Satyabrata Kuna Tripathy (@kunatripathy68) 's Twitter Profile
Satyabrata Kuna Tripathy

@kunatripathy68

Actor,Writer,Director,TV Presenter.
Past President,Past Asst Governor,
ROTARY

ID: 958539299011481600

calendar_today31-01-2018 03:15:52

798 Tweet

7,7K Takipçi

80 Takip Edilen

Satyabrata Kuna Tripathy (@kunatripathy68) 's Twitter Profile Photo

"ଓଡିଶା ଫଟୋଗ୍ରାଫିକ୍ ଆସୋସିଏସନ" ଆନୁକୁଲ୍ୟରେ ଆୟୋଜିତ "ଓଡିଶା ଫଟୋ ଏକ୍ସପୋ-23" ଉଦଘାଟନ ଅବସରରେ..ଜୟ ଜଗନ୍ନାଥ

ଓଡ଼ିଆ ସିନେମାର ପ୍ରଥମ ନାରୀ ଗୀତିକାରର ମାନ୍ୟତା ପାଇଥିବା ତଥା ଆକାଶବାଣୀ,ଦୂରଦର୍ଶନ ଓ ଚଳଚ୍ଚିତ୍ର ଦୁନିଆର ଏକ ଶ୍ରଦ୍ଧାଶୀଳ ନାମ-"ବିନୋଦିନୀ ଦେବି" ଆଉ ଆମ ଗହଣରେ ନାହାନ୍ତି।"ରକତ ଟଳମଳ", "ମୁଁ ତୁମ ବଧୂ ନୁହେଁ ବନ୍ଧୁ", "ନିରିମାଖୀ କୁଆଁରୀ" ଭଳି ଅନେକ କାଳଜୟୀ ଗୀତ ଆଜି ବି ଓଡିଆଙ୍କୁ ବିଭୋର କରେ।ଅମର ଆତ୍ମା ମୋକ୍ଷ ଲାଭ କରୁ।

ରାଜ୍ୟ ପରିବହନ ବିଭାଗ ଆନୁକୁଲ୍ୟରେ ଦ୍ବିତୀୟ ସର୍ବଭାରତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବର ଘୋଷଣା ହେଲା।ଜଣେ ବିଚାରକ ଭାବେ ଦ୍ୱିତୀୟଥର ଦାୟିତ୍ବ ଦେଇଥିବାରୁ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ।ସଚେତନତା ବୃଦ୍ଧି ଯୋଗୁ ଦୂର୍ଘଟଣା କମି ଜୀବନ ରକ୍ଷା ହେବ ବୋଲି ଆଶା।ଜୟ ଜଗନ୍ନାଥ।

ଅଣସ୍ତରୀତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର "ପ୍ରତୀକ୍ଷା" ଓ ସ୍ଵତନ୍ତ୍ର ପୁରସ୍କାର ପ୍ରାପ୍ତ କ୍ଷୁଦ୍ର ଚଳଚ୍ଚିତ୍ର "ଦି ହିଲିଙ୍ଗ ଟଚ୍"ର ସମସ୍ତ ସଦସ୍ଯଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।ଓଡ଼ିଆ ସିନେମାର ଏ କଡଲେଉଟାଣି ସମୟରେ ଅଣ୍ଟା ଭିଡିଥିବା ସବୁ ପ୍ରଯୋଜକ,ନିର୍ଦ୍ଦେଶକ,କଳାକୁଶଳୀ,କଳାକାରମାନଙ୍କୁ ଶୁଭେଚ୍ଛା।

Dilip Mohanty (@tennismohanty) 's Twitter Profile Photo

Watch the Odia movie "Kuhudi" after a decade with family! This is the first release by Director Ajaya Paddhi at PVR Promenade, Vasant Kunj, New Delhi. Brilliant performances by Anubhav Mohanty , Prakruti Mishra, Satyabrata Kuna Tripathy. Calling all Odias residing in Delhi and NCR to

Watch the Odia movie "Kuhudi" after a decade with family! This is the first release by Director <a href="/AjayPadhi1991/">Ajaya Paddhi</a> at PVR Promenade, Vasant Kunj, New Delhi. Brilliant performances by <a href="/AnubhavMohanty_/">Anubhav Mohanty</a> , <a href="/prakrutiworld/">Prakruti Mishra</a>, <a href="/KunaTripathy68/">Satyabrata Kuna Tripathy</a>. Calling all Odias residing in Delhi and NCR to
Revive Ollywood (@reviveollywood) 's Twitter Profile Photo

Gripping visuals from the upcoming Odia movie #Ananta, based on Legendary Fakir Mohan Senapati's "Randi Pua Ananta," releasing June 12, 2025. Trailer: youtu.be/aNGaiOD2d74 SABYASACHI MISHRA 🇮🇳 Satyabrata Kuna Tripathy Archita Sahu Amara Muzik #OdiaTwitteria #OdiaCinema #ReviveOllywood