 Tweet

69 Followers

65 Following

Mitrabhanu Mohanty (@mitrabhanumoha8) 's Twitter Profile Photo

#cmo odisha Lives and livelihood Is it possible that all the hotels that are closed in these lockdown period may be utilised as quarantine centres ? Why make new quarantine centres and spend money on that and why not give opportunity to these hoteliers who agree to your condition

Mitrabhanu Mohanty (@mitrabhanumoha8) 's Twitter Profile Photo

Respected Municipal Commissioner of Cuttack. How helpful it would be ,if you could please put some sign boards at this city's entrance with 'Welcome to Cuttack, but be aware of street Dogs and Cows' #CMC,Cuttack

Mitrabhanu Mohanty (@mitrabhanumoha8) 's Twitter Profile Photo

#salutetoanoblesoul #KishoreRath #Katakhya I request Sri Soumya Patnaik of Sambad to dedicate a front page, in honour of Late Kishore Rath with the best of his satires and cartoons of Katakhya.Let us see the real past than vision that comes as front page ad.The soul deserves this

Mitrabhanu Mohanty (@mitrabhanumoha8) 's Twitter Profile Photo

ବିକାରୀ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରାକ୍ ନିର୍ବାଚନ ଘୋଷଣାନାମା ରେ ଉଲ୍ଲେଖ ବେକାରୀଭତ୍ତା ଓ ଦେଶର ବିଭିନ୍ନ ଅସମୃଦ୍ଧ ରାଜ୍ୟମାନଙ୍କରେ ଜନସାଧାରଣ ଙ୍କ ନିମନ୍ତେ ମାଗଣା ଯୋଜନା, ତଥା ଗଣତାନ୍ତ୍ରିକ ରେ ଭୋଟ କିଣାବିକା ପଦ୍ଧତି କୁ ନେଇ, ଏଇ ମହାନ ବିଶ୍ବଶକ୍ତିରେ ଆଉ ଏକ ଜାତି ଖୁବ ଶୀଘ୍ର ଜନ୍ମ ନେବାକୁ ଯାଉଛି, ତା ହେଲା -ବିକାରୀ

Mitrabhanu Mohanty (@mitrabhanumoha8) 's Twitter Profile Photo

#ମାନନୀୟା_ରାଷ୍ଟ୍ରପତି_ମହୋଦୟା ଆପଣଙ୍କୁ ବିନୀତ ଅନୁରୋଧ,ପ୍ରତି ମାସରେ ଆପଣ ଥରେ ଅଧେ ଏଇ କଟକ ପରି ଅନ୍ୟାନ୍ୟ ସହରକୁ ବି ପଦାର୍ପଣ କରନ୍ତୁ । ମହାମହିମଙ୍କ ଆଗମନ ନିମନ୍ତେ ଆମର ବିଦ୍ୟୁତ, ରାସ୍ତା, ପୌରସଂସ୍ଥା ପରି ସବୁ ଅନୁଷ୍ଠାନ କର୍ମଠକରୁ କର୍ମଠ ହେଇ ଯାଉଛନ୍ତି ।ନଗର ନିବାସୀ (ପ୍ୟାଚ୍ ପକା କାମ ହେଉ ପଛେ ) ବହୁତ ଉପକୃତ ହେଉଛନ୍ତି

Mitrabhanu Mohanty (@mitrabhanumoha8) 's Twitter Profile Photo

#ମାନନୀୟ_ମୂଖ୍ୟମନ୍ତ୍ରୀ_ମୋହନମାଝୀ_ମହୋଦୟ ପୂର୍ବସରକାର ଯେଉଁ ବିଦ୍ୟୁତ ବିଭାଗକୁ ଘରୋଇ ସଂସ୍ଥାକୁ ସମର୍ପଣ କରିଦେଇଥିଲେ । ତାହା ପୂନର୍ବାର ସରକାରୀକରଣ ହେବାର କିଛି ସମ୍ଭାବନା ଅଛି ଆପଣଙ୍କ ଶାସନରେ । ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟର ଖାଉଟି, ବିଦ୍ୟୁତ ଉପରେ ଏତେ ଶୁଳ୍କ ଦେବେ କାହିଁକି ? ନାମ ସହ କାମ ବି ପରିବର୍ତ୍ତନ ହେଉ ।