I & PR Department, Odisha (@ipr_odisha) 's Twitter Profile
I & PR Department, Odisha

@ipr_odisha

Information & Public Relations Dept. Govt. of Odisha | ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡିଶା ସରକାର

ID: 743517005920141314

linkhttp://www.inpr.odisha.gov.in calendar_today16-06-2016 18:54:02

18,18K Tweet

762,762K Followers

98 Following

I & PR Department, Odisha (@ipr_odisha) 's Twitter Profile Photo

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ସମାରୋହର ସିଧାପ୍ରସାରଣ: youtube.com/live/aJHlX_Cr9…

I & PR Department, Odisha (@ipr_odisha) 's Twitter Profile Photo

ସ୍ବାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ସମସ୍ତ ସହରାଞ୍ଚଳବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏହି ଦିବସରେ ଆସନ୍ତୁ, ସମସ୍ତେ ସହଭାଗୀ ହୋଇ ପୌରାଞ୍ଚଳ ଶାସନ ବ୍ୟବସ୍ଥାକୁ ଅଧିକ ଉପଯୋଗୀ, ସରଳ ତଥା ଲୋକାଭିମୁଖୀ କରିବା ନିମନ୍ତେ ସଂକଳ୍ପବଦ୍ଧ ହେବା।

ରାଜ୍ୟ କୃଷି ଭବନରେ ଓଡିଶା ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ। ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମି ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ଏବଂ

ରାଜ୍ୟ କୃଷି ଭବନରେ ଓଡିଶା ଉଚ୍ଚ ଶିକ୍ଷା ବିଭାଗ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମଧ୍ୟରେ ରାଜ୍ୟରେ PM-USHA କାର୍ଯ୍ୟକ୍ରମ ଲାଗୁ କରିବା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ୨୦୨୫-୨୬ ମଧ୍ୟରେ ଏହା କାର୍ଯ୍ୟକାରୀ କରାଯିବ।

ଉଚ୍ଚ ଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମି ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ଏବଂ
I & PR Department, Odisha (@ipr_odisha) 's Twitter Profile Photo

ରାଜ୍ଯ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାକୁ ଅନୁମୋଦନ କରିଛନ୍ତି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ ଉପକୃତ ହେବେ। ନୂତନ ଭାବରେ ପଞ୍ଜୀକୃତ ହେବାକୁ

ରାଜ୍ଯ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହାକୁ ଅନୁମୋଦନ କରିଛନ୍ତି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ ଉପକୃତ ହେବେ। 

ନୂତନ ଭାବରେ ପଞ୍ଜୀକୃତ ହେବାକୁ
I & PR Department, Odisha (@ipr_odisha) 's Twitter Profile Photo

ସୁଭଦ୍ରା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପୋର୍ଟାଲ୍ ଆରମ୍ଭ କରାଯାଇଛି। subhadra.odisha.gov.in ଏହା ରାଜ୍ୟ ସରକାରଙ୍କର “ସୁଭଦ୍ରା” ପାଇଁ ଏକମାତ୍ର ସରକାରୀ ପୋର୍ଟାଲ୍ ବା ୱେବ୍‌ସାଇଟ। ଏହା ବ୍ୟତୀତ "ସୁଭଦ୍ରା" ଯୋଜନା ସଂପର୍କୀତ ଅନ୍ୟ ଯେକୌଣସି ପୋର୍ଟାଲ୍ ନକଲି ଓ ଭ୍ରମାତ୍ମକ ଅଟେ। #ସୁଭଦ୍ରା

ସୁଭଦ୍ରା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପୋର୍ଟାଲ୍ ଆରମ୍ଭ କରାଯାଇଛି।

subhadra.odisha.gov.in

ଏହା ରାଜ୍ୟ ସରକାରଙ୍କର “ସୁଭଦ୍ରା” ପାଇଁ ଏକମାତ୍ର ସରକାରୀ ପୋର୍ଟାଲ୍ ବା ୱେବ୍‌ସାଇଟ। ଏହା ବ୍ୟତୀତ "ସୁଭଦ୍ରା" ଯୋଜନା ସଂପର୍କୀତ ଅନ୍ୟ ଯେକୌଣସି ପୋର୍ଟାଲ୍ ନକଲି ଓ ଭ୍ରମାତ୍ମକ ଅଟେ। #ସୁଭଦ୍ରା
CMO Odisha (@cmo_odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସଂଧ୍ୟାରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସମବେଦନା ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟରେ ବିପର୍ଯ୍ୟୟ ପରବର୍ତ୍ତୀ

I & PR Department, Odisha (@ipr_odisha) 's Twitter Profile Photo

ଏଣିକି ପ୍ରତି ମାସରେ ବିଭିନ୍ନ ଜିଲ୍ଲାକୁ ରାଜ୍ୟର ବରିଷ୍ଠ ଶାସନ ସଚିବମାନେ ଦୁଇ-ତିନି ଦିନ ପରିଦର୍ଶନରେ ଯାଇ ଗୁରୁତ୍ୱପୂର୍ଣ୍ଣ ଯୋଜନା ଗୁଡିକର କାର୍ଯ୍ୟାନ୍ଵୟନକୁ ତଦାରଖ କରିବେ। ଏହା ଦ୍ଵାରା ପ୍ରଶାସନକୁ ଲୋକାଭିମୁଖୀ ଓ ଅଧିକ ଗତିଶୀଳ କରାଯିବା ସହ ଜନସାଧାରଣଙ୍କୁ ସଠିକ ଭାବରେ ବିଭିନ୍ନ ସେବା ଯୋଗାଇବା ସୁନିଶ୍ଚିତ କରିହେବ।

I & PR Department, Odisha (@ipr_odisha) 's Twitter Profile Photo

ପବିତ୍ର ଗୁରୁଦିବସ ଉପଲକ୍ଷେ ସମସ୍ତ ଶିକ୍ଷକମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜ୍ଞାନର ଆଲୋକ ବିତରଣ କରୁଥିବା ସମସ୍ତ ଗୁରୁମାନଙ୍କୁ ପ୍ରଣାମ। #ଗୁରୁଦିବସ #teachersday2024

ପବିତ୍ର ଗୁରୁଦିବସ ଉପଲକ୍ଷେ ସମସ୍ତ ଶିକ୍ଷକମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜ୍ଞାନର ଆଲୋକ ବିତରଣ କରୁଥିବା ସମସ୍ତ ଗୁରୁମାନଙ୍କୁ ପ୍ରଣାମ। #ଗୁରୁଦିବସ #teachersday2024
CMO Odisha (@cmo_odisha) 's Twitter Profile Photo

ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ ବୋଲି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା।

ଗୁରୁ କେବଳ ବିଦ୍ୟାର୍ଥୀମାନଙ୍କର ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସେମାନେ ପୁରା ସମାଜର ଭବିଷ୍ୟତ ନିର୍ମାଣ କରନ୍ତି। ସେମାନେ ସମାଜର ମାର୍ଗଦର୍ଶକ ବୋଲି ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି। 

ଏହି ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଥିଲା।
CMO Odisha (@cmo_odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଫ୍ରାନ୍‌ସର ଲିଓନ୍‌ଠାରେ ଅନୁଷ୍ଠିତ ହେଉଥିବା ୪୭ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା "ସ୍କିଲ୍‌ଡ୍ ଇନ୍ ଓଡ଼ିଶା" ପ୍ରତିଯୋଗୀମାନଙ୍କ ସହିତ ଆଭାସୀ ଜରିଆରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ୬୦ ଜଣିଆ ଦଳରେ ଓଡ଼ିଶାର ୧୫ଜଣ ପ୍ରତିଯୋଗୀ ଅଛନ୍ତି। #SkilledInOdisha

Hon'ble Chief Minister Sri Mohan Charan Majhi graced the groundbreaking ceremony of India’s first Silicon Carbide manufacturing facility by RIR Power Electronics Ltd. at EMC Park, Infovalley, Bhubaneswar. This state-of-the-art facility strengthens Odisha's position in the

Hon'ble Chief Minister Sri Mohan Charan Majhi graced the groundbreaking ceremony of India’s first Silicon Carbide manufacturing facility by RIR Power Electronics Ltd. at EMC Park, Infovalley, Bhubaneswar.  

This state-of-the-art facility strengthens Odisha's position in the
I & PR Department, Odisha (@ipr_odisha) 's Twitter Profile Photo

ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ପାଳନ ହେବ ସ୍ୱଚ୍ଛ ଭାରତ ଦିବସ। ଏହି ପରିପ୍ରେକ୍ଷାରେ ଆଗାମୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ-୨୦୨୪ ସାରା ରାଜ୍ୟରେ ପାଳନ କରାଯିବ। ଏହି ଅଭିଯାନକୁ ସଫଳ ଭାବର କାର୍ଯ୍ୟକାରୀ କରାଯିବା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ

ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରେ ପାଳନ ହେବ ସ୍ୱଚ୍ଛ ଭାରତ ଦିବସ। ଏହି ପରିପ୍ରେକ୍ଷାରେ ଆଗାମୀ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ‘ସ୍ୱଚ୍ଛତା ହିଁ ସେବା’ ପକ୍ଷ-୨୦୨୪ ସାରା ରାଜ୍ୟରେ ପାଳନ କରାଯିବ। 

ଏହି ଅଭିଯାନକୁ ସଫଳ ଭାବର କାର୍ଯ୍ୟକାରୀ କରାଯିବା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ
I & PR Department, Odisha (@ipr_odisha) 's Twitter Profile Photo

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଘ୍ନନାଶଙ୍କ ଅଶେଷ କୃପାରୁ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #ଶ୍ରୀଗଣେଶ #GaneshChaurthi #ଗଣେଶପୂଜା

ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଘ୍ନନାଶଙ୍କ ଅଶେଷ କୃପାରୁ ସମସ୍ତଙ୍କ ଜୀବନ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ। #ଶ୍ରୀଗଣେଶ #GaneshChaurthi #ଗଣେଶପୂଜା
କୃଷି ବିଭାଗ, ଓଡ଼ିଶା (@krushibibhag) 's Twitter Profile Photo

#ସମୃଦ୍ଧକୃଷକ #ବିକଶିତଓଡ଼ିଶା ପବିତ୍ର ନୂଆଁଖାଇ ଠାରୁ ଆରମ୍ଭ ହେବାକୁ ଯାଉଛି ସିଏମ୍ କିଷାନ ଯୋଜନା । ଖରିଫ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ ଡିବିଟି ମାଧ୍ୟମରେ ଦୁଇଟି କିସ୍ତିରେ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପାଇପାରିବେ। Arabinda K Padhee Prem chaudhary

President of India (@rashtrapatibhvn) 's Twitter Profile Photo

ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ନୂଆଁଖାଇ ଆମ କୃଷିଭିତ୍ତିକ ଜନଜୀବନର ଏକ ମହାନ୍ ପର୍ବ । ଦେଶର କୃଷକ ଭାଇଭଉଣୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏହା ଏକ ବିଶେଷ ଅବସର । ଏହି ପର୍ବ ସଭିଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା ।

I & PR Department, Odisha (@ipr_odisha) 's Twitter Profile Photo

ପବିତ୍ର ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମା' ସମଲେଇଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। #ନୂଆଁଖାଇ #nuakhai

ପବିତ୍ର ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମା' ସମଲେଇଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। #ନୂଆଁଖାଇ #nuakhai
Narendra Modi (@narendramodi) 's Twitter Profile Photo

Nuakhai Juhar! My best wishes on the special occasion of Nuakhai. We express gratitude to our hardworking farmers and appreciate their efforts for our society. May everyone be blessed with joy and good health.

CMO Odisha (@cmo_odisha) 's Twitter Profile Photo

ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ୍ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ସିଧାସଳଖ ଭାବରେ ସହାୟତା ପ୍ରଦାନ କରାଯାଇଛି। ସମ୍ବଲପୁରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର

ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଏମ୍ କିଷାନ୍ ଯୋଜନାରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ପ୍ରାୟ ୪୬ ଲକ୍ଷ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ସିଧାସଳଖ ଭାବରେ ସହାୟତା ପ୍ରଦାନ କରାଯାଇଛି। ସମ୍ବଲପୁରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର
I & PR Department, Odisha (@ipr_odisha) 's Twitter Profile Photo

ଆଜି ପବିତ୍ର ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ସି.ଏମ୍‌ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ପିଏମ୍ କିଷାନ ଯୋଜନାର ସ୍ବତନ୍ତ୍ର ଅଭିଯାନ, ସିଏମ କିଷାନ ପୋର୍ଟାଲ ଓ କୃଷକ ଓଡିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିଛନ୍ତି। ସମ୍ବଲପୁରରେ ପହଞ୍ଚିବା ପରେ

ଆଜି ପବିତ୍ର ନୂଆଁଖାଇ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ବଲପୁରଠାରେ ସି.ଏମ୍‌ କିଷାନ ସହାୟତା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ପିଏମ୍ କିଷାନ ଯୋଜନାର ସ୍ବତନ୍ତ୍ର ଅଭିଯାନ, ସିଏମ କିଷାନ ପୋର୍ଟାଲ ଓ କୃଷକ ଓଡିଶା ୟୁନିଫାଏଡ୍ ପୋର୍ଟାଲର ଉନ୍ମୋଚନ କରିଛନ୍ତି।

ସମ୍ବଲପୁରରେ ପହଞ୍ଚିବା ପରେ
I & PR Department, Odisha (@ipr_odisha) 's Twitter Profile Photo

ଓଡିଶା ଉପକୂଳରେ ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ପରିପ୍ରେକ୍ଷୀରେ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି

ଓଡିଶା ଉପକୂଳରେ ସମ୍ଭାବ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ପରିପ୍ରେକ୍ଷୀରେ ଆବଶ୍ୟକ ପ୍ରସ୍ତୁତି ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳରୁ ଅତି