KeonjharTimes (@keonjhartimes) 's Twitter Profile
KeonjharTimes

@keonjhartimes

ID: 28934124

linkhttp://www.keonjhartimes.com calendar_today05-04-2009 03:42:26

809 Tweet

1,1K Takipçi

144 Takip Edilen

KeonjharTimes (@keonjhartimes) 's Twitter Profile Photo

The traffic jam from Church Chowk to Dharanidhar Chowk (Jail Road) in Keonjhar city is so congested that even ambulances cannot pass. It is a clear sign that the city needs to improve the parking system. District Administration,Keonjhar CMO Odisha SP Keonjhar

🚨 Breaking News🚨 ହାତୀ ଆକ୍ରମଣରେ ଛାତ୍ର ଗୁରୁତର। ହାତୀ ଦେଖିବାକୁ ଯାଇ ଭଣ୍ଡା ବାଙ୍କୀ ସାହିର ଜଣେ କଲେଜ ଛାତ୍ର ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଭଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ଟି ଉଚ୍ଚବାଲି ଅଞ୍ଚଳରେ ଘଟିଛି। District Administration,Keonjhar

🚨 Breaking News🚨
ହାତୀ ଆକ୍ରମଣରେ ଛାତ୍ର ଗୁରୁତର। ହାତୀ ଦେଖିବାକୁ ଯାଇ ଭଣ୍ଡା ବାଙ୍କୀ ସାହିର ଜଣେ କଲେଜ ଛାତ୍ର ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଭଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ଟି ଉଚ୍ଚବାଲି ଅଞ୍ଚଳରେ ଘଟିଛି। District Administration,Keonjhar
KeonjharTimes (@keonjhartimes) 's Twitter Profile Photo

କେନ୍ଦୁଝର ପୋଲିସ ଦ୍ୱାରା ଆୟୋଜିତ ସାଇବର ସୁରକ୍ଷା କ୍ୟାମ୍ପେନ୍ ରେ ସାଇବର ସୁରକ୍ଷା ପାଇଁ ଶପଥ ଗ୍ରହଣ ସମୟର ଦୃଶ୍ୟ SP Keonjhar DIG Western Range, ROURKELA Elina Samantaray District Administration,Keonjhar Divisional Forest Officer, Keonjhar (T)

ଆଜି ଦୁଇଦିନିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ। କିଛି ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ମକର ବୁଡ଼ ପକେଇବେ। Mohan Charan Majhi

KeonjharTimes (@keonjhartimes) 's Twitter Profile Photo

ମଦ କାହାକୁ ବି ରାକ୍ଷସ କରିଦେଇପାରେ... ମଦ ନିଶାରେ ରାହୁଲ ମହାରଣାଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଦେଶକୁ ସୁରକ୍ଷା ଦେଉଥିବା ଯବାନ, ଜଣେ ଡେଲିଭରି ବଏ ଅଉ ଜଣେ ପ୍ରାଇଭେଟ ଚାକିରିୟା। #rahulmaharana #Bhubaneswar

ମଦ କାହାକୁ ବି ରାକ୍ଷସ କରିଦେଇପାରେ...

ମଦ ନିଶାରେ ରାହୁଲ ମହାରଣାଙ୍କୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଦେଶକୁ ସୁରକ୍ଷା ଦେଉଥିବା ଯବାନ, ଜଣେ ଡେଲିଭରି ବଏ ଅଉ ଜଣେ ପ୍ରାଇଭେଟ ଚାକିରିୟା। #rahulmaharana #Bhubaneswar
KeonjharTimes (@keonjhartimes) 's Twitter Profile Photo

କେନ୍ଦୁଝର ସହର ଗୋବିନ୍ଦପୁର ରେ ଥିବା ଏକ ବାଣ ଗୋଦାମରେ ପୋଲିସ ପକ୍ଷରୁ ଚଢ଼ାଉ। ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଥିବା ସୂଚନା ମିଳିଛି। #keonjhar #kendujhar #police

କେନ୍ଦୁଝର ସହର ଗୋବିନ୍ଦପୁର ରେ ଥିବା ଏକ ବାଣ ଗୋଦାମରେ ପୋଲିସ ପକ୍ଷରୁ ଚଢ଼ାଉ। ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଥିବା ସୂଚନା ମିଳିଛି।

#keonjhar #kendujhar #police